Thanks to Swami Ramdev baba that more and more people across the globe are inclining towards Yoga. But getting free from physical ailments is not only an advantage of yoga, it also connects to the spiritual dimension if done correctly in a committed environment and life suddenly feels miracle.
Pranam yoga gurugi more first munda re problem thila mu mdition khaiba pare bhala achi kintu more 4 months hela asahy baka daraja heuchi mu cuttack ru Madison khailini kamuni mu kou joga kale bhal heba please guruji replay diantu
ଅତି ପ୍ରଭାବଶାଳୀ ଲୁକ୍କାୟିତ ବିଦ୍ୟାକୁ ଘରେ ଘରେ ପହଞ୍ଚାଇବାରେ ସ୍ବାମୀ ରାମଦେବଜୀଙ୍କର ଅବଦାନ ଅତୁଳନୀୟ । ତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସମାଜକୁ ଭ୍ରମିତ ନ କରି, ସତ୍ ମାର୍ଗ ଦେଖାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଧନ୍ୟବାଦ
Thank you
@@pitambaryuvabharat9594sir
Avoid sweets sugar chocolate etc to avoid lusty feelings🎉🎉🎉
ଆପଣଙ୍କ ଗୀତ ପାଇ ଆଉ information ପାଇ ଗୁଟେ ଛୋଟିଆ like au comment done ✅👍❤❤
ବହୁତ୍ ଭଲ ଲାଗିଲା ଆପଣଙ୍କ ର ଗିତ ବିଶେଷ କରି ଭଜନ ଏବଂ ଆପଣଙ୍କର ଯୋଗ ଦର୍ଶନ ଭଗବାନ ଆପଣଙ୍କୁ ମଙ୍ଗଳ ରେ ରଖି ଥାନ୍ତୁ
ରାମଦେବ ବାବା ଜିନ୍ଦାବାଦ 🙏
ସାର ମୁ ଜଣେarthritis patient docter ମତେ ମନା କରିଥୀଲେ ଭଲ ହବନି ବୋଲି କହିଲେmedicine continue କର ନହେଲେ ତୁମେ pangu ହ ଇଯିବ କିନ୍ତୁ ମୁଁ ଏବେ ଦ ଉଡ଼ି ପାରୁଛି ମୁଁ ଏବେ ପୁରା ପୁରି ଠିକ jay jagannath
Kamiti bhala hala plz reply ???
ବହୁତ ଭଲ ❤️ଜୟ ଜଗନ୍ନାଥ 🙏
ଯୋଗ ଆଜିକା ଦିନ ପାଇଁ ବହୁତ ଭଲ.
Sir ଚାରି ବର୍ଷ ହେଲା ମୁଁ ବହୁତ କଷ୍ଟରେ ଅଛି 😭😭 ମୋର ଧାତୁ infection ହେବାରୁ prostate problem ଅଛି ଆଉ ପରିଶ୍ରା କଲାବେଳେ ବହୁତ କଷ୍ଟ ହଉଛି 😥😥 ଦୁଃଖ ର କଥା ମୁଁ ଯେତେ antibiotic medicine ଖାଇଲେ ବି infection ଛାଡ଼ିଲାନି 😭😭😭 ଆଉ ବର୍ଷେ ହବ ଯୋଗ କରୁଛି, ଦୟାକରି କିଛି ଉପାୟ କୁହନ୍ତୁ ଆପଣଙ୍କର ବହୁତ ପୁଣ୍ୟ ହେବ ଆଜ୍ଞା 😭😭😭please
Very nice program Pitambar Bhai🙏🙏
Anulom Vilom Pranayam Adbhut Hai Adbhut 🙏🙏🙏👍👍👍
Sir Ne Jo Kaha Bilkul Sahi Hai❤
Thank you
Sir apananka sange contact kariba pain chahnuchi....plzz plzzzzz
ଅଭିନନ୍ଦନ!
Thank you sir
Welcome
ଆପଣଙ୍କୁ ଧନ୍ୟବାଦ 🙏🏽
Jai Jagannath Swami ❤
Very nice 💯 true Congratulations dear proceed....❤
ଜୟ ଜଗଦୀଶ ହରେ 🙏🙏🙏
ଯୋଗ ଗୁରୁଙ୍କ ସହ କେମିତି ଦେଖା ହେଇ ପାରିବ??? ମତେ ମଧ୍ୟ ଯୋଗ କରିବାର ଅଛି, ଦୟାକରି ମତେ ଯୋଗାଯୋଗ କରିବାର ମାଧ୍ୟମ କୁହନ୍ତୁ🙏🙏🙏
Jay Jagannath🙏🙏🙏
ଜୟ ଜଗନ୍ନାଥ ସାର୍
Sir ମୋର ଥରେ ଥରେ ଛାତିରେ ଝାଉଁକିନା କଣ ଖସିଗଲା ଭଳି ହେଉଛି. ଛାତି ଏଚଜି. ଓ eco କଲି କିଛି ବାହାରିଲାନି. କଣ କରିବି
Yoga Kara like anulom bilom and meditation aau khaiba piaba thika rakha
ମୋର ବି ସେଇ ଜିନିଷ ହେଉଛି... ମୁଁ ବି copd ରୋଗୀ.... କଣ କରିବି ସିର
Sir ମୋର ବି ସେମିତି ହେଉଛି କଣ କରିବି..... ଟା ପରେ ବି ମୁଁ copd ରୋଗୀ
@@debiprasannadash5331 I can help you then suggest for you and better your health
@@debiprasannadash5331 ଯଦି କହିବ ମୁଁ ତମକୁ କିଛିଟା ୟୋଗା ଟିପ୍ସ କହିପାରେ
ମୋର ଡାହାଣ ଆଣ୍ଠୁ ପାର୍ଶ୍ୱ ହାଡ ପାଞ୍ଚ ବର୍ଷ ତଳେ ଭାଙ୍ଗି ଯୋଡି ହୋଇଛି |ବର୍ତ୍ତମାନ ଆଣ୍ଠୁରେ ମୃଦୁ ଯନ୍ତ୍ରଣା ଅନୁଭବ କରୁଛି |ଅଧିକ ଯନ୍ତ୍ରଣା ହେଲେ ନି କ୍ୟାପ ବ୍ୟବହାର କରୁଛି |ଚାଲିବା ଜାରି ରଖିଛି |ମୁଁ ଯୋଗ କରି ପାରିବି କି?
God bless you
ବହୁତ ଭଲ ଲାଗିଲା
Jay jagannath
Yoga Best performance 🎉❤
A Bhai saheb u are great 🙏
Thanks to Swami Ramdev baba that more and more people across the globe are inclining towards Yoga. But getting free from physical ailments is not only an advantage of yoga, it also connects to the spiritual dimension if done correctly in a committed environment and life suddenly feels miracle.
Jai Swami Ram Dev ji ❤❤❤
Thanks you sir God bless you 🙏🙏
ଯେଉଁ ମାନେ ଘରେ ରହି ଯୋଗ ଧ୍ୟାନ ଦ୍ଵାରା ରୋଗ ଠିକ୍ କରିବାକୁ ଆଗ୍ରହୀ ମତେ ସମର୍କ କରିପାରନ୍ତି ।
Sri apananka no ra send karantu
Sir apananka nu send karantu
Sir joga class kuhantu
Sir moro nee, back pain , gastric
Mu yogo karibi
Bahuta sundar upadesha sir
Thanks Sir Hari Om 🙏
କେଉଁଠି ଯୋଗ କରିବା
Bahut badhiaa topic 😊😊😊
Very nice video sir
ବହୁତ୍ ଧନ୍ୟବାଦ୍ ସାର ❤❤
Very nice
Sir thankyou
This man was outstanding,very frdly..
Thank you for your message sir
Bahut bhala lagila sir❤❤❤ bahut bahut dhanyavaad sir❤
Thank you sir. Video achha hei.
ସାର ବହୁତ ବଡ଼ିଆ... ଅତି ଉତ୍ତମ...❤❤🎉🎉
ଜୟ ଜଗନ୍ନାଥ 🙏
Thanks for valuable information to society
Pitambar sir you are legend singer,also yoga guru
Beautiful, tremendous
Waw ki sundar voice
Swami satyananda saraswsti is great
Sir 🙏 mu BHADRAK re ruhe
Mor ସିଆଟିକା problem ki excercise karibi kahibe please
Jay gurudev🙏🏻❤️
Sir pranam
Nice video
Good advice Sir jii
Good information
Many.many.thanks to you
ସାରେ ଆପଣଙ୍କ ଫୋନ ନମ୍ବର ଦିଅ
Badia sir
Nice song
Jay jaganath
Sabse best yoga
Very beautiful video 😍
Sir namaskar
Mora spine operation pare pain
Lagi rahichi cure 2 years hela hoi paruni.give me suggestion
ବହୁତ ଭଲ କଥା କହିଛନ୍ତି ଆପଣଙ୍କ କଥାଶୁଣିଶରିରଟା ଟାକୁ଼ରୀ ଉଠୁଛି
Best Ideas
Sir jayguru ଗ ଳl ପାଇ କେଉ ଯୋଗ ??
Bahut bahut dhanyavaad ate bhala massege deithibaru
Great Bhai 👍🙏
Thank you Apa
Sir
Multitanted person...i will start kapal bharti and anulam bilam.... thank you so much 🙏
Bahut bhala🙏
ଯଦି ଯୋଗ କଲେ ରୋଗ ଭଲ ହେଉଛି ତାହେଲେ ଡାକ୍ତରଖାନା ବନ୍ଦ ହୋଇଯାଆନ୍ତା. ରାମଦେବ କୁ ସୁପ୍ରୀମ୍ କୋର୍ଟ ଛାଟମାରି ଲହୁଲୁହାଣ କରିସାରିଲେଣି.
Plz reply mu kapalbhati kale mora gas besi hauchi
ଆଜ୍ଞା ମୋର ନିରୋଲୋଜି ଆଟେକ୍ସିଆ problem achhi yoga କରିପାରିଲେ tk ପରିବର୍ତ୍ତନ ହେଇପାରିବ କି
Thank you sir good information
ଆଜ୍ଞା ଆପଣ ଙ୍କୁ ଭୁବନେଶ୍ୱର ରେ କେଉଁଠି ଦେଖା କରିହେବ ଦୟାକରି ଜଣାଇବେ
Sir mora feeds roga achhi.k'n kariba kuhantu Sir please.
Anulombilom pranayam Karantu
Sir 🙏 🙏
Sir livar prabeln thile kan kariba pain padiba
Thanks sir
He Jagannath 🙏
Same Bhai... Mo case b semiti.. mu bi aaji yoga dwara bholo heichi...
Mo Facebook ku follow Karantu
Nice sir
I am 70years old Since last 35
Good information sir
Very nice sir 👌
Salute sir
Good
Very nice program.jay jagannath
very nice 🤩🤩🤩🤩🤩🤩🤩
Nice
Thank you Kalinga news
Yoga pranayam is best 👌 👍
Valuable topic
Ek dum right katha best medicine 💊💉 yoga
Good 👍😊
I am doing Pranayam daily.and practice Yoga Guided by Munger Swamee Nirajanananda 🙏
Sar mora swasapain chhati pain hauchi mu karipaibi
Sar high bladeer neck bisaya re gote joga diantu
Thank u
Pranam yoga gurugi more first munda re problem thila mu mdition khaiba pare bhala achi kintu more 4 months hela asahy baka daraja heuchi mu cuttack ru Madison khailini kamuni mu kou joga kale bhal heba please guruji replay diantu
Sir ମୋର ତଣ୍ଟି ବସୁଛି, ବହୁତ ସମୟ କଥା ବାର୍ତା ହେଲେ ଯନ୍ତ୍ରଣା ହେଉଛି,ମୁଁ ଆପଣ ସହ କଥା ହେବାପାଇଁ ଚାହୁଁଚି.. 🙏🏻🙏🏻