ଝିଅକୁ ଯେଉଁ ପ୍ରକାର ଟର୍ଚର କରୁଛନ୍ତି...ଏଟା ଗୋଟେ ଦେଖଣା ସୁନ୍ଦର ବଉଳା ଗାଈ

Поделиться
HTML-код
  • Опубликовано: 19 дек 2024

Комментарии • 354

  • @ମୋ_ଶିକ୍ଷା
    @ମୋ_ଶିକ୍ଷା 3 года назад +35

    ଆହାଃ କି ମଧୁର ତୁମ କଣ୍ଠସ୍ବର 👌

  • @satyabhau69
    @satyabhau69 3 года назад +79

    ଉପର ମହଲା ସଫା ହେଲାଣି ପରା !! କିନ୍ତୁ ତୁମେ ଦୁହିଁଙ୍କ ର ଲକ୍ଷ୍ୟ ଅଲଗା, ତେଣୁ ଗେରେଜ ରେ ବସି ଥା 😁

    • @ChandanSahoo-br7xj
      @ChandanSahoo-br7xj 3 года назад +3

      😁😁

    • @amitavsarangi1883
      @amitavsarangi1883 3 года назад +2

      Right

    • @abhilashor007
      @abhilashor007 3 года назад +4

      E dijanapura ghara ta ku akhei chhanti

    • @sanjibnayak5989
      @sanjibnayak5989 3 года назад +3

      @@abhilashor007 Bhai a mana Ku jaldi divorce daiki hatantu

    • @fhcgtugu1451
      @fhcgtugu1451 3 года назад +1

      ଏବୁଢିତଘରେଆଉକିଛିକାମନାତଘରେକିଏପଚାରୁନାହାନ୍ତିମାସେହେଲାଏଇଠିପାଲାଲଗେଇଚୁଘରକୁପରିବାଗଲାଜିବନିତାଙ୍କେଖାଇବେକଣଘରଦିଆହେଲାତାକୁରଖେତୁଘରକୁଜାନହେତାକୁତମଘରକୁଧରିପଳାସୁମିତମାସକୁ ୧୭୦୦୦ ଦେବେଶାନ୍ତିରେଖାଇବଖଟରେଷ ଇବ ଆଉସେଠିରହିନାଟଲ ଗାନାବୁଢିତାକୁଶାନ୍ତିରେରହିବାକୁଦେ

  • @kabulinayak7212
    @kabulinayak7212 2 года назад +12

    ମାନେ ମାନେ ତୁମେ ଦୁଇଟା ବହୁତ ଦେଖେଇ ହଉଚ ।ଯାତ୍ରା ବାଲି ,ଭଲ ନାଟକ ଚଲେଇଛ ।

  • @mspatramsp7848
    @mspatramsp7848 3 года назад +40

    ବହୁ କି ଗୁଣ ର ଯେ ପାଛୋଟି ନେବେ

    • @mahendrandra6885
      @mahendrandra6885 3 года назад

      Thik kahicha yaar

    • @abhilashor007
      @abhilashor007 3 года назад +3

      Se bhabuthila ta pain red carpet bichha heba
      Magana re 17k aau ghara milila aau kanata nei thanta
      Jou ta guna tar

    • @sarmistapattnaik3045
      @sarmistapattnaik3045 3 года назад

      😁😁

  • @pratibhabag6587
    @pratibhabag6587 3 года назад +32

    ଶ୍ବଶୁର ହିସାବ ରେ ସେ court ର ନିୟମ ମାନି ଘର ତ ଦେଲେ ......ରହିଲା Husband ର bed room କଥା, ସେଇଟା ତମ Husband ସହ ହିଁ ସମାଧାନ ହେଇ ପାରିବ l

  • @satyaranjangarnaik2254
    @satyaranjangarnaik2254 3 года назад +7

    ପ୍ରମିଳା ତ୍ରିପାଠି 1ନମ୍ବର ବେଧେଇ 2ଡିମ୍ପଲ ବେଧେଇ ଡାଇଭସ କେସ ଚାଲିଥିବା ବେଳେ କିଏ କାହାର ସ୍ୱାମି ଓ କିଏ କାହାର ସ୍ତ୍ରୀ ଏକାଠି କେମିତି ରହିବେ

  • @tripatikumarmalik3936
    @tripatikumarmalik3936 3 года назад +41

    ପ୍ରମିଳା ମାଁ ଆପଣଙ୍କୁ ଅନୁରୋଧ ଆପଣ ଆଉ ତାପସ୍ୱିନୀଙ୍କୁ ସାହାଯ୍ୟ କରନ୍ତୁନି କାହିଁକି ନା ତାପସ୍ୱିନୀ ଭଉଣୀର କିଛି ଭୁଲ ନାହିଁ କି ଏ case ରେ ତାପସ୍ୱିନୀଙ୍କୁ ତ ଭଲ ଘର ଦେଇଛନ୍ତି ଆଉ କେତେ ଭଲ ଘର ଦିଆଯିବ
    ତପସ୍ୱିନୀ ବାହାରେ ରହିକି ସେମାନଙ୍କୁ ଏତେ ହଇରାଣ କରିସାରିଲେଣି ଆଉ ଯଦି ମିସିକି ରହିବେ ତାହାହେଲେ କେତେ କଣ ମିଛ case ଦେବେ ସେଥିପାଇଁ ସେମାନେ ତାପସ୍ୱିନୀ କୁ ତାଙ୍କ ଘର ଲୋକ ସହ ନ ରହିକି ଟିକେ ଅଲଗା ରାହିବା ପାଇଁ ବଡ ଘର ଗୋଟେ ଦେଇଛନ୍ତି ସେଠି ରହିକି ଶାଶୁ ଶ୍ୱଶୁର ମନ ଜିତିବା ପାଇଁ ଚେଷ୍ଟା କରୁ ତାହାହେଲେ ସେ ଖୁସିରେ ରହିବେ ନହେଲେ ସେ କେବେ ଖୁସିରେ ରହିପାରିବେନି
    ଆପଣ ସାମଜସେବୀ ଆପଣଙ୍କୁ ଲୋକ ଖରାପ ଭାବିବେ ଆପଣ ଆଉ ସାହାଯ୍ୟ କରନ୍ତୁନି।

    • @sanjibnayak5989
      @sanjibnayak5989 3 года назад +3

      Are a pramila budhe pa ta mausi

    • @linakhiswain9875
      @linakhiswain9875 3 года назад +2

      Ae jhia tanka family ku Barbad karidelani.dhanya re duniya

    • @tripatikumarmalik3936
      @tripatikumarmalik3936 3 года назад +3

      @@sanjibnayak5989 heithiba Bhai jehetu se gote social worker se duijanaku same support Kariba darakar

    • @baradaprasana984
      @baradaprasana984 3 года назад +1

      Dimple badmash lady

    • @lipsamandal
      @lipsamandal 2 года назад +1

      Laguchi tome bhari asana loka. Tamaku sfa safi jaga bhala lageni. Tamaku railway platform bi bhala laguthiba. Kahikina bahut bada na !

  • @bblpbiswjit4736
    @bblpbiswjit4736 3 года назад +17

    ପ୍ରମିଳାଙ୍କ ମଜୁରୀ ଟଙ୍କା କୁଆଡେ ଗଲା ମାସେ ହେଲା ଶୀତ କାକରରେ ବସିଥିେଲ। ଏ ସବୁ ଅଳିଆ ପ୍ରମିଳା କରୁଛି

    • @abhilashor007
      @abhilashor007 3 года назад

      17 ru budhi ra 5

    • @dhanwantarisanatan583
      @dhanwantarisanatan583 2 года назад

      ମା ଘର କରୋଉଛନ୍ତୀ। କେସ୍ ହୋଇଛି ସରିବା ପରେ ମା ଜୀବେ

  • @cutiemunu2090
    @cutiemunu2090 3 года назад +12

    ପ୍ରମିଳା ମା ଙ୍କୁ କୋଟି କୋଟି ନମସ୍କାର କରି ଅନୁରୋଧ କରୁଛି ଝିଅ କୁ ଵୁଝେଇ ତା ଘରେ ଛାଡି ଦେଇ ତମେ ତମ ଘରକୁ ଯାଅ।।ଏମିତି କଥା କୁହନ୍ତୁ ନାହିଁ କି ଯେଉଁ ମାନେ ତମ କୁ ସପୋର୍ଟ କରୁଛନ୍ତି ସେମାନେ ତମକୁ ଵିରୋଧ କରିଵେ

  • @rashmiranjanbasa813
    @rashmiranjanbasa813 2 года назад +8

    ଚାହୁଁଛ କଣ ପୁରା family ଫୁଲ ଚନ୍ଦନ ଦେଇ ପୂଜା କରି ନେବେ........... ଲାଜ ଟିକେ ନାହିଁ

  • @ommsairamamrut7802
    @ommsairamamrut7802 3 года назад +7

    ମା ଏପରି ହେଲେ ସମାଧାନ ହେବ ପ୍ରଥମେ ରହିବାକୁ ଦିଅ ଝିଅକୁ ପରିବାର ସହିତ ମିଶି ବାକୁଦିଅ TAPASWINI କୁ ତା ପରେ ଦେଖ କଣ ହେଉଛି ଏଟା ଫିଲ୍ମ ନୁହେଁ ରିୟଲ ଲାଇଫ ଟିକେ ସମୟ ଲାଗିବ

  • @kadambinibiswal7331
    @kadambinibiswal7331 3 года назад +26

    ତମେ ମାନେ ଏତେ ମିଠା ଖାଇଲ ଯେ ମୁଁ ଭାବିଲି ଝିଅ I.A.S ପାଇଗଲା।

    • @smrutimishra6433
      @smrutimishra6433 3 года назад

      Comment re bahut hasili

    • @parthasarathi3698
      @parthasarathi3698 3 года назад

      😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃😃🤭🤭🤭🤭🤭🤭😁😁😁😁😁😁🤭😃😃😃🤭🤭🤭😁😁🤭😃😃🤭🤭😁🤭😃😃😁😃😃😁😃🤭😁😁🤭😃😃😁😃

    • @mamali6
      @mamali6 3 года назад

      Haa haa haa

  • @MrBismaya
    @MrBismaya 3 года назад +44

    Pramila too pain😄😄😄😄😄😄 tapaswini tooo pain🙏🙏🙏🙏....Tume duijana gote gote virus 🦟

  • @jayjagannatha6857
    @jayjagannatha6857 3 года назад +18

    ଯାଅ କୋଉ court ସୁମିତ ବିନା permission ରେ ରଖିଦେବ ଆମେ ଦେଖିବୁ ମୁଁହକୁ ଲାଜ ନାହିଁ ସ୍ତ୍ରୀ ଅଧିକାର ଦେଉନି ଝିଅ ଖୋଜୁଛି bedroom.

  • @Pratapk-Academy.
    @Pratapk-Academy. 3 года назад +38

    Kichhi heiparibani... Je paryanta tame mane normal na heich... Sampark re jit har Kn J... Sampark gadhibaku hele Sabu ku Thikse handle karibaku Padib.. Agreesive nature hele kichhi heiparibani

  • @1985pdash
    @1985pdash 3 года назад +13

    Ghare na pasi ete ranga Kalani, ghara gale kana ye ghara sajadiba?

  • @jagannathdash1015
    @jagannathdash1015 3 года назад +10

    ଚିତ୍ତ ରଂଜନ ଘଟଣା କେତେ ବାଟ ଗଲା ମିଡିଆ ବନ୍ଧୁ ଟିକେ ଦେଖନ୍ତୁ

  • @sisutakara6298
    @sisutakara6298 3 года назад +17

    Eai sabu pramila & media bala nka khela mu first ru dekhuchi media bala tapaswini ku extra priority dauchanti aau sabuthi sumit family ku badnam karuchanti. Media ku dekhajauni je tapaswini kemiti 2nd gate ku block kari rakhichi seita kebe show karunahanti, sumit & his family bahut innocent sethipain maa jhia bahut drama karuchanti.

  • @odiavlogssasmitabhubaneswa288
    @odiavlogssasmitabhubaneswa288 3 года назад +3

    ଦେଖନ୍ତୁ ଜୋରଜବରଦସ୍ତ ରେ ସମ୍ପର୍କ ଗଢା ଯାଏନି ଯାହାର ଇଚ୍ଛା ନାଇ ସେଇଠି ରହିବା ବିପଦ

    • @ayushnaik1176
      @ayushnaik1176 3 года назад +1

      ଠିକ୍ କହିଛନ୍ତି ଉଉଣୀ

  • @akvines4957
    @akvines4957 3 года назад +40

    Best actress and best comedian award goes to both lady

  • @RajendraSingh-ok2dz
    @RajendraSingh-ok2dz 3 года назад +6

    ତମେ ମନେ କଣ ଦୁଧଆଳି ଗାଈ ।
    ସେ ବହୁ ହେବା ପାଇଁ ଜଗ୍ୟ ନୁହେଁ।

  • @ranjitasahoo8833
    @ranjitasahoo8833 3 года назад +3

    ନିଜ କୁ ତ ଗୋଟେ ମାଆ ଏବଂ ସମାଜସେବୀ ଵୋଲି କହୁଛନ୍ତି, କଣ ପିଲା ଜନ୍ମ କରି,ପାଳି ପୋଷି ବଡ଼ କରି ମାଆ ହେଇଛନ୍ତି,ନା ଏମିତି କଥାରେ କଥାରେ ମାଆ ହେଇଛନ୍ତି?? କାମରୁ ତ ଲାଗୁନାହିଁ ,ଗୋଟିଏ ମାଆର କାମ ଭଳି,କଥାରେ ମାଆ ହେବା ଵହୁତ ସହଜ।ନିଜକୁ ଜଣେ ସମାଜସେବୀ କହିଵା ଆଗରୁ ଥରେ ମଦରଟେରେସା ନ୍କର ଜୀବନ କାହାଣୀ ପଢ଼ନ୍ତୁ ଏବଂ ସମାଜସେବୀ କାହାକୁ କୁହନ୍ତି ଜାଣନ୍ତୁ।ପରଘର ନଷ୍ଟ କରି କେହି ସମାଜସେବୀ କି ମାଆ ହେଇପାରେନି।

  • @rajibbiswal7255
    @rajibbiswal7255 3 года назад +5

    Pramila Didi tumaku bhagaban sahaya huantu

  • @RAJEEVKUMAR-xk5pz
    @RAJEEVKUMAR-xk5pz 3 года назад +17

    ବିଦ୍ୟୁତ୍ ଶକ୍ତି ଓଡିଶାରେ ଉତ୍ପାଦିତ ହୁଏ ତଥାପି ଏହାର ହାର

  • @subaljyoshi4299
    @subaljyoshi4299 3 года назад +12

    Manthara is a great

  • @debasishbehera3668
    @debasishbehera3668 3 года назад +11

    କିଏବା ଖୁସି🤭 ତମେ ଦୁଇ #ବାଉଳା 🤣 ଗାଈ ହିଁ ଖୁସି

  • @bijaykrushnapanda8708
    @bijaykrushnapanda8708 3 года назад +10

    Sumit Bapa ku manibaku padiba dharjya dhariki rahuchhi..sasura ku mundia mariba pher gote case daba...

  • @p.k201
    @p.k201 2 года назад +7

    ତୁ ଆଉ ତାପସ୍ୱନି ସଫା କରୁନ, ତତେ ଟିକେ ଲାଜ ଲାଗୁନି

  • @nabamajhi8357
    @nabamajhi8357 3 года назад +23

    A budhi to rol sorila ebe tu jaa....au besi drama korni...😀

  • @rajkumarjena
    @rajkumarjena 3 года назад +65

    I prey for this doctor's father... such a gentle man..... these two ladis are so cheap....

    • @amitavsarangi1883
      @amitavsarangi1883 3 года назад +3

      Right

    • @jayantarout9792
      @jayantarout9792 3 года назад +9

      Before talking here . please check your spellings!!!

    • @mamimami8924
      @mamimami8924 3 года назад

      Jay Jagannath

    • @subhalaxmisahu9536
      @subhalaxmisahu9536 3 года назад +5

      Tu tanka ghare rosei kariki khauthilu vala loka bahuku dandare baseile mase haba

    • @lipsamandal
      @lipsamandal 2 года назад +4

      Tama sister ku seithi bhadeidia ete bhala jadi

  • @Shiva.od.01
    @Shiva.od.01 3 года назад +16

    Natar gabardhan budhi 🤣🤣🤣🤣🤣

  • @baradaprasana984
    @baradaprasana984 3 года назад +6

    Tapaswini jaga hauchi gaai guhala. Sia kouthire santusta nuha.. Tara udesya hela Sumit family Ku hairana kariba.

  • @kbs841
    @kbs841 3 года назад +18

    divorce, divorce, divorce

  • @hemantamohanta1031
    @hemantamohanta1031 3 года назад +3

    ଏ ଦାରି ବୁଢ଼ୀ ଓ ତପସ୍ୱିନୀ କୁ five star ହୋଟେଲଦରକାର

  • @trilochannath8058
    @trilochannath8058 3 года назад +4

    ତୁମେ ତ ଡିମାଣ୍ଡ କରିବା ଆରମ୍ଭ କଲଣି , କେତେବେଳେ ଆରମ୍ଭ ହେବା ଦରକାର ଡିମାଣ୍ଡ ତାହା ବି ଜଣା ନାହିଁ ତୁମକୁ , କି ବୁଦ୍ଧି ରେ, ସାଧାରଣ ଜ୍ଞାନ ବି ହେଲନି , ଗୋଟେ ପାଲା ଚଳେଇଛ ଏଠି,

  • @arabindam
    @arabindam 3 года назад +4

    ୟେ ପ୍ରମିଳା ବୁଢ଼ୀ ଆଉ ତପସ୍ଵିନୀ କୁ ଟେକି କି ବାହାରେ ଛାଡ଼ି ଦିଅ

  • @mama-rs2wv
    @mama-rs2wv 3 года назад +29

    Tame bahare hi thik nahele media re dekhiba kemiti dramabaz dujana

  • @rabinarayansahu9343
    @rabinarayansahu9343 3 года назад +8

    Jhia bhalia kahiki rakhibe??
    Ghare jaga debe... Paisa debe...
    Hrudayaru dureibe... 100℅

  • @mamali6
    @mamali6 3 года назад +4

    Pramod Bhai pakhare jama rakhibani

  • @chitralekhamallick5187
    @chitralekhamallick5187 3 года назад +11

    Pramila apa tame jhiaku bhala bhabe councelling kariki chhada jepariki gote jhia shashu shashu ranku & shashu ghara ra samasta sadasyanku kipari behaviour & sanmanara Saha katha bhasa Hebe jepari shashura tapaswini nku sanman ra Saha tanka bishayare kahuchhanti

  • @deepakkumarpatnaik4861
    @deepakkumarpatnaik4861 3 года назад +4

    ହଁ ତା ପାଇଁ ତୋ ଫୁଲମାଳ ଚନ୍ଦନ ଧରିକି ସ୍ବାଗତ କରିଥାନ୍ତେ ନା... 😎

  • @riddhimamohanta826
    @riddhimamohanta826 3 года назад +2

    Yete case pore kemiti khushi rohibo

  • @biswajitpradhan8346
    @biswajitpradhan8346 3 года назад +10

    Goitha mari Bishnu ?? U have just destroyed a peaceful innocent household. What else U want ?

  • @ratanchandsenapatty10
    @ratanchandsenapatty10 3 года назад +5

    ରାବଣ ପରା ମୁଂଡିଆ ମାରିବା କ'ଣ ଦରକାର ା

  • @purnachandrabarik8240
    @purnachandrabarik8240 3 года назад +6

    Thik kahila pramila maa

  • @sandeepbaliarsingh8463
    @sandeepbaliarsingh8463 2 года назад +2

    Ete khusi huani eiita only interim order finally divorce heba maintenance nei gharaku jiba apekhya Kara.

  • @subratkumar158
    @subratkumar158 3 года назад +1

    ଲଜ୍ଜା ଲଜ୍ଜା ଲଜ୍ଜା ଆ....... ଥୁ

  • @manojmohanty7995
    @manojmohanty7995 3 года назад +22

    Tame tama ghara ku neijaa, kanhiki thanda re basicha

    • @swapnashreebehera7792
      @swapnashreebehera7792 3 года назад +1

      Bhai semanaku maja laguchi. Ete alajuki duii jana jaka. Lajya saram tho au nahi emanakara

  • @rockingboysambhu2734
    @rockingboysambhu2734 3 года назад +3

    Ki rango ba

  • @basantkumarpaty2377
    @basantkumarpaty2377 2 года назад +4

    Status of legal wife is given by law & by the court ! Below standard place to stay for the legal wife is against the law ! Amicable settlement is next to impossible though miraculously possible ! Better to fight bitter legal battle for the sake of truth ! Also utilise this time for achieving the neglected career as self reliance is very very important now besides amicable settlement or legal battle !

  • @jani2931
    @jani2931 3 года назад +9

    Jhia jauni Ghar ku kia mana Kalla ki

  • @laxmanpradhan2949
    @laxmanpradhan2949 3 года назад +2

    jadi turcher karu chhanti ta hele kani semank pakha ku jiba ku ichha karucha

  • @digantabharat6919
    @digantabharat6919 3 года назад

    ରାୟ ତୁମ୍ଭର ସପକ୍ଷରେ ଗଲେ ନ୍ଯାୟ, ବିପକ୍ଷରେ ଗଲେ ଅନ୍ୟାୟ। ବଡ଼ ମୁସ୍କିଲ୍ କଥା। 😌😌😌

  • @suni12347
    @suni12347 3 года назад +1

    Pramila budi tume chahuna jhia khushire rhahu

  • @nirakardas347
    @nirakardas347 3 года назад +17

    Budhi is main villain and I think tapdwani and this budhi one day kill summit's family.

  • @smrutiranjansatapathy8435
    @smrutiranjansatapathy8435 3 года назад +1

    Doctor babu manisa chinhi parileni

  • @madhusudanpanda6396
    @madhusudanpanda6396 3 года назад +9

    Court verdict re Prema karihebani na se puruna bhalapaiba pheribani

  • @pabitrakumarpradhan4093
    @pabitrakumarpradhan4093 3 года назад +4

    AC room darakara,

  • @satyaranjanputhal
    @satyaranjanputhal 2 года назад +6

    Tame mane this time marei hua
    Now Tapaswani is wrong
    She does not deserve any sympathy , just paying female card

  • @jotiranjansahu8063
    @jotiranjansahu8063 2 года назад

    Don't mind.... jadi tuma Saha amiti hoithanta tume Kan tuma bohu ku Tama Saha rihibaku deithanta. Kahiba au kariba re bahut farak achhe madam, jadi paru chhanti tapaswuni bujhantu au se upare rahi age samasta manaku kinu tapare sabu thik hoijiba. Bhala paiba ta jor Kari hasala hoina thia taha hurdaya ru ape ape baharithae. Samara bada Bala ban. Sure agaku sabu thik hoijiba

  • @pinakrt
    @pinakrt 3 года назад +5

    କୋର୍ଟ ଙ୍କୁ ମୁଁ ଅନୁରୋଧ କରୁଛି, ଝିଅ ଆଉ ୟା ପାଟିରେ ତାଲା ପକାଅ

  • @MRcreation2023
    @MRcreation2023 3 года назад +3

    Great you maa

    • @ChandanSahoo-br7xj
      @ChandanSahoo-br7xj 3 года назад +3

      great kan role karuchi jhia au ta Saha ehi budhi bi role karuchi jadi comment kharap lagila kahiba mu mo comment delete kari debi mu gote katha kahuchi tapaswini role karuchi ehi budhi bi same karuchi first kahila ghare jaga dia then abe kahuchi doctor stree jemiti status darkar semitika status darkar au kana sabu loko boka acchanti 😀😀😀

  • @1985pdash
    @1985pdash 3 года назад +2

    Tara udesya kichhi alaga....ghara sambhaliba nuhe ....

  • @deepakkumar-vh9xh
    @deepakkumar-vh9xh 3 года назад +2

    Jadi torture karuchanti tahele jhia sasur ghare rahibapain ete agraha kanpain karuchanti

  • @RINKUUUUUU12333
    @RINKUUUUUU12333 3 года назад +16

    Tame jhia pakya jadi jhuku na pua family kayi jhukibe.

  • @hapinamajhi9548
    @hapinamajhi9548 3 года назад +3

    Court re kesh kara soiba pain

  • @Sarathibab
    @Sarathibab 3 года назад +7

    A toki ku totally room ku chhadiba katha nuho....se jau type ra heuchi taku kie rakhiba ...seta gote ----------

  • @subhadrabehera6489
    @subhadrabehera6489 2 года назад

    Pramila madam thank you.

  • @kunmun9983
    @kunmun9983 3 года назад +2

    Bilkul aguda KU pureiba ghare darkar nahi

  • @ArunSingh-nn4cv
    @ArunSingh-nn4cv 3 года назад

    he prabhu..hau chalu sansta chalu..🥳

  • @ThePabitra99
    @ThePabitra99 3 года назад +7

    Bhari gote bhala kama te karichha na tamaku welcome Kari thante

  • @prasantkumarsahoo1054
    @prasantkumarsahoo1054 2 года назад

    Ey chanel bhala khauchi sumit tharu

  • @harshakumarchoudhury9258
    @harshakumarchoudhury9258 3 года назад +12

    Court ku jaai order anilu. Ghara diaa heuchi rahibu. swagata kariba ķie.tu Kan saasu sasura nka Seba karibu.₹17000 Mililani enjoy kar nahele gandi mareibu.

    • @abhilashor007
      @abhilashor007 3 года назад

      Contract re chakiri kari chhua 6k
      Aau ye drama kari 17k

  • @manojkumarraut4622
    @manojkumarraut4622 3 года назад +1

    ତୋରି ନାଟ

  • @p.k201
    @p.k201 2 года назад +1

    ତୋ ପାଇଁ ସବୁ ନାଟକ

  • @NewMan.44
    @NewMan.44 3 года назад +8

    Tame Duejana misi kahara bhie ghara barbad karideba

  • @sujatapandey8541
    @sujatapandey8541 2 года назад +1

    Pramila mem bahut dhanyavad apnka mo ta diantu apankathu ame help nebu Jay mataji

  • @sushree5077
    @sushree5077 3 года назад +3

    ପ୍ରମିଳା madam ଏବେ ୟେ କେସ ଆଉ ନ ଘାଣ୍ଟି,ନିଜ କାମ କର ତାକୁ ଘର ଦିୟା ଗଲା କେମିତି ଘର କୁ ଘର କରିବ ତାକୁ ତ ବାପା ମା ମିଶି କରନ୍ତୁ,ସେ କହିବ ମୋ ଶାଶୁ ଶଶୁରଙ୍କ ରୁମ୍ ଟା ମୋର ଦରକାର ତା ପାଇଁ ଆପଣ ଠିଆ ହେଲେ ମାଡ଼ ଖାଇବେ ଆଉ କିଛି ନୁହେଁ ଯୋଉ ଲୋକ ତାଲା ଭାଙ୍ଗି ଥିଲେ ସେମାନେ ଘରେ ତାଲା ପକାଇବାକୁ ଆସିବେ ପୁଣି,ବହୁତ୍ ଯାତରା କରୁଚ ତୁମେ।

  • @jani2931
    @jani2931 3 года назад +5

    Kia kahaku hairan karuchi sabu dekhu chanthi abey nijh.nijh Ghar ku jao

  • @spandanbhanjadeo3797
    @spandanbhanjadeo3797 3 года назад +26

    Budhi tu main villain...

  • @kalyankumarlenka6606
    @kalyankumarlenka6606 2 года назад

    ମାଆ ଗୁଆ ଘିଅ ପକାନ୍ତୁ କଣ କୋଟ ରେ ତୋ ର ଜୀୟ ଚକିର୍ କରିଛି ଜୟ ଜଗନ୍ନାଥ ମା ମାସଟା ସାରୀ ଯହୁ ଗିବୁ

    • @kalyankumarlenka6606
      @kalyankumarlenka6606 2 года назад

      ମିଡିଆ ପଳାଇଗଲା appn କନ୍ଦୁଚନ୍ତୁ କାହିଁକି ଆପଙ୍କର ମନ ବଳାଇ ଲ। ତପ ସ ମିନ୍ କୁ କହିଲେ। ଶାଶୂ୍କ କୋର୍ଟ ଅପିଲ କରିବ ମିଡିଆ ପୁଣି ଅଛନ୍ତି

  • @nilambarmohanty9385
    @nilambarmohanty9385 3 года назад +5

    Tame first COURT ra order mani thila ki ??🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

  • @muktamanjarilenka2036
    @muktamanjarilenka2036 2 года назад +1

    Agyan emtika jhia sange kou bi pua rahi paribani

  • @subhendusekhar022
    @subhendusekhar022 2 года назад +2

    E jhia bahut kharap taku support kariba Katha nuhe

  • @debendrakumar3272
    @debendrakumar3272 3 года назад

    Kanakale bhala lagiba pramilama. Tanka dele bhala lagibaki?

  • @purplesmoker4416
    @purplesmoker4416 3 года назад +5

    Tapaswini and pramila pramod Sahu and Sumit ku black mail karuchhanti

    • @lipsamandal
      @lipsamandal 2 года назад

      Blackmail kalabele tu video karurhilu bodhe. Video dekha fir bolbachan kahi karuchu

  • @pitamberpradhan9232
    @pitamberpradhan9232 3 года назад

    Emanku kana kale santi miliba je bhagban jananti..

  • @tutujani9432
    @tutujani9432 2 года назад

    Pramila maa nku request se Anya jhia mana nka case katha bujhantu

  • @ambarishmohapatra932
    @ambarishmohapatra932 3 года назад +2

    Tama pain Mayfair hotel ready achi..... Seita tama pain suitable jaga.... Aau jouthi place dele b tamaku suitable nuha....

  • @survipradhan6941
    @survipradhan6941 2 года назад

    Sasu Sasura jadi jhia bhalia dekhibe tahele se jhia kub semananku Maa bapa bhalia dekhiba katha. Se jou bhalia treat karuchi Au 498 case karuchi kehi b jhia bhalia bhabi paribeni. Samaste kahiba pain kahidianti kintu nije karantini

  • @subashbehera1918
    @subashbehera1918 3 года назад +1

    Semiti basithantu maa

  • @khirodnayak5147
    @khirodnayak5147 3 года назад +3

    Bohu, bohu hisab re achhi to.....

  • @sipra6565
    @sipra6565 3 года назад +1

    Haba ba khali 2 din time magichanti wait karantu apana tk ta.ete adharjya hele kana haba

  • @pramodkumarnayak6370
    @pramodkumarnayak6370 3 года назад +1

    ମାଉସୀ ତମେ କେତେ ପାଇବା ମାସକୁ?

  • @parsuramswaro6552
    @parsuramswaro6552 2 года назад +1

    ଵୁତା ମା,,,, ,, ନହେଲେ

  • @swapnashreebehera7792
    @swapnashreebehera7792 3 года назад +3

    Tama duii janakara intention au kichi achi. Nahele room milila pare b tame gharaku jauna. Besi dekhei haucha. Kama dhanda tho kichi nahi tama duijanakara

  • @manojnayak4287
    @manojnayak4287 3 года назад +3

    Pramila. Maa. Is. Write. Persan

  • @medicalfununlimitedwithdj190
    @medicalfununlimitedwithdj190 3 года назад +1

    Jabardasti kn emiti hue ....tankar eecha nahin ....e jhia ta kahuchi tanka ghara loka sabu kharap se hin bhala tanka Saha rahibaku kana kana Kain...

  • @Dreamsortime
    @Dreamsortime 3 года назад

    Tapaswini media saha chihna heigalanni t sethi pain room re rahibaku chahunahanti bahare basibaku bhala pauchhanti.

  • @logicalhermit6570
    @logicalhermit6570 3 года назад +7

    What do u want more??