News Fuse 04 FEB 2025 | ପାର୍କରେ ବିଧବା ବୋହୂ | ଫ୍ୟୁଜ୍ Fun | ଫ୍ୟୁଜ୍ Views
HTML-код
- Опубликовано: 10 фев 2025
- ଫ୍ୟୁଜ୍ ବିତର୍କ : ମାଳମାଳ ଶିଳ୍ପ କନକ୍ଲେଭ୍ ଆଉ ରେଜଲ୍ଟ୍ ? | ଚୌଦ୍ୱାର କଟକ | ଭୁବନେଶ୍ୱର |
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଯେତେଦିନ ପର୍ଯ୍ୟନ୍ତ ଆମେ ମାଗଣା ଖାଇବା ଆଶା ରଖିବା ସେତେ ଦିନ ପର୍ଯ୍ୟନ୍ତ ଏମିତି ଦାଦନ ଖଟିବାକୁ ଯାଉଥିବା l ରାଧେ ରାଧେ
ବାହାରେ ଦାଦନ ମାନକୁ ଜେତିକି ପଈସା ମିଳୁଛି ତାର ୧୦%କମ ଦିଅନ୍ତୁ ଓଡିଶା ସରକାର , ଓଡିଶାରେ ହିଁ କାମ ଦିଅନ୍ତୁ। ଆଊ କେହିବି ଵା ହାର ଦେସକୁ ଜିବେନି। ମୁଁ ବି 5yeas ରହିକି ଆସିଛି।
Setha kara mla think nahi kahiba kahaku news fuse is the best katha kahicha thankyu bhai 🙏🙏🙏🙏🙏🙏🙏🌹🌹
ବରପୁତ୍ରମାନଙ୍କୁ ଯଦି ସମ୍ମାନ ମିଳୁନି,ତମେ ଆମେ କିଏ? ଆଲୋ ସଖୀ,ଆପଣା ମହତ ଆପେ ରଖି।
Jay jagannath swami
Bahut sundar ❤❤
News Fuse mote Bhari Bhala Lage
ଯେଉଁ ଓଡିଶାରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ନାନ ମିଳୁନି ସେଠି ଆମଭଳି ସାଧାରଣ ଲୋକଙ୍କ କଥା ନ କହିବା ଭଲ ଖାଲି ରାଜନେତାମାନେ ସଭାସମିତି କଲେ ସାଜସଜା ପାଇଁ କୋଟିକୋଟି ଟଙ୍କା ଖର୍ଚ ହେବ
ଜାତିର ପିତା ମହାମ୍ତାଗାନ୍ଧୀଙ୍କୁ ଏଭଳି ସମ୍ମାନ ଦେଖି ଆଜି ଓଡିଶା ମାଟି ଧନ୍ୟ ହୋଇଗଲା.କିଏ ସେଇ ମହାନ ବ୍ୟକ୍ତି ଯିଏ ଏଭଳି ପାର୍କ ଗଢ଼ିଛନ୍ତି ତାଙ୍କ ଚରଣରେ ନାରଣର ଶତକୋଟି ପ୍ରଣାମ.
ସତକଥା ଭାଇ😂
ଜୟ ଜଗନ୍ନାଥ 🙏🌹🙏
Narana sir namaskar sir 🙏 news fuse moro koti pranam
Super ନ୍ୟୁଜ୍ ଫିୟୁଜ ସୁଧୁରିବା ର ଏକ ମାଧ୍ୟମ ଯାହାକି ସାଧାରଣ ଲୋକ ଠୁ ନେତା ମନ୍ତ୍ରୀ କାହାର ବି କେତେବେଳେ ଫିୟୁଜ୍ ତାହା ଜାଣିବାକୁ ବି ପଡେନି........
This is talent very good tulking pawer🎉
ଆଜିର ଏପିସୋଡ୍ ରେ ଫ୍ୟୁଜ୍ ଫନ୍ ବହୁତ ଭଲ ଲାଗିଲା
ଯେପର୍ଯ୍ୟନ୍ତ ଆମର ମାଗଣା ପ୍ରତି ଆଗ୍ରହ କମିନି ସେପର୍ଯ୍ୟନ୍ତ ଦାଦନ ଯିବା
ଜୟ ଜଗନ୍ନାଥ
ଆଜିର ଏ ମାଗଣା ସମାଜ ରେ ଗାନ୍ଧୀଙ୍କ ପ୍ରତି ସମ୍ମାନ ନାହିଁ। 😢😂😮 ନିଜ ସମ୍ମାନ ଉପରେ ଆଞ୍ଚ ଆସିଲେ direct ଆକ୍ରମଣ ରୁ ଆରମ୍ଭ କରି ଦେବେ । କେଉଁଠି କିଏ ଥିବେ ଗୋଡେଇ ଆସିବେ ।
Jay Jagannath
God bless you to your family sir 🙏
କଣ କଲୁରେ ନରଣ 😂😂😂😂😂sir ଆପଣଙ୍କ କଥା ବହୁତ୍ ମଜେଦାର ମତେ ବହୁତ୍ ଭଲ ଲାଗେ ହସି ହସି 😂😂 ପୁରା ବେଦମ୍ 😂😂😂😂❤❤❤❤❤
Mind blowing programs
News fuse is the best program of odisha. Jaha samastanka pain sudhuribara and sachetana hobara bato . Thank you news fuse.
Super news
ସରକାର ସବୁଥିର ରଙ୍ଗ ବଦଳାଉଛନ୍ତି, ଏ ସବୁର ରଙ୍ଗ ବଦଳିବ ସମୟକୁ ଅପେକ୍ଷା 🙏
ଏମିତି ବହୁ ଯାଗାରେ ମହାପୁରୁଷ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପକାଇଛନ୍ତି.....
ଗାନ୍ଧୀ ଙ୍କୁ ତାଙ୍କ ପରିବାର ଲୋକ ସନ୍ମାନ ଦେଉନି ଲୋକେ ଆଉ ଅଲଗା ଦଳ କଣ ଦେବେ । ଆଜିକାଲି ଲୋକ ନିଜ ସ୍ବାର୍ଥ ପ୍ରଥମେ ଦେଖନ୍ତି
ରଙ୍ଗ ପରିବର୍ତ୍ତନ କରୁ କରୁ ଶେଷରେ ମୋହନ ସରକାର ମହିଳା / ମାଆ ମାନଙ୍କ ରଙ୍ଗ ପରିବର୍ତ୍ତନ କରିଦେଲେ |
ଜନ ନାୟକ ମାନଙ୍କ ପ୍ରତି ମୂର୍ତ୍ତି ଗଣିତି ଆରମ୍ଭ କରେ ନମ୍ବର ୧ ବିଜୁ ପଟ୍ଟନାୟକଙ୍କ ହେବ
Super quality news fews
ଓଡ଼ିଆ ଲୋକ ଦାଦନ ନ ଗଲେ ସରକାର ଚାଲବ କେମିତି ଜୟ ଶ୍ରୀ ଜଗନ୍ନାଥ
Mind blowing program
Great man Gandhi is the best world is the best 🙏🙏🙏🙏🙏🙏🙏🙏🙏💘💘💘💘💘💘
ଆରେ ଭାଇ ଏଠି ପ୍ରସନ୍ନ ର ଗୋଟିଏ ନର ଜନତା ମୂରୁଖ ହଉ ଗରିବ ରହୁ ସିଟି ପାଇଁ ଏଥିପାଇଁ ପଦୁଟିଏ ହେ ସରକାର ତୁମକୁ ଚଡି ଯାଉଛି ସୁରଟ ଖଟିବି ଦାଦନ ନହେଲେ ମାରିବି Jay hind
ପ୍ରତିମୂର୍ତ୍ତି ବସାଇବା ଆଗରୁ ତା'ର ରଖଣା ବେଖଣା ଦାୟିତ୍ଵ ସେ ଅଞ୍ଚଳ ର ନେତାମାନେ
ନେବା କଥା ।
News fuse is the best comedy episode in odisha
ଟେନସନ ହେବ ଫ୍ୟୁଜ, ଯଦି ଦେଖିବ news ଫ୍ୟୁଜ
ନାରଣ vai ନୂଆବଷ ର ଭଲ ଥିଲା
ନ୍ୟୁଜ୍ ଫ୍ୟୁଜ୍ ନିରପେକ୍ଷ ବିଚାର କରେ ଏବଂ କୌଣସି ଏକ ଦଳର ଆଗରେ ନିଜକୁ ବିକ୍ରି କରେନି । Comedy ମାଧ୍ୟମରେ ଲୋକଙ୍କୁ ସଚେତନ କରାଏ ସେଥିଲାଗି ମୋତେ ଭଲ ଲାଗେ
ଆଜି ସିନା ଧଳା ଲୁଗା ଘୁଡ଼ା ହୋଇଛି କିଛି ବର୍ଷପରେ ସ୍ଥିଥି ରହିବ ନାହିଁ
Good morning
Newsfuse re sabu kichhi janibaku miluchi au kichhi bi sikhiba pai bi miluchi odisha jaldi jaldi sudhuri jau
❤
Wow
New fuse is very difflcult fuse then funy 😂 so continue.
କଣ ବିଜୁ ବାବୁ ପରିବା ବିକିଲେ ଲାଜ ଲାଗୁଚି
Colour change karibara 5bars chalijiba
News fuse very funny thanks a lot
ଝାରସୁଗୁଡାର ସବୁ ଫେକ୍ଟରି ରେ ବିହାରୀ, ଓଡ଼ିଆ ନାହିଁ।ଏହା ସ୍ଵର୍ଗତ ନଵ ଦାସଙ୍କ କାରସାଦି।
😂😂😂😂mahen
ପାରାଦ୍ଵୀପ ରେ experience sathificate ନଥିଲେ ଚାକିରି ନାହିଁ କିନ୍ତୁ ବାହାରୁ ଅଣଓଡ଼ିଆ ଙ୍କ ପାଇଁ ଅଛି କିନ୍ତୁ ଯଦି ଓଡ଼ିଆ ଙ୍କ ପାଇଁ ଅଛି contractual basis
Narana bhai gandhiji nka dehare BJD color 😂😂😂
Park re koi mil gya ra jaadu....😂😂😂
Agyn bartamanahingsa
Bidhabaheuchi
Aparag sarkar bjp au jibnara asibani
Biju babunka suputra Naveen Babu ra area Hinjilicut re para Biju Babu nka abasta amiti aita ta Cuttack 😂😂😂😂😂😂😂2021 re Biju jayanti re new stachu ra pratista karithile syayam Naveen sir asi se stachu re Pula mala deithile se pulamala para abe sarapanchha election time kada hela😂😂😂😂😂😂😂😂 au apana kn Cuttack re Biju Babu nka abasta kahuchhanti😅😅😅😅😅😅😅😅😅😅
Are narana mohan majhi ra kala gora video kai dekhaona kana bjp boli😂😂😂
News fuse dekhile lage mate khusi……..|
Tuma katha ti Sunile hue khali kutu kutia hasa Banti……….||
Thank you every all
Jatir pita sanmanara jadi raki paribani tahla khikia tanku aku jia athi stpana karich samanbadh sudhina haenati
Se ama jatira pita na am nija kahara pita nuhan seti pain
Amiti phatu kharacha kariki kichhilabhahabanah epaisa raki kapani kholile labhahaba
Naam bada Kam thoda
Manyabara sarakar nku anuradha kete jajana khatuchhanti hisaba rakhichhanti. Khali make in odisha karuchant kichhi labha nahi. Odisha raj kosa khali karu chanti.
Aji kali media sabu government fever heigalani jouta ki sambidhan against 😅
Ame bi sare karibu sir video ama ku number dio
3:39 3:40 😂😂 maghiyaaaaaa mone Gandhi ji ku Stree bonai deichho
Odisara ba hu bhai bauni mane high skilled jajana khatuchanti Karana banka lone pai jibabele banakbala kheleibe ata nahi seta nai. Manyabar sarakara athi prati dyana dele bhala huanta . Karana a mo anubhaba gariba pakhare madagej nahi. gote skill loka minimama 2 ta lokau kam deba odisha agagu jiba
Mo chuti ta arua hei jauchhi mote ta size karibaku ta time miluni mu gadire galabele size karuchhi gandhi nka chasama kie nela mu kemiti janibi
Watch news fuse and grow views😅😅
😂😂😂😂😂
😂
😂😂😂😂😂
😂😂😂