Chha mashare mobile recharge 300 badhi jaichi aau kichhi nahin tela ta 145 badhi jaichi aau kichhi nahin aalu 50 badhi jaichi aau kichhi nahin khali jaha garib lokanka aakhiri luha saruni thik re subhadra jojana miluni sabu thik jai madhya gote katha kahibi I miss you nabin sir please sir come back your cm sity my heart 😢😢😢😢😢❤❤❤Jia bhabucha aama odisha aaga ku jao like gote hau
Sishu mandir ku aagaku anibaku hele..govt teacher jemti recruit hauchanti semti karile odia ra unnati ahuri heba...guruji guruma mane madya bhut upakruta hebe... Mor mane achi mo time re bahut bhala bhala guruji mane salary kam pain badhya heiki school chadiki jaithile...😢😢😢
Jay Jagannath🙏Omm🕉️Jay BJP🙏Jay ABVP🙏 Jay RSS🙏 The founder of Constitution Dr.B.R Ambedkar thinking is much greater that I.N.D.I.A of Congress is too far from it.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.Jay Akhand Bharat🙏
Odisha ra mukhya mantry kahele odiankar odia mankary ki sanasta nkar mukhyamantry au ଯେଉଁ other kast rahele tankard mantra kea mantry kaheba r thila mu odiabasenkar mntry
News 18 Odia ନିଉଜ ୧୮ ଓଡ଼ିଆର ମାନସ ଦାସ ଭାଇଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଏହି ସାକ୍ଷାତ୍କାର ପ୍ରେରଣାଦାୟକ ଓ ଉତ୍ସାହପ୍ରଦ ।
ଧନ୍ୟବାଦ ।
ରାମଚନ୍ଦ୍ର ପାଣି
ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ୍ ଜଣାଉଛୁ
ଲୋକଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସ୍ବାଗତ ଅଭିନନ୍ଦନ, ନମସ୍କାର ।
ଧନ୍ୟବାଦ sir ❤️❤️❤️❤️❤️❤️❤️🌹
ଆତ୍ମନିର୍ଭର ଓଡ଼ିଶା ଲଭିବ ପ୍ରଗତି
ଭାଜପାର ସରକାର ଆଣିବେ ଉନ୍ନତି ।
ଧନ୍ୟବାଦ ।
Bahut ବହୁତ ଧନ୍ୟବାଦ୍ 🙏🙏
ବହୁତ ସୁନ୍ଦର କହିଲେ sir
ଧନ୍ୟବାଦ୍ CM sir
Good morning ❤❤
ସଫଳତା ପାଇଁ ଧନ୍ୟବାଦ ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ
CM,Mohan Ch.Majhi sarbasadharana nku bhetibara sujog deuthibaru janasadharana bahuta khusi.Eha jepari continue kare,tahahni amara lakxhy.
God bless you, CM sir❤❤❤❤❤❤
ବହୁତ ସୁନ୍ଦର ଉପସ୍ଥାପନା ଆମ ସମସ୍ତଙ୍କ ର ପ୍ରିୟ ମୁଖ୍ୟମନ୍ତ୍ରୀ 🙏🙏
Jay Jagannath CM Mohan ch Majhi sir❤❤❤
Jay jagannath majhee sir tarinee bless you thanks for you
super Jay shree guru Swami
Sir Namascar 🎉🙏really you are efficient chif minister, God bless you, go ahead odissa people with you.
CM Mohan Major Long Live
Mohan chran maji very Good CM.dhanybad.
Jay shree jagannath ❤❤❤
Thanks🙏 sar
super sir right ans Jay shree guru Swami 🙏🙏🙏🙏🙏🙏🙏🙏🙏🙏🙏🙏
Excellent Mukhyamantri❤
🎉Jay jagannath 🙏 ♥️ ❤️ 😍
Thanks a lot cm sir,namaskar
24 ବର୍ଷ ହୋଇଗଲା ଗଣମାଧ୍ୟମ ନବୀନ ସରକାର ଦ୍ୱାରରେ😢 ଛିଡା ହୋଇ ପ୍ରମାଦ ଗଣିବାସ ଶୁଶୁହେଉଥିଲା , ଯେହେତୁ ଅଯୋଗ୍ୟ ଲୋକକୁ କ୍ଷମତା ଦେବେ ସେ କହିବେ ମୁଖ୍ୟ ମନ୍ତ୍ରୀ ମୁଖ୍ୟ
1:05 ସାଧାରଣ ଲୋକଟେ ତାର ଅସୁବିଧା ସବୁ. ସମସ୍ୟା ମୁଖ୍ୟ ମନ୍ତ୍ରୀଙ୍କି କହି ପାରିବ ସେ ହିଁ ମୁଖ୍ୟ ମନ୍ତ୍ରୀ,ତେବେ ମୁଖ୍ୟ ମନ୍ତ୍ରୀଙ୍କପାଇଁ ସରକାରଙ୍କ ନିୟଜିତ ସ୍ୱେଛୁରିଟି କଣ ଆଜିର ସରକାରଙ୍କ ଘର ଜଗୁଛନ୍ତି,ବିକଳ୍ପ ନଥିବାରୁ ତୁମ ଭାଗ୍ୟ (ୟୁ ଆର ଅନ ଫୀଟ )ଆରେ ବେହିଆ ସୁଭଦ୍ରା ଯୋଜନା ହେଉ ଚାଷୀ ହେଉ କଣ ଛତା କରିଛ ତେଲ ଗ୍ରସସରୀ ସାଉଡ଼ା ରଟେ ଆକାଶ ଛୁଆଁ ତମେ କଣ ଛୋଡ଼ିଛ ,ନୂଆ ଓଡିଶା କଣ ବସି ହୋଇଗଲା ତୁମେ ନୂଆ ଓଡିଶା ଗଢୁଛ, ତୁମ ମୁଁହରେ ସରମ ଅଛିନା,,ଆଛାତ୍ର ଲଜ୍ୟା ନାହିଁ, ଶିଶୁ ବିଦ୍ୟାଳୟ ମାଷ୍ଟର ଲୋକେ ଜାଣନ୍ତି ମାଷ୍ଟର ହୋଇ ଯାହା ଶିକ୍ଷା ଦେଉଥିଲେ ଅପଣଂକ ଭାଷଣରୁ ଲୋକେ ଜାଣନ୍ତି ତୁମ ୱାକତ କଣ.....
Salute to CM Mohan Majhi
Namaskar 🙏 Sir
Thanks. C M. Sir
CM sir 🙏
ଊଣେଇଶ ଛତିଶରେ
ଓଡ଼ିଶାର ହେବ ଶତ ବର୍ଷ
ବିକଶିତ, ସମୃଦ୍ଧ ଓଡ଼ିଶା
ହେବ ନିଶ୍ଚେ ଆମର ବିଶ୍ବାସ ।
-- ରାମଚନ୍ଦ୍ର ପାଣି
୧୯। ୧୨ । ୨୦୨୪, ଗୁରୁବାର
ଚାଷୀଙ୍କୁ ସାହାଯ୍ୟ ଦେଲେ ହୋଇବ ଉନ୍ନତି
ଚାଷୀ ଯୋଗାନ୍ତି ଆହାର ଆମକୁ ନିଇତି ।
ବାବୁରାଜ ନାହିଁ ଆଉ ନ ରହିବ କେବେ
ଲୋକଙ୍କର ସରକାର, ଆନନ୍ଦିତ ସର୍ବେ ।
ବହୁତ ଭଲ ଖୁସି ଲାଗିଲା
Thanks sir
Sir 🙏 ଆପଣଙ୍କୁ ନମସ୍କାର,, ବହୁତ୍ ବହୁତ୍ ଧନ୍ୟବାଦ୍🙏
Great work..pls give improvement to law and order firdt, which is start of development..god bless you
Ready Maadichal.mohan sarakaar jindabad .
୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସ୍ଵକୀୟ ବିକାଶ ଲାଗି ଅର୍ଥଦାନ କଲେଣି । କୋଟିଏରୁ ଅଧିକ ମହିଳାଙ୍କୁ ସଶକ୍ତ ଜରିବାର ଏହି ଯୋଜନା ସ୍ବାଗତଯୋଗ୍ୟ ।
C m SRA 🙏 ଆମେ ମାନେ ଆପଣ ଙ୍କ ସାଙ୍ଗରେ ଅଛୁ ମୋକହିବାର ସବୁବଗ୍ର ଗରିବ ପରିବା ଙ୍କୁ ସରକାରI dele bhalahuanta ବହୁତ ବହୁତ ଧନ୍ୟବାଦ 🙏🙏🙏👍👍👍
super sir right ans guru Swami love you Jay shree ram
ଯାହାକୁ ଓଡିଆ ଲେଖିବାର ଆସୁନି ସିଏ ଓଡିଆ ଅସ୍ମିତା ଦେଖେଇବ ଲାଜ ଲାଗୁନି କି ଏମିତି କହୁଛ 🙏 ଜୟ ଜଗନ୍ନାଥ 🙏
JNV SCHOOL ମାନଙ୍କ ରେ ଟିକିଏ ଧ୍ୟାନ ଦଉନ,, ବହୁତ ଗଡ଼ ବଡ଼ ହେଉଛି ପିଲାଙ୍କର ଭବିଷ୍ୟତ ଓ ପରିବେଶ,,,
Jay jagarnnatha
ସହୃଦୟ ଶୁଭେଚ୍ଛା ସହ ସାଧୁବାଦ 🙏🌹❤️🚩
Satare ame odia aji loka manankar sarkar
Cm sir namskar apan farmer mananku agaku badhantu apan long time cm hebe
🎉🎉
❤
ମୁଖ୍ୟ ମନ୍ତ୍ରୀ ସାର୍ ଙ୍କୁ ଓଡ଼ିଶାବାସୀ ଙ୍କ ତରଫରୁ ଗୋଟିଏ ପ୍ରଶ୍ନ - ସାର୍ ଆପଣ ଭାବୁଛନ୍ତି କି ଆପଣ ଓଡ଼ିଶା ର ସବୁଯାକ ପ୍ରଗତି କରିଦେଲେ ଏବଂ ସମସ୍ତଙ୍କୁ ଗରିବୀ ସୀମାରେଖାରୁ ଉପରକୁ ଟେକିଦେଲି
ସରକାର ଆପଣଙ୍କୁ ଲଜ୍ଜ୍ୟା ଲାଗିବା କଥା ଯେ ଆପଣ ଛଅ ମାସ ହେଲା ସରକାର କୁ ଆସିଛନ୍ତି ଲୋକମାନଙ୍କର ନାନାଦି ପ୍ରକାର ସମସ୍ୟା ରହିଛି ବଜାର ରେ ଆଳୁ,ପିଆଜ,ପନିପରିବା ଠୁ ନେଇ ବହୁତ୍ ଅସୁବିଧା ରେ ଅଛନ୍ତି ଲୋକମାନେ ଆପଣ ସେ ଦିଗରେ କାମ ନକରି ଟିଭି ଚ୍ୟାନେଲ ରେ ବସି ସାକ୍ଷାତକାର ଦେଉଛନ୍ତି ତା ସହିତ ଚାରିଆଡ଼େ ବୁଲି ପାନିଆ ରେ ମୁଣ୍ଡ ବାଳ ସଜାଡୁ ଛ ଏଇ କଥା ଦେଖିସରିଲା ପରେ ମତେ ଲଜ୍ୟା ଲାଗୁଛି ଆମେ ଏଇଭଳିଆ ସରକାର ବାଛିଛନ୍ତି 😂😢😅😮😊😊
Tu bala janichhu asola kathha ta😂😂😂😂 tu nischay gendalia😂😂😂😂😂
Mohan sir Jay sriram
very very nice .
Welcome odisha new cm mohan BJP sarkar for bikshit odisha God bless you to full desires of people of odi sha
Chha mashare mobile recharge 300 badhi jaichi aau kichhi nahin tela ta 145 badhi jaichi aau kichhi nahin aalu 50 badhi jaichi aau kichhi nahin khali jaha garib lokanka aakhiri luha saruni thik re subhadra jojana miluni sabu thik jai madhya gote katha kahibi I miss you nabin sir please sir come back your cm sity my heart 😢😢😢😢😢❤❤❤Jia bhabucha aama odisha aaga ku jao like gote hau
Very good chiefminister in our odisha.
Jay.jagrrannat.sir❤
Thank you Sir
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ଯେତେ ପ୍ରସ୍ତାବିତ କାର୍ଯ୍ୟକ୍ରମର ଉପସ୍ଥାପନା କଲେ ଯଦି
ସେ ସବୁ ସଠିକ୍ ବାଟରେ କାର୍ଯ୍ୟକାରୀ
ହୁଏ ତେବେ ସ୍ଵତନ୍ତ୍ର ଓଡ଼ିଶାର ଶତବାର୍ଷିକୀ ଉତ୍ସବ ପାଳନ ବେଳକୁ
ଆଶାନୁରୂପ ବିକାଶ ସମ୍ଭବ ସୋଇପାରିଥିବ।ଜୟ ଜଗନ୍ନାଥ ---
ଲୋକ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଏ ଲୋକଙ୍କ ମୁଖ୍ୟମନ୍ତ୍ରୀ । ସେଇ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକ ସାକ୍ଷାତ କରିପାରୁଥିବେ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚୁଥିବେ ।
ସଂସ୍କାର ଆସିବା ଠାରୁ ଦର ଦାମ ବଢି ଚାଲିଛି କେଶ କରିବ
ଯେଉଁଠାରେ ସାମାଜିକ ନିରାପତ୍ତା ଆଇନ୍ କୁ କାର୍ଯକାରୀ କରାଯାଉନାହିଁ,ବୟସ୍କ,ବିଧବା,ଅସହାୟ ଲୋକ,ଦିବ୍ୟଙ୍ଗ ମାନେ ଭୋକ ଉପାସରେ ସଢ଼ୁଛନ୍ତି ସେଠାରେ ରାଜ୍ୟ ର ଉନ୍ନତି କଥା ଚିନ୍ତା କରିବା ବାହୁଲ୍ୟ ମାତ୍ର । ସରକାର ଏହି କଥାକୁ ଭୁଲି ଗଲେଣି ବୋଧହୁଏ ।ଏଠାରେ ସମଦିକ ମହାଶୟ ମନ୍ତ୍ରୀ ଙ୍କୁ ଏହି ବିଷୟରେ ପଚାରି ବାର ଅଛି ।
ଦୁଃଖ ସୁଖ ହେଲା ପରି କଥା ହେଲେ ଆମେ କଣ,ହୋଇଥିବା ଅବହେଳା କଥା ଭୂଳିଯିବୁ ?
ମାନ୍ୟବର ମନ୍ତ୍ରୀଙ୍କୁ ମୋର ଗୋଟେ ଅନୁରୋଧ ଓଡ଼ିଶାର ଯନଶାଧାରଣ ପାଇଁ ଯେଉଁମାନେ ଦାରୀଦ୍ୟ ଶିମାରେଖ ତଳେ ଅଛନ୍ତୀ ସେମାନେ ତ୍ରାହି ତ୍ରାହି ଡାକିଲେଣି ଆମ ବଞ୍ଜବା କଷ୍ଟହେଲାଣୀ ଆମେ ଗରୀବ ଆମଘରେ ମୁଁ ପିଲା ପରିଵାର ଚଳେଈପାରୁନୁ କାରଣ ହେଉଛି ଯେ ମାନ୍ୟବର ଯେବେଠୁ ଗାଦିରେ ବସିଲେଣି ବାଆମଶରକାରଯେବେଠୁ ଆସିଲେଣି ତା ପରଠୁ ରୋଜୋଗାରନାହିଁ ବେପାର ବାଣିଜ୍ୟ ଟିକି ନାହଁ ତାପରମହଙ୍ଗାମାଡରେ ଆମେ ଗଲୁଣି ଆୟ ନାହିଁ ବଵଞ୍ଜବୁକିପରି ଖାଇବୁ କଣ ପିଲାମାନଙ୍କୁ ମଣିଷ କରିବୁକିପରିପିଲଙ୍କଭବିଶ୍ୟତ କଣ ହେବ ଓଡ଼ିଶା ତଳକୁ ତଳକୁ ଖଶୁଚି ଏପରିସ୍ତ୍ରୀତୀରେ କରିବୁକଣ
ମୁ ରାଇକଳା ଗାଁ ରୁ. ବବୁଲ.. ଆମ ଗାଁ ର ବିଧାୟକ. ମୋହନ sir . ମୁଖ୍ୟ ମନ୍ତ୍ରୀ ❤
Requested to complete this mission by end of 31st March-2024.
ଆମକୁଘରଟିଏସରକାର 60ବୟସଭଡାଵିଦେଇପାରୁନୁ😂😂
ମାନସ ବାବୁ ଆପଣଙ୍କର ପୁଅ ଝିଅ ଓଡ଼ିଆ ମିଡିୟମ. ନା ଇଂଲିଶ ମିଡିୟମ ପାଠ ପଢୁଛନ୍ତି ଦୟାକରି ଟିକେ କହିବେ
🎉
Sir aananku saprema namaskar modijinkar due engine bisista sarakara abe odisare chalichi odisarajanasafharanankar echare sir vote purbaru apanankadala pratisruti deithile je chitfond durnitare haraithiba samasta odisara janasadharana tanka paisa pherastaapaibe boli suhridayatarasaha a kathaku samadhan karantu apananku dhanyabada asare samasta chitfondjamakari odisarajyara
,🙏🙏🙏
Sir,ବୟସ୍କ ମାନଙ୍କ ପାଇଁ ସାମାଜିକ ନିରାପତ୍ତା ଆଉ ବୟସ୍କ ମଙ୍କର ଭତା ବିଷୟରେ ପଚାରନ୍ତୁ ,କାରଣ ସରକାର ଏହି ବିଷୟରେ ମନ୍ତ୍ରୀ ହେବା ଆଗରୁ ମୋହନ ସରକାର ଘୋଷଣା କରିଥିଲେ । ଏହି ବିଷୟ ଟି ଏକ ଗୁରୁତ୍ବ ପୂର୍ଣ୍ଣ କଥା,ମୁଖ୍ୟ ମନ୍ତ୍ରୀ ଙ୍କୁ ଏହି ବିଷୟରେ ସ୍ପତିକରନ୍ ମାଗନ୍ତୁ,ନହେଲେ ଏହି ଆଲୋଚନା ଏକ ମୂଲ୍ୟ ହିନ ଆଲୋଚନା ବୋଲି ଓଡ଼ିଆ ଲୋକେ ଭାବିବେ ।ଜୟ ଉତ୍କଳ ଜନନୀ ।
Thank you sir, God bless you.
ଅରୁଣ ପଟ୍ଟନାୟକ ତ ମୁସଲିମ ବହୁ ଆଣି ଓଡିଶା କୁ ଉପହାର ଦେଲା ତାକୁ କିଏ ଗ୍ରହଣ କରିବ ଛି ଛି
ଆମ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ଜିନ୍ଦାବାଦ
Jeypore ରେ ଥିବା SEWA ପେପର ମୀଲ କୁ ଅନ୍ୟ ଏକ କମ୍ପାନୀ କୁ ହସ୍ତାନ୍ତର କରାଯାଉ l
I want meet c.m.
ଜୟଜଗର୍ଣ୍ଠାହା
Sir mayurbhanj re kebe industry hebo ethi amoro kuha khani ochi
Mohanji where there isa will there is a way it is true
ସାର୍ novembor 26 କୁ ଜାନୁୟାରୀ 26 କଣ ପାଈଁ କହିଥିଲେ ପଚାରିଥିଲେ। ଭଲହୁଅନ୍ତା
Offer. Unmarried. Pension,,, n,,,,. Take. Action. For. Against. Party
Manas,bhai,Odisharo,mukhyamantri nkoro,,,Interview,neithibaru,DHANYABAD,,unnatamanar,highlight,.
300 unit କାଇଁ
Sar ammku rasan card honi sar dist
ଆଗରୁ କଣ ଗୋରୁ ଙ୍କ ମୁଖ୍ୟ ମନ୍ତ୍ରୀ ଥିଲେ
Mayurbhanj mein bhi ek factory hona chahie
RI,AMIN,Lady Supervisor enter view became very slow
Sishu mandir ku aagaku anibaku hele..govt teacher jemti recruit hauchanti semti karile odia ra unnati ahuri heba...guruji guruma mane madya bhut upakruta hebe...
Mor mane achi mo time re bahut bhala bhala guruji mane salary kam pain badhya heiki school chadiki jaithile...😢😢😢
Ham logon kisi se bhi naraj nahin hai Lekin mayurbhanj mein bhi ek factory hona chahie
ଲୋକଙ୍କ ସରକାର ଅର୍ଥ ବୁଝା ପଡୁନି ଇଏ କେଉଁ ଲୋକଙ୍କ ଇହ୍ ଲୋକ ନା ପରଲୋକ ର୍ !! ପ୍ରତିନିଧିତ୍ବ ,ହିତ ସାଧନ ରେ ଜଜନା ଋଣ କରି ଘିଅ ଖାଇବା _ସବୁଥାଇ କାଙ୍ଗାଳ ହୋଇ ପର ଲୋକକୁ ଟିକେଟ କାଟିବା ,ଏଇ ଭାବନା ର ପରଲୋକଙ୍କ ସରକାରର ଆକର୍ସିତ୍ ସୂତ୍ର (ତନ୍ତ୍ ଓ ମନ୍ତ୍ର ରେ ଗଣତନ୍ତ୍ର )ଇଏ ଗୁଣି ଗାରେଡି ସୂତ୍ରଧର। ଓଡିଶାକୁ ମିଛ ପ୍ରବଚନ ଦେଇ ରସାତଳ ଓଡିଶା ' ନଚେତ ପରଲୋକର ଓଡିଶା ନିର୍ମାଣ। ନୁଆଁ ଓଡିଶା ନୁହେଁ ଭୁଆଁ ଓଡିଶା 'ସମୃଦ୍ଧ ଓଡିଶା ନୁହେଁ ଅସମୃଦ୍ଧ ଓଡିଶା ପାଇଁ (ବେତାଳକଥା) ଜହ୍ନ ମାମୁଁର , ଓ ଲୋକର ନୁହଁ ଜୋକଙ୍କ ସରକାର ରେ ସବୁ ବେକାର। ଧନ୍ୟବାଦ ମହୋନ ସାର 🙏🙏🙋🙋
କେତେ ବଡ
Jay Jagannath🙏Omm🕉️Jay BJP🙏Jay ABVP🙏 Jay RSS🙏 The founder of Constitution Dr.B.R Ambedkar thinking is much greater that I.N.D.I.A of Congress is too far from it.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.Jay Akhand Bharat🙏
Pam,kisan,
ଲୋକଙ୍କର ମୁଖ୍ୟ ମନ୍ତ୍ରୀ ମୋର ରାଇସିନୀ କାଡ ନାହିଁ ଆପଣଙ୍କୁ ଦେଖାଯାଉନାହିଁ ଆମେ ଗରିବ ଲୋକ ଘର ଖଣ୍ଡେ ନାହିଁ
ଏହା ସୁଖୀ ଦୁଃଖୀ ସରକାର ଆମ ସରକାର ନୁହଁନ୍ତି ସଂୟ ଭଗବାନ ଆମ ପ୍ରକୃତ ସରକାର ମୋହନ ସାର |ମୋହନ ସାର ଙ୍କୁ କିଏ କିଏ ବିରୋଧ କଲେ ସେମାନେ ମରି ଯାନ୍ତୁ ଜଗନ୍ନାଥଙ୍କୁ ଆମ ପ୍ରାଥନା ଜୟ ଜଗନ୍ନାଥ
Dar.damcamkara
Bsky bus hospital karajau 15 dinare thare chalu jemiti akhi uparetion pain subidha
ଏ ଭଳି ନବୀନ ବାବୁ ଓଡିଆ ଅସ୍ମିତା କୁ ସମ୍ମାନ ଦେଇ କଥା କହୁଥିଲେ, ଖାଲି ଓଡିଶା ର ଭାଇ ଓ ଭଉଣୀ ଙ୍କୁ ମୋରୋ ନମସ୍କାର କହି english ରେ ଭାଷଣ ମ। ରୁଥିଲେ ।
ଶ୍ରଦ୍ଧେୟ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଶୁଭେଚ୍ଛା ।
ଅଣଓଡିଆ ତାମିଲ ପାଣ୍ଡୁ ଓ ପାଣ୍ଡୁ ଲିଗାସି ଅଧିକାରୀ ମାନଙ୍କୁ କେବେ ହରାଉଛନ୍ତି ।
ମହିଳା ମାନଙ୍କ ଉପରେ ହୋଇଥିବା ରେପ୍ ଓ ମଡ଼ର୍ର ପରି ଅତ୍ୟାଚାରର ନ୍ୟାୟ ଉକ୍ତ ମହିଳାମାନେ ତଥା ତାଙ୍କ ପରିବାରର ସଦସ୍ୟ ମାନେ କେବେ ପାଇବେ ।
ଭ୍ରଷ୍ଟ ଅଧିକାରୀ ମାନଙ୍କୁ କେବେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦଣ୍ଡିତ କରୁଛନ୍ତି ?
Nodal primary school manakare nijukti paithiba Part-time Instructor manku kebe regularise karajiba.Semane 2013 masiha ru ketak Nodal primary school manankare kama kari asuchhanti.Daya kari semanaka katha bujhantu.
Bhai jaha kr kintu am odisha ku budei dabani dui janaku kahuchu
By Dr ch
Kamalu
Sar amra kan rasan card honi my age 1987
Odisha ra mukhya mantry kahele odiankar odia mankary ki sanasta nkar mukhyamantry au ଯେଉଁ other kast rahele tankard mantra kea mantry kaheba r thila mu odiabasenkar mntry