Sir apana bhala chesta karichhanti ,TLM looking very nice, producing very nice, introduction very nice and teaching style also very very nice BUT one thing you have forgotten,that is evaluation.evaluation kaleni pila kete shikhile , Evaluation is the main thing for next preparation plan and we can able to find that how many students achieved my teaching and what will I do for others students to achieve my specific aim .
ବାଃ ଭାଇ ବହୁତ ସୁନ୍ଦର ଉପସ୍ଥାପନା ଆପଣଙ୍କର l ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଣାମ l ଜୟ ଜଗନ୍ନାଥ 🙏🙏
ଧନ୍ୟବାଦ ପ୍ରିୟ ଭାଇ 🙏
ସାର୍ ଏତେ ସୁନ୍ଦର ଉପସ୍ଥାପନା ନିଶ୍ଚୟ ମୋ ପିଲାଙ୍କୁ ବି ଏମିତି ଚେଷ୍ଟା କରିବି ପଢ଼େଇବାକୁ
ନିଶ୍ଚୟ ସାର ଧନ୍ୟବାଦ
ବହୁତ ବଡ କୁମ୍ଭୀର। ବହୁତ ବଡ କୁମ୍ଭୀରଟିଏ ନୁହେଁ। ସୁନ୍ଦର ଉପ୍ଥାପନା।
ବହୁତ ଧନ୍ୟବାଦ
Salute to you sir for your way of teaching.
ଅନେକ ଧନ୍ୟବାଦ ସାର 🙏
🙏👌👌👌ବହୁତ ସୁନ୍ଦର ଧନ୍ଯବାଦ
ଧନ୍ୟବାଦ ଦିଦି 🙏
ବହୁତ ସୁନ୍ଦର
ବହୁତ ଧନ୍ୟବାଦ
Sir, Ati Sundar Bhabare F L N Class Ku Present Karichanti.
ଅନେକ ଧନ୍ୟବାଦ ଦିଦି 🙏
Very good presentation🎉🎉🎉
ଆନ୍ତରିକ ଧନ୍ୟବାଦ 🙏
Sir 🙏bahut sundar upasthapana 👌👌👌👌👌
ଧନ୍ୟବାଦ ଦିଦି
ସାର ପ୍ରଣାମ ll ଅତି ସୁନ୍ଦର ଉପସ୍ଥାପନା ll ଶିକ୍ଷାର୍ଥୀଗଣଙ୍କୁ ଯୌଗିକ ଅକ୍ଷରର ଜନ୍ମ ଓ ଲୀଳାର ବୋଧଗମ୍ୟତା ସହଜଲଭ୍ୟ ହେବ ll
ଧନ୍ୟବାଦ ସାର 🙏
Thank you sir.
Welcm
Super hit class
Thnq very much
Sir ଙ୍କ ସବୁ ଭଲ
ସବୁଠୁ ବେଶୀ ଭଲ ତାଙ୍କ class ର ସମସ୍ତ ଛାତ୍ର ଛାତ୍ରୀ
👍ଧନ୍ୟବାଦ
ବହୁତ ସୁନ୍ଦର ଶିକ୍ଷା ଦାନ କରିବା ଶୈଳୀ l
ଆନ୍ତରିକ ଧନ୍ୟବାଦ
Very nice presentation sir
Thnq very much
Good presentation
ଆନ୍ତରିକ ଧନ୍ୟବାଦ
Very nice sir 🙏
ଧନ୍ୟବାଦ 🙏
Good teaching
Thnq very much
Nice 👍🏻
ଧନ୍ୟବାଦ ସାର
Very nice
ଧନ୍ୟବାଦ
Love you
U too
ମ+ପ =ମ୍ପ ନୁହେଁ
ମ୍ + ପ = ମ୍ପ ହୁଏ
ଏହିପରି ଯୁକ୍ତାକ୍ଷରରେ ପ୍ରଥମ ଅକ୍ଷରରେ ହଳନ୍ତ ଥାଏ ।
🙏🏻🙏🏻🙏🏻🙏🏻🙏🏻
ହିନ୍ଦି language ରେ ହଳନ୍ତ ଲାଗେ ଓଡ଼ିଆ ରେ ନୁହେଁ
ଯଦି ଓଡ଼ିଆରେ ନାହିଁ ତା ହେଲେ ଓଡ଼ିଆ ବର୍ଣ୍ଣବୋଧରେ ଦେଖିବାକୁ ମିଳିଥାଏ l
@yogisribijaykumar3733 ଜାଣିବା ଆଉ ପ୍ରୟୋଗ କରିବା ଦୁଇଟା ଅଲଗା ଜିନିଷ
Odia keyboard ରେ ଯଦି ଲେଖିବେ ତେବେ ମ୍ + ପ = ମ୍ପ ହୁଏ...
It's ଭଲ ପ୍ରୟାସ l କିନ୍ତୁ ତଥାପି ମୁଖ୍ୟ କଥା ରହିଗଲା l କଉ କଉ ଅକ୍ଷର ମିଶି କି ଯୁକ୍ତାକ୍ଷର ହୁଏ l ତାହା ବି ଅନ୍ତର୍ଭୁକ୍ତ ହେବା କଥା l
Sir apana bhala chesta karichhanti ,TLM looking very nice, producing very nice, introduction very nice and teaching style also very very nice BUT one thing you have forgotten,that is evaluation.evaluation kaleni pila kete shikhile , Evaluation is the main thing for next preparation plan and we can able to find that how many students achieved my teaching and what will I do for others students to achieve my specific aim .
ଉପଯୁକ୍ତ କଥା କହିଛନ୍ତି ସାର କିନ୍ତୁ କେବଳ ଗୃହ କାର୍ଯ୍ୟ ଦେଇଥିଲି 🙏
RIGHT sir
👍
ସାର୍ ଗୁମ୍ଫା କୁ କେମିତି ଉଚ୍ଚାରଣ କରାଯାଏ l କେତୋଟି ଯୁକ୍ତାକ୍ଷର ଶବ୍ଦ କେମିତି ଉଚ୍ଚାରଣ ହୁଏ l ଦୟାକରି କିଛି ସୂତ୍ର ଦେବେ l
👍
Good
ଆନ୍ତରିକ ଧନ୍ୟବାଦ
😮🎉
ଧନ୍ୟବାଦ
କେତେକ ଶବ୍ଦ। କେତେକ ଶବ୍ଦ ଗୁଡ଼ିକ ନୁହେଁ।
ଧନ୍ୟବାଦ ସାର
Kahiba bele emiti hue jani hue nahi sir
Chuamane kahiparibe nahi
ଅଭ୍ୟାସ କରିବାକୁ ହେବ
ଅନ୍ଧ ବୋଲି ନକହି ଦୃଷ୍ଟି ବାଧିତ ବୋଲି କହିଲେ ଭଲ ହେବ
ଆପଣ କିଛି ବୁଝନ୍ତି ନାହିଁ l ଏଠି ପରା ଯୁକ୍ତାକ୍ଷର ପଢା ହଉଛି
ଅନ୍ଧ କହିବାର କାରଣ ପିଲା ଟି ନ୍ଧ ଶିଖିବ
@ajayadehury440 yes
ମୂଳ ଲକ୍ଷ୍ୟ ହେଲା -ଯୁକ୍ତାକ୍ଷର ଶିକ୍ଷା
@bhikaripusti4447 ଆଜ୍ଞା