Namaste Prabhu Jagannath 🙏 Soulful Heart touching Odia Bhajan
HTML-код
- Опубликовано: 10 июл 2020
- ରଥ ଯାତ୍ରା ୨୦୨୦ ର ବିଭିର୍ନ ଦୁର୍ଲଭ ମୁହୂର୍ତ୍ତ ର ଚିଡ଼ିଓ ଏବଂ ହୃଦୟ କୁ ଛୁଇଁଲା ଭଳି ଭଜନ । ଈଅର୍ ଫୋନ ରେ ଶୁଣିବାକୁ ଅନୁରୋଧ । ଜୟ ଜଗନ୍ନାଥ ।
Rare moments of Car festival 2020
Singer Siba Prasad Dash
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଜନ
ନମସ୍ତେ ପ୍ରଭୁ ଜଗନ୍ନାଥ 🙏🙏🙏ଅନାଥ ନାଥଙ୍କର ନାଥ 🙏🙏🙏 ତ ଗୁଣ ଗାନ ନ ସରିବ ତ ଗୁଣ ଗାନ ନ ସରିବ 🙏🙏🙏
মন মোহিত হয়ে যায় ❤ জয় জগন্নাথ মহাপ্রভু , বন্দে পুরুষোত্তম
Jay jaganntha nana 🙏🙏nana apana sabubele emiti sundara bhajan Gauthantu 🙏🙏🙏🙏❤️❤️❤️🌷🌷🌷🌷Mor prabhu nka pakhare Etiki parthana 🙏🙏🙏
Eta Odia Jaatira Jagannathanka prati Bhakti prema sangita.Thanks to the Singer.
ହେ କୋଟି ଓଡ଼ିଆର ମଉଡ ମଣି ହେ ମହାବାହୁ ହେ ଚକାନୟନ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ପ୍ରଣାମ ମଣିମା। ଜୟ ଜୟ ଜଗନ୍ନାଥ
Best bhajan so far and will remain best ever
অপূর্ব, খুব ভাল লাগল।
জয় জগন্নাথ 🙏🙏🙏।
Proud to say I am born in odisha.This devotional song is perhaps the finest creation.Listening to this song I feel the presence of My Lord everywhere.
କେବଳ ଗୋଟିଏ ଆଶ୍ରୟ.. ଆମ ପ୍ରଭୁ ଜଗନ୍ନାଥ..
K.mn itdnii"oiuu 40tho
B.bh!
ଶିବ ନନାଙ୍କୁ ମୋ ତରଫରୁ ଅନେକ ଅଭିନନ୍ଦନ. ଜୟ ଜଗନ୍ନାଥ😢😢😢🙏
Jaya SreeJagannatha 🙏
Mo maha Prabhu nka pakhare atiki prathana , mo bapa nku se jaldi bhala kari diantu 😭😭🙏
ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ।
ହରେ ରାମ ହରେ ରାମ, ରାମ ରାମ ହରେ ହରେ ।।
ଭଜ ହରି ନାମ
🙏ଜୟ ଜଗନ୍ନାଥ🙏
After listening my heart is crazy on lord Jagannath and lost on evulatiton lord Jagannath. really really you are great . 🙏🙏🙏🙏🙏 Hail jagannath.
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ମୋ ଜୀବ ଜୀବନ ❤🌼🙏🌼❤️
ବୋଲ ଆନନ୍ଦେ ହରି ହରି।।। ହରି କରିବେ ଭବ ପାରି।।।
Ati sundar!
Jai Jagannatha!
👍👍👍👍👍 ଅତି ସୁନ୍ଦର୍ ଜୟ ଜଗନ୍ନାଥ
Jai Jagannath Swami Nayana Path Gamine Bhaba Tume.Jai Shree Baldev ji Maharaj ki Jai.
Jay jaganath swami tume rakhaya karila prabhu koti koti namaskara prabhu deha bhala hau jau 🙏🌹🙏🌹
Jay Jagannath swami
Narayan.....Narayan.....Narayan...
So good voice and song..
speech less jay jaganaath mohaprabhu
Bahut Santi laguchi...Jai Jagarnath
Jay jagannath Nana 🙏🙏 Nana amburta jharuchi 🙏 Nana apananku jagannath maha Prabhu ghanta ghodei rakhantu mor prabhunka pakhare etiki prathna 🙏🙏🌹🌹❤❤🙏🙏
He prabhu apananku koti koti pranam 🙏🏻🙏🏻Mo kalia suna😍🥰
P
Jay Jagannatha swami nayan patha gami bhabah tume
ଜୟ ଜଗନ୍ନାଥ ଏହି ସୁନ୍ଦର ଭଜନ ଶୁଣି ମୁଁ ବହୁତ ଖୁସି ହୋଇଗଲି ଆଉ ଜଗନ୍ନାଥ ଙ୍କ ପାଦ ତଳେ ମୋର କୋଟି କୋଟି ପ୍ରଣାମ ।🙏🙏🙏🙏🙏
Jay jayjaganath. Heart touching bhajan. Want to listen for ever.
Bahut Bahut Sundar
ଏହି ଭଜନ ଟି ଶୁଣି ଆତ୍ମା ତୃପ୍ତି ହୋଇଗଲା 🙏🙏🙏
Jay Jagannath 🙏🙏🙏......
Jay Jagannatha Swami Nayanapathagami Bhabatu Me💛🙏
GU......God of the Universe....Mahaprabhu Jagannath ...Ajanta Koti Dandavat Pranam......
Jay shree jagannath swaami nayan path gami vaba tumeba jay maa mahalaxmi 🙏🙏🙏🙏🌷🌷🌷🌷🌹🌹🌹🌹🌻🌻🌻🌻🌼🌼🌼🌼🌸🌸🌸🌸🌺
He jagannath jagata ra natha Apanku A adhama ra koti koti sarana prabhu
Fully heart touch. Jai jagannath🚩🚩🚩🚩🚩🚩🚩
So touching. Prabhu e jagata ku raksya kara. Jaya jaya Jagannath.
Mast gita ache 🤗🤗
Sundar odia bajan jay jagannatha
ଜୟ ଜଗନ୍ନାଥ ।
ନୀଳାଚଳ ନିବଶୟ ନିତ୍ୟୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରା ଭାୟମ ଜଗନ୍ନାଥ ୟତ୍ୱେୟୀ ନମଃ ।
ଜଯ ଜଗନ୍ନାଥଙ୍କ ସେବାରେ ଅନୁପ୍ରାଣିତ ହୋଇଛି ଏ ଜୀବନ 🙏
Beautiful mind blowing song
❤️Namaste Prabhu❤️
ନମସ୍ତେ ପ୍ରଭୁ ଜଗନ୍ନାଥ..
ଅନାଥ ଲୋକଙ୍କର ନାଥ
ନମସ୍ତେ ପ୍ରଭୁ ବାସୁଦେବ
ଭକତ ଜନଙ୍କ ବାନ୍ଧବ... ll
ନମସ୍ତେ ପ୍ରଭୁ ହୃଷୀକେଶ
ଭକତ ଜନଙ୍କ ବିଶ୍ବାସ
ନମସ୍ତେ ପ୍ରଭୁ ବିଶ୍ଵ ବାସୀ
ସକଳ ହୃଦେ ଅଛ ବସି... ll
ସ୍ରୁଷ୍ଟି ପ୍ରଳୟ ଅନ୍ତ କରୁ...
ଏ ସର୍ବ ଗର୍ଭ ରେ ସମ୍ଭାଳୁ
ପଚାଶ କୋଟି ବ ସୁନ୍ଦରୀ..
ତୋର ହୃଦରେ ଛନ୍ତି ପୁରି ll
ଚଉଦ ଭୁବନ ପାଟଣା..
ଏ ସର୍ବ ତୋହର ସଜନା
ତୁ ବ୍ରହ୍ମା ରୁଦ୍ର ବିଷ୍ନୁ ତୁହି
ତୋ ବିନୁ ଆନ ଗତି ନାହିଁ.. ll
ସ୍ରୁଷ୍ଟି ଯାହାର ଖେଳ ଘର
ଅସହ୍ୟ ମାୟା ଜୀବ ଯାର
ତୋହର ନିଶ୍ଵାସ ମରୁତ...
ଦେବେ ହୋଇଲେ ତହୁଁ ଜାତ ll
ତୁହି ଟି ଅଗ୍ନି ଦେବ ବୃନ୍ଦ
ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର
ଭୁଜ ରୁ ଅନନ୍ତ ମୁରତି
କଣ୍ଠରୁ ଜାତ ସରସ୍ଵତୀ... ll
ସଦା ଚଞ୍ଚଳ ନିଦ୍ରା ନାହିଁ
ଏ ରୂପେ ଶୂନ୍ୟେ ଅଛୁ ରହି
ଏମନ୍ତ ଅଶେଷ ମହିମା
କେ ଜାଣି ପାରେ ଗୁଣ ସୀମା
ତୋ ନାମ କରୁଥିଲେ ଲୟ
କୋଟିଏ ଜନ୍ମ ପାପ କ୍ଷୟ
ନାମ ଘୋଷିଲେ ସର୍ବ ସିଦ୍ଧି
ଖଣ୍ଡଇ ରୋଗ ଶୋକ ଆଦି
ଆତଙ୍କ ଭଞ୍ଜନ ତୋ ବାନା
ଆତଙ୍କ କାଳେ ବଜ୍ର ସେନା
ହୋଇଲୁ ଦଶ ଅବତାର
ନାସିଲୁ ମେଦିନୀ ର ଭାର
ଦୁଷ୍ଟ ନିବାରି ସନ୍ଥ ପାଳୁ
ତୁ ନାଥ ପରମ ଦୟାଳୁ
ତୁ ଅଟୁ ଦରିଦ୍ରଙ୍କ ଧନ
ନାଥ ତୁ ବୁଝୁ ମୋର ମନ
ସତୀ ଯୁବତୀ ଙ୍କର ମନେ
ନିଜର ସ୍ଵାମୀ ଥାନ୍ତି ଯେହ୍ନେ
ସେହି ପ୍ରକାରେ ମୋର ମନ
ତୋଠାରେ ରହୁ ଭଗବାନ... ll
🙏ସମାପ୍ତ🙏
Jay jagannath.Bishesh bishes dhanyavaad janauchi Gita gayanku. A Gita sunile matre sabu dukha dura hoijauchi.. 🙏🙏🙏
Jai jaganath
ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ🙏
jay jagannath
Jay jaganath swami tume saha prabhu koti koti namaskara 🙏🌹🙏🌹
Supreme Conn.
jay Jaganath ❤❤🙏🙏prabhu tuma pada tale mo mana sabubele thau
Jaya jaganath🙏
Jai Jagannath Ji Maharaj
Jai Subhadra Maa
Jai Balabhadra Ji Maharaj
🙏🏻♥️🙏🏻♥️
Really heart touching bhajan & best singer for jaganatha bhajan 🙏
Jay Jagannath 🙏🙏🙏🙏🙏
ଵହୁତ ସୁନ୍ଦର
ଜୟ ଜଗନ୍ନାଥ 🙏🙏🌹🌹🙏🙏
जय श्री जगन्नाथ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🌺🌺🙏🏻🌺
Jay jagannath swami nayan path gami..prabhu aei mahamari ru biswa ku udhar kara pravu.. sabu tuma dayaru sambhab pravu
So Beautiful So Sweet ❤️🙏🏻
ଅତି ସୁନ୍ଦର ଭାବରେ ଗାଇଛନ୍ତି ❤️ touching song
ଏହି ଗୀତଟି ମୁଁ ଯେତେବେଳେ ଶୁଣେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଭାବରେ ମୋ ଆଖିରୁ ଲୁହ ଧାର ଧାର ହୋଇ ବୋହିଯାଏ
Jay Jaganatha 🙏🙏 om namah bhagawaty basudevy🙏🙏
Jai Maa Subhadra🙏🙏
Jaimaasubhadra
ଆପଣଙ୍କ ଭଜନ ହୃଦୟ ଓ ଅନ୍ତର ଆତ୍ମା କୁ ବହୁତ ଶାନ୍ତି ଦିଏ, ଜୟ ଜଗନ୍ନାଥ ସ୍ୱାମୀ💐💐
Jaya jagannatha
Jai jagannath sabu mangala Maya rahu
Jai jagannath
Dhanya tetrish koti brahmandanath Jagannath Dhanya prakrutipati Purushottam Shrijagannath
Jay Jagannath Swami 🙏
Very beautiful Song
Melodious songs and arti in oria language that touch my heart❤💖 and soul. S. P.
Koti odia ra maudamani se kalia saannta
Jay Jagannath ♥️
Koti koti pranam prabhu....🙏🏻🙏🏻...
Really heart touched Bhajan . Jay Jagnnath 🙏
By
Wow very nice song,, joy jagannath 🙏🙏🙏
Jay Jagannath.... 🙏🙏
🙏🏻🙏🏻🙏🏻ହେ ନୀଳମାଧବ 😭😭😭ହେ ଜଗତକର୍ତା ତୁମେ ସର୍ବ ଶକ୍ତିମାନ ମୁଁ ଗୋଟେ ତୁଚ୍ଛ ମଣିଷ ଟେ ପ୍ରଭୁ ଜଗନ୍ନାଥ ତମ ପାଦ ତଳେ ମୋ ହୃଦୟ କୁ ଅର୍ପଣ କରୁଛି ପ୍ରଭୁ ❤❤❤ଏଇ ଗୀତ ସୁଣିକି ମୋ ହୃଦୟ ବିଚଳିତ ହେଇଯାଉଛି ବହୁତ ସୁନ୍ଦର ରଚନା କଣ୍ଠଶିଳ୍ପୀ ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🌺🌺🌹
Jay Jagannath swami nayana patha gami vabatume 🙏🙏🙏
Jaya jagannath swamy nayanpathagami bhabatume
Om jay jagannath swami nayan pathgami bhava tume. 🚩🚩🚩🚩🚩🚩
Om om om🚩🚩🚩
Very very heart touching bhajan.🙏🙏🙏🙏
I love you Prabhu 🌹 you are ❤️❤️❤️the worlds best ❤️❤️❤️🙏🙏🙏🙏🙏🙏🙏
Right
Reply
ଜୟ ଜଗନ୍ନାଥ ଅତି ସୁନ୍ଦର ଭାବରେ ଏଇ ଗୀତ ଟିକୁ ଗାଇଛନ୍ତି ସୁଣିକି ବହୁତ୍ ଖୁସି ଲାଗିଲା 🙏🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Jai Jagannath Swami Nayana Path Gamine Bhaba Tume.
He prabhu jagannath, tor samasta bhakt nku uddhar kara. Tote sahaara koti pranam. Jai Jagannath.
There iz no language/letrers for describe about the song & the miracle singer. Wowwww.jay jaganjath bless the singer with my Love frevr
Maa Saraswati sweetens your voice.Joy Jagannath.
JAY JAGANNATH MOHAPRABHU 🙏🙏🙏
🙏🙏ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
Jai Jagannath ❤️🙏
କେତେ ଭାବ ଗମ୍ଭୀର ସ୍ୱର ପ୍ରଭୁ, ତୋର ପାଦ ରେ ଶରଣ ଦିଅ ପ୍ରଭୁ, ଜୟ ଜଗନ୍ନାଥ 🙏🙏🙏🙏
Q
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏🙏🙏🙏🙏🙏🙏🙏
Heart touching bhajan..jai jagnnath 🙏🙏👏👏
REALLY CREATION OF LORD JAGANNATH THANKS TO KARUNAKAR MY MORNING WALK FRIEND
Beautiful song.Real voice of Jagannath bhajan.Heart touching and mind blowing.Go ahead with such types of bhajan creation.
Sweet sweet voice beautiful bhajan
Nilanchal Nibashaya Nityae paramatmena Balabhadra subhadrabhyam shree Jagannathaye Sudarshanaye et Namah.
Beautiful song Jai Jagannath
🙏🌹Jay Ho🌹🙏
Jay shree jagannath Jay maa Laxmi Jay maa parvati Omm namha sivaya ❤❤🥰🥰🌹🙏🙏😍😍🌺
All
India
नमस्ते प्रभु जगन्नाथ नमस्ते प्रभु वासुदेवा
⭕‼️⭕
Jay Jagannath swami 👏👏👏
ମୋ କାଳିଆ ସାଆନ୍ତେ କଡେ ସୁନ୍ଦର ଥରେ ଚର୍ମ ଆଖିରେ ମନ ଭରି ଦେଖ କଡେ କଳା ମୋ ସାଆନ୍ତେ ❤🙏🙏🙏❤(ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ)
Jay jagannath swami nayana pathagami🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
You miss bhabha tume
He Maha prabhu SHREE JAGANNATH Apanka SHREE charana re koti sarang prabhu
Jay jagannth he madhaba mo kasta dura kara he mahima taba sir charane koti parnama🌼🌼🌼 mu adham hata jodi khama maguchi 🌼🌼🌼🙏🙏🙏 nice song