||ବାପ ହେବା ପାପ||BAPA HABA PAPA||TUKUNA STYLISH COMEDY||ADITYA ENTERTAINMENT|| NEW ODIA COMEDY||

Поделиться
HTML-код
  • Опубликовано: 7 окт 2024
  • JAY JAGANNATH
    JAY MAA SARALA
    ADITYA ENTERTAINMENT PRESENT'S
    PRODUCER : SEETA MOHARANA
    CO PRODUCER: MADAN KU GIRI
    CONCEPT: TUKUNA STYLISH & SUMIT
    DIALOGUE: TUKUNA STYLISH
    DIRECTION : TUKUNA STYLISH
    DOP : DILLIP KUMAR PRADHAN
    EDIT : FUNNY JATIN
    COSTUME: SUSHANT PRADHAN
    MAKE-UP : SUSHANT PRADHAN
    POSTER DESIGN: RUDRA
    D.I.: FUNNY JATIN
    PRODUCTION : SUMIT
    ARTIST : BRAJA SING, NONSENSE MANI,LITU,JHUMA,NEHA
    SIPU ,SUMIT,SUSHANT ,& TUKUNA STYLISH.....
    THANKS TO MR MADAN KU GIRI CO -PRODUCER
    THANKS TO MRS SEETA MOHARANA PRODUCER
    THANKS TO SAYAM VILLAGE ALL PEOPLE.....
    #TUKUNA STYLISH ODIA COMEDY#Aditya entertainment ra prathama abadana apanaku hasaiba paiin dayakari kehi deha ku nebeni
    #NEW TUKUNA STYLISH COMEDY
    #NEW TUKUNASTYLISH. COMEDY ODIAcomedy videonew comedy videos 2022new funny videotop comedy videosodiacomedyfun videofunny video 2023try not to laughtop new comedynew 2023 funny comedytry not to laugh challengecomedy video 2022comedy funny videofunny videos 2021funny videos 2022funny video 2022funny videos 2023totally amaizing funny videochallenging funny videoshorts funn
    ~-~~-~~~-~~-~
    Please watch: "NAUNU KI DAUNU || NEW ODIA ITEM SONG || PAPU POM POM NEW SONG|| PAPU POM POM POM NEW DANCE NUMBER||"
    • NAUNU KI DAUNU || NEW ...
    ~-~~-~~~-~~-~
  • ПриколыПриколы

Комментарии • 621

  • @krishkumarjena7816
    @krishkumarjena7816 9 месяцев назад +28

    ଭାଇ ତମକୁ ବହୁତ ବହୁତ ଧନ୍ୟବାଦ୍, ତମେ କମେଡି ସହିତ କିଛି ଗରିବ ପିଲାଙ୍କ ଜୀବନ ର ସତ କାହାଣୀ କୁ କରିଚ,,🥺🥺😭😭 ବହୁତ ବହୁତ ଧନ୍ୟବାଦ୍,,I LOVE YOU BRO❤❤ THIS VIDEO FOR MY LIFE 😢😢

  • @pramodkumardas2671
    @pramodkumardas2671 9 месяцев назад +25

    ବହୁତ ଦିନ ପରେ ବ୍ରଜ ଭାଇଙ୍କୁ ଦେଖିଲି, ସୁନ୍ଦର ଅଭିନୟ, ଜୀବନ୍ତ ଭଳି ଲାଗିଲା. 👌

  • @KEONJHARVLOGGERGULU
    @KEONJHARVLOGGERGULU 9 месяцев назад +40

    Tike ଭାବ ସାଙ୍ଗ ମାନେ ଆମ ବାପା ମା ଆମକୁ ବଡ଼ ମଣିଷ କରିବା ପାଇଁ କେତେ କଷ୍ଟ karu6nti aou ଆମେ ତାଙ୍କର ମୂଲ୍ୟ ହିଁ ବୁଝୁନାହାନ୍ତି 🥹🥹🥹
    ଯିଏ ଯିଏ bujhi6 plz 🙏🙏🙏ଘର ଲୁକଙ୍କୁ mi6 kahiki money ମାଗନ୍ତୁ ନାହିଁ 🙏🙏🙏🙏🙏🙏

    • @Liku108
      @Liku108 9 месяцев назад +2

      Besi nai tike micha chaliba😂

  • @manindrabej5521
    @manindrabej5521 9 месяцев назад +43

    Braja bhai ❤❤❤❤. One of the underrated odia actor. He deserves more. Let's support braja bhai.

  • @tukunastylishcomedy2180
    @tukunastylishcomedy2180 9 месяцев назад +49

    ଦୟାକରି ଭିଡ଼ିଓ ଟିକୁ ଶେଷ ଯାଏ ଦେଖନ୍ତୁ
    ❤❤❤❤❤❤

    • @ODIAMBJSHORT003
      @ODIAMBJSHORT003 9 месяцев назад

      ମନକୁ ଛୁଇଁଲା କାହାଣୀ ଟା 😢😢😢

    • @KumarJagdish-oy4oe
      @KumarJagdish-oy4oe 9 месяцев назад

      Bhai part 2 anantu rabi mamu dhara padiba darkar nahale video ta bhala nagibani laka kahibe bhubaneswar re kn polish nahanti .....🙏🙏🙏...Jay jagarnath

    • @ajaykumarnayak143
      @ajaykumarnayak143 9 месяцев назад

      Mun dekhili bhai bahuto bhalo lagila jaha kuho bhai nijo bapa maa nk runo kehibi sujhiparibeni❤❤❤❤❤❤

    • @jugalkrushnabehera4843
      @jugalkrushnabehera4843 9 месяцев назад

      ମନକୁ ପାଇଲା କାହାଣି ଟି ...acting super

    • @kirankumarsahu8824
      @kirankumarsahu8824 9 месяцев назад

      ସତ କହିଲ ଏ video ରେ କେତେଟା ସିଗାରେଟ୍ ସାରିଛ😂😂😂

  • @PapuPoMPoMCreations
    @PapuPoMPoMCreations 9 месяцев назад +5

    Hasi hasi mu bedam. Badhia lagila. Thanx to the whole team.
    With love
    Papu pom pom

  • @rupali-1.23
    @rupali-1.23 9 месяцев назад +24

    Real fact 😢
    ଆଖିରେ ଲୁହ ଆସିଗଲା, ସବୁ ବାପା ମା ଏତେ କଷ୍ଟ କରନ୍ତି ଆମେ ଏମିତି କଣପାଇଁ hou😢😢😭😭😭ଛି ଆମ ଜୀବନ 😭😭😭

    • @kidspalace9587
      @kidspalace9587 9 месяцев назад +1

      Tume tahele emitti haucha na 😂😂😂 kete ta 🚬 dina re udaucha😂

    • @laxmanmajhi1277
      @laxmanmajhi1277 9 месяцев назад

      😢😢😢😢 thik katha

  • @sukantparida6351
    @sukantparida6351 9 месяцев назад +5

    ବହୁତ ବହୁତ ଧନ୍ଯବାଦ ଆପଣ କୁଂ,,, ଗୋଟେ compitative ପିଲା ର ପରିବାର ର ଅବସ୍ଥା ଏବଂ ତା ହଷ୍ଟେଲ ର ସୁଖ ଦୁଖ,,, ଉପରେ ନିଛକ ସତ କାହଣୀ ଟିଏ ,, ଆଉଥରେ ନମ୍ର ନମସ୍କାର ଆପଣକଂ ଟିମ କୁଂ

  • @rockin-rk
    @rockin-rk 9 месяцев назад +1

    ନିଛକ ସତକଥା ଉପରେ ପରିବେଷିତ ହୃଦୟସ୍ପର୍ଶୀ କାହାଣୀ । ମନକୁ ଛୁଇଁଗଲା । ବ୍ରଜ ଭାଇ ଓ ଟୁକୁନା ଷ୍ଟାଇଲିସ୍ ଙ୍କ ଅଭିନୟ ବହୁତ ଉଚ୍ଚକୋଟିର । 👍👏🙏👍👏🙏

  • @Malayacreationv50
    @Malayacreationv50 9 месяцев назад +4

    ଏହି ଭିଡିଓ ଟି ଆଜିକା ସମାଜ କୁ ନେଇ କିଛି ଟା ବାର୍ତ୍ତା
    ଦେଇଛି ସତରେ ବହୁତ୍ ଭଲ ଉପସ୍ଥାପନ ଦେଇଛ। ଏମିତି ହୃଦୟକୁ ଛୁଇଁଲା ଭଳି ଭିଡିଓ ପାଇଁ ପୁରା ଅପନଙ୍କ ଟିମ୍ କୁ ଧନ୍ୟବାଦ୍ 😢😢😢

  • @KalingaSikshyaNiketan
    @KalingaSikshyaNiketan 9 месяцев назад +42

    Bahut sundar concept ,,,tukuna bhai au braja bhai acting 10/10

  • @dillipkumar2998
    @dillipkumar2998 9 месяцев назад +2

    ବର୍ତ୍ତମାନ୍ ପରିସ୍ଥିତିରେ ବାସ୍ତବ ସମାଜ କୁ ଜୀବନ୍ତ ଢଙ୍ଗରେ ଉପସ୍ଥାପନା କରି ସାଧାରଣ ଲୋକଙ୍କୁ ସଚେତନ କରିବାର ଅଭିନବ ପ୍ରୟାସ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍।।

  • @Gyanaranjan_sahoo
    @Gyanaranjan_sahoo 9 месяцев назад +1

    ବହୁତ୍ ଭଲ ଲାଗିଲା ,,atleast ଏ ଭିଡିଓ ଦେଖିସାରିଲା ପରେ ପ୍ରକୃତରେ ପାଠ ପଢିବାକୁ ଆସିଥିବା ପିଲା ସୁଧୁରିଯାଇ ଭଲ ରାସ୍ତା କୁ ଆସିଯିବେ ବୋଲି ଆଶା ଅଛି,,thanks, to entire team ❤

  • @Sipunkumar2816
    @Sipunkumar2816 9 месяцев назад +7

    ମନକୁ ଛୁଇଁଲା ପରି କାହାଣୀ ହେଇଛି😭😭 ଜୟ ଜଗନ୍ନାଥ ❤

  • @jaymahakalujjain5083
    @jaymahakalujjain5083 9 месяцев назад

    Tukuna Bhai ତୁମେ ବହୁତ ମିଛୁଆ ଲୋକ ଟା ହେଲା ୯୧୨୪୫୨୭୧୭୧,୯୩୪୮୯୫୯୯୧୫,୯୧୨୪୫୨୭୧୭୨ ଏହି ନମ୍ୱର୍ ଲାଗିଲା ନାହିଁ ଏକ ନମ୍ବର ...... ହେଲା ତୁମେ

  • @sanjayvrs3462
    @sanjayvrs3462 9 месяцев назад +7

    Best concept every students should understand the value of all parents situation how they are facing the difficult situation only for their son's and daughter's

  • @anirudhasahoo8826
    @anirudhasahoo8826 9 месяцев назад +20

    Nice concept ❤true story ❤good message to young peoples ❤

  • @rashmiranjanlenka7668
    @rashmiranjanlenka7668 9 месяцев назад +1

    ନିଛକ ସତ ଘଟଣା ଉପରେ ଆଧାରିତ 😢😢👌👌
    ଆଜିର ଯୁବସମାଜ ଦେଖ ଆଉ ଜାଣ ବାପା ମା ତୁମ ମାନଙ୍କ ପାଇଁ କେତେ ଚିନ୍ତିତ 😢😢

  • @babulkumarparida7058
    @babulkumarparida7058 9 месяцев назад +4

    ଆଖିରେ ଲୁହ ଆସିଗଲା ରେ ।। କେବେ ମା ବାପା ପିଲା ର ଦୁଃଖ ଦେଖି ପାରିବେନି ।। 😢😢❤❤ ।।

  • @LittleDanceralisha
    @LittleDanceralisha 9 месяцев назад +2

    ନିରାଟ୍ୟ ସତ୍ୟ କାହାଣୀ ପରି ଲାଗିଲା 👍 ଯାହା ହେଉ ଟୁକୁନା ଭାଈ, ଗୁଲୁଆ ଭାଈ କମେଡି ମାମୁଁ ଏବଂ ତାଙ୍କ ସହିତ ଆମ ଫିଲ୍ମ ଇଣ୍ଡଷ୍ଟ୍ରି super Star Comedian ବ୍ରଜ ଭାଈ ବହୁତ ଭଲ act କରିଛନ୍ତି👍 ଆଉ ଆପଣ ମାନଙ୍କୁ କେମିତି ଲାଗିଲା plz..👍

  • @mihirranjandhir6799
    @mihirranjandhir6799 9 месяцев назад +2

    ବହୁତ ସୁନ୍ଦର..... ଆଜିର ସମାଜରେ ଘଟୁଥିବା ଘଟଣା ସବୁକୁ ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି..... ଅଶେଷ ଅଶେଷ ଧନ୍ୟବାଦ....

  • @ajayakumarsahoo1673
    @ajayakumarsahoo1673 9 месяцев назад +16

    Your comedy is not only for entertainment....... it's all about advice for today's generation 🎉🎉🎉🎉🎉❤❤❤ love Frome this side

  • @statussamran8651
    @statussamran8651 9 месяцев назад +5

    Outstanding concept 👏 real story of our society and better massage for our generation 👍

  • @subhaprakash5493
    @subhaprakash5493 9 месяцев назад +2

    Mu gote bank employee au a preparation time ra struggle dekhiki puruna time jemti samna ku paleiasila😢 great video 🎉

  • @ODIAMBJSHORT003
    @ODIAMBJSHORT003 9 месяцев назад +29

    ମନକୁ ଛୁଇଁଲା ପରି କାହାଣୀ 😢😢😢

  • @Akcreation-kh7gj
    @Akcreation-kh7gj 9 месяцев назад +2

    ପ୍ରକୃତରେ ସମାଜ ଏସବୁ ଚାଲିଚି । ❤❤
    ❤Mast social massage ❤

  • @talkofsoul
    @talkofsoul 9 месяцев назад +8

    Very nice bhai. Dil se salute for this concept. Jay Jagannath 🙏🚩

  • @SubhamDas-n2o
    @SubhamDas-n2o 9 месяцев назад +3

    ବହୁତ୍ ସୁନ୍ଦର୍ ଭିଡିଓ ବନେଇଛନ୍ତି ଭାଇ ଏ ଟାଇମ୍ ର ୟୁଥ୍ ମାନ ଙ୍କ ପାଇଁ🙏 ଜୟ ଶ୍ରୀ ରାମ 🙏🚩

  • @quizanswer1136
    @quizanswer1136 9 месяцев назад +7

    Legend back again..acting wow..we need sidarth mohapatra and comedy legend duo...

  • @matirabasna
    @matirabasna 9 месяцев назад +1

    ଟୁକୁନା ଭାଇ, ଏଇ concept ବହୁତ୍ ଭଲ ହୋଇଛି। ଦୟାକରି ଏହାର part 2 ଆଣନ୍ତୁ । ଆଉ ହଁ ଗୋଟେ ଗାଉଁଲି ଝିଅ ଟେ ଭୁବନେଶ୍ୱର ଯାଉଛି , ସେଠୀ କଣ କଣ କରୁଛି ଏହି concept ରେ ଭିଡ଼ିଓ ଟେ କରିବାକୁ ଅନୁରୋଧ ।

  • @dazzling_dipak
    @dazzling_dipak 9 месяцев назад +2

    All competitive pila nka pain gote bahut bada Sikhya milila bhai thank you so much for this video 😢ame bapa maa nku satare bahut thakuche ...nice concept and good lesson for our society

  • @s.m1995
    @s.m1995 9 месяцев назад

    ଯେତେସବୁ କମେଡି ହୋଇଛି ସେହି ସବୁ କମେଡି ମଧ୍ୟରେ ଏହି କମେଡି ଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ହୃଦୟ କୁ ଛୁଇଁ ଗଲା ଭଳି ଏକ ନିଛକ କମେଡି ଟି। New generation student ମାନେ ଏଥିରୁ କିଛି ଶିଖିବା ନିହାତି ଜରୁରୀ ଏବଂ ନିଜକୁ ସୁଧାରିବାକୁ ଚେଷ୍ଟା କରିବା ଆବଶ୍ୟକ । ବହୁତ୍ ସୁନ୍ଦର ଟିଏ କମେଡି ଟିଏ ହୋଇଛି । ଏହି ଭଳି କମେଡି ହେଲେ new generation ପିଲା ମାନେ ହୁଏତ ନିଜକୁ ସୁଧୁରିପାରିବେ ।

  • @RNvillagelifestyle
    @RNvillagelifestyle 9 месяцев назад

    Really tukuna bhai really story ajika date re.concept. hasa bi ଲାଗିଲା ଆଉ heart touchingi but kichhi kichhi sikhibaku milila.

  • @LitonBakti-u8p
    @LitonBakti-u8p 9 месяцев назад +2

    Satare aji kali pila manaka upare nija bala maa nka ra kete biswas kintu aji kali pila tanka biswas banghi deuchanti heart touching story ❤

  • @cartooonweb
    @cartooonweb 9 месяцев назад +1

    Bapa au Bou ro acting best heichi ....
    Dil se thank ❤ emiti vd bonantu.....dino asibo sobu pila vd dekhi kichi to sikhibee....
    Love you brother ❤️

  • @LifeofPets1
    @LifeofPets1 9 месяцев назад

    tukuna bahut bhala video, emiti concept upare aji kali kehi video karibaku chahunhanti , eita ama jubaka manak pain eka darpana bhali kama kariba , i hope semane nija bapa manka kasta ku bijhi paribe , paisa kete kasta re ase taha semane bujhi paribe , good luck for your future.

  • @GopalramCuttack
    @GopalramCuttack 9 месяцев назад +1

    ସତରେ @tukunastylish ଭାଇ ମନକୁୁ ଛୁଇଁଗଲା।
    ଜୟ ଜଗନ୍ନାଥ 🙏

  • @subhamsatpathy6157
    @subhamsatpathy6157 9 месяцев назад +21

    Best actors
    Best director
    Best video
    Best advertisement ❤

  • @dibya63
    @dibya63 9 месяцев назад

    Good Concept and nice story, Maximum ପିଲା bbsr କୁ ପଢିବା ନା ରେ ପୁରା ନଷ୍ଟ ହେଇ ଯାଉଛନ୍ତି, ଏହା ତାର ଏକ ନିଛକ କାହାଣୀ

  • @padmabati8307
    @padmabati8307 9 месяцев назад +5

    😢 Really it's a heart ❤️ touching massage to youths...

  • @sukantparida6351
    @sukantparida6351 9 месяцев назад

    ମୁଁ ତିନିଥର ଦେଖି ସାରିଲିଣି ,,, ବହୁତ ସୁଦଂର,,, ଯଦି ଏହାର ଭାଗ୨ ଆସନ୍ତା,, ସେଥିରେ ଟୁକୁନା ଭାଇ ଚାକିରି କରି,, ତାକଂ ପରିବାର ର ସୁଖ ଫେରାଇ ଆଣନ୍ତେ,,, ତେବେ ଭଲ ହୁଅନ୍ତା,,,

  • @futureprince4648
    @futureprince4648 9 месяцев назад +7

    It's not comedy..It's a Current Situations of our Society...These Video are too motivates our New Generation..😊😊👍🏻👍🏻

  • @parshuram123jena2
    @parshuram123jena2 9 месяцев назад

    ଟୁକୁନା ଭାଇ 2 ପାଟ ଛାଡ ଆଗକୁ କଣ ହବ ଦେଖିବାର ଅଛି 1ପାଟ ସୁପର 👍👌

  • @santoshichinara750
    @santoshichinara750 9 месяцев назад

    Tq so much Bhai emiti gote social concept anithibaru ....aji ka date re bi emiti pila achhanti jie ki sudhuri parinahanti Anya ku andha parika believe karuchanti

  • @nonsensemani
    @nonsensemani 9 месяцев назад +2

    ମୁଁ ଜାଣିଛି ମୋ ଉପରେ ଆପଣ ମାନେ ବହୁତ ରାଗିଥିବେ. କାହିଁକିନା ମୁଁ ପେଟତଳେ ପୁରେଇ ଟେକୁଥିବା ଲୋକ. ଆଜି ଆପଣଙ୍କ ଭିତରୁ କେହିଜଣେ ଭାଇ ମୋତେ ଫୋନ କରି ଗାଳି କଲେ.ପ୍ରଥମେ ମୁଁ ବୁଝିପାରିଲିନି ମୋ ଭୁଲକନ. ତାପରେ ଜାଣିଲି. ଭାଇଜଣଙ୍କ video ଦେଖି ସତରେ ପେଟତଳେ ପୁରେଇ ଟେକିଛନ୍ତି.ଧନ୍ୟଵାଦ ଦେବି ମୋ ସାନଭାଇ ଟୁକୁନାକୁ ଏତେ ସୁନ୍ଦର ଚରିତ୍ରଟି ମୋତେ ଦେଇଥିବାରୁ. 🫣🫣🫣🫣

    • @tukunastylishofficial2481
      @tukunastylishofficial2481 9 месяцев назад +1

      Thanks bhai luv uuuuuuuu❤❤❤❤❤❤

    • @somutripathy1236
      @somutripathy1236 9 месяцев назад +2

      Mamu ....mate gote job kareidia mamu ...jete tanka lagiba mu mo bapanku kahibi aniki debe ...ama jami biki ki debe ...apanka kintu ..gote job kareidiantu 😂

  • @shibanaha7044
    @shibanaha7044 9 месяцев назад +1

    Realty life ra be amite hou6i ❤❤❤😂😂😢😢😅😅 and family Kate kosto kori Mony dau6thi

  • @narendrakumarghatual2690
    @narendrakumarghatual2690 9 месяцев назад +10

    Well done tukuna bhai. Great portrayal of contemporary youth crisis of today's Odisha. Expect many more concepts like this fm you. Pious comedy without vulgarity. Great sarcasm.

  • @ranjankumarnayak1211
    @ranjankumarnayak1211 9 месяцев назад +71

    ଏହା ପ୍ରକୃତରେ ସତ୍ୟ ।ବାପା ମାଆ ଙ୍କୁ ମିଛ କହିବା ବଡ଼ ଭୁଲ ,ତାହା ସହିତ ନିଜେ ସତ୍ୟା ସତ୍ୟ ନ ଜାଣି ଓ ଅତି ବିଶ୍ୱାସ ଅନ୍ୟ କୁ କରିବା ଉଚିତ ନୁହେଁ

    • @himanshumohanty-yl2nz
      @himanshumohanty-yl2nz 9 месяцев назад +2

      Bhai tame jaha kahila thik katha..... Hele sie ba bapa maa jieki amaku andha bhalia bhala paanti.... Hele ama bhalia kete ta pila bishwas bhangi dianti😟😟😟😟

    • @manojkumar331
      @manojkumar331 9 месяцев назад +2

      Right 👍

    • @pravatkumarnahara871
      @pravatkumarnahara871 9 месяцев назад

      000❤ good bless you ​@@himanshumohanty-yl2nz

  • @themagicalworld6499
    @themagicalworld6499 9 месяцев назад +1

    ବହୁତ୍ ଭଲ ମେସେଜ ଦେଇଛନ୍ତି ଭାଇ🙏🙏🙏

  • @parshuram123jena2
    @parshuram123jena2 9 месяцев назад +1

    କାହାଣୀ ପୁରା ସତ୍ୟ👍👍

  • @papunisahu4300
    @papunisahu4300 9 месяцев назад +1

    Bahut badhia lagila..thanks a lot for making this video..

  • @pradeepkumarmandoi2526
    @pradeepkumarmandoi2526 8 месяцев назад

    ଅତିସୁନ୍ଦର ସଚେତନ କରାଇବାକୁଚେଷ୍ଟା

  • @Son_of_maa_gelabai
    @Son_of_maa_gelabai 9 месяцев назад +1

    Tukuna bhai satare bahut Vala lagila ❤❤ru lv u bhai

  • @thejon6819
    @thejon6819 9 месяцев назад

    bhai bahute bhale concept...agie ku 10 barse talae be ae sabu chalithiela,ae sabu agie be chaliechi,sabu dina paine smurti hai rahiethieba,,,love you tukuna,,,story is natural and correct...welcome your 3rd episode,,,

  • @deepakmishra9369
    @deepakmishra9369 9 месяцев назад +3

    Really one of the best video I ever seen.... Thank you tukuna babu.... These are all real life videos...... The person who act as your father his acting is fabulous and beautiful...... Thank you....

  • @prasant2802
    @prasant2802 9 месяцев назад

    Dukha ra katha kintu pura sata ki emiti houchhi au bapa maa ta bapa maa. Tanka dukha ketejana bujhuchhanri? Bhala lagila gote true content upare video dekhi❤️

  • @bhimasenmohanta3107
    @bhimasenmohanta3107 9 месяцев назад +2

    This is actually best society message for guardian and students

  • @satyabandigal9860
    @satyabandigal9860 9 месяцев назад

    Bahut badhia heichi concept aau aji kali amiti hin fraud heuchi fraudra sikar bi heuchanti society ku message achi bahut badhia lagila bhai

  • @Sila.m.18sila
    @Sila.m.18sila 9 месяцев назад +4

    ମା ର ରୂଲ ଟା ମତେ ବହୁତ, ରୀୟଲ ଲାଗିଲା ଆଉ ଭଲ ଲାଗିଲା❤️❤️

  • @sahilfilms2523
    @sahilfilms2523 9 месяцев назад +1

    Susa acting 👌.... Madichala

  • @aysuhys5829
    @aysuhys5829 9 месяцев назад +1

    Jie lekhichanti ae short film ra concept tanku sahe salaam

  • @somutripathy1236
    @somutripathy1236 9 месяцев назад +6

    Concept 100
    Acting 100
    Cast 100
    Comedy 100
    Drama 100
    Aou Tukuna bhai 1000000❤

  • @RomanticSatya3
    @RomanticSatya3 9 месяцев назад +1

    ଭଲ ଲାଗିଲା ହୃଦୟ ରୁ ଧନ୍ୟବାଦ ❤️

  • @ckumarenjoythelife9910
    @ckumarenjoythelife9910 9 месяцев назад +2

    Father & mother are, as well as good❤❤🙏🙏🙏🙇‍♂️🙇‍♂️🛐🛐🛐

  • @tophansahutophan4729
    @tophansahutophan4729 9 месяцев назад +1

    Bahut bhala lagila bro God bless you

  • @ranjitmohapatra6495
    @ranjitmohapatra6495 9 месяцев назад

    A sabu ajikali duniyare houchi prakruta katha ti apana aji kali ra juba pidhinku dekheile Bhai bahut sundar

  • @yourparsuram5238
    @yourparsuram5238 9 месяцев назад +1

    Right bhai
    Ethara jhia pachare ete padibara nahi,
    Ki michha kahi Paisa anibara nahi

  • @bapurupa1857
    @bapurupa1857 9 месяцев назад +1

    Concept ଅତିସୁନ୍ଦର 🎉🎉🎉🎉

  • @pradyumnajoshi2091
    @pradyumnajoshi2091 9 месяцев назад +1

    Real fact tukuna bro..
    Real content 👌

  • @SaisubhrajitJena-nz4hl
    @SaisubhrajitJena-nz4hl 9 месяцев назад +1

    bahut sundar ଭିଡିଓ

  • @deepakkumarpanda9350
    @deepakkumarpanda9350 9 месяцев назад +1

    Juba pidhiku bataku aniba pain ebhali video pain dhanyabad. Khusire ruha

  • @sonalipriyadarshini1045
    @sonalipriyadarshini1045 9 месяцев назад

    ବହୁତ୍ ଭଲ concept ଥିଲା ଭାଇ ଏମିତି video ବନାନ୍ତୁ ଆଉ ଆମ ଭଳି ପାଠ ପଢୁଥିବା ପିଲା ଙ୍କ ଖରାପ ଚିନ୍ତାଧାରା କୁ ପାଠ ମାଧ୍ୟମରେ ନିଜକୁ ସଫଳ କରିବାକୁ ସକ୍ଷମ କରନ୍ତୁ..God Bless you Bhai❤️

  • @dillipagasti5350
    @dillipagasti5350 8 месяцев назад +1

    TUKUNA BHAI SABU THEEK THILA JELE LAST SEEN RE... POISION PEE SARILA PARE TUME ASI BAPA MAANKU HOSPITAL NEI JAITHANTA... AAU TANKU BHUL MAGI THANTA... AMITI HEITHILE AAHURI BADHIA LAGI THANTA❤❤❤..
    Jadi mo comment padhiba reply deba bhai😊

  • @ଗରିବଅଭିପଣ୍ଡା
    @ଗରିବଅଭିପଣ୍ଡା 9 месяцев назад +1

    ବହୁତ୍ ସୁନ୍ଦର ଭିଡିଓ ଦୟା କରି ଆଉ ଏମିତି ଭିଡିଓ ଆହୁରି ଦେଖନ୍ତୁ

  • @kbcreation2593
    @kbcreation2593 9 месяцев назад +1

    Bahut sundar story❤

  • @Parthasarathilooking1534
    @Parthasarathilooking1534 9 месяцев назад

    Utube re sabubele emtikaa vedio pakao..jemti kichhi sikhaya miliba...🙏🙏🙏🙏
    Thank you stylish bro

  • @amareshsrichandan558
    @amareshsrichandan558 9 месяцев назад

    କାହାଣୀ ta ଭାବି thila kia, super msg

  • @Naiks_creations
    @Naiks_creations 9 месяцев назад +2

    ଏହି ବିଡିଓ ଦେଖି ମୁଁ ହସୁ ନାହିଁ, ମୁଁ ବହୁତ ଦୁଃଖ ପ୍ରକାଶ କଲି, ବାପା ମାଆଙ୍କୁ ମିଛ କହିବା କେତେ ଯେ ଭୁଲ୍ 😭

  • @Pp-fs5wn
    @Pp-fs5wn 9 месяцев назад +1

    ❤ ବହୁତ୍ ଭଲ ଲାଗିଲା
    କାରଣ ମୁ ବି ଜଣେ କମ୍ପିଟେଟର 😂 ❤

  • @bijaynayak7077
    @bijaynayak7077 9 месяцев назад

    True line.. mun v patha padha time re amiti karu thili. Padha sarila pore janili mo payi mo bapa maa kn kari chanti..
    But ta pore mun kebe paesa magichi na magibi. So request karuchi samastanku amiti karantu nahi..

  • @sasmitamuduli2738
    @sasmitamuduli2738 9 месяцев назад

    Sata kathha Bhai amiti satare houchi kintu se pua Mane bhujhhi parantini bapa maa dukhha ku jo pua amiti karanti bhabuchi a video dekhhi ki jadi bhujhhi paribe tahale bahut bhala haba kichhi maa bapa khusire rahibe

  • @jdnayak3792
    @jdnayak3792 9 месяцев назад +1

    Aji kali duniare jaha ghatuchi nikhuna kahani bahut vala lagila👌

  • @PitbasJani-l6s
    @PitbasJani-l6s 9 месяцев назад +1

    Hart touching concept salute all team
    Broja bhai ku bhauta bhauta dhanyabadh

  • @sibasisdash3984
    @sibasisdash3984 9 месяцев назад

    Emiti ahuri bhala concept aniki video kara ,, kete pila bhala bataku asibe ,, samastanka acting mind blowing.

  • @sarojsahoo4539
    @sarojsahoo4539 9 месяцев назад +1

    ଏ କାହାଣୀ ରୁ କିଛି ଲୋକ ନିଶ୍ଚୟ ସଚେତନ ହେବେ ବୋଲି ମୁ ଆଶା କରୁଛି.

  • @Sangram56
    @Sangram56 9 месяцев назад +2

    Vedio madhymare barta deithiru bohut bohut dhanyawad

  • @anilcharan5263
    @anilcharan5263 9 месяцев назад

    Commedy hele bi kahani ta manaku chuigala ❤❤❤lov u tukuna styles au braja bhai 🙏🙏

  • @madhumitabhatta277
    @madhumitabhatta277 9 месяцев назад +2

    Very nice concept for our young people and society

  • @colourculb1
    @colourculb1 5 месяцев назад

    good video bro god blees u next amiti video update kara jay jagannath

  • @DprasadLenka
    @DprasadLenka 9 месяцев назад +1

    Bhai video ti pura 👌👌👌

  • @tarunmalik4572
    @tarunmalik4572 2 месяца назад

    Ati sundar prakuta satahi kahucha vadio madhamar janidal

  • @swarajbiswal4398
    @swarajbiswal4398 9 месяцев назад +1

    The meaning full message for everyone...thank you...tukuna bhai...

  • @rajendrapati941
    @rajendrapati941 9 месяцев назад

    ଏହା ଏକ୍ ଦମ୍ ସତ୍ୟ...ମୋ ଆଖି ଆଗରେ ଗୋଟେ ଝିଅ ର ଏମିତି ହୋଇଛି.

  • @rashmiodiachannel5414
    @rashmiodiachannel5414 9 месяцев назад +2

    Jay maa Sarala 🙏🙏🙏

  • @dineshcreations1522
    @dineshcreations1522 9 месяцев назад

    Best comedy tukuna bhai👍

  • @R.kTheprince143
    @R.kTheprince143 7 месяцев назад

    Bahut sundar video yaar bahut kichi sikhi bara achi ethiru..

  • @akashlenka8878
    @akashlenka8878 9 месяцев назад

    pila Bela katha Mane padigala.... bhai dhanyabad...

  • @RudraBehera-d1c
    @RudraBehera-d1c 9 месяцев назад

    Dil touch video bhaii...❤❤❤

  • @subhastudio-mq6gp
    @subhastudio-mq6gp 9 месяцев назад +1

    Bhala lagila super 👍

  • @DibyaJyoti-o1p
    @DibyaJyoti-o1p 9 месяцев назад

    Bhala sikhya ea pilanka pain. God bless you. Jay jagannath 🙏🙏