ଆଲୁଅ ତାର କି ମନୋହର ଅନ୍ଧକାର ତା' ଠାରୁ ଭଲ | Are we missing Dark sky in Odisha ?

Поделиться
HTML-код
  • Опубликовано: 2 фев 2025

Комментарии • 3

  • @nabinchandranandi6068
    @nabinchandranandi6068 5 месяцев назад +1

    ବହୁତ ସୁନ୍ଦର ❤ ନୁଆଁ କଥାଟେ ଜାଣିଲି । ବାଲେଶ୍ବର‍ର ବିରଲା ଟାୟାର‍ର ଟାଓ୍ବାର ଲାଇଟ ପଡି ପାଖ ବିଲ ଗୁଡିକରେ ଧାନ ଗଛ ଭଲ ହୁଏ ନାହି ବୋଲି ଲୋକେ ପ୍ଲାଣ୍ଟ ମେନେଜର ପାଖରେ ଅଭିଯୋଗ କରନ୍ତି ଶୁଣିଥିଲି ଯେ ରାତିରେ ଲାଇଟ କେତେ ଅପକାରୀ । 👌👌🙏🙏

    • @kalingahistory
      @kalingahistory  4 месяца назад

      କିନ୍ତୁ ରାତି ରେ ଲାଇଟ ପଡି ଫସଲ ହୁଏ ନାହିଁ ବୋଲି କିଛି ବିଜ୍ଞାନ ସମ୍ମତ କାରଣ ମୋ ଜାଣିବାରେ ନାହିଁ | ମୁଁ ଠାରେ ରାଜ୍ୟ ସରକାର ଙ୍କ ଏକ ଗ୍ରୀଡ଼ ସବଷ୍ଟେସନ କୁ ଯାଇଥିବା ଅବସର ରେ ସେଠିକା ଇଂଜିନିୟର ମୋତେ ତାଙ୍କ ପରିସର ରେ ଥିବା ପ୍ରବଳ ଆମ୍ବ ଫଳିବାର ଦୃଶ୍ୟ ଦେଖାଇ ମୋତେ କହିଲେ "ଲୋକେ କୁହନ୍ତି ବିଦ୍ୟୁତ ଆଲୋକ ପଡିଲେ ଫଳ ଧରେ ନାହିଁ , କଥାଟି କେତେ ସତ ବା ମିଛ ନିଜେ ଦେଖନ୍ତୁ" | ତେଣୁ ମୁଁ ମୋ ବକ୍ତବ୍ୟ ରେ କୌଣସି ସ୍ଥାନରେ ଏପରି ଅବୈଜ୍ଞାନିକ କଥା ଟିଏ କହିନାହିଁ |