They Had to Consume Mango Kernel Because of Lack of Supply of Rice: Villager

Поделиться
HTML-код
  • Опубликовано: 20 ноя 2024

Комментарии • 160

  • @chitaranjanbehera7569
    @chitaranjanbehera7569 14 дней назад +22

    ସାମ୍ବାଦିକ ଭାଇଙ୍କୁ ବହୁତ ଧନ୍ୟବାଦ ଓଟିଭି ର ଏକମାତ୍ର ନିରପେକ୍ଷତା ସାମ୍ବାଦିକ

  • @pabitramohansadhangi18
    @pabitramohansadhangi18 14 дней назад +29

    କେତେ ହୋ କହିବ ସରକାର ତୁମ୍ଭେ ଗରିବ ର ବନ୍ଧୁ ବୋଲି.
    ଧନୀ ଏଠି ଖାଏ ମଟନ ବିରିୟାନୀ ଗରିବ ର ପେଟ ଖାଲି.
    ରାସନ କାର୍ଡ କରି ଦେଲ ସିନା ମିଳୁ ନାହିଁ ଏଠି ଅନ୍ନ.
    ପ୍ରହସନ ଛାଡ଼ି ଗରିବ ପାଇଁ କି କର କିଛି ପ୍ରୟୋଜନ.
    ଗରିବ ମୁହଁ ରେ ହସ ଯେ ଦେଖିଲ ମୁଁ ଅଧମ ହୋଇବି ଧନ୍ୟ
    ନାହିଁ କିଛି ମୋର ନିବେଦନ ଏତିକି ଗୁହାରି ସରକାର କୁ ମୋର ରଖ ମୋ ଭୋଟର ମାନ
    🙏ଜୟ ଜଗନ୍ନାଥ 🙏

    • @tapangamer2013
      @tapangamer2013 14 дней назад +4

      Jumlabjp ok thanks 😂😂😂😂😂😂

    • @bapibaral9269
      @bapibaral9269 14 дней назад

      ​@@tapangamer2013 24 years bjd govt 😂😂

    • @KcsahuOdishaculture
      @KcsahuOdishaculture 14 дней назад

      ​@@bapibaral9269ଭାରତୀୟ ଜୁମଲା ପାର୍ଟି ର ସାମ୍ବାଦିକ ଖବର ପ୍ରସାରଣ କରୁଛନ୍ତି ଅନ୍ଧଭକ୍ତ

  • @JituBisoyi-n3d
    @JituBisoyi-n3d 14 дней назад +18

    ରିପୋଟର ଭାଈ ମାନେ ଏମିତି ହି ସତକଥା ଦେଖାନ୍ତୁ କୋଊ ସରକାରକୁ ସପଟ କରନି ଓଡିସା ଲୋକଙ୍କ ଦୁଖ ବୂଝତୁ ଧନ୍ଯବାଦ

  • @DEEPANKAR_SINGH99
    @DEEPANKAR_SINGH99 14 дней назад +6

    ଚାଉଳ ଦବା ରେ ବିଳମ୍ବ କହିଁକି ହେଲା ସେ କଥା ବିଜେପି ସରକାର ପଚାର ।

  • @MTikendra
    @MTikendra 12 дней назад +3

    ବେଣ୍ଡିଆ ପୁଅ କାମ କରୁନ ମାଗଣା ଖାଇବ ଅଳସୁଆ ଲାଜନାହିଁ

  • @subhransudalai8360
    @subhransudalai8360 14 дней назад +15

    ଜୟ ନବୀନ ବାବୁ ❤

  • @Sidheswar80
    @Sidheswar80 14 дней назад +1

    OTV re abhali news bahut khusi lagila agaku nishita trp badhiba abhali satya khabara asile

  • @KoramaniPanda-cg1vr
    @KoramaniPanda-cg1vr 14 дней назад +11

    O ଟିଭି ର ବୁଦ୍ଧି ଡେରି ରେ ଉଦୟ ହେଲା

    • @ashwinisahu6584
      @ashwinisahu6584 12 дней назад +1

      Se Adibasi mane kichhi madia ki dhana ta chasa kariparante🎉🎉 sir

  • @onlyforchrist7863
    @onlyforchrist7863 14 дней назад +5

    ସବୁବେଳେ ସରକାରଙ୍କୁ ଭରସା କରିବା ନିଜର ହି ମୂର୍ଖାମି, ନିଜ ପେଟ ପାଈ ନିଜେ ରୋଜଗାର କରି ଖାଇ ପରିବା ନାହିକି ,, ସରକାର ମାଗଣା ଦେଇ ସମସ୍ତଙ୍କୁ ଅଳସୁଆ କରିସାରିଲାଣି ,, ଏ ମାଗଣା ଖିଆ ବନ୍ଦ କରି ଶିକ୍ଷା ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ

    • @subhransudalai8360
      @subhransudalai8360 14 дней назад +1

      ସେ ସୁଯୋଗ କିଏ ସୃଷ୍ଟି କରିବ, ଏ ତ ମୋଦୀ ଙ୍କ ଆତ୍ମନିର୍ଭର ଭାରତ, କର୍ମ ନିଯୁକ୍ତି ଯୋଜନା କାହିଁ,
      ବେକାରୀ ନିଯୁକ୍ତି କାଇଁ, ଏକ ପ୍ରହସନ ଚାଲିଛି, କୋଟି କୋଟି ନିଜ ଆତ୍ମ ପ୍ରଚାର ରେ ଖର୍ଚ୍ଚ, କୋଭିଡ ଟୀକା ନେଲେ ଭାଷଣ ହେଲା ମୁକ୍ତ ରେ ଟୀକା ଯୋଜନା ବିଶ୍ଵ ରେ ବଡ଼, କେଉଁ ଟୀକା କାରଣ ପଇସା ଦେଇ ହେଉଥିଲା ଦେଷ ରେ, ଶିଳ୍ପ ସଂସ୍ଥା କୁ କୋଟି କୋଟି,

    • @antaryaminaik9364
      @antaryaminaik9364 14 дней назад

      ​@@subhransudalai8360କେତେ ଲୋକ ଅଛନ୍ତି କାମ କରିବାକୁ, Jindal ଆସିବେ କି

  • @satyabratmahalik7237
    @satyabratmahalik7237 11 дней назад

    Ete dina pare gote satya khabar otv re dekhibaku milila dhanyavaad

  • @JayBamanVeer04
    @JayBamanVeer04 14 дней назад +5

    ଧନୀ ଲୋକମାନେ ତ ନିଜର life କୁ enjoy କରୁଛନ୍ତି, ଫାଲତୁ ରେ ଧାନ ବର୍ବାଦ କରୁଛନ୍ତି | ଯଦି ନିଜର ଜନ୍ମଦିନ, ନିଜର ପିଲାଙ୍କ ଜନ୍ମ ଦିନରେ କମ ସେ କମ କିଛି ରାସନ, ବସ୍ତ୍ର ଦାନ କରନ୍ତେ ତେବେ ତାଙ୍କ ଦାନ ଦ୍ୱାରା କିଛି ଲୋକେ ଉପକୃତ ହୁଅନ୍ତେ ଆଉ ସେମାନେ ମଧ୍ୟ ଧର୍ମ ଅର୍ଜନ କରିପାରନ୍ତେ

  • @jitkumar5096
    @jitkumar5096 14 дней назад +6

    ଦେଖରେ କୁଳାଙ୍ଗାର BJP Sarkar

  • @AMITKUMAR-vx7bx
    @AMITKUMAR-vx7bx 14 дней назад +16

    ଆମ୍ବ ଟାକୁଆ କୁ ନେଇକି ସବୁବେଲେ ରାଜନିତି କରୁଛନ୍ତି ବିରୋଧି ଦଲ ଗୋଟିଏ ପରିବାର ଚଲେଇବା ପାଇଁ କଣ ସବୁବେଲେ ସରକାରି ଚାଉଲ ଉପରେ ନିର୍ଭର କରିବା ଠିକ୍ କି କାମ କରି କି କିଛିଦିନ ଚଲି ପାରିବେ ନାହିଁ କି କୌଣସି ଲୋକ ବି ଜଦି ସବୁବେଲେ ସରକାର କୁ ନିର୍ଭର କରନାହିଁ ଗୋଟିଏ ଦିନକାମ କଲେ କିଛିଦିନ ତ ଚାଉଲ କିଣିକି ଖାଇପାରିବେ

    • @antaryaminaik9364
      @antaryaminaik9364 14 дней назад +3

      ଠିକ୍ କହିଲ , ଏମାନେ ରୋଜଗାର କଲେ ଆଗ ମଦ ପିଇ ବେ ,ଆଉ ଟଙ୍କା କ ଉଠୁ ଆସିବ ଯେ ଚାଉଳ କିଣିବେ

    • @Suser-gv1cw9fe8v
      @Suser-gv1cw9fe8v 14 дней назад +1

      ଠିକ୍ କହିଛନ୍ତି ଭାଇ ❤❤❤😂

    • @LuckyGuru-uq9fc
      @LuckyGuru-uq9fc 14 дней назад +1

      Pura thik kathaa...

    • @SubashMajhi-e4e
      @SubashMajhi-e4e 14 дней назад

      ଯେ ଗରିବ ହେଇଛି ସେ ହିଁ ଜାଣିଚି ଅନାଟନ ପେଟର ଭୋକ ।

    • @AMITKUMAR-vx7bx
      @AMITKUMAR-vx7bx 14 дней назад

      @SubashMajhi-e4e ଭାଇ ମୁ ବି ଗରିବ ଘର ର ଆମ୍ବ ଟାଙ୍କୁଆ କୁ ନେଇକି ଅଧିକ ରାଜନିତି କରୁଛନ୍ତି କଥା ରେ ଅଛି ଧନିଘର ପିଲା ମୁଢି ଖାଇଲେ ଖୁସିରେ ଖାଏ ଗରିବ ଘର ପିଲା ମୁଢି ଖାଇଲେ ଖାଇବାକୁ ନ ପାଇଁ ଭୁକରେ ଖାଏ ସେମିତି 2 ଜଣ ଚାଉଲ ଅଭାବ ରୁ ଆମ୍ବ ଟାକୁଆ ଖାଇକି ମଲେ ସେହି ଗାଁ ରେ କଣ ଆଉ କେହିଁ ଖାଉନି ଆମ୍ବ ଟାକୁଆ

  • @ashwinisahu6584
    @ashwinisahu6584 12 дней назад +1

    Emane ta Adibasi katha kahunahanti 🎉🎉

  • @borunsmi143
    @borunsmi143 14 дней назад +11

    ନବୀନ ସରକାରଙ୍କ ସମୟରେ ବ୍ଲକରେ ରାସନ କାର୍ଡ ରେ ନାମ ଲଗେଇବା ପାଇଁ ଗଲେ ଅନଲାଇନର ସାଇଡ୍ ଖୋଲୁନାହିଁ କହୁଛନ୍ତି। ସେହି କଥା ବ୍ଲକରେ ଯାଇ ବୁଝନ୍ତୁ ।
    ମୋ ପାଖରେ ପ୍ରମାଣ ଅଛି ।
    ମାଗଣା ଖାଇ ସମସ୍ତେ ଅଳସୁଆ ହେଇଗଲେଣି । ବସି ଖାଇଲେ ନଇବାଲି ସରେ । ସରକାର ଯେତେ ସାହାଯ୍ୟ କଲେ ମଧ୍ୟ ଆମକୁ ଆହୁରି ମାଗଣା ଦରକାର ।

    • @subhransudalai8360
      @subhransudalai8360 14 дней назад +1

      କେନ୍ଦ୍ର ଖାଉଟି କମିସନ ୱେବ୍ ସାଇଟ୍ ବନ୍ଦ ରଖିଥିଲେ

    • @antaryaminaik9364
      @antaryaminaik9364 14 дней назад

      ​@@subhransudalai8360ଏବେ କ'ଣ ଖୋଲା ଅଛି

  • @Travellertitu
    @Travellertitu 14 дней назад

    Sathik news dekhei le sabu bele ame khusi hobu thank you otv

  • @ashwinisahu6584
    @ashwinisahu6584 12 дней назад +1

    Yaku sikheichhanti bodhe🎉🎉

  • @laxmanbag8205
    @laxmanbag8205 14 дней назад +2

    ଚାଷ କଲେ ବି କିଛି ଲାଭ ନାହିଁ ଓଡ଼ିଶା ରେ କପା KG ଅଛି 65 ଟଙ୍କା ଆଉ ଧାନ ର କଥା ତ କୁହ ନାହି କେବଳ ମଣ୍ଡି ରେ 3100 ସହ ଟଙ୍କା ଚାଷୀ ଭାଇ ମାନଙ୍କ ପାଖ ରୁ ଯେଇ କି 2200 ସହ ଟଙ୍କା ରେ ଠକି ଦଉ ଛନ୍ତି ପ୍ରଥମେ ଚାଷୀ ମାନଙ୍କୁ ଧ୍ୟାନ ଦିଅ ନ ହେଲେ ଚାଷୀ ଭାଇ ମାନେ ଆହୁରି ଏମିତି ମରିବେ ଆଉ ତା ପାଇଁ କେ ବଳ ସରକାର ହିଁ ଦାଇ

  • @sarojinisatapathy4993
    @sarojinisatapathy4993 13 дней назад +1

    24 ବର୍ଷ ଧରି କାହିଁକି ଏମାନଙ୍କର ଆର୍ଥିକ ଅବସ୍ଥା ସୁଧୁରୁ ନଥିଲା

  • @alokkumarsahoo5283
    @alokkumarsahoo5283 12 дней назад

    Good Reporter Good Reporting... Never sell your inner soul ethics in Journalism...For OTV....but these issues never highlighted..never debated...never special issue .. horrifying....what minister said ...what Deputy CM said...

  • @ashwinisahu6584
    @ashwinisahu6584 12 дней назад +1

    Kie Sethire bisa deleki
    Kichhi ta chasa basa karantu 🎉🎉🎉

  • @ashwinisahu6584
    @ashwinisahu6584 12 дней назад +1

    Tanke biju pakkagharamiliniki🎉

  • @RanjanKumar-mx1ki
    @RanjanKumar-mx1ki 12 дней назад

    ଏହା ଦର୍ଶାଉଛି ଯେ ସରକାର ସମ୍ପୂର୍ଣ ବିଫକ ଏହି ekyc ଚକର ଯୋଗୁଁ

  • @fakirmohansahoo2079
    @fakirmohansahoo2079 9 дней назад

    ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @chaturbhujabag5095
    @chaturbhujabag5095 12 дней назад +1

    ଚାଉଳ ପୁରା ବନ୍ଦ କର m g ହେ ପୁରା ଅଳସୁଆ ହୋଇଗଲେ

  • @samabaral3524
    @samabaral3524 15 дней назад +5

    ଏଇ ଖୁସି ର ଶାସନ ଚାଲିଥିଲା 24 ବର୍ଷ ବିଜେଡି ସରକାର ର,ଆମ ରାଜ୍ୟ 1 ନମ୍ବର ହେଇ ଯାଇଛି,ଆପଣ ମିଡ଼ିଆ ଯାଇ ଦେଖନ୍ତୁ ସେ ଡି ଲ ର ବିଜେଡି ଦଳର ଲୋକ ହେଇ ଥିବ,

    • @SR_SanjayCreation
      @SR_SanjayCreation 15 дней назад

      ତମେ କୋଉ ଦେଶରେ ଅଛ ତମେ ନିଜେ ଜାଣିନ, ତମେ ଜାଣିବା ଦରକାର ଯେ ଏବେ ବିଜେଡି ସରକାରରେ ନାହିଁ ବିଜେପି ସରକାରରେ ଅଛି ତେଣୁକରି ବିଜେପି ଦାୟୀ.

    • @subhransudalai8360
      @subhransudalai8360 14 дней назад +1

      ଆଉ ତୁମେ ବିଜେପି ଲୋକ ହୋଇଥିବ

  • @balaramnatha2249
    @balaramnatha2249 14 дней назад +1

    ମହୁଲି ହାଣ୍ଡିଆ ଦେଶି ପିକି ପୁଳେ ଛୁଆ କରିଦେବ କାମ କରିବନି ନିଶା ଖାଇ ବୁଲିବ,କହିବ ସରକାର ଆମ କଥା ସବୁ ବୁଝୁ ଆମେତ ବି ଖଟିଖିଆ 5କିଲୋ ଚାଉଳରେ କଣ ମାସକ ଜାକ ବଞ୍ଚି ଜିବ, ହତୀ ଖାଉଥିବା ଦାନ୍ତ ଗୋଟେ ଦେଖଉଥିବା ଦାନ୍ତ ଗୋଟିଏ

  • @sunarammurmu8371
    @sunarammurmu8371 12 дней назад

    ଚାଷ ଜମିତ ପଡିଆ ରଖିଲ 5 କିଲକୁ ଅନେଇ ରହିଲ ଶେଷରେ ଖାଇଲ ଆମ୍ବ ଟାକୁଆ ଧନ୍ୟବାଦ........

  • @utsabmallik1662
    @utsabmallik1662 14 дней назад

    Jay jagannath prabhu

  • @ganeshdhal135
    @ganeshdhal135 11 дней назад

    ଠିକ୍ news ଦେଖେଇଚି otv fast time

  • @RudramaniSahu-y1c
    @RudramaniSahu-y1c 14 дней назад

    Baleshwar main town re rasan mili nahi au out site aria katha kan kuhajiba

  • @suraimurmu3128
    @suraimurmu3128 14 дней назад +2

    ବୋଲ ହୋ ଜୟ ବିଜେପି 😂😂😂😂

  • @SubodhaChandraMahalik
    @SubodhaChandraMahalik 11 дней назад

    ସରକାର ଚାଉଳ ସହିତ ପନିପରିବା ଦେଲେ ଓଡ଼ିଶାର ଗରବ ଲୋକ ଭାତ ସହିତ ତରକାରି ଖାଇପାରିବେ ପରର୍ବତି ସମୟରେ ଆମ୍ବ ଟାକୁଆ ଖାଇବେ ନାହିଁ, କାରଣ ଅନୁମାନ ହେଉଛି ଖାଇବାକୁ ନ ଥିବାରୁ ଆମ୍ବ ଟାକୁଆ ଖାଉଛନ୍ତି,

  • @rabiranjanrealstar
    @rabiranjanrealstar 12 дней назад

    ଏମାନଙ୍କୁ କାମ ଯୋଗାଇ ଦିଆଯାଉ। ସବୁ ବେଳେ ସରକାରୀ ସାହାଯ୍ୟ କୁ ଅନେଇ ବସିବା ଆମର ଭୁଲ୍।ଆମ୍ବ ଟାକୁଆ ଖାଇବା କିଛି ନୁଆ କଥା ନୁହେଁ। ଏମାନେ ବର୍ଷ ବର୍ଷ ଧରି ଖାଇଆସୁଛନ୍ତି। କିନ୍ତୁ ସମୟ ସମୟର କଥା ତାହା ହୁଏତ ସେଦିନ ବିଷରେ ପରିଣତ ହୋଇଯାଇଥିବା। ଖାଦ୍ୟ ର ଅଭାବ ହେତୁ ଏହାକୁ ଖାଇଥାନ୍ତି। ସରକାର ଙ୍କୁ ଅନୁ ରୋଧ ସେମାନଙ୍କ ପାଇଁ ଚାଷ ବାଷ କରିବା ପାଇଁଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉ

  • @tikeswarNeha
    @tikeswarNeha 14 дней назад +2

    Govt free dei dei lok ku alsua kari sarilani

  • @SatyaranjanSethy-u3l
    @SatyaranjanSethy-u3l 11 дней назад

    ମିଛ କୋଉଛି ରମିତା ସ୍ୱମୀ ନିଜର ଭୁଲ ପାଇଁ ମରିଛନ୍ତି

  • @DhaniaMunda-z4h
    @DhaniaMunda-z4h 11 дней назад

    ଚାଉଳ, ବିକି ମଦ ପିଇସାରୀ ଛି, ବାଳ ଖାଇବ, ଟ।କୁ ଆଖାଇବ, ନିହାତୀ,ଏମାନଙ୍କୁ ୫୦କେଜୀ ଦେଲେ ବି ପାଇବ ନାହିଁ କାରଣ ଚାଉଳ ବିକି ମଦ ପିଉଛନ୍ତି, ଏମାନେ ହେଲେ ଅଳସୁଆ

  • @subashshrambutika5030
    @subashshrambutika5030 14 дней назад

    କୃଷ୍ଣଚନ୍ଦ୍ର ମହାପାତ୍ର ମନ୍ତ୍ରୀ କୁ ଦେଖାଓ... ବେଶି ଫୁଟାଣି ମାରୁଛି, ଆମ୍ବ ଟାକୁଆ traditional food ବୋଲି,.......

  • @SanjuktaLenka-eg6uv
    @SanjuktaLenka-eg6uv 14 дней назад +2

    Amane sabu. Kudhia heigaleni magana chaula pai au kama karunahanti gare basiki khaile kn chaula faliba

  • @basantamanjarisahoo6673
    @basantamanjarisahoo6673 13 дней назад

    ଶିକ୍ଷା ଓ ଆର୍ଥିକ ସ୍ୱତ୍ସଳ ନକରି ମାଗଣା ଚାଉଳ କେତେ ଦିନ ସରକାର ଦେବେ?
    ତା ପରେ ମାଗଣା ଖାଦ୍ୟ ଦ୍ରବ୍ୟ ଯୋଗାଣ ଓଡ଼ିଶାର ଅନେକ କର୍ମ ମୁଖର ମାନବ ସମ୍ବଳକୁ କର୍ମ ବିମୁଖ କରିଚାଲିଛି। କୃଷକମାନେ କର୍ମଚାରୀଙ୍କ ଅଭାବ ଯୋଗୁଁ ଚାଷ ପ୍ରାୟ ବନ୍ଦ କରିସାରିଛନ୍ତି ଅନେକ ସ୍ଥାନରେ। ମହା ବିପଦ ସଂକେତ ଏହା।
    ଚାଷ ବନ୍ଦ ହେଲେ ମେସିନରୁ ତ‌ ଚାଉଳ ବାହାର ହେବନି!!!

  • @sangamaifarming
    @sangamaifarming 14 дней назад

    ୫kg ଚାଉଳ ଏକ ମାସ ପରଯ୍ୟନ୍ତ ସମ୍ଭବ କି ରାଜ୍ୟ ସରକାର ଫ୍ରୀ ରେ ଦରକାର ନାହିଁ ହୋଲେସେଲ ରେଟ୍ ରେ ୨୦kg ଜଣ ପିଛା ଦିଆଯାଉ।

  • @kamallochannayak9660
    @kamallochannayak9660 11 дней назад

    Food Minister Should be Out From Minister Seat .

  • @haraprasadmahanta4657
    @haraprasadmahanta4657 14 дней назад +1

    ଖାଲି ସରକାର ଚାଉଳ ଉପରେ ନିର୍ଭର କରୁଥିଲେ ଏ‌ ଆଦିବାସୀ ମାନେ ସେଠାକାର ଜିଲ୍ଲା ପ୍ରସାଶନିକ କାହିଁକି ସରକାର କହିଲେ ନାହିଁ, ନବୀନ ପୂର୍ବ ସରକାର କଣ କରୁଥିଲା କାମ ଯୋଗାଇ ଦେବା ଦରକାର ସରକାର

    • @subhransudalai8360
      @subhransudalai8360 14 дней назад

      ହେଲେ ମୃତ୍ୟୁ ନଥିଲା, ମୋଡ଼ି ଭାଷଣ ମାରନ୍ତି ବିଶ୍ଵ ରେ ସବୁଠା ରୁ ବଡ଼ ମୁକ୍ତ ଖାଦ୍ୟ ଯୋଗାଣ ଯୋଜନା

    • @jibankumar9421
      @jibankumar9421 14 дней назад

      ବୋକଚୂଦା

  • @kirttisahu3285
    @kirttisahu3285 14 дней назад

    ଧନ୍ୟ ଓଡ଼ିଶlସରକାର ଏଥିରେ ଓଡ଼ିଶା ଗରିବ ମୁକ୍ତ କହୁଛ

  • @ranjitsatapathy5951
    @ranjitsatapathy5951 15 дней назад +1

    Main thing reporter should ask in which last date they were paid ration, every one is rounding the news without base, news can'tchange the scheme five kg per head

  • @Olasingh
    @Olasingh 14 дней назад

    Amaku kichho miluni

  • @kamallochannayak9660
    @kamallochannayak9660 11 дней назад

    Dhik CM ,Ei CM Dwara Odisha Devloped Hela Bhali Laguni .

  • @Rashmiranjandas-e1s
    @Rashmiranjandas-e1s 11 дней назад

    ମନ୍ତ୍ରୀ ପାଗଳ ମିଛୁଆ

  • @antaryaminaik9364
    @antaryaminaik9364 14 дней назад

    କିଛି କାମ କରି ରୋଜଗାର ନ କଲେ। ଆହୁରି ମରିବ

  • @Singdharani113.Youtuber
    @Singdharani113.Youtuber 14 дней назад +2

    ନିଜେ କାମ କରି ଖାଇବା ଶିଖ. ଖାଲି ସରକାର ସରକାର ହେଉଛ. ଲଜ୍ୟା ଲାଗୁନି. ହାତ ଗୋଡ଼ ଥିବା ପର୍ଯନ୍ତ କାମ କରି ଖାଇବା ଶିଖ.ମୁଁ ବି କନ୍ଧମାଳ ର

    • @SusilKuldip-q7m
      @SusilKuldip-q7m 14 дней назад

      Bhai kama kole kn Kariba Tamil Nadu jiba au 50 tanka kg chaula kini khaiba sabu loka duara heba ni

    • @SanjaykumaraPradhan
      @SanjaykumaraPradhan 14 дней назад

      ଖଲି ତାମିଲ nadure କାମ ଅଛି ଓଡ଼ିଶା ରେ ନାହିଁ​@@SusilKuldip-q7m

    • @jibankumar9421
      @jibankumar9421 14 дней назад

      ମାଗିଆ ଶଳା

  • @entertainmentpresents8168
    @entertainmentpresents8168 12 дней назад

    Same on u bjp

  • @santoshmartha4154
    @santoshmartha4154 14 дней назад

    Thanks for showing this True news. I saw every time OTV support only BJP government and they always shows positive things of BJP but don't shows any news Against BJP government as theire owner belongs to BJP leader. Really Thanks for this news

  • @abhayasahoosahoo2304
    @abhayasahoosahoo2304 14 дней назад

    Karmkare.

  • @tgamingpoint6235
    @tgamingpoint6235 14 дней назад

    କଥାରେ ଅଛି ବସି ଖାଇଲେ ନଈ ବାଲି ସାରେ. କାମ
    କାମ କରି କି ଖାଅ

  • @antaryaminaik9364
    @antaryaminaik9364 14 дней назад

    Babare sabu ade October masare milichhi. Kain ki. Ameta amba takua khainu

  • @Olasingh
    @Olasingh 14 дней назад

    Chaula janaku 50kg darkar

  • @laxmidharsingh8259
    @laxmidharsingh8259 14 дней назад

    Are media babu paribar kete jana seta bi janinahantu

  • @JiMa-u8i
    @JiMa-u8i 10 дней назад

    Sarkar. Thicnahi

  • @akshayakumarbehera4781
    @akshayakumarbehera4781 14 дней назад

    ଅନ୍ଧ ଭକ୍ତ ଶୁଣ ଲୋକଟି କଣ କହୁଛି

    • @SatyaranjanSethy-u3l
      @SatyaranjanSethy-u3l 11 дней назад

      ତୁ ସବୁ ଠାରୁ ବଡ ଅନ୍ଧ ଭକ୍ତ ମୁ ସେ ଗାଁ ପାଖରେ ମୋ ଘର ତାଙ୍କର ନିଜର ଭୁଲ ପାଁଇ ମାରିଛନ୍ତି ସରକାର କୁ ଦାୟୀ କରୁଛନ୍ତି ଏ କେଶରେ ରାଜନୀତି ହେଉଛି

  • @shyamsundersahooshyam5837
    @shyamsundersahooshyam5837 14 дней назад

    Tank Bhai suna public life lajya nanhi Jay shree Ram

  • @mkumar1112
    @mkumar1112 14 дней назад

    5kg rice one month khauchi gote loka se loka bhata khauchi na dekhuchi

  • @jhunaranipradhan9293
    @jhunaranipradhan9293 15 дней назад +2

    Tamaku au kichhi mililani takua khaucha kichhi kama kariki bancha

  • @suryakanttudu-jy2ut
    @suryakanttudu-jy2ut 14 дней назад +1

    Sarkar ra tamara sabu bharasa hen nijara kichi khayamata nahi agaru kemiti khauthila jetebele sarkar chaula dauna thila setebele

  • @nirakarrout1973
    @nirakarrout1973 14 дней назад

    ଆଶ୍ଚର୍ଯ୍ୟର ବିଷୟ ବିଜେପିର ଟିଭି ବିଜେପିର ବିରୋଧାତ୍ମକ ଖବର ପ୍ରସାରଣ କରୁଛି😅

  • @Gurubachan688
    @Gurubachan688 14 дней назад

    ଓଡ଼ିଶାରେ ଜଣ ପିଛା ଦଶ କିଲୋ ଚାଉଳ ମିଳୁଛି। ଏମାନଙ୍କୁ ପାଞ୍ଚ କିଲୋ ଚାଉଳ ମିଳୁଛି। ତେଣୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଲେ । ଏ ମାଗିହା ଙ୍କୁ ଜଣ ପିଛା ପଚାଶ କିଲୋ ଦେବା ଦରକାର । କୁକୁର କୁ ଡାଲିଭାତ ଦେଲେ ବି ସେ ଗୁହ ଖାଇବ ନିଶ୍ଚୟ । ଏମାନେ ସରକାରଙ୍କୁ ଦେଇ ଦେଇ ମରିବେ ।

  • @Suser-gv1cw9fe8v
    @Suser-gv1cw9fe8v 14 дней назад

    ଏମାନେ ଆଗରୁ ଜାଣିଥିଲେ bjpଆସିଲେ ଚ‌ଉଳ ମିଳିଵ ନାହଁ ଵଲି ଵଧେ ସେଥିପାଇଁ ଆମ୍ବ ଟାକୁଆଆଣିକି ରଖିଥିଲେ ସେଥିପାଇଁ ଵିଷଖ ଅମୃତ ଭାବି ଖାଇଦେଲେ 😢 କେତେ ଦିନ ସରକାର ଚାଉଳ ରେ ଭରଷା କରଵ କିଛିତ କରିବା ପାଇଁ ଚେଷ୍ଟା କର😮

  • @IndirajyotiNayak
    @IndirajyotiNayak 14 дней назад

    Jaha hau otv re news ta dela

  • @lalitmohanjena3497
    @lalitmohanjena3497 15 дней назад +1

    Bjd thila bele kana khuthila

  • @Saumyasahoo-xo8cv
    @Saumyasahoo-xo8cv 13 дней назад

    Govt free diani ki tax niani middle class wala hairan hau6nti

  • @subhendughadei9165
    @subhendughadei9165 14 дней назад

    Prampara jadi kn pai rajaniti karucha tapare kn amne kamadhanda karunhanti Sara jiban amba takua khaucha

  • @pradeepkumardas6344
    @pradeepkumardas6344 14 дней назад

    Labour ମଜୁରୀ 500 ହେଲାଣି , 2 ଦିନ ର ମଜୁରୀ ରେ 30 ଦିନ ର ଚାଉଳ ହେବ , ଏମାନେ ଶଳା ଅଳସୁଆ , କର୍ମ କରିବେନି , ଵୋପା ପେଳ ଖାଇବେ

  • @PitambarSatdar-k8p
    @PitambarSatdar-k8p 6 дней назад

    Khali Sarkar ko chawal Ko Nahin bacha

  • @deepakdas1073
    @deepakdas1073 14 дней назад

    Jaha hou otv ethara thik news dekheila....fake news dei dei haliya hei jaithibe

  • @AshisAshis-m1f
    @AshisAshis-m1f 14 дней назад +1

    Sabu nabini babunk dosa deidia . Kamasaridia

  • @sunitaomkarvlogs
    @sunitaomkarvlogs 15 дней назад +1

    One menin10kg

  • @Nagendra.143
    @Nagendra.143 14 дней назад +1

    Go back BJP😢😢

  • @GudulDas
    @GudulDas 14 дней назад

    Are bhaai kichi kama dhanda kara a sarkar upare nirvar kale habani amiti asubidha haba

  • @bairagikishan6510
    @bairagikishan6510 14 дней назад

    ପକ୍କା ଘର

  • @rahuldas4293
    @rahuldas4293 15 дней назад +4

    ରହି ବାକୁ ଘର ଝାଡ଼ା ଯିବାକୁ ଲାଟିନି ଚାଉଳ ମାଗଣା ସଉଦା ପାଇ ସୁଭଦ୍ରା ଚାଷ ପାଇ pm ରେ ପଇସା cm ରେ ପଇସା ତମକୁ ଆଉ କଣ ଛଞ୍ଚେଇ ଦବ ସରକାର

  • @nilakanthakhemundu669
    @nilakanthakhemundu669 15 дней назад +2

    BJP go back 😅

  • @angulmix9903
    @angulmix9903 14 дней назад

    Madhaba sarkar chaula dauni kn paein mohan bekare pagha paka jau

  • @saratkumardas9746
    @saratkumardas9746 14 дней назад

    Jay bjd jay naveen

  • @susantkumar6085
    @susantkumar6085 11 дней назад

    Mada(Liquor) se area re strictly ban heba darkar..
    Mada sadharana lokanku pangu karisarilani..
    Aau Government ra magana deba scheme .. Aama Rajya ku kou diga ku neuchhanti.
    Avali sthiti ra pratham cause magana khaeba aadat lokanku jhatimatire rahibaku badhya karichhi

  • @purusottamnayak7029
    @purusottamnayak7029 14 дней назад

    Michhua Radhua food supply minister

  • @Raja443.
    @Raja443. 14 дней назад +2

    BJD ଚାଲ୍ କରୁଚି

  • @KrushnaMuduli-yu6nv
    @KrushnaMuduli-yu6nv 14 дней назад

    Salla.prati.masare.ration.de.3.4.masare.rhare.kanhi.deuchu

  • @factTern69
    @factTern69 14 дней назад

    Sabu mlchha loke au loke bhoka re rahunanti tumekamakaribaku jibani ghare basiki rahiba khaibaku paiba kouthupaiba sabualsua

  • @KoramaniPanda-cg1vr
    @KoramaniPanda-cg1vr 14 дней назад +2

    ବିଜେପି ପାଞ୍ଚ ବର୍ଷ ରେ ଓଡିଶା କୁ ପଚାଶ ବର୍ଷ ର ବିକାଶ କୁ ନେଇ ଯିବ ଅନ୍ଧ ଭକ୍ତ ବିଜେପି ଶାସନ ଦେଖିଲ ତ ଯେଉଁ ଓଟିଭି ବିଜେଡି ବିରୋଧ ରେ ପ୍ରଚାର କରୁଥିଲା ଆଜି ତାର ମୁହଁ ଫୁଟାଣି କୁଆଡେ ଗଲା ଅକର୍ମା ସରକାର ବିଜେପି ହଟାଓ ନଚେତ ଜନ ଆକୃଶ ରେ ଓଡିଶା ଜଳିବ

  • @hometventertain
    @hometventertain 14 дней назад

    Tanka paisa govt tax neiki govt employee ku deichi & govt employee crore crore loot kariki vigilance hata re dhara paduchanti. Chora hele sei govt officer jie emananka paisa chori kari Car & Bunglow baneichanti

  • @umakantabehera7734
    @umakantabehera7734 12 дней назад

    Jogan mantri nku ahi news ta dekhantu Sia ta kebe bi manuni

    • @umakantabehera7734
      @umakantabehera7734 12 дней назад

      Sebhalia mantri hin sabu thu asubidha re rahibe odisha ra loka

  • @PrakashKumar-k8b6j
    @PrakashKumar-k8b6j 14 дней назад

    A Bhai tamarachakiri gala

  • @SanjayMohapatra-b2d
    @SanjayMohapatra-b2d 14 дней назад

    Thik katha kahuchanti Bhai kintu yeta kete sata micha aame janiparunahu kintu 24 Barsha BJD sarkar sashanare thila kanhi jhati mati ghara kichi unnati nahi tamane ye thika janata bahut kastare chaluchani jatha sighra yemannku sighra ghara dia jau yemannkar jaha bi kichi asubidh achi sighra puran kara jau aagaru BJD sarkar thila kichi bikash Kari nahi sehi gariba Bhai mannka prati yemannku lajya lagiba darkar 24 Barsha sshanre thile loka mannku kete hiniman Kari rakhichanti aau yemane rajniti Kari nija pila ketuta magana khaiba janatanku rakhi pura odisha rajya ku barbat karichanti Jai jagannath yebe aama rajya ku bikash karantu sighra ye papi mane jie aaji gariba sraminka paisha mariki bhala kotha gadi banck balance karichanti sighra yemannku danda milu

  • @angulmix9903
    @angulmix9903 14 дней назад

    A mohan majhi dekha akhi fadi aau chadi fadi ki dekha

  • @nareshkumarswain769
    @nareshkumarswain769 14 дней назад

    Bhokara bhugala odisha

  • @sudhansu159
    @sudhansu159 14 дней назад

    jumula mantri.kate michha kahuchi

  • @PURNACHANDRASOREN-j1u
    @PURNACHANDRASOREN-j1u 12 дней назад

    Tume sarkar chaula khaiba au kamadhanda kariba nahi

  • @PitambarSatdar-k8p
    @PitambarSatdar-k8p 6 дней назад

    A Mane Sabu bjd dollar

  • @manojpattanayak2072
    @manojpattanayak2072 15 дней назад

    New rasana card kaba daba kahuna Tama kahila aama sata ku aasila gota masa ra dabu kahi thila 4masa hala kaba miliba kuha na lokaku bhua bula u cha

  • @saratkumardas9746
    @saratkumardas9746 14 дней назад

    BJP go back

  • @rasmiranjan6906
    @rasmiranjan6906 12 дней назад

    Bjd govt 9 km ru ration ananti a houchhi tama development and BJP government please solved immediately poor people auto rent kouthhu debe