ମମତା-ସୁଜିତଙ୍କ ପରେ, ବିଜେପି ଲିଙ୍କରେ ଆଉ ୨ | Who after Mamata & Sujit | Odisha Politics | Odia News

Поделиться
HTML-код
  • Опубликовано: 7 ноя 2024

Комментарии • 10

  • @srikantpatnaik2849
    @srikantpatnaik2849 2 месяца назад +3

    ଓଡିଶା ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ରେ ଆଞ୍ଚଳିକ ଦଳ ଦୁର୍ବଳ ହେବା ରାଜ୍ୟ ପାଇଁ ଅଶୁଭ ଅଟେ l ଓଡିଶା ର ବିକାଶ ଦିଲ୍ଲୀ ନେତା ଅପେକ୍ଷା ରାଜ୍ୟ ଦଳ ଚିନ୍ତା କରିବ l
    ଆନ୍ଧ୍ର, ତାମିଲନାଡୁ ଓ ମହାରାଷ୍ଟ୍ର ପ୍ରଭୂତି ରାଜ୍ୟ ବିକାଶ ଆଞ୍ଚଳିକ ଦଳ ଯୋଗୁଁ ହୋଇଛି l

  • @kalpatarubhal8685
    @kalpatarubhal8685 2 месяца назад

    ମମତା ନାରୀ ରାଜନୀତିର କଳଙ୍କ ନବୀନବାବୁଙ୍କ ବିଶ୍ୱାସରେ ବିଷଦେଲେ l କଣ ମମତା ମହନ୍ତ ଯୋଗ୍ୟତାଥିଲା ରାଜ୍ୟସଭାକୁ l ପ୍ରମିଳା ବିଶ୍ଵଇଙ୍କୁ ନବୀନ MP ଟିକେଟ ଦେଇଥିଲେ l ନବୀନବାବୁ ଏବଂ ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି l ଜୟ ଜଗନ୍ନାଥ 🙏🙏🙏

  • @biswanathabehera4087
    @biswanathabehera4087 2 месяца назад

    👍👍👍👍👍👍💪👍🙏🙏🚩🚩🚩🌹💐🇧🇴💖💖

  • @surendranathsahu626
    @surendranathsahu626 2 месяца назад

    Sujit mamata ku dillhi re tika deba

  • @pradeepkumarmohanty8855
    @pradeepkumarmohanty8855 2 месяца назад

    I am happy in BJD. Jay Navin❤❤, Jay Bjd❤❤, jay Jagannath❤❤❤

  • @ganeshpadhi3230
    @ganeshpadhi3230 2 месяца назад

    Tora pari baima nahani.