Government must clarify who is the leader of non-Odia robbers?

Поделиться
HTML-код
  • Опубликовано: 3 дек 2024

Комментарии • 236

  • @MangarajJena-l8p
    @MangarajJena-l8p 9 часов назад +9

    ନବୀନ ପଟ୍ଟନାୟକ ଆଉ ପଣ୍ଡିଆନ ଙ୍କୁ ବାନ୍ଧିବା ଦରକାର ମୋହନ ସରକାର ।

  • @bulusethy9220
    @bulusethy9220 11 часов назад +39

    ଓଡ଼ିଶା ହେଉଛି ନବୀନ ବାବୁ ଙ୍କ ପୌତ୍ରିକ ସମ୍ପତ୍ତି ପରି ବ୍ୟବହାର କରୁଥିଲେ ।
    ଆଉ କିଛି ନୁହେଁ।

    • @Dakshita2017
      @Dakshita2017 10 часов назад +1

      Go to Bihar,Jharkhand,West Bengal…and compare the development….Go to Gujurat for cost of living…and then compare with Mr Navin Pattnaik…and Odisha…Don’t go by political party statement…

    • @Pocket_Dyanamo
      @Pocket_Dyanamo 10 часов назад +1

      ​​@@Dakshita2017 Eita hi ta problem... Comparison ta thik se kara bhala state sangare...Bihar, Jharkhand bhalia states sange compare karucha...Uttar Pradesh ku dekha... Odisha ru tale thila UP 2015-16 bele... Ebe dekha... Kete development helani 10 years bhitare... Asia ra one of the largest airport haba ebe sethi... Tama se Naveen au Pandu jodi pura bhikari kari sarileni ama state ku... Kete din tanka guna gaana gaiba

    • @Dakshita2017
      @Dakshita2017 8 часов назад

      @@Pocket_Dyanamo Bhài tike statistics dekha central government ra..airport Gote development nuha…Poverty line..education..Agriculture..investment..any parameters..central government data itself showing the results…and I am not a supporter of any political party…and up kete bada and funded by PM Center….and I do have delegates who regularly visit states across India..as per them also it’s one of the best place to live in ..be it cost of living and peacefulness…Yes many things still missing…but after all these are political parties and they have their own agenda…No government can do everything right …That why look at last election results of UP

  • @santoshmallick1955
    @santoshmallick1955 9 часов назад +4

    ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର, ଯଦି ଠିକାଦାର ଖସିଯାନ୍ତି, ସେମାନଙ୍କର Director ବନ୍ଧାହେବା ଦରକାର,

  • @RanjanBehera-ge1kf
    @RanjanBehera-ge1kf 10 часов назад +8

    ☀️ଧନ୍ୟବାଦ ସାର୍.... ଆପଣଙ୍କ ସତ୍ୟ ନିଷ୍ଠା ଯଥା ଓଡ଼ିଶା ବାସୀଙ୍କ ସ୍ଵାର୍ଥ ରକ୍ଷା ସହ ନିରପେକ୍ଷ ସାମ୍ବାଦିକତା ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ...🙏🌸💐💐🌹❣️🕎🕎🕎🌋🌋🌋🌋🌋

  • @hemantapradhan6406
    @hemantapradhan6406 10 часов назад +7

    You are right Sir

  • @netajidash9367
    @netajidash9367 10 часов назад +11

    ଠିକାଦାର ଅଧା କାମ ବି କରି ନାହିଁ ।୫୮% ପେମେଣ୍ଟ କିପରି ହେଲା? କାହା ଅନୁମୋଦନରେ ହେଲା? ଏକଥା ବର୍ତ୍ତମାନର ସରକାର ଖୋଳତାଡ଼ କରିବା କଥା କି ନୁହେଁ?

  • @pramoddash5937
    @pramoddash5937 11 часов назад +10

    ଜୟ ଜଗନ୍ନାଥ ଜୟ ନିର୍ଭୟ ଗୁମର କଥା ଜୟ ନବୀନ ଦାସ।

  • @ashokkumarbaral5667
    @ashokkumarbaral5667 9 часов назад +1

    ଠିକ ସତ କହିଲେ,,, ଧନ୍ୟବାଦ

  • @PurnachandraBehera-if5tu
    @PurnachandraBehera-if5tu 11 часов назад +6

    ଲୁଟ ର ସର୍ଦ୍ଦାର ନବୀନ ପଟ୍ଟନାୟକ।

  • @nrushinghnathsahu1630
    @nrushinghnathsahu1630 10 часов назад +13

    ମୋହନ ସରକାର ଯେତେ ଭଲ କାମ କଲେ ମଧ୍ଯ ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କରିଥିବା ଦୁର୍ନୀତି ର ଉପଯୁକ୍ତ ତଦନ୍ତ ନକରିବେ, ଲୁଟେରା ଙ୍କୁ ଦଣ୍ଡ ନ ଦେବେ ତା ହେଲେ ଓଡିଶା ର ଜନସାଧାରଣ କେବେ ହେଲେ ମଧ୍ଯ ମୋହନ ସରକାର କୁ କ୍ଷମା କରିବେ ନହିଁ.

  • @arucharanpradhan5502
    @arucharanpradhan5502 10 часов назад +4

    ସାର୍ ନମସ୍କାର, ଆପଣ ଗୁମର କଥା ତାକତ ଭରା ଭିଟାମିନ କ୍ଯାପସୁଲ ସଦୃଶ୍ୟ। ଏହାକୁ ଯଦି ଭାଜପା ନେତା ନେତ୍ରୀ ମାନେ ସେବନ କରନ୍ତେ,ତେବେ ଶକ୍ତିଶାଳୀ ହୋଇ ସବୁ କାମ ଠିକ୍ ଭାବରେ କରି ପାରିବେ। ଜୟ ଜଗନ୍ନାଥ।

  • @kulamanibiswal7499
    @kulamanibiswal7499 10 часов назад +5

    Very good Information ❤

  • @HarekrushnaSahoo-k8g
    @HarekrushnaSahoo-k8g 10 часов назад +4

    ଯଦି ଏହିପରି ଅବସ୍ଥା ଲାଗିରହେ ,ତେବେ ୨୦୨୪ ପରି ୨୦୨୯ ବେଳକୁ ନିର୍ବାଚନ ରେ ଭାଜପାକୁ ବହୁ ମୂଲ୍ଯ ଦେବାକୁ ପଡିବ ଲୋକେ କଂଗ୍ରେସ କୁ ବିକଳ୍ପ ବୋଲି ଗ୍ରହଣ କରିନେବେ

  • @bhubanmohanty3853
    @bhubanmohanty3853 10 часов назад +5

    ଲାଗୁଛି ଫାଇଲରେ ପୂର୍ବ ମୂଖ୍ୟମନ୍ତ୍ରୀ approve କରିଛନ୍ତି କି ନାହିଁ ସନ୍ଦେହ ହଉଛି କାରଣ ସବୁ ପାଣ୍ଡିଆନ କରୁଥିଲେ

  • @laxmidharapanda6086
    @laxmidharapanda6086 9 часов назад +4

    ଦକ୍ଷିଣୀ ଲୁଟେରାଙ୍କ ସର୍ଦାର କିଏ ? ପ୍ରଶ୍ନର ଉତ୍ତରରେ ଜଣେ ସ୍ୱାଭିମାନୀ ଓଡ଼ିଆର ଉତ୍ତର ହେବ --ଓଡ଼ିଶାର କଳଙ୍କ ନବୀନ ପଟନାୟକ ଓ ତାଙ୍କୁ ଶକ୍ତି ସାହସ ଯୋଗାଇଥିବା ମାଗଣାଖିଆ ମୂର୍ଖ ଓଡ଼ିଆ ! ଆଜି ଯଦି ସରକାରରେ ଅପରାଜିତା ଓ ଜୟନାରାୟଣ ମିଶ୍ର ଥାଆନ୍ତେ ନବୀନ ପଟନାୟକ ଓ ଲୁଟେରା ଝାରପଡା ଜେଲରେ ରହିଥାନ୍ତେ !

  • @rabimohanty112
    @rabimohanty112 10 часов назад +2

    ବିଲେଇ କଅଁଳ ଲୁହା ପାଇଲେ କମୁଡିବାକୁ ଛାଡେ ନାହିଁ

  • @prasantakumarswain3419
    @prasantakumarswain3419 11 часов назад +6

    ମୁଁ ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ କୁ ସ୍ଵାଗତ କରିବି।

  • @saratsahu4354
    @saratsahu4354 10 часов назад +5

    ସାର ବହୁତ ଭଲ କହିଛନ୍ତି

  • @DeepakSahoo-uu2pi
    @DeepakSahoo-uu2pi 10 часов назад +3

    ଜୟ ଜଗନ୍ନାଥ ସାର୍

  • @basantapattnaik7812
    @basantapattnaik7812 11 часов назад +5

    ସାର ପ୍ରଣାମ 🙏🌹

  • @manjupravamishra8000
    @manjupravamishra8000 11 часов назад +3

    ‌ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @KUNJABIHARINAIK-r3h
    @KUNJABIHARINAIK-r3h 9 часов назад +2

    ଦୁର୍ନୀତିଗ୍ରସ୍ତ ସରକାର ଗଲା ଦୁର୍ନୀତିକୁ ଘଣ୍ଟଘୋଡାଇବା କୁହାଳିଆ ସରକାର ଆସିଲା କୌଣସି ଫରକ ନାହିଁ ଲୁଟେରା ସର୍ଦାରକୁ ପାଣ୍ଡିଆନକୁ ଏ ସରକାର କିଛି କରିପାରିବେ ନାହିଁ

  • @pabitramohandas6943
    @pabitramohandas6943 11 часов назад +4

    ବନ୍ଦେ ମାତରମ୍ 🙏

  • @aruppattnaik8368
    @aruppattnaik8368 11 часов назад +5

    ଜାଣିଲି ବିଧାୟକ ଙ୍କ ଦରମା ବଢିବାପାଇଁ କମିଟି ଗଢାଯାଇଛି, ସେ ସମ୍ପର୍କରେ ଗୋଟିଏ ଅଧ୍ୟାୟ ପ୍ରସାରଣ କରିବେ ବୋଲି ଆଶା ।

    • @chandipadapanda4707
      @chandipadapanda4707 8 часов назад

      ଓଡିଶାର କିଛି ଉନ୍ନତି ହେଉ କି ନ ହେଉ ଆଗ ବିଧାୟକ ମାନଙ୍କର ଦରମା ଓ ପେନସନ ବୃଦ୍ଧି ପାଇଁ ସମସ୍ତେ ତତ୍ପର।

  • @anadipalita6301
    @anadipalita6301 10 часов назад +9

    ସୁନ୍ଦର ଉପସ୍ଥାପନା ପାଇଁ ଅଭିନନ୍ଦନ।

    • @FAKIRJENA-du2zs
      @FAKIRJENA-du2zs 10 часов назад

      ସତ୍ୟ କଥା ଏହି କି ଯେ ବିଜେପି ସରକାର ପାଣ୍ଡୁ ନବୀନ ଯୋଡ଼ି କୁ ଏବେ ବି ଭୟ କରୁଛି ୟାଙ୍କ ଉପରେ ଆକ୍ସନ ନେବାକୁ। କାରଣ ବିଜେପି ର ଅଭିଜ୍ଞତା ନାହିଁ କେମିତି ଓ କି ଉପାୟରେ ଏହି ଦୁଇ ଆସାମୀ କୁ ଧରି କାବୁ କରି ଜେଲ ଭିତରେ ଭର୍ତ୍ତି କରିବେ।

  • @kamalakantapanda8822
    @kamalakantapanda8822 8 часов назад +1

    ଓଡ଼ିଆ ଙ୍କ କଥା କହିବା କଣ LIC ର ଚେୟାର ପରସନ ଜଣେ ଓଡ଼ିଆ ସିଦ୍ଧାର୍ଥ ମହାନ୍ତି ହୋଇଛି. ସେ ବସିଛି LIC କୁ ଅଦାନୀ କୁ ବିକିବାକୁ. କୋଟି କୋଟି LIC ରୁ ଖାଇ, ମୋଦିଙ୍କୁ ଦେଈ ରାଜ୍ୟ ସଭା କୁ ଯିବାକୁ ବସିଛି. ଓଡ଼ିଆ ହେଲେ ନିମକ ହାରାମି. LIC ର CHAIRMAN ସିଦ୍ଧାର୍ଥ ମହାନ୍ତି ବିଷୟ ରେ ଟିକେ କହିଲେ ମହାନ୍ତି ପୁଅ ଚେତିବ. ଜୟ ଜଗନ୍ନାଥ.

  • @dillipkumarnayak1021
    @dillipkumarnayak1021 8 часов назад

    ଜୟ ଯବାନ 🙏

  • @chhabindramansingh73
    @chhabindramansingh73 10 часов назад +2

    ମୋଦେଶର ସୈନିକ ମାନଙ୍କୁ ପ୍ରଣାମ, ଜୟ ଜଗନ୍ନାଥ 🙏🌹🙏♥️

  • @bhubanmohanty3853
    @bhubanmohanty3853 10 часов назад +2

    ତାଙ୍କର EMD / PG ବ୍ୟାଜପ୍ତି କରାଯାଇ ପାରିବ ସେ ବିଷୟରେ ମାନ୍ୟବର ମନ୍ତ୍ରୀ କିଛି କହିଲା କି ବା ଅନ୍ୟ ବିଧାୟକ ମାନେ ସେପରି ପ୍ରସଙ୍ଗ ଉଠେଇଲେ କି ... ଏଥିରୁ ଜଣା ପଡ଼ୁଛି ସବୁ କିଛି ମ୍ୟାନେଜ ହଉଛି ପାଣ୍ଡିଆନ ଇକୋ ସିଷ୍ଟମ ଦ୍ୱାରା

  • @NANDAROY-os2vy
    @NANDAROY-os2vy 11 часов назад +1

    Thanks to Naveen Das. You r telling real facts.

  • @NeelakanthaMahapatra
    @NeelakanthaMahapatra 10 часов назад +2

    Well exposed both the culprits

  • @bikashkumar-u5x9j
    @bikashkumar-u5x9j 10 часов назад

    ଜୟ ଜଗନ୍ନାଥ

  • @BhaktaHari-xy3lf
    @BhaktaHari-xy3lf 9 часов назад

    You are right ❤❤❤❤❤

  • @raghubirdas7621
    @raghubirdas7621 7 часов назад

    Wonderful presentation sir

  • @SabitaKhuntia-ih5yq
    @SabitaKhuntia-ih5yq 10 часов назад

    Jay Jagannath sir namaskar very good information u r right person apana ku buhut dhanyawad 🙏🙏

  • @prasantakumarpanda895
    @prasantakumarpanda895 8 часов назад

    We all are with you sir, keep it up

  • @bamadebajena5968
    @bamadebajena5968 10 часов назад

    ଜୟ ଶ୍ରୀରାମ

  • @mituprdhan2020
    @mituprdhan2020 11 часов назад +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹

  • @pradeepkumargiri7701
    @pradeepkumargiri7701 10 часов назад +2

    Mohan sarakar kanapain Nabina ra hooding bahara karunahanti.

  • @GadadharamahakulMahakul
    @GadadharamahakulMahakul 7 часов назад

    Thank. Sir

  • @bulusethy9220
    @bulusethy9220 11 часов назад +1

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @AhlladChandraMohanta
    @AhlladChandraMohanta 11 часов назад +1

    Right Sir

  • @prangyaparamitarout.prangy7345
    @prangyaparamitarout.prangy7345 10 часов назад +1

    Right

  • @surendrarout381
    @surendrarout381 8 часов назад

    ଧର୍ମେନ୍ଦ୍ର ପ୍ରଧାନ ମହାଶୟ ନିର୍ଭୟ 😊😊 20:08 ଶୁଣୁଛନ୍ତିତ?

  • @kalpanaparida3178
    @kalpanaparida3178 9 часов назад

    Yes u r right

  • @saratmallick4027
    @saratmallick4027 9 часов назад

    Sir, you are right

  • @jayarammohapatra2536
    @jayarammohapatra2536 8 часов назад

    U r right.

  • @jayaramasahoo7106
    @jayaramasahoo7106 7 часов назад

    ବବି ଦାସ ଚାଲେଞ୍ଜ ଦେଉଛନ୍ତି ବିଜେପି ଚୁପ କରଣ ଡ଼ିଲ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ହୋଇଛି

  • @manoranjanmohanty8193
    @manoranjanmohanty8193 8 часов назад

    We agree with you

  • @dr.jagannathadas8675
    @dr.jagannathadas8675 9 часов назад

    Yes very good veiw

  • @PradipDash-e2x
    @PradipDash-e2x 9 часов назад +1

    Nabin Sir, It is real fact ,but no action has been taken against by Bjp government,6 months has been already passed,so immediately initiated against as per legal action against them.

  • @khirodkumarpanda4763
    @khirodkumarpanda4763 8 часов назад +1

    ଖାଲି ମୋହନ ସରକାର ନୁହେଁ ଓଡ଼ିଶା ରାଜ୍ୟ ଵିଜେପି ଓ କେନ୍ଦ୍ରିୟ ନେତୃତ୍ୱ ଯେଉଁ ଯେଉଁ ପ୍ରସଙ୍ଗରେ ଜନତା ଆଗରେ ପ୍ରତିଶ୍ରୁତି ଦେଇ ଶାସନ ଅକ୍ତିଆର କଲେ ସ ସବୁ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଶୁନ ଯାହା କି ବିଜେପି ପାଇଁ ଆତ୍ମଘାତୀ ହେବ ଓ ଯେଉଁ ଭଳି ଓଡ଼ିଶା ବାସୀ ଙ୍କୁ ଠକିଲେ ତାହା ଦ୍ବାରା ଆଗକୁ ବିଜେପି ତା'ର ଅସ୍ତିତ୍ଵ ହରେଇଵ ଏହାକୁ ରାଜ୍ୟ ବିଜେପି ଓ ମୋଦି ଙ୍କ ପାଇଁ ବହୁତ କ୍ଷତିଗ୍ରସ୍ତ କରିଵ ଏମିତି ହେଲେ ଓଡ଼ିଶା ରେ ବିଜେପି ର ସରକାର ପ୍ରଥମ ଓ ଶେଷ ସରକାର ହେବ

  • @RabindraSahoo-qy3fg
    @RabindraSahoo-qy3fg 10 часов назад

    You. Are. Correct

  • @AkshayakumarPattnaik-v7s
    @AkshayakumarPattnaik-v7s 10 часов назад

    Absolute Right

  • @maheswarprusty3043
    @maheswarprusty3043 9 часов назад

    100/right.congraculations

  • @satyanarayansahoo6768
    @satyanarayansahoo6768 7 часов назад

    ତିନି ଥାକିଆ ଓଡ଼ିଶା ବିଜେପି ସରକାରରେ ନାୟ କିପରି ମିଳିବ।

  • @vanumahanta5801
    @vanumahanta5801 7 часов назад

    Right question

  • @AnilKuma-f3q
    @AnilKuma-f3q 11 часов назад +3

    Mohan sarkar kahaku daruchanti

  • @gopalsahoo1487
    @gopalsahoo1487 9 часов назад

    Jai jagannath

  • @saratsahu4354
    @saratsahu4354 10 часов назад +1

    ମୋହନ ମାଝୀ କାମ କରିପାରୁନାହାନ୍ତି, ମୋହନ ଙ୍କ ହାତକୁ କିଏ ବାନ୍ଧି ଦେଇଛି,

  • @SukhadevKhamari
    @SukhadevKhamari 10 часов назад

    100%c Carect

  • @kabitasahoo8385
    @kabitasahoo8385 8 часов назад

    Loved " magana and lootera" analysis. 🙏👍❤

  • @disomgarhmedia1360
    @disomgarhmedia1360 9 часов назад

    ପୂର୍ବ ସରକାର ଓ ଆଜିର ସରକାର ଭିତିରିଆ ବୁଝାମଣା ସଂପର୍କ ଅଛି ସେଥିପାଇଁ ଜେଲ ଦଣ୍ଡାଦେଶ ଦିଆଯାଉ ନାହିଁ

  • @santoshpal1595
    @santoshpal1595 10 часов назад

    ସାର ନମସ୍କାର. ନବୀନ ପାଣ୍ଡିଆନ ଙ୍କର କିଛି ଭୁଲ ନାହିଁ. ଭୁଲ ହେଉଛି. ଆମେ ନିର୍ବାଚିତ କରିଥିବା ପାର୍ଥୀ ମାନଙ୍କର ସମ୍ପୂର୍ଣ ଭୂଲ.

  • @bhagabanpanda4839
    @bhagabanpanda4839 10 часов назад

    ସମସ୍ୟା ଟା ବୋଧ ହୁଏ ଧଳା ହସ୍ତୀ ଙ୍କ ନିକଟ ରେ ରହିଛି।

  • @manaupabana499
    @manaupabana499 8 часов назад

    ସାର୍ , ପ୍ରଣାମ l ଆପଣ ଯେପରି ସମାଲୋଚନା ଉଭୟ ଶାସକ ଓ ବିରୋଧୀ ଦଳକୁ କରୁଛନ୍ତି, ତାହା ହାଲୁକା ହୋଇ ଯାଉଛି l ଏମାନଙ୍କର ହଜମ ହେଉ ବା ନହେଉ କଟୁ ସମାଲୋଚନା କରିବା ଦରକାର l ଏମାନେ ମଦ ଆଉ ବୋତଲ l ଆପଣ ନିଜର ସୁରକ୍ଷା ନିଶ୍ଚିତ କରନ୍ତୁ l ଜୟ ଶ୍ରୀ ଜଗନ୍ନାଥ l

  • @sarojghosh1199
    @sarojghosh1199 8 часов назад

    ନବୀନ ଦାସ ମହାଶୟ, ଆପଣଙ୍କ ବ୍ରହ୍ମଚାପୁଡ଼ା କେବଳ ପାଣ୍ଡୁ ଆଉ ନବୀନl କୁ ନୁହେଁ ବରଂ ବି. ଜେ. ପି. ମନ୍ତ୍ରୀ ଆଉ ମୁଖ୍ୟ ମନ୍ତ୍ରୀ ଙ୍କୁ ମଧ୍ୟ ଉପସ୍ଥାପନା ମାଧ୍ୟମରେ ବଢିଆସେ ବସିଛି l ଜୟ ଶ୍ରୀ ରାମ 🙏🌹

  • @susenmallick7269
    @susenmallick7269 10 часов назад

    ଜୋ ନେତା ଓ ଲେତା sir

  • @anantamohanty7347
    @anantamohanty7347 11 часов назад

    ରାଜ୍ୟପାଳ ପୁଅ କଥା ଟିକିଏ କହନ୍ତୁ

  • @babitapanda3467
    @babitapanda3467 11 часов назад +1

    Namaskar Naveen Babu......

  • @pranakrishnakanungo6597
    @pranakrishnakanungo6597 8 часов назад

    ପର ଉପରେ ଦୋଷ ଦେଇ ମୋହନ ସରକାର ଉଦାରତାର ପରିଚୟ ଦେଉଛନ୍ତି କାରଣ ତାଙ୍କ ସହିତ ମୋହନ ସରକାରର ସଂପୃକ୍ତି ରହିଛି

  • @sarojpradhan830
    @sarojpradhan830 10 часов назад

    ❤❤❤❤❤❤❤❤

  • @santoshsingh-im7ne
    @santoshsingh-im7ne 10 часов назад

    Aparajita Sarangi Or Jayanarayan Mishra CM heba darkar

  • @khirodhota1440
    @khirodhota1440 8 часов назад

    ପ୍ରଦୀପ ବାବୁ କଣ ଜାଣି ନାହାନ୍ତି ବିଜେପି ବିଜେଡି ଗୋଟିଏ ଲାଉର ମଞ୍ଜି, ଆଉ କେତେ ଦିନ ସାମାଜିକ କାର୍ଯ୍ୟ କ୍ରମରେ ରହିଲେ ଜାଣିବେ?

  • @BijayMishra-o8p
    @BijayMishra-o8p 9 часов назад

    ଆଜ୍ଞା ପ୍ରଣାମ 🙏
    ଆଜ୍ଞା ଓଡ଼ିଶା ବାସୀ ସବୁ ଜାଣୁଛନ୍ତି କିନ୍ତୁ ଓଡ଼ିଆ ସରଳ କୁହନ୍ତୁନି କାମରେ ଦେଖେଇବେ ଯେମିତି ନବୀନ ବାବୁ ଙ୍କୁ ଫୋପାଡ଼ି ଦେଲେ ବିଜେପି ସରକାର ବି ପାଇବେ ପଞ୍ଚାୟତ ନିର୍ବାଚନ ରେ ଯଦି ବିଜେପି ସରକାର ଙ୍କ ନବୀନ, ପଣ୍ଡିଆନ୍ ପ୍ରେମ ନ ଛାଡେ

  • @gangadhardash3430
    @gangadhardash3430 9 часов назад

    🎉🎉

  • @SurendrakumarSwain-mp3un
    @SurendrakumarSwain-mp3un 10 часов назад

    ନବୀନ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ । ସରକାରୀ ଦଳର ବିଜେପି ନେତାମାନେ ଆଗାମୀ ଦିନରେ ପୂର୍ବ ସରକାର ମୁଣ୍ଡରେ ନଡ଼ିଆ ବାଡ଼େଇ, ଯେତେବେଳେ ଲୁଟିବାକୁ ମସୁଧା ରଖିଛନ୍ତି ତେଣୁ ଖାଲି ମୁହଁ ରେ କହିବେ କିନ୍ତୁ କିଛି ଆକ୍ସନ ହେବ ନାହିଁ । ଆଲୋ ମୁତୁରୀ ଶୋଇବା ତୁ ତ ମୁତୁରୀ ହେଉ କାହିଁପାଇଁ ଧୋଇବା ।

  • @rmpanda9236
    @rmpanda9236 10 часов назад

    କାହାରି ସାହସ ନାହିଁ ମୋଦି ଏବଂ ସାହା ବିରୁଦ୍ଧରେ ଯିବା ପାଇଁ ପାଣ୍ଡିଆନ କୁ ଏଇ ଦୁଇଜଣ ସବୁବେଳେ ସହଯୋଗ କରୁଛନ୍ତି ଏହା ଆପଣ ଵୀ ଜାଣିଛନ୍ତି

  • @saratmishra7100
    @saratmishra7100 11 часов назад +1

    ଏହା ସତ୍ୟ ଅଟେ। ଖାଲି ପାଇପ ପକେଇ ବିଲ ନେଇ ପଳେଇ ଗଲେ।
    କିନ୍ତୁ ଏ ସରକାର କଣ କରୁଛି ?

    • @pinku_005
      @pinku_005 11 часов назад

      ଲୁଟେରା ମାନେ PMO ରେ ଦକ୍ଷିଣା ଦେଇ ସାରିଛନ୍ତି, ଓଡ଼ିଶା ବିଜେପି ନେତା କଣ କରିବେ 😂

  • @prasant6260
    @prasant6260 10 часов назад

    Only Congress in future.

  • @satyanarayanbehera4887
    @satyanarayanbehera4887 9 часов назад +1

    Prakrutare odia bjp neta mane apardath na kliba linga

  • @sasthakumarpurohit2580
    @sasthakumarpurohit2580 10 часов назад

    ଓଡ଼ିଶାର ପ୍ରଥମ ଲୁଟେରା b j d ର ମୁଖିଆ ନବୀନ ପଟ୍ଟନାୟକ ଓ ପାଣ୍ଡିଆ ଏନ୍ ବନ୍ଧ ନ ହେବା ଦରକାର ଓ ବିଷ ଖାଇବା ଦରକାର ,,,,,,

  • @niranjanchoudhury365
    @niranjanchoudhury365 11 часов назад +1

    Bjp is a disqualified government in odisha

  • @abanikumarmishra1924
    @abanikumarmishra1924 9 часов назад

    ସରକାର ଆପଣଙ୍କ ନିୟୁଜ ଦେଖୁ ନାହାନ୍ତି କି

  • @rabindrakar-lb8ql
    @rabindrakar-lb8ql 11 часов назад

    JAYJAGANATH VARYGOOD SIR NAMASTE 🙏

  • @bimalkantatripathy2776
    @bimalkantatripathy2776 9 часов назад

    ଯଦି ପୂର୍ବ ସରକାର ପ୍ରମୋଦ ରଥ/ରୋହିତ ଦାସଙ୍କ ପରି ଠିକାଦାରଙ୍କୁ ବାନ୍ଧି ପାରିଲା, ତେବେ ଏ ସରକାର କାମରେ ଖିଲାପ କରିଥିବା ଠିକାଦାରଙ୍କୁ ନ ବାନ୍ଧିବାର କାରଣ କ'ଣ?

  • @chandipadapanda4707
    @chandipadapanda4707 8 часов назад

    ପୂର୍ବ ସରକାର ଯେତିକି ଯୋଜନା ର ପ୍ରତିଶୃତି ଦେଇଥିଲେ ସେସବୁ ପରେ ଆଉ କିଛି ଯୋଜନା କରିବାର ଆବଶ୍ଯକତା ମୋହନ ସରକାରଙ୍କ ପାଇଁ ନଥିଲା ବୋଲି ମନେହୁଏ,ପୁନରାୟ ସବୁଥିରେ ଦୁର୍ନୀତି ଜଳ ଜଳ ଦେଖାଯାଉଥିବା ସତ୍ତ୍ବେ ମୋହନ ସରକାରଙ କଡା କାର୍ଯ୍ଯାନୁଷ୍ଠାନ ଛଅମାସ ହେଲା ନ ନେବା ଟା ଜନତାଙ୍କୁ ନିରାଶା ଭିତରକୁ ଠେଲି ଦେବା ପରି ଲାଗୁଛି ।

  • @BishnucharanRay-xy5ox
    @BishnucharanRay-xy5ox 10 часов назад

    ପାନିଅ ଜଳ ଯୋଗାଣ ଯୋଜନା କାର୍ଯ୍ୟ ନହୋଇଥିଲେ କିଛି ନଥିଲା ମାତ୍ର ପାନିଅ ଜଳ ପାଇଁ ପାଣି ଟାଙ୍କି ହୋଇଛି ପାଇପ ବିଚାଯାଇଛି. ପାଣି ପମ୍ପ electry ବିଲ ଆସୁଛି ମାତ୍ର ପାଣି ଜଣେ ବି ଲୋକ ପାଣି ଏପର୍ୟ୍ଯନ୍ତ.
    କାହିଁକି ଲଟେରା କୁ jail କୁ ପଠା ଯାଉନେ

  • @prafulasingh2267
    @prafulasingh2267 9 часов назад

    ଆପଣଙ୍କର ଫଟୋ ଦୁଇଟିର ଆଭିମୁଖ୍ୟ ।
    ଆଜ୍ଞା ! କଥାରେ ଅଛି ବିଲେଇ ଅଣପୁରୁଷା ଦେଖି ମୂଷା କରମ କରୁଛି ବସି ।
    ମିତଣୀ ଲୋ ଆମର ଡୋ ,,,,,,
    କଥାଟି ସେଇଆ । ଯାହା ଆପଣ ସମ୍ପୁର୍ଣ୍ଣ ବିଶ୍ଳେଷଣ ତଥ୍ୟରେ ରଖିଲେ ।

  • @manaswinisahoo6357
    @manaswinisahoo6357 8 часов назад

    କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରା ଯାଉ

  • @manaswinisahoo6357
    @manaswinisahoo6357 8 часов назад

    କ'ଣ ପାଇଁ ଗତ ସରକାର ସମୀକ୍ଷା କରି ନ ଥିଲେ ??
    ଅଣଓଡ଼ିଆ ଠିକାଦାରଙ୍କୁ ମଲେଇ ଖୋଇଥିବା ଅଧିକାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ???
    ପୂର୍ବ ସରକାରଙ୍କର ମନ୍ତ୍ରୀମାନଙ୍କ ବିରୋଧରେ ମଧ୍ଯ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
    ଉଦାହରଣ ସୃଷ୍ଟି ହେଉ ।

  • @LingarajSasmal
    @LingarajSasmal 10 часов назад

    Tqq, nabinbabu, andha odisa basinka apana akhikholidela

  • @ballabhmendili2696
    @ballabhmendili2696 11 часов назад +2

    Nabin lutichhi na bjb abe lutuchhi

  • @surendranathlenka3599
    @surendranathlenka3599 11 часов назад

    ଅଣଓଡ଼ିଆ ଠିକାଦାରଙ୍କୁ କାମଦେଇ PC ନେଇଗଲେ, ସରକାରୀ ଅର୍ଥରେ ବଡ଼ ବଡ଼ ବିଜ୍ଞାପନ ଛାପିଦେଇ ନିଜର ପ୍ରଚାର କଲେ। କାମ ହେଉକି ନ ହେଉ।
    ବର୍ତ୍ତମାନ ସରକାର ଚୋର ଧରିବା ପରିବର୍ତ୍ତେ," ମୁଁ ଚୋରି କରିନାହିଁ" କେତେଦିନ କହୁଥିବେ ?

  • @rajanikantachoudhury2343
    @rajanikantachoudhury2343 8 часов назад

    ସାର ନମସ୍କାର. ମୋହନ ସରକାର ଦିଗ ହ ରା଼ ମନେ ହେଉଚି. ଏମିତି ଅନେକ ଫୋଟ ନବୀନ ଓ ପାଣ୍ଡୁ ଙ୍କ ଓଡିଶା ର ବିଭିନ ସ୍ଥାନରେ ଦେଖି ବାକୁ ମିଳୁଛି. ଏଯାଏଁ ନବୀନ ହିଁ ମୁଖ୍ୟମନ୍ତ୍ରୀ. ବିଜେପି ବାଲାଙ୍କୁ ମୋଦି ଙ୍କ ଛାଟ କୁ ବୁଝି ପାରୁ ନାହାନ୍ତି.

  • @suvashreeray5494
    @suvashreeray5494 10 часов назад

    ଦକ୍ଷିଣୀ contractor ଙ୍କ ସର୍ଦ୍ଧାର ଓଡ଼ିଶା ରେ ଅଛନ୍ତି l ତାଙ୍କୁ ବାନ୍ଧିବାକୁ କଷ୍ଟାହେବେନି l କିଏ ବାନ୍ଧି ବାକୁ ମାନକରିଚି l

  • @suryakantasahoo5526
    @suryakantasahoo5526 11 часов назад +2

    Mohan Sarkar ra hu adi oukat nahi se chhadi dau padabi, bahut hela. ହିଂଜଡା ନେତା ବିଜେପି

  • @prabhakarbehera3241
    @prabhakarbehera3241 10 часов назад

    ଓଡ଼ିଶାର ଲୋକ ମାନେ ଭାଜପା କୁ ଜିତାଇବା ପାଇଁ ଭୋଟ ଦେଇନଥୀଲେ
    ପାନଡିୟାନ କୁ ଓଡ଼ିଶାରୁ ବିତାଡିତ କରିବା ପାଇଁ
    ହେଲେ ମୋହନ ସରକାରର ଅପାରଗତା କାରଣରୁ ପାନଡିୟାନ ଓଡ଼ିଶାରେ ରହିବେ ଆଉ ଓଡ଼ିଆଙ୍କ ଆଶା ପୁରଣ ହେବନି ଏବଂ ଭାଜପା ଡୁବିବ
    ପାନଡିୟାନ ଶନିବାରେ ସକାଳୁ ପୁଣୀ ଜଗନ୍ନାଥ ମନ୍ଦିର ଯିବ
    ଏହା ନିରାଟ ସତ୍ୟ

  • @rajanikantabiswal2669
    @rajanikantabiswal2669 9 часов назад

    ସାର୍ ନମସ୍କାର ଏ ଫଟୋ ଦୁଇ ଟି କୁ ମୁଁ ଓ ମୋର ବନ୍ଧୁ ଆଜି ସେ ଅଫିସ ପାଖରେ ଥାଇ ଉଭୟେ ଉଭୟ ଙ୍କୁ ପ୍ରଶ୍ନ କଲୁ ଠିକ୍ ୩ ଘଣ୍ଟା ପରେ ଆପଣ ଙ୍କ ମାଧ୍ୟମରେ ଜାଣୁଥିବା ରୁ ଧନ୍ଯ ମନେକରୁଛି

  • @AchintyaBiswal
    @AchintyaBiswal 11 часов назад +1

    Naveen and Pandian have looted Odisha and both have always ignored odia people whereas PM Modi is always praising odia people and Odisha.