ପୋଲ ଉପରେ ସହର ପୋଲ ଉପରେ ଘର କରି ରହୁଛନ୍ତି ଲୋକ || CITY IN THE BRIDGE IN CHINA

Поделиться
HTML-код
  • Опубликовано: 28 дек 2024

Комментарии • 996

  • @binodkumar-px7ld
    @binodkumar-px7ld 6 месяцев назад +48

    ପୋଲ ଉପରେ ଘର ଅଛି ଏଇଟା ବହୁତ୍ ସୁନ୍ଦର ଦିଶୁଛି ଲବଭାଇ

  • @GANGSTAR143YT
    @GANGSTAR143YT 6 месяцев назад +151

    ଲବ ଭାଇ ଏତେ ଏଣ୍ଟରଟେନମେନ ଭିଡିଓ ବନାନ୍ତି ବହୁତ୍ ହିଁ ବଢିଆ ଲବ ଭାଇଙ୍କ ପାଇଁ ଗୋଟିଏ like ବନେ Joy Jagannath 🙏

  • @JahaKahibiSataKahibi-q7e
    @JahaKahibiSataKahibi-q7e 6 месяцев назад +7

    ଭଲ ଜାଗା, ସୁନ୍ଦର ଲାଗୁଚି, ଲବ ଭାଇ ଆପଣଙ୍କ ପାଇଁ ଦେଖି ପାରିଲୁ, ଥାଙ୍କ ୟୁ, କଟକ ଜିଲ୍ଲା ନରସିଂହପୁର ରୁ ସପୋର୍ଟ ହୃଦୟ ରୁ

  • @dasarathimohapatra618
    @dasarathimohapatra618 6 месяцев назад +7

    ଚୀନ ଦେଶରେ ପଲ ଉପରେ ଘର ବହୁତ ସୁନ୍ଦର ଲାଗିଲା ଓ ସେଠାରେ ପାର୍କ ଟି ଅତି ସୁନ୍ଦର ଭାବରେ ତିଆରି କରାଯାଇଅଛି, ବହୁତ ସୁନ୍ଦର ଲାଗିଲା ଭିଡିଓ ଟି,ଜୟ ଜଗନ୍ନାଥ,

  • @haradhanbehera9681
    @haradhanbehera9681 6 месяцев назад +109

    ଯାହା ହଉ ଚୀନ ଦେଖିବାକୁ ମିଳୁଛି

  • @tinahgarajentertainment1557
    @tinahgarajentertainment1557 6 месяцев назад +96

    ଆମ ଲବ ଭାଇ ପାଇଁ ଆମେ chine ଦେଶ ବୁଲିପରୁଛୁ ସେଥି ପାଇଁ ଜବରଦସ୍ତ like ହେଇଯାଉ

  • @hemantabahera8047
    @hemantabahera8047 6 месяцев назад +26

    ଗଜବ ଦେଶରେ ଅଜବ ଦିନିଶ ଦେଖିବକୁ ମିଳୁଚି ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤

  • @ratanlalpurty3569
    @ratanlalpurty3569 6 месяцев назад +10

    ବହୁତ ସୁନ୍ଦର ଜାଗା, ମନ କୁ ଛୁଇଁଲା, God Blesse Brother ❤️🌹❤️❤️🌹❤️🌹

  • @hrudanandasankhua5824
    @hrudanandasankhua5824 6 месяцев назад +15

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @pramodbhoi7563
    @pramodbhoi7563 6 месяцев назад +43

    ଲଭ ଭାଇ ମୋତେ ତମୋ ଡ୍ରୋନ ସର୍ଟ ଟା ବହୁତ ଭଲ ଲାଗେ..ଆଉ କାହା କାହାକୁ ଲଭ ଭାଇର ଡ୍ରୋନ ସର୍ଟ ଟା ଭଲଲାଗେ ଗୁଟେ ଲାଇକ👍🏻 କର❤❤

  • @kilogram382
    @kilogram382 6 месяцев назад +13

    ଲବ ଭାଇ ଆପଣ ଇଣ୍ଡିଆ ର No.1 ବ୍ଲଗର। oh I ni ଲବ ଭାଇ 😂ପୋଲ ଉପରେ ଘର ଦେଖି ମୋତେ ବହୁତ ଖୁସି ଲାଗିଲା।

  • @thirdeye9492
    @thirdeye9492 6 месяцев назад +62

    ଭାରତରେ ଲୋକ ସାଲୁବାଲୁ
    ବଣରେ ନାହାନ୍ତି ବାଘ ଭାଲୁ 😢
    ରାସ୍ତା ଘାଟ ଆବର୍ଜନା ମୟ
    ଶଠ ନେତା ଧର୍ମଧାରୀ ଭୟ
    ଭାରତର ଦେଢ଼ ଗୁଣା ଲୋକ
    ଚୀନ ରେ କରନ୍ତି ବସବାସ
    ତଥାପି ସୁନ୍ଦର ପରିବେଶ
    ପାହାଡ଼ ଜଙ୍ଗଲ ଓ ଆକାଶ
    ସବୁ ଲାଗେ କେଡେ ବ୍ୟବସ୍ଥିତ
    ଅଳସେ ଭାରତ ବିପର୍ଯ୍ୟସ୍ତ 😢
    😢😄

  • @NandakiswarMallick
    @NandakiswarMallick 6 месяцев назад +16

    ଜୟ ଶ୍ରୀ ରାମ ବହୁତ ବହୁତ ସୁନ୍ଦର ଧନ୍ଯବାଦ କନ୍ଧମାଳ ରୁ ❤❤❤❤❤

  • @SLF__RAJESH
    @SLF__RAJESH 6 месяцев назад +457

    କେବଳ ଲବ ଭାଈ fans ଲାଇକ୍ କର ଜୟ ଜଗନ୍ନାଥ ❤😊

    • @lipuworld77
      @lipuworld77 6 месяцев назад +8

      Au kusha bhai fan 😊😊

    • @Mr.Bikash01
      @Mr.Bikash01 6 месяцев назад +7

      Kia kou tharu video dekhucha please comment kara ❤

    • @babulisahu1034
      @babulisahu1034 6 месяцев назад

      ​@@Mr.Bikash01Koraput

    • @SLF__RAJESH
      @SLF__RAJESH 6 месяцев назад +2

      @@Mr.Bikash01 bhai mu jajpur ru 💗🙌🏻

    • @SLF__RAJESH
      @SLF__RAJESH 6 месяцев назад

      @@lipuworld77 ❤️‍🩹🫶🏻🤭😂

  • @subham1954
    @subham1954 6 месяцев назад +17

    ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤ ଗୋଟେ like ହଉ ❤❤❤❤

  • @durjyakumarsabar5032
    @durjyakumarsabar5032 6 месяцев назад +9

    ଧନ୍ୟବାଦ ଲବ ଭାଇ ଏତେ ସୁନ୍ଦର ବିଡ଼ିଓ ହାନି ଥିବାରୁ। ମୋନ ଖୁସି 😊 ହୋଇ ଗଲା
    Please One like 👍ଲବ ଭାଇଙ୍କ hard work

  • @gauravbhoi444
    @gauravbhoi444 6 месяцев назад +6

    ଭାଇ ତୁମ ଭାଗ୍ୟରେ ଅଛି ଦେଶ ବିଦେଶରେ ବୁଲି ପାରୁଛ ଏବଂ ଆମକୁ ବହୁତ ସୁନ୍ଦର ଭୀଡିଓ ଦେଖେଇ ପାରୁଛ I love you bro

  • @janakakanhar
    @janakakanhar 6 месяцев назад +5

    ଯାହା ହଉ ଭାଇ ଥମ ପାଇଁ ଆଜି ଆମେ ଚୀନ୍ ସିଟି ସୋଇକି ଦେଖୁଛୁ ଲୋଭ ୟୁ ଲୋଭ ଭାଇ ଏମିତି ଆଗକୁ ବଢିଛାଲ ଜୟ ଜଗନ୍ନାଥ 🙏🙏👍👍👍

  • @sasmitanayak3130
    @sasmitanayak3130 6 месяцев назад +120

    କୋଉ ମାନେ ଲବ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଛ ଗୋଟେ like ହଉ 😊😊

  • @sarbeswarasisa1810
    @sarbeswarasisa1810 6 месяцев назад +31

    ଜୟ ଜଗନ୍ନାଥ ଲବ ଭାଈ ରଥ ଯାତ୍ରା ପୂର୍ବରୁ 1 million subscriber ହେଇ ଯାଉ ତମ channel ର 🎉

  • @GotiMuktiAndolan_Odisha
    @GotiMuktiAndolan_Odisha 6 месяцев назад +5

    ସ୍ନେହର ଲବ। ଭଲ ଲାବୁଛି ତୁମ ଭିଡିଓ ଦେଖି ନୂଆ ଜିନିଷ ଜାଣିବାକୁ ବି ମିଳୁଛି। ଧନ୍ଯବାଦ। ତୁମକୁ ଅନୁରୋଧ କରୁଛି ଯଦି ପାରୁଛ ଚୀନର ଗ୍ରାମାଞ୍ଚଳ ଓ ଦାରିଦ୍ର୍ଯ କିପରି ଅଛି ଦେଖାଇଲେ ଭଲ ଲାଗିବ

  • @manojbag8823
    @manojbag8823 6 месяцев назад +1

    ବହୁତ ନୁଆଁ ଜିନିଷ ଦେଖିବାକୁ ମିଳୁଛି... Love you ଲବ ଭାଇ ❤❤❤❤️❤️❤️💞💞💞🥰🥰🥰🥰🥰❤️❤️💞💞🥳🥳

  • @manojentertainment6658
    @manojentertainment6658 6 месяцев назад +9

    Chinaa ସ୍ବର୍ଗ ତିଆରି କରିଦେଇଛି,କିନ୍ତୁ ସେଠାରେ ଦେବତା ହିଁ ନାହାଁନ୍ତି।ମାନେ ଜନଶୂନ୍ୟ।
    ବହୁତ୍ ଭଲ ଲାଗିଲା realy
    ଲବବ।ବୁ ଯେତେ ଭିଡିଓ କରିଛ,ସବୁଠୁ ଏଟା ସୁନ୍ଦର। 600mb data ସରିଗଲା । ମୁଁ download କରିକୀ ଦେଖିଥିଲେ କମ୍ data ହେଇଥାନ୍ତା ବୋଧେ।
    ହୃଦୟରୁ ଧନ୍ୟବାଦ୍ 💞🙏♦️🙏💞

  • @mtutyunjaya3186
    @mtutyunjaya3186 6 месяцев назад +1

    ଜୟ ଜଗନ୍ନାଥ ଧନ୍ଯବାଦ ଭାଇ ବହୂତ ବହୂତ ବଢ଼ିଆ ❤❤❤❤

  • @devanandofficial6342
    @devanandofficial6342 6 месяцев назад +13

    ଚାଇନିଜ୍ ଲୋକ ସାଙ୍ଗରେ ଆଉ ଟିକେ ବେଶି ସମୟ ଇଂଲିଶ ରେ କଥା ହେବେ ଲବ ଭାଇ ଭଲ ଲାଗୁଛି

  • @dhanirambeg7820
    @dhanirambeg7820 6 месяцев назад +1

    ଲବ ଭାଇ ଯୁହାର ❤❤❤❤ ବହୁତ ସୁନ୍ଦର ଭିଡିଓ ଗୁଡ ଲୁକିଙ୍ଗ ସବୁ କିଛି ସୁନ୍ଦର ପ୍ରାକୃତିକ ପରିବେଶରେ ଭରା ସିନ୍ ବହୁତ ସୁନ୍ଦର 🎉

  • @complex-ew6pp
    @complex-ew6pp 6 месяцев назад +6

    I admire LABA Bhai bcoz ❤
    1.He never did any promotion for money
    2.He always try to educate odias through vlogs.
    3.He didn't upload regular videos in HINDI which can benefited him with millions of views 😀
    Hats off broo ❤❤

  • @samirabhatta792
    @samirabhatta792 6 месяцев назад +1

    ସୁପର ହିଟ୍ ଭିଡିଓ ଥିଲା । ମାଡ଼ି ଚାଲ ଲବ ବାବୁ,ଜୟ ଜଗନ୍ନାଥ ।

  • @theanimal3153
    @theanimal3153 6 месяцев назад +30

    ଚାଇନାରେ କୋଉଠି ଘର ଭିତରେ ଟ୍ରେନ ଯାଉଚି ତ କୋଉଠି ପୋଲ ଉପରେ ଘର 😂😂ଅଜବ ଦେଶ 👌👌👌👌👌👌

    • @hoponmajhi3424
      @hoponmajhi3424 6 месяцев назад +2

      sethe pei dheako india kete goribo occhi china devloment kori sarilani jau goribo sei goribo hei kina occhi india bhai bhujilu 😊😊😊

    • @hembramdj7371
      @hembramdj7371 6 месяцев назад

      Different thinking mind from other countries people😂😂😂😂😂😂

  • @RajanSamad-t3h
    @RajanSamad-t3h 6 месяцев назад +1

    ଲବ ଭାଇଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ

  • @BHIKARIDAS-z2e
    @BHIKARIDAS-z2e 6 месяцев назад +6

    Wonder full vlog very nice 😊

  • @chandramanimahanta8332
    @chandramanimahanta8332 6 месяцев назад +1

    ଭଲ ଲାଗିଲା ପୁଲିଆ ଉପରେ ଘର ଆଉ ପାର୍କ ଦେଖି
    ଜୟ ଜଗନ୍ନାଥ

  • @binaykumarpradhan7414
    @binaykumarpradhan7414 6 месяцев назад +13

    ବହୁତ୍ ସୁନ୍ଦର ଲାଗୁଛି

  • @Anonymous_4
    @Anonymous_4 6 месяцев назад

    ଭାଈ ମୋରୋ ଏମିତି ଜାଗା ଯାକ ବହୁତ୍ ପ୍ରିୟ, ❤, ଧନ୍ୟବାଦ୍ ଲବ ଭାଈ।

  • @Songforever-k2l
    @Songforever-k2l 6 месяцев назад +8

    ଯେତେ ଲୋକ ଦେଖୁଛ ସମସ୍ତେ ଗୋଟିଏ ଗୋଟିଏ ଜଣାଙ୍କୁ ଭିଡ଼ିଓ ସେୟାର୍ କଲେ 1 million ହୋଇଯିବ ତେଣୁ ଭାଇମାନେ Please share କରନ୍ତୁ❤

  • @All__rounder_agA18
    @All__rounder_agA18 6 месяцев назад

    ଜୟ ମା ସମଲେଇ... ବହୁତ ବହୁତ ଶୁଭେଚ୍ଛା ଦାଦା.... Good bless you 😍❤️

  • @JssardarLife
    @JssardarLife 6 месяцев назад +8

    ଆପଣ ମାନେ ଖୁସି ତୋ ❤❤❤❤❤❤

  • @nirmalmallick5314
    @nirmalmallick5314 6 месяцев назад

    ବହୁତ ଭଲ ଲାଗିଲା... ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖନ୍ତୁ ।

  • @lbmusic2929
    @lbmusic2929 6 месяцев назад +15

    ଆମ ନବରଙ୍ଗପୁର କିଏ କିଏ ଦେଖୁଛ like କର୍ laba ଭାଇକୁ❤

  • @sundarmohanmarndi7979
    @sundarmohanmarndi7979 6 месяцев назад

    ବହୁତ ସୁନ୍ଦର ଘର କରିଛନ 🎉🎉🎉🎉

  • @un.status3624
    @un.status3624 6 месяцев назад +14

    Bahut sundar china

  • @DBGSV426
    @DBGSV426 6 месяцев назад

    ମୋ ମନକୁ ଟାଣି ନେଲା ସେହି Chaina City❤❤❤ବହୁତ ସୁନ୍ଦର ଜାଗାଟିଏ ଭଲ ଲାଗିଲା❤👍Thank you Bhai, 🤝

  • @chittaranjansahoo4482
    @chittaranjansahoo4482 6 месяцев назад +15

    Jou mane laba bhai ku bhala paucha like kara ❤️👍

  • @ManamohanBehera-c2m
    @ManamohanBehera-c2m 6 месяцев назад +1

    Super Bhai

  • @JashaLifestyleVlog
    @JashaLifestyleVlog 6 месяцев назад +5

    ଲବ ଭାଇ china ର glass bridge ଆଉ ସ୍ବର୍ଗ ରାସ୍ତା ଦେଖାଅ😮😮😮 ଜୟ ଜଗନ୍ନାଥ 😮😮😮

  • @KanhaJena-i9g
    @KanhaJena-i9g 6 месяцев назад +1

    ଜୟ ଜଗନ୍ନାଥ ଭାଇ ଆପଣଙ୍କର ଶୁଭମୟ ହେଉ 👃👃

  • @chaitanyacharanmadhei8167
    @chaitanyacharanmadhei8167 6 месяцев назад +6

    Bhai ଆପଣ china Jai tk besi Handsome ଦେଖା ଯାଉଛନ୍ତି 👌👌👌👌👍🙏

  • @kariahembram3216
    @kariahembram3216 6 месяцев назад

    ବହୁତ ବହୁତ ସୁନ୍ଦର ହେଇଛି 🎉🎉🎉

  • @Reeta683
    @Reeta683 6 месяцев назад +3

    Apankar smile bahut sundar 😊

  • @Devpnkynihal7735
    @Devpnkynihal7735 6 месяцев назад

    ବହୁତ ସୁନ୍ଦର୍ ଲାଗୁଛି ଲବ ଭାଇ ......

  • @JssardarLife
    @JssardarLife 6 месяцев назад +13

    ମୁଁ ଜାଣିଚି ମୋ କମେଣ୍ଟ୍ କୁ ଲାଇକ କରିବା ପାଇଁ ଆସିଚ😂😂😂😂😂

  • @JahaKahibiSataKahibi-q7e
    @JahaKahibiSataKahibi-q7e 6 месяцев назад

    ଭାଇ ସପୋର୍ଟ ହୃଦୟ ରୁ 🥰ମାଡ଼ିଚାଲ

  • @Iamdeb-01
    @Iamdeb-01 6 месяцев назад +2

    ଓ ଆଇ ଟି ଲବ ଭାଇ❤

  • @ramachandranaik1132
    @ramachandranaik1132 6 месяцев назад

    ଅତି ସୁନ୍ଦର, ଲବ ଭାଇ 👌👌👌👌👍👍👍👍

  • @aadilifestyle7378
    @aadilifestyle7378 6 месяцев назад +3

    Lov😊e from କେନ୍ଦ୍ରାପଡ଼ା ❤️❤️❤️

  • @Alekhakumar-c1n
    @Alekhakumar-c1n 6 месяцев назад

    ଅତି ସୁନ୍ଦର ଭିଡିଓ ❤❤

  • @sabitacreations
    @sabitacreations 6 месяцев назад +9

    (Picha dhoibaku pani nahi ) line was very funny 😂😂😂😂😂😂😂😂😂hasi hasi gadi gali laba bhai 😂😂😂

  • @BhimasinBaske
    @BhimasinBaske 6 месяцев назад +1

    ଆମେ ଘରେ ଥାଇକିବି china ରେ ଆମେ ବୁଲୁଛୁ thanks laba hansdah

  • @Sujeet_babu
    @Sujeet_babu 6 месяцев назад +5

    ଲବ ଭାଇ ଚାଇନା ର ସ୍ବର୍ଗ କୁ ଯିବା ରାସ୍ତା କୁ ଦେଖାଅ ନା ପ୍ଲିଜ 🙏

  • @anupamadas6512
    @anupamadas6512 6 месяцев назад +2

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗୁଛି । ଆମେ ମାନେ ଚାତକ ଭଳି ଅପେକ୍ଷା କରି ଥାଉ ତୋର ଭିଡିଓ କେତେ ବେଳେ ଆସିବ।

  • @manaskumar9259
    @manaskumar9259 6 месяцев назад +2

    Very nice 👍👍👍

  • @devkumarmishra3508
    @devkumarmishra3508 6 месяцев назад

    Special Support From ବଲାଙ୍ଗୀର ❤❤❤❤❤

  • @deepakbhutia1955
    @deepakbhutia1955 6 месяцев назад +19

    ଭାଇ ଆମ ଦେଶରେ ପୋଲ ଉପରେ ଗାଡି ଚାଲିବା ପୂର୍ବରୁ ପୋଲ ଭାଙ୍ଗି ଯାଉଛି ଏବଂ ଚୀନ ରେ ପୋଲ ଉପରେ ଘର ବନେଇ ଲୋକ ରହୁଛନ୍ତି 😅

    • @LukoMajhi
      @LukoMajhi 6 месяцев назад

      😂😂😂

  • @BhikaNayak35
    @BhikaNayak35 6 месяцев назад +1

    ଭାଇ ମଜା ଆସିଗଲା

  • @umakanthans6316
    @umakanthans6316 6 месяцев назад +3

    ଲବ ଭାଇ ମୁଁ ଅନେକ ଥର କମେଣ୍ଟ କରିସାରିଲିଣି ମୋ କମେଣ୍ଟ ର ରିପ୍ଳେ ଯମାରୁ ଦୋଉନ କି ସେ ଯାଗା କୁ ଯମାରୁ ଯାଉନ ଦୟାକରି beipanjiang bridge କୁ ଟିକେ ଦେଖାନ୍ତୁ। ବହୁତ ବହୁତ ଅନୁରୋଧ ନମସ୍କାର 🙏🙏🙏🙏🙏🙏🙏
    ମୁଁ ଗୋଟେ ତମର ବହୁତ୍ ବଡ଼ ଫ୍ୟାନ

  • @prakashkund5360
    @prakashkund5360 5 месяцев назад

    Great ଭାଇ ❤️

  • @NilanchalSethy-mo3ut
    @NilanchalSethy-mo3ut 6 месяцев назад +3

    ଭାଇଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାଥନା🙏🙏🙏

  • @padmabatikandagari1694
    @padmabatikandagari1694 6 месяцев назад

    ଲଭ ଭାଇ ଦ୍ବାରା ସବୁ ଦେଶ ଆମେ ଦେଖି ପାରୁ‌ଛୁ‌‌ Thank you

  • @RajuBankira-u5l
    @RajuBankira-u5l 6 месяцев назад +4

    Chaina ଝିଅ❤ ରୁ ଘଟେ ଆଣିବ ଆସିଲା ବେଳକୁ ଆଣୀଵ ଲବ ଭାହି❤❤❤❤❤🎉😮😮

  • @ashoksahu4036
    @ashoksahu4036 6 месяцев назад

    ସୁପରହିଟ ଲବ ଭାଇ

  • @sksidharthofficial3263
    @sksidharthofficial3263 6 месяцев назад +37

    ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏❤️

  • @INDIANRECTION-v1x
    @INDIANRECTION-v1x 6 месяцев назад +1

    Rairanpur pur ru bhai❤❤❤❤❤❤❤❤❤❤❤❤❤❤❤❤❤

  • @Ashok-wi6ur
    @Ashok-wi6ur 6 месяцев назад +3

    ଲବ ଭାଇ ଆମ କୁ ହସେଇ ବା ପାଇଁ କ୍ୟାମେରା ଆଗରେ ହିଁ ହସୁଛନ୍ତି କିନ୍ତୁ ସେ ଏକା ରେ ଥିବା ବେଳେ ବହୁତ କଷ୍ଟ କୋରୁ ଛନ୍ତି yes or no?😢😢😢😢😢😢😢😢😢😢😮😮😮😢😮😮😢😢😮

  • @prafullakumarmallik7515
    @prafullakumarmallik7515 6 месяцев назад

    Kya scenery hai yar.Lovely Lovely feel ho raha hai

  • @Iamdeb-01
    @Iamdeb-01 6 месяцев назад +3

    I think 1 million Subscriber is not far away. If daily videos come like this then it will be completed before the Rath Yatra.❤

  • @JagamohanNaik-x5o
    @JagamohanNaik-x5o 6 месяцев назад +1

    Beautiful talent ❤❤

  • @MunaKishan-ok6lz
    @MunaKishan-ok6lz 6 месяцев назад +1

    Nic bhai

  • @sandhyabehera908
    @sandhyabehera908 6 месяцев назад

    Bahuta vhala haichhe 👌👍 Thanks

  • @jasobantasa2348
    @jasobantasa2348 6 месяцев назад

    Khub sundr pura puri gazzb bhai

  • @sushantamohanty5821
    @sushantamohanty5821 6 месяцев назад

    Very nice information you are sharing brother

  • @PuspalataMohanty-p9g
    @PuspalataMohanty-p9g 6 месяцев назад +2

    Bahut bhala lagila ae sundar place ku dekhiba paine

  • @Ur_lakichandra
    @Ur_lakichandra Месяц назад

    ଲବଭାଇ 👍👍👍

  • @RasmiPradhan-mx3qf
    @RasmiPradhan-mx3qf 5 месяцев назад

    ଭାଇ ରଥଯାତ୍ରା କୁ ଆସିବେ ପୁରୀ କୁ
    ❤ ଜୟ ଜଗନ୍ନାଥ

  • @BabuluHasdha
    @BabuluHasdha 6 месяцев назад

    ଲବ ଦାଦା ଆଲେ ଆତୁ Keonjhar nice video ❤

  • @jitendrapadhan7376
    @jitendrapadhan7376 12 дней назад

    1number laba dada best sinary

  • @rojalinmishra7048
    @rojalinmishra7048 5 месяцев назад

    Bahut bahut dhanyawad apananku jaha sabu loka jaiki dekhiba sahaja nuhe taha samaste dekhi paru chhanti mora bi sabu jaga bisayare janibara bahut ichha thila seita pura heigala god bless you

  • @luthardungdung3048
    @luthardungdung3048 6 месяцев назад

    ଧନ୍ୟବାଦ ଲବ ଭାଇ

  • @MirzaMurmu-it7wf
    @MirzaMurmu-it7wf 6 месяцев назад

    Bahut bhala video bhai 😮😮😮

  • @ShankarMaharana-fk9yo
    @ShankarMaharana-fk9yo 6 месяцев назад

    Bahut bhala bhai tame jaiparucha good bless you 🙏

  • @sanjayakajal8759
    @sanjayakajal8759 6 месяцев назад +1

    ❤Love ❤You Dear Laba Hansda Bro i Really Like Your Video 📷❤❤

  • @sharmitakitchen
    @sharmitakitchen 6 месяцев назад

    Ai music ta darun lage..❤❤❤❤❤

  • @gobindagond6966
    @gobindagond6966 6 месяцев назад

    ଅ ଆଇ ନି... ❤❤❤❤❤❤

  • @girikharsel1817
    @girikharsel1817 6 месяцев назад

    Bahaut bhala laguchi bhai🎉🎉🎉🎉🎉❤❤

  • @Cartoon-g3h8d
    @Cartoon-g3h8d 6 месяцев назад

    Thank you ଲବ ଭାଇ ❤❤🎉

  • @pradeepkumarlenka4249
    @pradeepkumarlenka4249 6 месяцев назад

    ଳଵ ଭାଈ ଆଜି ପବିତ୍ର ସାନ୍ନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ 🙏🙏

  • @minusingh6506
    @minusingh6506 6 месяцев назад

    Wow so nice ❤👍 place aji mu tama katha suni hasi hasi video taku dekhichi majhire majhire emiti katha kahucha je pura deshi odia no hasiba loka bi hasiba but maza asila ❤️👌

  • @rjkartick8858
    @rjkartick8858 6 месяцев назад

    Bahut Sundar place ❤❤❤

  • @devkumarmishra3508
    @devkumarmishra3508 6 месяцев назад

    Love From ବଲାଙ୍ଗୀର❤❤❤❤❤

  • @RabiGond-n4r
    @RabiGond-n4r 6 месяцев назад

    Bahut sunder video labo bhai

  • @pranabkesharibadaseth7877
    @pranabkesharibadaseth7877 6 месяцев назад

    ସତରେ ଲବ ଭାଇ ଏଇ ଭିଡିଓ ବହୁତ ଭଲ ଲାଗିଲା ମୁଁ କଂଧମାଳରୁ