Jaha kahila bhai jadi nija peta posiba ku kichhi nahi tahle badhya see ameti kama kariba ku sarkar aejinis tike jadi dhyan die tahle sabu sudhuri jiba etg
Kain , khali sarakari chakiri chakiri na kn, mo bando , patha satha kichhi nathiba , skill kichhi na thiba , au kahila na kn sarakari chakiri .... Aaaak thoo
If a government's main source of income is excise duty & the government encourage it by opening a licensed off shop near a college as policy matter for revenue.Then this illicit liquor has nothing to do with non drinker.Every body know the role of police, excise dept & politician in increase sell of liquor.
ପାଠ ପଢି ଵେକାର ହେବା ଅପେକ୍ଷା ଏପରି କାର୍ଯ୍ୟ କରିବା ସ୍ୱାଗତଯୋଗ୍ୟ ଧନ୍ୟବାଦ ଭାଇ।
Yes
You are right bro
Kintu anyo ku mariba thik nunhe
Jaha kahila bhai jadi nija peta posiba ku kichhi nahi tahle badhya see ameti kama kariba ku sarkar aejinis tike jadi dhyan die tahle sabu sudhuri jiba etg
D*88
ମୋ ଓଡ଼ିଶାର ମୋ ମଦ ଯୋଜନା.. ବାଃ ବାହାରେ ଓଡିଶା ସରକାର !!!
ଆରେ ଭାଇ କିଛି ଖରାପ ନଂହିତ ଆମ ସରକାର ମଦ କଂପାନୀ ଖୋଲି ମଦ ବିକୁଛନ୍ତି ସେ ଭାଇ ଜଣଙ୍କ କିଛି ଖରାପ କରିନାହାନ୍ତି ।।।ବେକାରୀ ସମସ୍ୟାକୁ ଦୂର କରୁଛନ୍ତି
ଏ ଭାଇକୁ ମଦ କମ୍ପାନୀ ରେ ଚାକିରି ଦିଆ ଯାଉ
Bhai agaru mada company re thele badhe
ସରକାର ଚାକିରି ନଦେଲେ ଏୟା ହେବ
Kain , khali sarakari chakiri chakiri na kn, mo bando , patha satha kichhi nathiba , skill kichhi na thiba , au kahila na kn sarakari chakiri .... Aaaak thoo
ଠିକି କରିଛନ୍ତି ଚାକିରୀ ଯଦି ନାହିଁ କଣ କରିବ ବିଚାର
ଏଥିପାଇଁ ସରକାର ଦାଇ। ଯଦି ରାଜ୍ଯ ସରକାର ଦୁର୍ନୀତି କରି କି ଚାକିରି ବିକ୍ରୀ କରି ଦିଆଯାଏ ତେବେ ପାଠପଢା ବେକାର ପିଲାମାନେ ମଦ କଣ, ଗଞେଇ ବି ବିକ୍ରୀ କରିବେ ସମୟ ପଡିଲେ ଚୋରୀ ବି କରିବେ।🙏🙏🙏
Welcome bro, good stape
ବେକରୀ ରହିବା ଅପେକ୍ଷା ଭଲ କାମ କରିଛି
କାହାର ଛୋରି କରି ନାଇ
ଯେଉଁ ପୋଲିସ ଭାଇମାନେ ଅଛନ୍ତି ସବୁ ଅରୁଆ ଚାଉଳ ରେ ଧୂଆ !
Swabalambi tharu bati milini
Thik thik kahichha,kete garvare kahuchhanti dekha mada bikri karibaku
ଯାହା କହିଲ
ପିଇଲା ବାଲା ହେଉଛି ଯଦି ତୁ ତ ପିଇ ଯାରେ.😀😀
😂ନକଲି ଅସଲୀ ନ ଜାଣି ନିଶାରେ ଗଡି ଯାରେ'''
ନିଜ ପଢା ର ବୁଦ୍ଧି କୁ କାମ ରେ ଲଗେଇ ରୋଜଗାର କରୁଥିଲେ' ଚାକିରୀ ପଛେ ନ ଗୋଡାଇ' ଏହାକୁ କହନ୍ତି ସ୍ବାବଲମ୍ବୀ ଆତ୍ମନିର୍ଭରଶୀଳ' ଭୁଲ୍ ବାଟରେ ଯାଉଥିଲା
ଭାଇ ଆପଣଙ୍କ ପ୍ରେରଣାଦାୟୀ ମତାମତ ପାଇଁ ବହୁତ୍ ବହୁତ ଧନ୍ୟବାଦ।
ଛୋଟିଆ ପ୍ରଶ୍ନ ଟିଏ ଆପଣଙ୍କ ପାଇଁ
ଆପଣଙ୍କ ଗୋଦାମ ଟେ କୋଉଠି ଅଛି, ଠିକଣା ଟେ ଦିଅନ୍ତୁ
Odisha re ta ଚାକିରୀ ନାହିଁ କଣ କରିବ, ଭାଇ ସ୍ୱlବଳମ୍ବି
@@siddharthbhardwaj91170000⁰0000000000⁰.
@@siddharthbhardwaj91170:49 0:50 ❤klkkk 🎉
ସ୍ୱାବଲମ୍ବି କହନ୍ତି,କିନ୍ତୁ ମଣିଷ ଜୀବନ ହତ୍ୟା କରନ୍ତି।
Demo ଦେଖେଇ ଥିବାରୁ ଧନ୍ୟବାଦ୍,
ମୁଁ ଫର୍ମୁଲା ସିଖିଗଲି ଏଥର ମୁ duplicate ବନେଇକି ବିକିବି 😂😂😂
Bhai dara hele mamu ghare kahiba mamu mate maila😂😂😂😅😅😅❤❤❤❤
All the best 😅😅😅
😅😅😅😅
Right
Mamu dhari pari ba ni..😅😅 @@BighneswarMallick-tm8nm
ନିର୍ଭିକ ସାମ୍ବାଦିକତା ପାଇଁ ଧନ୍ୟବାଦ ଓଟିଭି 👍
ବିନା ପୋଲିସ କାରବାର କିଏ ଚଲେଇ ପାରେ ।
କିନ୍ତୁ କିଛି ସଚୋଟ ପୋଲିସ ଯୋଗୁ, କିଛି ଅପରାଧୀ ଧରା ପଡ଼େ ।।
ପାଠପଢା ସାରି ବେକାରୀ ହେଲେ ଜଣେ ଯୁବକ କ'ଣ କରିବ । ବଞ୍ଚିବାକୁ ତ ଅର୍ଥ ଦରକାର। ଶିକ୍ଷିତ ଯୁବକମାନେ କାମ ନ ମିଳିଲେ ମଦ ରାନ୍ଧି ଜୀବନ ଅତିବାହିତ କରିବ ନାହଁ ତ କ'ଣ କରିବ । ସରକାର କାହିଁକି ମଦ ଦୋକାନ ବନ୍ଦ କରି ପାରୁ ନାହାଁନ୍ତି।
ବ୍ରାଣ୍ଡ ନ ଦେଖେଇ ଲେ ବି
ଆମେ bottles ଦେଖି ଜାଣି ପାରୁ ଚୁ
😜😜😜😂😂😂
ସଳା ଓଡ଼ିଶା ସରକାର ବିହାରୀ ମାନଙ୍କୁ ମଦ ବିକିବା ପାଇଁ ପ୍ରମିସନ ଦେଇଛି ଆମ ଓଡ଼ିଶା ଲୋକ କାମକରି ପଇସା ରୋଜଗାର କରିବ ନା
ମୁଁ ଦେଖିକି ଶିଖିଲି 😅କାମରେ ଦେବ 😂😂😂
ଆମର କିନ୍ତୁ ହାଣ୍ଡିଆ ବେଲେ କୁ ଠିକ୍ ନିଶା 😅😅
Counter ରେ 10 ଟଙ୍କା ଅଧିକ ନୋଉଛନ୍ତି କିଛି news ନାହିଁ
ଠିକ୍ କରୁଛି ସେ ଭାଇ ପାଠ ପଢି ଯଦି ଚାକିରି ନାହିଁ ଆଉ ଆମ ରାଜ୍ୟ ସରକାର ମଦ ବିକିବା ପାଇଁ ତ ଲାଇସେନ୍ସ ଦେଉଚି ଅସୁବିଧା କୁଟି ଅଛି ଆଉ
Right
Bhai, ଆଡ଼ଭାନ୍ସ ଟେକ୍ନୋଲୋଜି, ସରକାର ସାଙ୍ଗରେ ପ୍ରତିଯୋଗିତା, ITI ବାଲାବି Doctor, ହାର୍ଟ, କିଡ଼ନୀ ସବୁ open surgery, ତେଣୁ MBBS ପାଠ୍ୟକ୍ରମ ମଧ୍ୟ ITI ପାଠ୍ୟକ୍ର୍ରମ ରେ ଅନ୍ତର୍ଭୁକ୍ତ ହେଇଯିବ, ବୋଧ ହୁଏ,
Super brain. Welcome..
ପାଠ ପଢି ଯଦି ବେକାର ସମସ୍ୟା ପରିବାର କେମିତି ପୋଷଣ କରିବ ବିଚରା ଠୀକ କରିଛି !
ସେହି ଭିତରେ ଠିଆ ହାଇଥିବା, ଯେତେ ପୋଲିସ ଅଛନ୍ତି, ପାଠ ପଡି ବେକାର ଥାନ୍ତେ, ସେ କଣ କରିଥାନ୍ତ , ଠିକେ ଇଣ୍ଟରଭିଏଵ ଟିକେ ନିହନ୍ତୁ
ଆମ ଦିଗପହଣ୍ଡି ରେ ମଧ୍ୟ ଦୁଃପ୍ଲିକେଟ ମଦ ମିଳୁଛି
ଯାହାହେଉ ଡେମୋ ଦେଖିବା ପରେ ଅନ୍ୟ ମନେ ଏହାକୁ କରିବାକୁ ବାଟ ପାଇଗଲେ
ଭାଇ ଆପଣ ଭଲ କାମ କରିଛନ୍ତି......
Jay shree jagannath
News reporter power in odisha
ପେଟ ପୋଷିବା ପାଇ ଅନେକ ଉପାୟ ଅଛି।ଏ ଯୋଉ ମଦ ତିଆରି କରୁଥିଲୁ ସମାଜ କୁ ନଷ୍ଟ ଭ୍ରଷ୍ଟ କରିବା ପାଇଁଁ।ଲକ୍ଷ ଲକ୍ଷ ଘର ପରିବାର ର୍ବବାଦ୍ କରିଛୁ।ତୋତେ ଫାଶୀ ନିହାତି ହବା ଦରକାର। ପରମ ଛତର ଖିଆ ତୋ ସାଙ୍ଗରେ ଯେତେ ହାରାମି ଅଛନ୍ତି ସମସ୍ତେ ଫାଶୀ ପାଇବା ଦରକାର।
Jeun sarkar mada bikiba paien order deichhanti tanku kemitiya fashi darkar
ଧନ୍ୟବାଦ
ସରକାର ଲାଞ୍ଚ ନେଇ ଚାକିରି ଦେଉଛନ୍ତି କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଲୋକଟି ଏମିତି ବାଟକୁ ଆପଣେଇ ନେଇଛନ୍ତି, ଅର୍ଥାତ୍ ସରକାରଙ୍କୁ ଆଇନା ଦେଖାଇଛନ୍ତି।
Best police team thanks 🙏
Bahut badhiaa sar
Odisha sarkha jindabad
Dhany bad Jay jagnnath
Aku Hin Kuha Jae Atmanirbhar Bharat 👏👏👏👏Waahaaa......Waahaa....👏👏👏
Thanks 👍
Good job Bhai 👍
Ok ok BSc chemistry sir.
Very good dada 🙏🙏🙏
Good midiya bhai
ନବୀନ ବାବୁଙ୍କ ସ୍ୱପ୍ନ ପୁରଣ କରୁଛନ୍ତି
Bahut sundar karjyakrama
Good job
ଏହି ମଦ ତାକୁ ପିଆଇ ଦିଅ ସେ ଜାଣିବ ମଦ କେମିତି ଲାଗିବ
Wall done 👍
ଆଜି ମୁଁ sure ହେଇ ଗୋଲି ଯେ ନକଲି ମଦ ଦେହ ପାଇଁ ଖରାପ କିନ୍ତୁ ଦକାନ ରେ ବିକ୍ରି ସେଟା origilan
Original ଦୋକାନ ମଦ ନେଲେ ହେଲେ ମୁ ସବୁ ଦିନ ମଲ୍ ନେବି 😂😂😂😂😅
ସେଥିପାଇଁ ଯେତେ ପିଇଲେ ବି ମୋତେ ନିଶା ହେଉନଥିଲା
😂😅😂😅
Abe eku pi loka maribe au kahuchu nisa hauni
Mara pikari
ନଷ୍ଟ କରନି ଅନ୍ୟ ରାଜ୍ଯ କୁ ପଠେଇ ଦିଅ ଏବଂ ବିଜେନେଷ କର ନିଜ ରାଜ୍ଯରେ ମଧ୍ଯ ବେପାର ହେଉଛି ଅନ୍ୟ ରାଜ୍ଯ ରେ ବେପାର କରି ପାରିବୋନି କର 🙏🙏💯🙏🏽🇲🇽
ସ୍ପିରିଟ କେଉଁ କାଗଜ ପତ୍ର ରେ କେଉଁଠୁ ଆସୁଥିଲା.ଅବକାରୀ ବାଲା ଜାଣି ପାରିଲେନି. କମ୍ବଳ ଯାକ ତ ବାଳ , କାହାକୁ କହିବି ଲୋ ମା
Very good 👍👍👍
Gret bhai
ମଦ କୁ ଛାଡ଼ ଗଂଜେଇ ପିଅ 🙏🙏
ଅବକାରୀ ବିଭାଗ ହେଉଛି ବଡ ଚୋର ସରକାର ବଡ ଚୋର
Excise bale Tate gihele kain
ବଡ ଚର
Bsc.bro continue
Bala aichi ,
ଜୟ ହୋ we welcome it
Liquor should be banned in our country
odisha reporter ro e bholia news publish koriba pain dhonyobad apnku🙏
Good job Bhai chakiri nahale peta pie kichi karibaku padiba
ପାଠ ପଡ଼ି ଚ଼ାକିରି ନ ମିଳିବାରୁ ସେମିତି କରିଥିବେ
Police ta Sabu janichhanti,
Very good
ଭଲକରି ଯାଞ୍ଚ କରନ୍ତୁ
ଗୁଟଭ,ଏ
ଭାଈ ଆମର ପ୍ରାଟିକାଲରେ ଭାରି Strong.......... 😀😀😀😀
He is right, goldy ku dhriba abasyaka se hin sabu material supply karuchi au kahaku kahaku supply kare seta b jaiki bhala se janch kara hau
ଜେଲ ରୁ ବାହାରିଲା ପରେ ପୁଣି ଥରେ ସତର୍କତା ସହ ମଦ ବିକିବ ସେ.....
ଏ ପିଲାକୁ ଛାଡି ଦିଆ ଯାଉ future ଅଛି .... Kemestry student...
Odisha re talent ku sujaga namilile emiti karibe
Atma nirbhrasila bharat best example
ଅଭିଯୁକ୍ତଙ୍କ ନାଁ କଣ ଏବଂ ସେ କେଉଁ ଅଞ୍ଚଳର ବାସିନ୍ଦା ? ଜୟନାରାୟଣ ମିଶ୍ରଙ୍କର ପ୍ରତିକ୍ରିୟା କଣ ?
କଣ ଛୁଡ଼ିହୁଇଗଲା ସେଠୁ
Samata police nku mora dhanyabaad
Good
Sir good job
ମଦ ମାନେ ହିଁ ଖରାପ ଏତେ କଣ ଗପୁଛ
Sir rakhantu darkarpadiba .... elections asilani agare...
ମଦକୁ.କେଡେ.ସୁଧର.କଥା.ବାତା.ଟ.ଟାଳ.ମଦ.କପାନି.ବଧ.କରାଜାo.
ନକଲି milk ପ୍ରସ୍ତୁତ ପ୍ରଣାଳୀ ଦେଖାଇଲେ ଭଲ ହେବ।
Good job excise team
Original madata kan amrut?
Good news 🙏🙏
Jay shree Ram 🌹
If a government's main source of income is excise duty & the government encourage it by opening a licensed off shop near a college as policy matter for revenue.Then this illicit liquor has nothing to do with non drinker.Every body know the role of police, excise dept & politician in increase sell of liquor.
Good dicision bro i salute you..
Bcz no more job no more fight....
Good dicision for survive 😀😀😀
Nisa haba ki nahi reply dia
ଭାଇ ଭଲ କାମ କରୁଛ
ଶଳା ଚାକିରୀ ନାହିଁ ତ ଶିକ୍ଷା ଟା use କରି ପେଟ ପୋଷିବା
Nabin babu great drinker
Sir bholo hela. aponmanku think ness.
Jaha କରୁଛି ଠିକ୍ କରୁଛି , ସରକାର ମଦ ବିକୁଚି , ସର ଓଡ଼ିଶା କୁ ମଦୁଆ କରି 1ନମ୍ବର ପୁରସ୍କାର ପାଇଛି , ଉଚ୍ଚସିକ୍ଷା କରି ମଧ୍ୟ ବେକାର ,ଚାକିରି ନାହିଁ କଣ କରିବ
ମିଳିମିସି ଯଜନା କରି କାମ୍ କଲେ କଠିନ୍ କାମ୍ ଭି ସଗଜେ ହେମାଗ 👯
Best of luck all of you sir 🙏🇮🇳
ମଦ ତିଆରି କରି କଣ ଭଲ୍ କଲା
ଏହା ଓଡିଶା ସରକାରଙ୍କ 5 ଟି କିମ୍ସ
B,j,d, ସରକାର ଙ୍କ କମାଲ
ହଇରେ ଭାଇ ତୁ କହୁନୁ,ଚାକିରି ନ ଦେଲେ ଏମିତି କରିବି
Se Boka ta
Sir nku moro 🙏🙏🙏🙏