ଆସ ବୁଲିଯିବା

Поделиться
HTML-код
  • Опубликовано: 5 окт 2024
  • ଆସ ବୁଲିଯିବା।
    (୧) ଭୈରବ ଚାଞ୍ଚଡା
    (୨) ପାର୍ଥସାରଥୀ ମନ୍ଦିର
    (୩) ପର୍ଶୁରାମ କୁଣ୍ଡ
    (୪) ଵାରିହା ପଥର ଜଳପ୍ରପାତ
    (୫) ମହେନ୍ଦ୍ରଗିରି
    ମାରାଥନ୍ ଟୁର ଗୋଟିଏ ଦିନରେ । ବ୍ରହ୍ମପୁର ଠାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଚିକିଟି ଧାନଘର ଯିବେ। ଯଦି ମାଁ ବାଳକୁମାରି ଦେଖି ନାହାନ୍ତି; ଏଠାରେ ତା'ହେଲେ ଦେଖି ନିଅନ୍ତୁ। ଧାନଘର ଠାରୁ ବାମ ପଟକୁ ଵୁଲି ଲକ୍ଷ୍ମୀପୁର ଛକ ଏବଂ ପରେ କେଲୁଆ ଛକ ଦେଇ ପାତ୍ରପୁର ଯିବେ। ସେଠାରୁ ଜରଡା ଯିବା ରାସ୍ତାରେ ଵୁରୁପଡା ପରେ ଡାହାଣ ପାର୍ଶ୍ଵରେ ଭୈରବ ଚାଞ୍ଚଡା ମନ୍ଦିର ପଡ଼ିବ। ସେଠାରୁ କ୍ରମଶଃ.........।
    (୧) ଭୈରବ ଚାଞ୍ଚଡା ମନ୍ଦିର,
    ପାତ୍ରପୁର । ବ୍ରହ୍ମପୁର ଠାରୁ ୪୮କିମି ଦୂର ।
    (୨) ପାର୍ଥସାରଥୀ ମନ୍ଦିର, (ଜରଡା)
    ଭୈରବ ଚାଞ୍ଚଡା ଠାରୁ ୪ କିମି ଦୂର । ବ୍ରହ୍ମପୁର ଠାରୁ ୫୨ କିମି ଦୂର ।
    (୩) ପର୍ଶୁରାମ କୁଣ୍ଡ,
    ପୁରିଆ ସାହି,ତୁମ୍ବା । ଜରଡା ଠାରୁ ୧୪ କିମି ଦୂର । ବ୍ରହ୍ମପୁର ଠାରୁ ୬୬ କିମି ଦୂର ।
    (୪) ଵାରିହା ପଥର ଜଳପ୍ରପାତ,
    ପର୍ଶୁରାମ କୁଣ୍ଡ ଠାରୁ ୭ କିମି ଦୂର । ବ୍ରହ୍ମପୁର ଠାରୁ ୭୩ କିମି ଦୂର ।
    (୫) ମହେନ୍ଦ୍ରଗିରି, ( ରାସ୍ତା ଶେଷ )
    ଵାରିହା ପଥର ଠାରୁ ୧୬ କିମି ଦୂର । ବ୍ରହ୍ମପୁର ଠାରୁ ୮୯ କିମି ଦୂର ।
    ସୁଚନା : ମାଁ ବାଳ କୁମାରୀ ଓ ମହେନ୍ଦ୍ରଗିରି ଦୁଇଟି ଯାକ ଘାଟି ରାସ୍ତା। ମହେନ୍ଦ୍ରଗିରି ରାସ୍ତାଟି ବହୁତ କଦର୍ଯ୍ୟ ହୋଇପଡ଼ିଛି। ଏଣୁ ଗାଡ଼ି କଣ୍ଡିସନ୍ ଭଲ ଥିବା ଦରକାର। ତଥା ଆବଶ୍ୟକ ପରିମାଣର ପେଟ୍ରୋଲ ବି ଭରିଥିବେ। ବିଶେଷକରି ମହେନ୍ଦ୍ରଗିରି ଗଲାବେଳେ ସଙ୍ଗରେ ଯଥେଷ୍ଟ ପରିମାଣରେ ପାନୀୟ ଜଳ ଏବଂ ଭୋଜନ କିମ୍ବା ସୁଖିଲା ଖାଦ୍ୟ ଧରିଵେ।

Комментарии • 7

  • @RavanaDutt
    @RavanaDutt 17 дней назад +1

    Good collection

  • @hemantanayak3997
    @hemantanayak3997 Год назад +1

    Bhai super initiative 👌👌👌

  • @manashpadhy4764
    @manashpadhy4764 Год назад

    ଅତି ସୁନ୍ଦର ଦ୍ରୁଶ୍ୟ
    ନିମନ୍ତ୍ରଣ କୁ ଅପେକ୍ଷା ରେ ରହିଲି 👍

  • @gramesh9
    @gramesh9 Год назад

    🌹🌹Lagey raho. Suresh Bhai 🌹🌹👌🏻👌🏻👌🏻🎈🎈🎊🎊🎐🎐. .

  • @BasantaPatro-f1p
    @BasantaPatro-f1p 9 месяцев назад

    Beautiful

  • @priyankabanerjee8287
    @priyankabanerjee8287 10 месяцев назад

    Apan n kar sabu video bhalo.