ନମ୍ବର 1 ହେବାର ସିକ୍ରେଟ୍ କହିଲେ ମୁଖ୍ୟମନ୍ତ୍ରୀ | Naveen Patnaik most popular CM | VK Pandian | N18S
HTML-код
- Опубликовано: 20 сен 2024
- ସିକ୍ରେଟ୍ କହିଲେ ମୁଖ୍ୟମନ୍ତ୍ରୀ | Shorts | N18S #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...
ନଂ:-1 ହେବାର ଏକ ମାତ୍ର ପ୍ରକୃତ କାରଣ, ଓଡ଼ିଶାର ଜନସାଧାରଣ ନିରୀହ, ସରଳ, ଅସଂଗଠିତ ଓ ରାଜନୈତିକ ଅସଚେତନ। ( 80 % ଜନସାଧାରଣ ) ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ... ...
102% right
ହଁ,100% Correct 😢
💯% Correct
Right brother
Tame karuna vanda..bahut bhala odisha..kebe up jao janiba...✔️🚩
ମୁଁ କିନ୍ତୁ ଏଥିରେ ଜଣେ ନିଷ୍ଠାବାନ ଶିଷ୍ୟ କୁ ଦେଖିବାକୁ ପାଇଲି🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
Kie se sishya
@@jyostnapadhy2153 VK pandian
ଡ୍ରାମା ଭଲ ଲାଗିଲା ଓଡିଶା ର ଲୁଟିବା ରେ ତାମିଲୀ ଆଉ ନବୀନ ପଟ୍ଟନାୟକ ଏବେ 1 ନମ୍ବର
Hmm right jemiti modi aau Amitsaha lutuchhanti aau desa ku bikuchhanti
No
Right 👍
😅
Right
ବାଃ ରେ ଅଣ ଓଡିଆ ଟେ ଓଡ଼ିଆ କଥା କହୁଛି, କିନ୍ତୁ ଆମ ମାନ୍ୟବର ଇଂଲିଶ କହୁଛି ଧନ୍ୟବାଦ
Bjd sasan nuhe mogal sasan
Kouthi thila be sabu abe kahucha agaru thila na mari jaithi bjd thila au achhi rahiba be 💚💚💚💚💚💚💚
😅😅😅😅
Thik katha👌👌👌👌
Language re kichi na thae High educated mane English katha huanti , apana bi apana nka pila mana nku bada kale kahibe English sikhibaku karana seta matter kare , Odia mother tongue, Naveen Patnaik odia na kahi parile bi bujhi ta paruchanti na , 24 year Odisha re lead ta kale na . Language doesn't matter, jadi matter kare thele hela jane good human being and ofcourse he is High value man , patha education matter kare ,emiti jadi odia kahiba ta matter karanta thele ta jane uneducated people nku CM karidiahuanta , jie uneducated se nije ta padhinahanti gote Rajya ku kemiti Sambhalibe .... Odia sabu janati sabu ,but etiki kahuchi pratek ti job pratek ti sector sabu thi English matter kare .....
2 nd ଗୋପାଳ ଦାସ କେହି ଅଛ ଜାଗ୍ରତ ହୁଅ
ନିଜେ କଣ ପାଇଁ ଗୋପାଳ ଦାସ ହେବା ପାଇଁ ଡରୁଛ 😅
ଆମେ ସମସ୍ତେ ଚାହିଁଲେ ଗୋପାଳ ଦାସ୍ ହେଇ ପାରିବା କିନ୍ତୁ କେହି ଚାହୁଁନାହାନ୍ତି ବାସ୍ ସମୟ ର ଅପେକ୍ଷା ରେ ଅଛନ୍ତି କେବେ କିଏ ଜଣେ ଗୋପାଳ ଦାସ୍ ହେଇ ଆସିବ ଆଉ ଏମିତି କିଛି କରି ଇତିହାସ ରେ ନାଆଁ ଆଉ ଜେଲ ରେ ଆଜୀବନକାରାଦଣ୍ଡରେ ଦଣ୍ଡିତ ହେବ,ଜୟ ଜଗନ୍ନାଥ 🙏🏻
@@Ashutosh14306 ସେଇତ ସବୁବେଳେ ଅନ୍ୟ ଉପରେ ନିର୍ଭୟ କଲ
Ha ha ha ha
😂
ଏ ନାଟକ ରେ ରାଣୀ ପଣ୍ଡା ଥିଲେ ଆଉ ଟିକେ ଭଲ ଲାଗି ଥାନ୍ତା 😂😂😂
Right katha
😂😂😂😂😂
Correct 💯
😂😂😂😂
Na ni maharana 😂😂😂
ବିଲେଇ ମାଛ ଜଗିବା ଯାହା। ପାଣ୍ଡିୟନ୍ କୁ ଓଡିଶା ରେ ରଖିବା ସେୟା।
Are Bhai ame sabu mala macha amuku bilei hi khaiba😢
Ek no. Saata katha vai bjd budha hoi gala😂
Right jago Odisha baci bjd Chor party Naveen Sarkar fall Odisha police fall Odisha Ray Bangladeshi rohingya musalman Pura Naveen go back 🔙
Mu kintu cat fish sabuku gili debi
😂
ଯାହା ଓଡ଼ିଆ ରେ କୁହାଗଲା ତାହା କଣ ମୁଖ୍ୟମନ୍ତ୍ରୀ କୁ ବୁଝି ପାରିଲେ..ନା ଶେଷରେ ଟିକେ English ରେ ଜଉ ପଦେ ଶୁଣିଲେ ତା ର reply ଦେଲେ
😂😂😂😂
ଏମିତି କହିକି planing କରିଛନ୍ତି ଯଦି ଦମ ଅଛି ସାମ୍ବାଦିକ ମାନଙ୍କ ସାମ୍ନାରେ ଜବାବ ରଖ ଡ଼ରୁଛ କଣ ପାଇଁ ସାମ୍ବାଦିକ ଭାଇ ମାନଙ୍କୁ
କାହିଁକି ଢ଼ାବା ମାରୁଛ, ଓଡିଶା ର ଗାଣ୍ଡିମାରିସାରିଲେଣି, ଏକ ନମ୍ବର ମୂର୍ଖ ମନ୍ତ୍ରୀ
ଶୁଆ କହୁଛି ସାରି କୁ ଉଡ଼ିଯିବା ଆମେ ବହୁ ଦୂରକୁ😂😂
Bhala syri kahuchu
Sighra bjp re join Kari ja😅
😆😆😆😆🤣🤣🤣🤣🤣
😂😂😂🤣🤣
😆😆😆
😂😂
ଶ ଶତକରେ ଲାଙ୍ଗୁଳା ନରସିଂହଦେବ କୋଣାର୍କ ଗଣନାଟ୍ୟ ଶ୍ରୀଦୁର୍ଗା ଗଣନାଟ୍ୟ ପ୍ରଯୋଜିତ ହୋଇଛି ଏହାକୁ ସୁରମ୍ୟ ଉପତ୍ୟକାରେ ପଶ୍ଚିମ ଦିଗରେ ଅବସ୍ଥିତ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ କାର୍ଯ୍ୟରତ ଏହାଛଡା ସେ ନିଜର ଗୁରୁଙ୍କଠାରୁ ପାଇଁ ଏକ ଜଙ୍ଗଲ ଓ ଶିକ୍ଷା ଲାଭ କରିନଥିଲେ ବାପାଙ୍କ ଅଂଟାରେ ଗୁଡେ଼ଇ ହୋଇ
Mo pori Kete jono ehi duo jono ku dekhi comments podhiba pain asichho semane Like koro👍
ସେମିତି ତମେ ନୋ୧ ରେ ରୁହ ଆଉ ସମସ୍ତେ ସେମିତି ବାହାରକୁ ଦାଦନ ଖଟିବାକୁ ଯାଆନ୍ତୁ
Ethara ta bjp sarakar asila se kn dadana khatiba ku kahaku dabani Kuha ta
ଏ ଦୁଇଜଣ କେବେ ମରିବେ, ଓଡିଶାବାସୀଟିକେ ଶାନ୍ତି ରେ ବଞ୍ଚି ବେ
😂😂
Mari dia 😂
Are bhai. Santi re. Sabhe Achu ameti kharap chinta dhara kauthi paila
ହଁ
Sabu natara gobaradhana ei nabin budha
କେବଳ ପ୍ରଚାର ପାଇଁ କାହିଁକି ନା ଏବିଷୟରେ ଆଲୋଚନା କରିବା ପାଇଁ ସେମାନେ English ରେ compertable ଅଟନ୍ତି।😊😊😊
ଯୋଗୀ ଆଦିତ୍ୟନଥ ବିଷ ଖାଇଦେବେ ଏ ଭିଡିଓ ଦେଖିକି, ଶଳl ପଣ୍ଡିଆନ୍ ତୁ ଏମିତି କେମିତି ହେଇ ପାରିଲୁ ବେ
Right 👍
Modi godi govt
ଦେ ଉଠୁ ଉଠୁ। ଜଗନ୍ନାଥଙ୍କୁ କେତେ ଭଲପାଉ ଆମେ ଜାଣୁ।
ହେ ଓଡିଆ ପୁଅ କେତେ ଦିନ 1 ନମ୍ବର ରହିଲେ ଓଡିଆ କହିବ
I love Naveen Patnaik❤
ଲାଗୁଚି ଓଡ଼ିଆ ବୋଧେ ଆମ ମାତୃଭାଷା ନୁହେଁ। ଜୟ ଜଗନ୍ନାଥ
ସାର୍ ପ୍ଲିଜ୍ ଆପଣ ଓଡ଼ିଶା ପାଇଁ ଆପଣ ସବୁ କରୁଛନ୍ତି ଆଉ କରନି ଆପଣ ଏତେ ଉନ୍ନତି କରୁଛନ୍ତି ଯେ ଆମେ ଓଡ଼ିଶାର ଯୁବକ ଯୁବତୀ ବାହାରେ ଯାଇକି ଗାଣ୍ଡୀ ଦେଖୋଇ ଚନ୍ତି ବା ବା ନବୀନ ସରକାର
😂
Correct 💯
Very nice ❤❤❤❤❤
Reality is India's number 05 CM Naveen Pattnaik
No. 1 Yogi Adityanath ❤
Beef supply re no1 up
Highest mu||a population state - UP 😂
Highest go-hatya state - UP 😂
Highest hindu murdered (sar tan s€ juda)- UP😅
Superb bro ye yogi upare drama kariki beef selling karuchi@@RashmiranjanBiswal-lf9wk
@@RashmiranjanBiswal-lf9wkodisha dadan re no. 1
@@lipunmaharana599 up no 1 achhi dadan re
ଆରେ ନବିନା ଓଡ଼ିଆ ବୁଝିଲା କେମିତି ଉତ୍ତର ଦେଇଦେଲା
ବାଳ 1 ନମ୍ବର
ଜୟ ଜଗନ୍ନାଥ 🙏
JAY HIND... ଚିଟଫଣ୍ଡ ଚୁର୍. ଚିଟଫଣ୍ଡ ଖିଆ ରାକ୍ଷସ ନବୀନ୍ ବାବୁ କି ଜୟ ହୋ. ଆମେ ସବୁ ଓଡ଼ିଆ ମେଣ୍ଢା ରେ ତାମିଲ VK ପାଣ୍ଡିଆନ୍ ପାଖରେ.. JAY ଓଡ଼ିଆ
Chitfund company only for nabin babura ..
Pandian...se company ra ceo achhi
Bijness karibara planning beautiful achhi...
Janasadharanaku problem re pakei khub maja nei bijness kari mast life katucha
Pandiyan sir and Navin sir very nice and beautiful pictures sir I love you so much sir thanks
OSCAR award ତମ ଦି ଜଣ ଙ୍କୁ ମିଳିବା ଦରକାର।
ସାରେ ଟିକେ ଓଡ଼ିଆରେ କହିଲେନି ଆମେ ଓଡ଼ିଆ ଲୋକ ଇଂରାଜୀ ବୁଝି ପାରୁନୁ 😢
ଏବେ ପାଣ୍ଡୁ ତୋତେ ଜଣା ନାଇ ବୋଧେ ନବିନ ବାବୁ କୁ ଓଡ଼ିଆ ଆସେନି 😂😂😂😂😂😂😂 ସାଲା ଏକ୍ଟିଙ୍ଗ ବି କରି ଜନୁଣୀ 😅😅😅😅😅ବୋକା ଚୋଦ
really bhai👍
😂😂😂
ଗଜ ମୃଖ ସମସ୍ତେ ଜାଣିଛନ୍ତି ନବୀନ ଓଡ଼ିଆ ଭାଷାରେ ପଢି ପାରନ୍ତି ନାହିଁ କି,ଓଡିଆ ଵୁଝି ପାରନ୍ତି ନାହିଁ,
Se camera samna re odia re janiki kahuchi Bhai
.jemti odia loka sabu bujhi paribe 😂😂
Nabin Babu Ama odisha ku bahut development karichanti
Nabin sir hni Odia jati ra garba 🙏🏿🙏🏿🙏🏿🙏🏿🙏🏿🙏🏿🙏🏿
ନିଜ କୁ ନିଜେ ନମ୍ବର 1 କହୁଛ
ଓଡିଶା ଲୋକ କେବେ କହିବେନି u ନମ୍ବର 1 ବୋଲି
Pura. Kahibe. No1 Navin au pandian
Bhai tome jani rokhi ba uchit j se nije nije number 1 boli kohu nahi,,, tome thore Google ki ginishbook re check kole bholo hobo jay jagarnnath
Nije nije kahunahanti hela tike news padhapadhi kara
Manuchi govt ra tike bhul but rest of the govt thu including modi godi govt ama Naveen govt hi bhala❤❤❤
Bala na
No 1 heba bada Katha nunha loka kahiba bhala ......loka bjd ku hatibaku chanhuchhanti
ମୁଁ ବିଜେପି SUPPORTER କିନ୍ତୁ ରାସ୍ତା ଘାଟ କଥା ଆସିଲେ ନବୀନ ନାମ ଟା ମନ ଭିତରେ ଆସୁଚି 😊
Kaha supporter huani jie karuchi desa pain ta supporter hua bjd bahut kichhi karichi odisha pai au ethara bjp sarakar ku chance milichi dekha jau bjp sarakar kn development karuchi
@@banapravanayak2752 se bjp kichi karibani Bhai nabin sarakar bahut bhala thile kie manu ki na manu kintu mo pain odisha sarakara hoichhanti ama samastankara priyo nabin babu bjd jindabad
ଏତେ ଭଲ ପାଇବା ଦେଖି ଆମ ମନ କାଇ ତଥାପି ସନ୍ଦେହ ହଉଚି kuch ta gadbad he
India re 4 no re achanti 1st kai
@@apunkusahu6237😂kou news re padhithila ki Naveen babu always in first
Wow..👏
Dekha camera .. mu prank karuthili😂😂
Jay hind sir 🙏 🇮🇳
Your very great and very good sir 🙏
God bless you to your family sir 🙏
ଜୟ ଶ୍ରୀ ରାମ ଓଡିଶା ଟାକୁ ଖାଇଗଲେଣି ଏଇ 2 ଜଣ
Odisha want Mr Pandian। For industrial development
ଭାଷା ବୁଝି ପାରୁଛି ତ jinda murdar 😂
Drama drama drama....laja laguni
ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ରାଜ୍ୟ ତଳ ଆଡୁ ଏକ ନମ୍ବର
ଯାତ୍ରା ପାର୍ଟି ଡ୍ରାମା ଠୁ ବଳିଗଲା ପାଣ୍ଡ୍ୟା ବାବୁ....😢😅😂
Thanks sir God bless you❤❤❤❤❤❤❤
Question ଟା ବହୁତ୍ ହାର୍ଡ ହେଇଗଲା
* ଆରେ ବାୟା,,,ଗାଣ୍ଡି ମାରି ଖାୟା,,,,,!!
ଏକ ନମ୍ବର ହେବାପାଇଁ,,ଏହି ସିକ୍ରେଟ୍ ପଲିସ୍,,,!!
ଉଖୁଡା ଖିଆ କୁ ,,ଗାଣ୍ଡି ଗିଆ,,ସଙ୍ଗାତ ବସିଲେ ସଫଳ ହୁଆ,,,,!!
ପୂର୍ବ ଜନ୍ମ ର ଏମାନଙ୍କର,,କିଛି ସଞ୍ଚିତ ପୂଣ୍ୟ ଅଛି,,,ତେଣୁ,,, ଏହି ଜନ୍ମରେ,,,ଏମାନଙ୍କର ମୂତରେ ବି ବତୀ ଜଳୁଛି,,,,ନ ହେଲେ,,ଦୁଇ ଜଣ ଜଡ଼ା ଓଡ଼ିଶାକୁ କିପରି ୨୪ ବର୍ଷ ଚଳେଇଲେ ,,,!!
Nai semanka bhagyare Rajajoga ra bhoga achhi
Greatest achievement of this no 1 cm is ..lakhs of odia people are migrating outside odisha for their livelihoods every year..
ଡ୍ରାମା ରୋମାଣ୍ଟିକ ଲାଗିଲା
JAY JAGANATHBALABHADRAMAASUBHADRAMAALAXMIMAATARINI 🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺
Accha Yogi Ji be like ye kab hua 😂😂
Jay Jagannath Swami nayan path grami bhava tume 👏👏👏🙏🥥💐
"Sir Gote pila class re patho padebaku "bele first class haba pain bahut paresrama karuchi " That drama touch me😂
I love ନବୀନ ବାବୁ ❤
And Panidan is the No 1 Chamcha of this world😂
Ama Odisha ete develop karichi mote bhari proud feel hue bahara state ku gale sunibaku mile Odisha tamara bahuta gariba state, jete jahahele amara No 1 durbalia CM
Kede mgh ta kiho
ସୁଜାତା ର ଭଲ ମାଲିସ ପାଇଁ ନବୀନ ପଟ୍ଟନାୟକ nom 1
ହେ ପ୍ରଭୁ ଏ ମାନଙ୍କଠୁ ବଞ୍ଚାଅ ମହାବାହୁ
Due to lack of strong opposition here, "Naveen Patnaik" is number one..
ଏହି କଥା କହି ଓଡ଼ିଆ ଙ୍କୁ ଦୁଇ ଜଣ ଗାଣ୍ଡି ମାରୁଛ. ଆଉ ଅଳ୍ପ ଦିନ ରେ ଗାଣ୍ଡି ମରେଇବ. ମଦୁଆ ତ ପେଣ୍ଟ ରେ ଛେରୀ ହେଲାଣି. ଆଉ ପାଣ୍ଡିଆ ତୁ ବି ଅଳ୍ପ ଦିନ ରେ ପେଣ୍ଟ ରେ ଛେରୀ ହେବୁ. ହଗୀଶ ପିନ୍ଧି ବୁ
ନନା, ତମ ବୋମା ମାଡ଼ ରେ ନବୀନ ପାଇଜାମା ଖୋଲି ଗଲା
ଓଡ଼ିଆ କୁହ ହେ, ହତଭାଗ୍ୟ ଆମେ
😮ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା
ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd
Ete bada lekha kehi thikse padhi nahanti ta
Sethipain reply painahu nahele ...
ଇଂରେଜମାନେ ଆସି ୨୦୦ ବର୍ଷ ଭାରତକୁ ଶାସନ କଲେ.... ଆଉ ଏବେ ତାମିଲ୍ ଆସିଛି ଓଡ଼ିଶା ଶାସନ କରିବାକୁ.. ପୁଅତୁ ଭଲରେ ପଳା ତୋ ଘରକୁ ଆଉ ଓଡ଼ିଶାର ଭଲ ଆଉ ଚିନ୍ତା କରନା ଦୟାକରି କହୁଛି।
ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ କହୁଛନ୍ତି 😂
25 ବର୍ଷରେ ଓଡିଶାକୁ no.1 କରାଇ ପାରିଲନି, ଏବେ କହୁଛ ସବୁ ବାଳ ଉପାଡିବ l ଲୋକ ଙ୍କୁ ଖାଲି ମଦ ମାଉଁସ ଦେଇ, ଚଡି ଗଞ୍ଜି ଦେଇ, ତାଙ୍କ ମାଈପଙ୍କୁ SHG ଗ୍ରୁପରେ ଟଙ୍କା ବାଣ୍ଟି ଖାଲି vote ନେବା ତୁମକୁ ଜଣା l କେତେଟା cold storage ବନାଇଛ ଟିକିଏ ଜଣାଇବ ମହାଶୟ??? କେତେ ରୋଜଗାର ଦେଇଛ, ଟିକିଏ ଜଣାଇବ କି??? ତୁମେ ସବୁ ଉପାଡିଛ, ଆଉ ଆଗକୁ ସବୁ ଛିଣ୍ଡାଇବ l ଖାଲି ତୁମର ଅନ୍ତିମ ସଂସ୍କାର ହେଉ, ପାଣ୍ଡିଆନ ଓଡିଶା ବାସି ଙ୍କୁ ନିଜ ଅସଲ ଚେହେରା ଦେଖାଇବ l ଏବେ ତ ସବୁ ନେତା ମନ୍ତ୍ରୀ କ୍ରୀତଦାସ ପାଣ୍ଡୁ ର l
ଆମ ଗାଁରେ ଜଣେ ଜଡ଼ା ଲୋକ ଅଛି ସେ ମତେ କେତେଥର ପାଟି କରିକରି ଅବା ଆବ ଆ ବାବବ ଏମିତି କହୁଛି ମୁଁ କିନ୍ତୁ ବୁଝିପାରୁନି ତମେ ବି ସେମିତି ବୁଝାଉଛ ମାନେ କାଲା ଆଗରେ ମୂଳା ଚୋବାଉଛ ତମେ
Please ନବୀନ sir ଙ୍କୁ କିଛି କୁହନ୍ତୁ ନାହିଁ ସବୁ ଭୁଲ୍ ତ ଏଇ ପାଣ୍ଡିଆନ ର alakhyania
ବେଈମାନ ସ୍ଵାର୍ଥ ବାଦୀ ମଣିଷ ହେଉଛନ୍ତି ପ୍ରକୃତରେ ଏ ଓଡ଼ିଶା ବାସୀ....ଆଜି ଯାହାକିଛି ଯେତିକି ବି ଉନ୍ନତ ହେଈଛି ଯଦି ଆଜି ଓଡ଼ିଶା କୁ କି ଓଡ଼ିଆ ଙ୍କୁ କିଏ ଚିହ୍ନି ଲେ ଜାଣିଲେ.... କେବଳ ଆପଣଙ୍କ ପାଇଁ.... ହୃଦୟ ରୁ ପ୍ରଣାମ 🙏 ଆପଣଙ୍କୁ
Thanks
ପାଣ୍ଡୁ କିପରି ଓଡିଶାରେ ସିଏମ୍ ହେବାକୁ ଯୋଜନା କରିଛନ୍ତି
1. ଗତ 10 ବର୍ଷରୁ ପାର୍ଟିରୁ ସମସ୍ତ ବିଜେଡି ବରିଷ୍ଠ ନେତାଙ୍କୁ ହଟାଇ ଦିଆଯାଇଛି | କେବଳ CM ହେବା ପାଇଁ |
2. ପାଣ୍ଡୁ CM ସହିତ ବିଜେଡି ନେତାଙ୍କ ମଧ୍ୟରେ କଣସି ଯୋଗାଯୋଗ ପ୍ରଦାନ କରନ୍ତି ନାହିଁ |
3. ପାଣ୍ଡୁ ଓଡିଶା ଜନସାଧାରଣଙ୍କୁ ଭେଟିବାକୁ CM କୁ ଅନୁମତି ଦେଇ ନାହାଁନ୍ତି |
4. ପାଣ୍ଡୁ ଓଡିଶା ପୁରୁଷଙ୍କ ଉପରେ କଣସି ପ୍ରଭାବ ପକାଇ ନାହିଁ, ସେ ଭୋଟ୍ ବ୍ୟାଙ୍କିଙ୍ଗ୍ ପାଇଁ ମହିଳାମାନଙ୍କ ସହ ସର୍ବଦା ସ୍ପର୍ଶ କରନ୍ତି |
5. ପାଣ୍ଡୁ ଆୟକର ଉତ୍ସ ପାଇଁ ଓଡିଶାର ପୁରୁଷମାନଙ୍କୁ କଣସି ସୁଯୋଗ ଦେଇନାହାଁନ୍ତି, କାରଣ କେବଳ ସିଏମ୍ ପଦବୀ ପାଇଁ |
6. ପାଣ୍ଡୁ ଓଡିଶାର ଲୋକଙ୍କ ସମ୍ପତ୍ତି, ଜମି, ସମ୍ପତ୍ତି ଲୁଟି ନେଇଛନ୍ତି
7. ପାଣ୍ଡୁ ଓଡିଶାର ଲୋକଙ୍କୁ ଠକିଛନ୍ତି
ଓଡ଼ିଆ ରେ କହିଥୀଲେ ବହୁତ ବଢିଆ ହେଇଥାତା
ହେ ଭଗବାନ
SHG ଗ୍ରୁପ କେନ୍ଦ୍ର ଯୋଜନା କୁ ନିଜ ନାମରେ ଷ୍ଟାମ୍ପ ପିଟି 24 ବର୍ଷ ହେଲା ଗାଦୀରେ ବସିଛନ୍ତି କେବଳ ଭୋଟ କିଣିବା ପ୍ଲୀନିଂ କରି. ଶ୍ରୀରାମ ଙ୍କ ମନ୍ଦିର 1400 କୋଟିରେ ହେଲା!.ତୁମେ ଶ୍ରୀମନ୍ଦିର ଚାରିପଟେ ପାଚେରୀ ବୁଲାଇ 4 ଟି ପାଇଖାନା କରି କିପରି 4200 କୋଟି ଖର୍ଚ୍ଚ ହେଲା ତାର ହିସାବ ଜନସାଧାରଣ ଙ୍କୁ ବୁଝାଇ ଦେବକୀ. 24 ବର୍ଷ ହେଲା କେବଳ ତୁମେ ଟଙ୍କା ଖର୍ଚ୍ଚ କରି ଭୋଟ କିଣିଛନ୍ତି. କେଉଁ ଜଗନ୍ନାଥ ତୁମକୁ ଆଶୀର୍ବାଦ ଦେଲେ?
ପାଣ୍ଡିଆନ ଆଉ ଗପ କହନା ରେ ସେ ବୁଢ଼ା ଓଡ଼ିଆ ତ ଟିକେ କହିପାରୁନି ସେ କି ଦୁଃଖ ବୁଝିବ ଓଡିଶା ର, ଦୁଇ ଜଣ ଯାକ ଚବିଶି ବର୍ଷ ତଳେ ଯୋଉ ନାଳ ରୁ ଆସିଥିଲ ସେଇଠିକି ପଳାଅ.
ଯେତେ ଯୋଜନା ହେଉଛି, ସେଥିରୁ କେତେ ଯୋଜନା ରେ ଦୁର୍ନୀତି ହେଉଛି? ଓଡ଼ିଆ ରେ କହିବାରୁ ବୋଧେ ମୁଖ୍ୟ ମନ୍ତ୍ରୀ ବୁଝି ଇଂଲିଶ ରେ ଉତ୍ତର ଦେଉଛନ୍ତି, ପାଣ୍ଡିଆନ ବାବୁ ଓଡିଶା ରେ ରହି ନିଜର ପାଣ୍ଠି ବୃଦ୍ଧି କଲେ
କାମ ହେଇଚି sir ❤
Jay Jagannath 🙏
Yes sir ❤❤❤
ବୁଝି ପାରିଲିନି ସାର. ଓଡ଼ିଆ ଭାଷା ରେ ଟିକେ କହିବେ ଓଡିଶା ବାସୀ ବୁଝିବେ ଆଉ ମୁ ବି 😊
Jai Jagannath
Pls share rank of Odisha.
Nodoubt Naveen Babu's reply is right along with his appropriate developmental works for the people of Idisa especially to poorest of the poors. And most courteous politician never says allegation against opponents after 24 years as CM .
Only educated persons can change the government. Its necessary for Odisha.
Jai Jagannath 🙏🙏
Very nice sar
Jay Jagannath 🙏🙏🙏❤️❤️❤️🕉️🕉️🕉️
Always No1
କଣ ବୁଝିଲେ ଆମ ମୁଖ୍ୟମନ୍ତ୍ରୀ 😮😮😮
No one is over people in democracy.
ଭୋଟ ଆସିଗଲା ଲାଣି ଭାଲ ଭାଲ ଚାଲୁ
Good 👍 job
Yes so sweet
ଏମାନଙ୍କୁ ଟିକିଏ ବି ଲଜ୍ୟା ନାହିଁ - no-1 କଣ ଦାରିଦ୍ର୍ୟରେ
ନବୀନ ଜୀ ଙ୍କୁ ମିଡିଆ କୁ ଆସିକି କହିବାର ମୁ କେବେ ଦେଖିନି
Sir namaskar mu apanankau bahut vala pae
କି ଏକ ନମ୍ୱର୍ ବେ ଶାଲା ମୁଖ୍ୟମନ୍ତ୍ରି 25 ବର୍ଷରେ ଓଡ଼ିଆ କଥା ଶିଖି ପାରିଲୁ ନି ଲୋକେ 5 ଭାଷା ଶିଖି ଯାଇଥାନ୍ତେ 5 ବର୍ଷରେ
No 1 artist of Odisha
ଓଡ଼ିଆ ମିଡ଼ିଅମ ଛୁଆ ଆମେ.....
😊😊❤