What should I not donate to astrology
HTML-код
- Опубликовано: 11 фев 2025
- What should I not donate to astrology.....dana diantu nahi...odia astrology numerology vastu shastra and spiritual knowledge are also available in this RUclips channel spiritual Guruji..... online astrological prediction and remedies....... for appointment contact us whatsapp 8917257840..... consultation charges applicable
ବହୁତ ଭଲ ଲାଗିଲା ,, ଦୟାକରି ଆପଣ ଏମିତି ନିତିଚର୍ଯ୍ୟା ଭିଡିଓ ଆଣି ଦିଅନ୍ତୁ ,, ଯାହା ଫଳରେ ଆମେ ନୀତିନିୟମଗୁଡିକୁ ଜାଣି ପାରିବୁ ଓ ଉଚିତ କର୍ମ କରି ପାରିବୁ 💘🙏🏻🥰
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ସର୍ବଦା ଭଲରେ ଥାଆନ୍ତୁ , ଜୟ ଜଗନ୍ନାଥ 🙏
@@SpiritualGuruji dhanyavad guruji 💘🙏🏻
@@SpiritualGuruji ବହୁତ ଭଲ ଲାଗୁଚି ,, ଆପଣ ଯେବେ reply ଦେଉଛନ୍ତି ❤️🥰💘🙏🏻🙏🏻🙏🏻
Very useful tips sir Thanks
Thank you 🙏
Sir am kua re gote bachuri padiki marijachi ame janinthilu abe kan karibu pls kuhantu tike🙏
Sir,pranam, a sabu ra pratikar kan karihaba.bhul ta karideichi
sir, ଆପଣ ଙ୍କର ଏଇ ଗୋଟେ ଚାନେଲ୍ ନା ଆହୁରି ଚାନେଲ୍ ଅଛି । ଦୟାକରି ମତେ ଟିକେ କୁହନ୍ତୁ କାରଣ ମୁଁ ଦୋନ୍ଦ ରେ ପଡୁଛି ,, ଆଉ ଏକ ଚାନେଲ୍ ରେ ଆପଣଂକ voice ଶୁଣା ଯାଉଛି ,, ଓଁ କାର ଚାନେଲ୍ ରେ ଓ ଆମେ ସେ ଚାନେଲ୍ କୁ ଆପଣଙ୍କର ଭାବି ଦେଖୁଛୁ 😔
ଓମ୍ କାର channel ମୋର ନୁହଁ,
@@SpiritualGurujiokk sir , thank you very mush for your reply🙏🏻🥰