ଆପଣ ମାନେ ଓଡ଼ିଶା ରେ ଏଇ ପରିବର୍ତ୍ତନ ଚାହୁଁ ଥିଲେ ? || ନୂଆ ହବ ନା ବିକ୍ରି ହବ ODISHA ? || ଗାମୁଛା BOY Roast

Поделиться
HTML-код
  • Опубликовано: 30 июн 2024
  • Disclaimer
    That the content hereinafter produced abides by the legal standards as per the provisions of fair use enshrined under the Section 52 of the Copyright Act, 1957. The compliance of the content has been met as per the relevant provisions of the Indian Penal Code and IT Act. This content is meant for entertainment purposes only and does not aim to harm the reputation, goodwill, sentiments or feelings of any people/person including but not limited to any specific sect, race, caste, creed, sex, religion or any other individual.
    Legally represented by:
    PRO Global Advocates & Solicitors
    Partner: Soumyajyoti Biswal, Ph.- 7853812345, Mail- soumyajyoti.pegasus@gmail.com
    Paralegal: Goutam Mishra, Ph.- 7735696003, Mail- goutammishra.pegasus@gmail.com
    Outro - • Phoenix - Aiela Time T...
  • РазвлеченияРазвлечения

Комментарии • 7 тыс.

  • @sarojplanet1881
    @sarojplanet1881 19 дней назад +322

    ମୁ ଆପଣଙ୍କ ଭିଡିଓ ପ୍ରଥମ ଥର ପାଇଁ ଦେଖିଲି | ଆପଣଙ୍କ ପଏଣ୍ଟ ୧୦୦% ଠିକ୍ | ଧନ୍ୟବାଦ୍

  • @madhabburudimadhabburudi2825
    @madhabburudimadhabburudi2825 5 дней назад +15

    ଆପଣଙ୍କୁ ଧନ୍ୟବାଦ ଭାଇ ଏହି ନିଉଜ ଆଣିଥିବାରୁ

  • @aloksamal7855
    @aloksamal7855 11 дней назад +11

    ସବୁଠୁ ବଡ଼ ଅନ୍ଧଭକ୍ତ ହେଉଛି ସେ ମୂର୍ଖ ଗାମୁଛା BOY😀

  • @smrutiranjanbasak4380
    @smrutiranjanbasak4380 14 дней назад +28

    Sir ନବୀନ ପଟ୍ଟନାୟକ is ଗ୍ରେଟ୍ greatest off all time
    ଓଡ଼ିଶା ସବୁ ଠାରୁ ଗରିବ ରାଜ୍ୟ ଥିଲା କିନ୍ତୁ sir 🙏 ନିବୀନ ପଟ୍ଟନାୟକ ଓଡିଶା କୁ no 1 କରିଥିଲେ
    କିନ୍ତୁ ଓଡିଶା ବାସୀ ବିଶ୍ୱାସ ଘାତକ କରିଛନ୍ତି

    • @thecablewala3015
      @thecablewala3015 4 дня назад

      nabeen jetebele modi ku gandi dekhauthila setebele

    • @throttle997
      @throttle997 2 дня назад

      Abe seta off nuhen ree (of) (Greatest of all time) auuu tame kuadee odisha kuu agaku nabaaa😂😂😂

  • @soumyaranjannayak3478
    @soumyaranjannayak3478 22 дня назад +464

    ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ପରି କେହି କାମ କରି ପାରିବେ ନାହି

    • @tusarparida224
      @tusarparida224 19 дней назад

      @@kirankumarpattnaik5202Tuma bhali andhavakta nka pai….

    • @patitapabanjena823
      @patitapabanjena823 19 дней назад +8

      Tamil chora pandu nahi

    • @HadibandhuMajhee
      @HadibandhuMajhee 19 дней назад +6

      Bhala hele Harile Kn pai😅

    • @psmutiprabha
      @psmutiprabha 19 дней назад +2

      Thik kahila bhai

    • @psmutiprabha
      @psmutiprabha 19 дней назад

      ​@@HadibandhuMajheebjp dekheithiba lobha re lobhita heiki a murkha odia loka vote deichhanti .😂

  • @panucharana
    @panucharana 21 день назад +510

    ଗାମୁଛା ବୟ ର କିଛିଟା ଧଜିଆ ଉଡେଇଲେ ସେଥିପାଇଁ ଧନ୍ୟବାଦ । ସେ ବେସି ରାଉ ରାଉ ହଉଛି । ତାର ପ୍ରତି ଭିଡ଼ିଓର କାଉଣ୍ଟର ଭିଡ଼ିଓ କରନ୍ତୁ ।

    • @jagamapatro6512
      @jagamapatro6512 19 дней назад +5

      Churo solata be Tu ganjam basa re .... No bjp only 2029 re bjd and rahul pm Tu sola tatuta 5 yeras

    • @learnwithpravin3613
      @learnwithpravin3613 19 дней назад +3

      👏👏👏👏

    • @mayamodi4487
      @mayamodi4487 19 дней назад

      odia kan bujhi paru nahanti kie odia au kou odia gujurati nka dallal...

    • @bapinabehera1379
      @bapinabehera1379 17 дней назад

      ତ.ମାଆକୁ......ସଳା

    • @smile-please-457
      @smile-please-457 17 дней назад +7

      Se gamucha boy ku ga.... Mariba katha

  • @kalicharanbarik9520
    @kalicharanbarik9520 13 дней назад +65

    ଗୋଟେ ରାଜ୍ୟ ରେ ଆଞ୍ଚଳିକ ଦଳ ହିଁ, ରାଜ୍ୟ ର ଠିକ୍ ପରିବର୍ତନ ଆଣିଥାଏ, ନା କି central re ଥିବା ଦଳ 😮😊😊😊

    • @user-bv3kr8gy5n
      @user-bv3kr8gy5n 11 дней назад +3

      Central anchalik kichhi darkar nahi CM thik thiba darkar

    • @rakeshmahanty7320
      @rakeshmahanty7320 9 дней назад

      Ebe jou ama nua cm acchanti tanka hatare kichi nai,sabu sei modi ji nka hatare​@@user-bv3kr8gy5n

    • @beautyofnature8512
      @beautyofnature8512 8 дней назад +1

      100% right

    • @sunilkumarpanigrahi3956
      @sunilkumarpanigrahi3956 4 дня назад

      For your kind information brother
      Sei Navin Pattnaik sir vi dine Center re thile mane NDA re thile MP heiki.........

    • @Jay_Mahakal02
      @Jay_Mahakal02 3 дня назад

      @@user-bv3kr8gy5n Central dala ra cm kebe bi nija ichha re nija state pain kama karipariba nahi...karana centre ru tanka party high command jaha order daba se SEIA kariba

  • @mispooja123
    @mispooja123 10 дней назад +4

    Mu first time apanaka video dekhili au kichhi na bhabi subscribe karideli, khusi lagila. Independent youtuber bahaut jaruri Odisha re❤❤❤.

  • @kunalmahankuda5333
    @kunalmahankuda5333 15 дней назад +71

    ଭାଇ ସେ ଶଳା ଗାମୁଛା boy କୁ ଆଉ ଗୋଟେ କଡକ roast ଭିଡିଓ ଟି ହୋଊ .
    ଭାଇ ତମକୁ ବହୁତ ବହୁତ୍ ଧନ୍ୟବାଦ୍ ସେ ଶଳା ଅନ୍ଧଭକ୍ତ ଗାମୁଛା boy ର roast ଭିଡିଓ କରିଛନ୍ତି।
    Love you from tamando ❤❤

    • @beautyofnature8512
      @beautyofnature8512 8 дней назад

      Se sala muha ru murkha chora laguchi gamucha boy sala ra naa dekha 😂😂😂
      Gamucha boy nija ku UP bihari beeja bhabuchi bodhe 😂😂😂

  • @gaganmohapatra2736
    @gaganmohapatra2736 24 дня назад +116

    ସଳା ଗାମୁଛା ବାଲା B J P କୁ ପୁରା ପିଈ ଯାଈଛି

    • @brockenheartgamer7118
      @brockenheartgamer7118 20 дней назад +3

      Se mg ତ ବେଶି ଛୋଡ଼ି ହେଉଛି ସବୁ ଓଡିଶା କୁ ଲୁଟିବେ ଏବେ

    • @smile-please-457
      @smile-please-457 17 дней назад

      Bhai janina ki se mg para modi ra puo

    • @NoBro-tb1rb
      @NoBro-tb1rb 15 дней назад

      ପିଇ ଯାଇଛି 😂😂😂

  • @AmarjitDas713
    @AmarjitDas713 13 дней назад +21

    ମୁଁ ଆପଣଙ୍କ ବ୍ଲଗ୍ ପ୍ରଥମ ଥର ଦେଖିଲି ବହୁତ୍ ଭଲଲାଗିଲା ଦେଖିକି ଧନ୍ୟବାଦ୍ ମୋ ଭାଇ ଏମିତି ବ୍ଲଗ୍ ଆଗକୁ ଆହୁରି ବନାତୁ ❤ ଅନୁଗୋଳ

  • @smsidhi
    @smsidhi 13 дней назад +12

    100 years biti jiba kintu Naveen Pattnaik Vali kehi hei paribe nanhi.

  • @manasirout6013
    @manasirout6013 24 дня назад +429

    ଭାଇ ହେଇପାରେ ଆପଣ ଠିକ୍ କହୁଥାନ୍ତି ... କିନ୍ତୁ ଲୋକ ମାନେ ନବୀନ ବାବୁ ଙ୍କୁ ନୁହେଁ ତାଙ୍କ ମନ୍ତ୍ରୀ ମଣ୍ଡଳ ର ପରିବର୍ତନ ଚାହୁଁ ଥିଲେ ...

    • @satyabratadas3635
      @satyabratadas3635 24 дня назад +21

      Bjp micha kahiki vote hateila

    • @excellentbaba8011
      @excellentbaba8011 24 дня назад

      ruclips.net/user/shortsb9D0BljHcjU?si=DpKdcQstFEd-5R4J​@@satyabratadas3635

    • @Shibacharan4052
      @Shibacharan4052 23 дня назад +14

      ବିଶେଷ କରି ପାଣ୍ଡୁ ପାଇଁ

    • @nirmaldeheri8539
      @nirmaldeheri8539 23 дня назад +1

      Nabin ku kahi hateile se semani aniki deu na abe ae odisha paribartan dekhu chhu ta sabu chali chhi

    • @DEEPANKAR_SINGH99
      @DEEPANKAR_SINGH99 23 дня назад

      Yes

  • @purnachandrasahoo7315
    @purnachandrasahoo7315 21 день назад +514

    ସେ ଶଳା ଗାମୁଛା ବାଲା କୁ ଆହୁରି ଧୋଇଦିଅ, ଭାଇ। ଧନ୍ଯବାଦ🙏🙏🙏

  • @manjur82
    @manjur82 4 дня назад +1

    Bhai full support to you ama Odisha ama gaurava jaha upare kichi virus asi jaichi taku hateiba nihati darkar

  • @PoojaSweet-
    @PoojaSweet- 7 дней назад

    Bhai bahut badhia video karuchanti .amiti sabubele sata ta kn video madhyamare janantu samastanku

  • @pradeepmajhi8270
    @pradeepmajhi8270 18 дней назад +109

    ଭାଇ ଗାମୁଛା ବୟ କୁ ବିନା ଡିଟର୍ଜେଣ୍ଟରେ ଧୋଇଦେଲ ଧନ୍ୟବାଦ

  • @mithunabhoi8732
    @mithunabhoi8732 22 дня назад +162

    ନବୀନ ପଟ୍ଟନାୟକ❤❤🙏🙏🙏ଭାଇ ବହୁତ ସୁନ୍ଦର କଥାବାର୍ତ୍ତା
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏

  • @subhashankarpanda7358
    @subhashankarpanda7358 12 дней назад

    Wow Brother..A great did...Keep It Up
    Loka B Bujhantu J se Kete Bada Bhul Karuchhanti

  • @dillipbehera7973
    @dillipbehera7973 13 дней назад

    Bahut badhia vdo bhai.. super ❤❤❤

  • @TripleKEmpire-br8tf
    @TripleKEmpire-br8tf 22 дня назад +220

    ଲାଗୁଛି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରଙ୍କର control ରେ ଓଡ଼ିଶାର ଶାସନ ଭାର ରହିବନି ବୋଧେ ମୋଦୀ ଈଶାରା ରେ ଓଡିଶା ଚାଲିବ। ଦେଖିବା BJP ସରକାର ଏ ପାଞ୍ଚ ବର୍ଷ ଭିତରେ କଣ କରୁଛି ନ କରୁଛି। କିନ୍ତୁ ଓଡିଶାକୁ ବିକି ନ ଦିଆ ଯାଉ ମୋହନ ମାଝୀ ନିଜ Power use କରି ଓଡିଶାକୁ ଶାସନ କରନ୍ତୁ।

    • @Sudhansu_Sekhar6371
      @Sudhansu_Sekhar6371 22 дня назад +6

      Eaita kn aancholika dala heichi ki

    • @trinathamohanta4275
      @trinathamohanta4275 21 день назад

      Pandian pela chata

    • @babunudas3996
      @babunudas3996 21 день назад +6

      କରିପାରିବେ ନାହିଁ ମୋହନ ମାଝୀ

    • @rajkumarparida4007
      @rajkumarparida4007 20 дней назад +3

      I think ur are right

    • @TripleKEmpire-br8tf
      @TripleKEmpire-br8tf 20 дней назад

      @@Sudhansu_Sekhar6371 ତାହା ମାନେ ଓଡିଶାକୁ କେନ୍ଦ୍ର ସରକାର ଶାସନ କରିବେ ଓଡିଶା ସରକାରର କିଛି velue ନାହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ sir ଖାଲି କେନ୍ଦ୍ରର ହାତ ବାରିଶି ହେବେ କି । ଓଡ଼ିଶାର ନିଜସ୍ଵ ବା ରାଜସ୍ବ ବୋଲି ନାହିଁ କି ଓଡିଶା ବାସୀ ଏହା ହେବାକୁ ଦେବେନି

  • @SanjayDharua
    @SanjayDharua 20 дней назад +195

    ଗାମୁଛା ବାଲା ର ଅନ୍ୟ ନାମ ଅଂଧଭକ୍ତ... ସେ ଦେଶ ଉନ୍ନୀତି ପାଇଁ କିଛି ଚାହେଁନି ସେ bjp ର ଉନ୍ନୀତ ପାଇଁ ଚାହେଁ...

    • @bharatisethi115
      @bharatisethi115 19 дней назад +2

      chal magea

    • @bijaykumarmarandi4047
      @bijaykumarmarandi4047 19 дней назад

      ​@@bharatisethi115g** fatila Andhakt ro😂😂

    • @mr.entertainer5442
      @mr.entertainer5442 18 дней назад +7

      ​@@bharatisethi115Mo Bala mg

    • @bibhutijena3383
      @bibhutijena3383 18 дней назад +3

      ଆଉ ଏ ଦାଢ଼ି ବାଲା କ'ଣ କଂଗ୍ରେସ ଚାମଚା ।

    • @bibhutijena3383
      @bibhutijena3383 18 дней назад +1

      ଆଉ ଏ ଦାଢ଼ି ବାଲା କ'ଣ କଂଗ୍ରେସ ଚାମଚା

  • @funny.comady.videos
    @funny.comady.videos 11 дней назад +1

    Brother all the best 👍 aise hi video banate rho

  • @shaikhmohammadmustakim5051
    @shaikhmohammadmustakim5051 7 дней назад +2

    This is my first time on your channel It's a very good content video I like your odia ....

  • @smrutipravasahoo6351
    @smrutipravasahoo6351 24 дня назад +419

    ପରିବର୍ତ୍ତନ ଚାହୁଁଥିବା ଅନ୍ଧଭକ୍ତ ମାନେ, ଏବେ ତ ବହୁତ୍ ଖୁସି ଥିବେ। ପରିବର୍ତ୍ତନ ହିଁ ହଉଛି।

  • @DebashishNayakofficial
    @DebashishNayakofficial 18 дней назад +48

    ଭାଇ ଦିଲ ସେ ସଲାମ real କଥା କହିଲ ଭାଇ, ଆଉ ସେ ଗାମୁଛା boy କୁ ଏମିତି Surfexcel ଦେଇ ଧଇଲ, ଓ ମାନିଗଲି ଭାଇ, ଏମିତି ଚାଲୁ,, ଆମେ next vedio ପାଇଁ ଅପେକ୍ଷା ରେ ରହିଲୁ 👍👍👍l

  • @starboy1256
    @starboy1256 9 дней назад

    Social thaka ku dhoidela good😅😅.bhai first time dekhili mast lagila

  • @pabitranayak6435
    @pabitranayak6435 14 дней назад +1

    Very well said brother keep it up go ahead God bless you!!

  • @balgopalsahu9856
    @balgopalsahu9856 23 дня назад +119

    ବିଜେପି ସରକାର ଆସିଲା ପରେ ଆମ ଓଡିଶା ସ୍ୱାହା.... ଅନ୍ଧ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉ ବୋଲ ଆନନ୍ଦ ଏକବାର ହରିବୋଲ... ସାରା ଓଡିଶା କୁ ବିକି ଖାଆନ୍ତୁ ବୋଲ ଆନନ୍ଦ ଏକବାର ହରିବୋଲ...

    • @sugudasoren1511
      @sugudasoren1511 21 день назад +8

      Hon bhai bjd to bohut bholo Abe kohuno Bobi balle balle dhaba😂😂😂

    • @RajendraRajendra-di4uk
      @RajendraRajendra-di4uk 21 день назад

      Sale,marantu,haribola,ratanbhhandakhhulantu,haribola

    • @VK-NANDA67
      @VK-NANDA67 21 день назад +1

      Write bhai😢😢😢😢😢😢😢😢

    • @Allah_Suar
      @Allah_Suar 21 день назад

      🐖💨💨 BJd 😂😂

    • @mrmvision2568
      @mrmvision2568 21 день назад +5

      Hoire dohora bjd pora odisha ku tar bhabi neithila sobu ade amo odisha naveen odisha ....naveen ro bapo sampoti ki odisha😂😂😂😂

  • @hindurajodisha6696
    @hindurajodisha6696 21 день назад +73

    ଅତି ସୁନ୍ଦର ଭାଇ ଆଜି ଓଡିଶା କୁ ଦେଖି ବହୁତ କଷ୍ଟ ହୋଉଛି ଭାଇ ଏ ଶାସନ g ମରେଇବ ନବୀନ ବାବୁ Best Cm ଜୟ ଜଗନ୍ନାଥ 🙏🙏🙏

  • @ashokkumardhinda9040
    @ashokkumardhinda9040 12 дней назад

    Bhai ate dina pare gute video Bhala kari la ❤

  • @jayasankarsethia3424
    @jayasankarsethia3424 14 дней назад

    Thanks Bhai apanaku bahut sunder parikalpana karichanti apana

  • @s.jchanel8198
    @s.jchanel8198 24 дня назад +88

    ଭାଇ ବହୁତ ସୁନ୍ଦର ଭିଡିଓ ବନାଇଛ।ଗେରୁଆ ଗାମୁଛା ମୁତିକି ସୁଇପଡିବ

  • @jubalapradhan8441
    @jubalapradhan8441 20 дней назад +66

    ଭିଡିଓ ଟି ବହୁତ ମନକୁ ପାଇଲା 👍
    ଗାମୁଛା boy କୁ ଆହୁରି ଭଲରେ ଧୋଇ ଦିଅ

  • @lilibishi2342
    @lilibishi2342 20 часов назад

    ଭାଇ ଆପଣଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା 100% ଠିକ୍ କଥା

  • @JesusBlessing758
    @JesusBlessing758 11 дней назад

    Very good brother .ସତଟାକୁ ସାମ୍ନାକୁ ଆଣିଲ। ଧନ୍ୟବାଦ୍ 🙏

  • @ODISHABHAI-eq8jq
    @ODISHABHAI-eq8jq 23 дня назад +240

    ଏ ଶଳା ନାଲି ଗାମୁଛା କୁ ଆହୁରି ପେଲ,ସେ ପୁରା ପାଗଳ ହୋଇ ଯାଇଛି, ବିଜେପି ପାଇଁ

    • @User.no.420
      @User.no.420 23 дня назад +4

      Yes seta bada kukura bjp ra

    • @SubhalaxmiSwain-pz5ps
      @SubhalaxmiSwain-pz5ps 22 дня назад +4

      Au tu kn vari vala to Vasa ru jana paduchi chora

    • @Cs_rank_players
      @Cs_rank_players 22 дня назад

      Bhuka re sale bhuka😂😂😂😂😂au Bala bjd 😂😂😂😂achhi bhala heichhi Naveen jaichhi😂😂

    • @smrutirekhabehera7453
      @smrutirekhabehera7453 22 дня назад

      😂😂😂😂 andh bhakt😂😂

    • @Cs_rank_players
      @Cs_rank_players 22 дня назад

      @@smrutirekhabehera7453 bjd gala re pua au achhi j khaibu sunupapudi
      Naveen mausa bi jibe bela asila

  • @user-fu5ty6vv8y
    @user-fu5ty6vv8y 24 дня назад +142

    ଏ ଗାମୁଛା କୁ ଆହୁରି ସୁଦିବାର ଥିଲା
    ଏ ପରମ ବେଧ ଆକୁ ଯେତେ କହିଲେ କମ ହବ

    • @HappyMajhimo
      @HappyMajhimo 24 дня назад +1

      Kahaku kn kohucchu be ma geha Jai mariki asibi gharo kouthi be😊😊

    • @shivarampradhan8049
      @shivarampradhan8049 24 дня назад +10

      MAGHIA BJP RA ANDHA BHAKTA TAME BI ODISHA CHADIKI GUJURAT JIBA APEKHYA KARA 😅😅

    • @biswaranjandas728
      @biswaranjandas728 22 дня назад

      ​@@shivarampradhan8049aaur bjd ra andhbhakta kia 😂😂😂😂 kahinki badia pita haucha bjp bjd ek ae katha kana tamku jana nahin 😂😂😂😂

    • @shivarampradhan8049
      @shivarampradhan8049 22 дня назад +2

      @@biswaranjandas728 jaa modi ra banda chatibun

    • @biswaranjandas728
      @biswaranjandas728 22 дня назад

      @@shivarampradhan8049 tu kahare banda chatichu ki anyaku chatibaku kahuchu 🤣🤣🤣🤣🤣

  • @alimuddin9427
    @alimuddin9427 3 дня назад +1

    Well said brother
    Good initiative for Odisha people❤

  • @subhankarsahu4024
    @subhankarsahu4024 14 дней назад

    Bhai tama point upare katha Dil chu Gaya

  • @bibhutikuanr9516
    @bibhutikuanr9516 24 дня назад +114

    ଭାଇ ମୁଁ ଆପଣଙ୍କ ଆଉ ଥରେ request କରୁଛି ସେ ଶାଳ ପାଇଁ special ଭିଡିଓ ବନାନ୍ତୁ। । ଆମେ ତାର ଆଉ ଟିକେ ଭଲ କି ଗାମୁଛା ଖୋଲିବା।

    • @Romiyo9010
      @Romiyo9010 24 дня назад +1

      Dekhi ki khalibu nahele kete bele ta chadi Khali jiba dekhibu Tara telo Dita jhuli jiba😂😂😂😂😂

    • @sugudasoren1511
      @sugudasoren1511 24 дня назад +1

      Dekhi ba tumo burkha re kete dum ochhi Sola nirloj kamo to kichi nahin Khali honakota kotha sobu bele.

    • @user-yr1hq5ei7d
      @user-yr1hq5ei7d 23 дня назад

      Maghea. Bedha.. To. Gamucha. Koli. Baku. Loka. Pi. Achanti. Maghea. Bedha. Chua. Tama. Channelra. Kichi. Kama. Nahi. Khali. Para. Charcha. Gapiba. Gota. Gotapela. Channal. Kholicha. Maghea. Bedha. Chua. Mo. Banda. Channal. Kholichu.

    • @user-yr1hq5ei7d
      @user-yr1hq5ei7d 23 дня назад

      Maghea. Murkha. Badhachua. Atike. Janinu.ara.maghea.tobau.bia.tukamatia.kira.bedhachua.tomaku.bodhatobopa.gahine.sai.upstatera.pathangahichi.saipathan.bijaramaghea.bedhachua.tu.janam.haichu.sathipai.maghea.badhachua.nahala.amati.chotlak.donichan.rama.mandarku.daike.kahina.thantu.to.bau.bia.aramaghea.badha.chua.dai.kahila.bhagbanku.dharma.nastahuara.maghea.bedhachua.ara.maghea.bedhachua.murkha.agha.thik.ho.thik.kaha.maghea.bedha.chua.tapara.thik.kahibu.channalra.mo.banda.channal.kholichu . Tu. Maghea. Hota. Bedh. PathAn. Chua. Maghea. To. Bau. Bia. Aramaghea. Mu. Tata. Fast. Tharapai. Comitra. Sodhuchi. Tu hota. Deshdrohi. Tota. Nandankan. Naike. Baghamuhara. Pakaidela. Bagha. Hela(6). Mashkahiba. Aramaghea. Badhachua. Tobau. Bia. Ra. Ketatata. Skana. Mota. Agha. Youtubu. Channal. Madhyamra. Kahibu. Tapar. Bhagbanka. Shree. Ram. Pavitra. Na. Patira. Dharibu. Taguli. Karimaila. Maghea. Bedhachua. Khali. Gulirapaisha. Utahibane. Tukhali. Deshdrohinuha. Odishas. State. Drohi. To. Nija. Distick. Drohi. Tu to. Subdivishion. Drohi. To. To. Nija. Block. Drohi. Tu. To. Nija. Panchayat. Drohi. Tu to. Nija. Gram. Drohi. Tu. To. Nija. Wad. Drohi. Tata. Auketa. Kahila. Haba. Aramghea. Bedhacha. To. Baubia. Togostraghea. Maghea. To. Bhaunikughea. To. Bhaujaku. Ghea. To. Stree. KugheA. Maghea. Bedhachua.

    • @user-yr1hq5ei7d
      @user-yr1hq5ei7d 23 дня назад

      Mutata. Maghea. Bedhachua. Pratham. Tharapai. Komit. Madhyamra. Sodhile. Aeta. Mopatu. Open. Dauchi. Kon. Tu. Mora. RUclips. Channel. Madhyam. Ra. Chodiba. Katha. Chodilu. Jadi. Andira. Achu. To. Bau. Bia. Maghea. Bedha. Chua.

  • @SuryaKantaDas66
    @SuryaKantaDas66 24 дня назад +110

    ଏବେ କମେଣ୍ଟ ରେ ଆସି ଅନ୍ଧଭକ୍ତ କହିବେ କି ନବୀନ ପଟ୍ଟନାୟକ କଣ ମୁଖ୍ୟମନ୍ତ୍ରୀ ଥିବାବେଳେ ଖଣି ନିଲାମ୍ କରିନଥିଲେ ଆରେ ଅନ୍ଧଭକ୍ତ କରିଥିଲେ କିନ୍ତୁ ଅମ୍ବାନୀ ଓ ଆଦାନୀ ଙ୍କୁ ବୀକ୍ରି କରିଦେଇ ନଥିଲେ ଆଉ ଏବେ ତ ସବୁ ନିଲାମ୍ ଓ ବୀକ୍ରୀ ହେବାକୁ ଯାଉଛି ମୁଁ ଖାଲି ଏତିକି ଦେଖିବି କି ଆମ ଓଡିଶା ର ମୁଖ୍ୟ ସମସ୍ୟା ଦାଦନ ଖଟିବାକୁ ବାହାର୍ ରାଜ୍ୟ କୁ ଯାଉଥିଲ ବଲି ବିଜେପି କୁ ଭୋଟ ଦେଲ ଆଉ ଯଦି ଏବେ ବି ଆମ ଭାଇ ମାନେ ବାହାର୍ ରାଜ୍ୟ କୁ ଖଟିବାକୁ ଯିବେ ତାହେଲେ ଓଡିଶା ର ଲୋକୋ ଠୁ କେହି ମେଣ୍ଢା ଓ ମୂର୍ଖ ନାହାଁନ୍ତି 😂🤣🤣🤣

    • @sadkingcreation8689
      @sadkingcreation8689 23 дня назад

      Aare pagal 50 baras congress sasan kalaa kanaa ukhdaa la ka ta😂

    • @odia_pua_KT
      @odia_pua_KT 23 дня назад +4

      Privatisation au sale bhitare difference semane janiparunahnati joumananka manasika chinta dhara bikri heijaichi

    • @sritamkumar7488
      @sritamkumar7488 23 дня назад +2

      ​@@odia_pua_KTRight

    • @od07odiavlog33
      @od07odiavlog33 22 дня назад +5

      Bhai aga loka mane jauthile dadan khati Baku Abe tanka stri au pila Mane bhi jibe dadan khatiba ku 😂😂

    • @biswaranjandas728
      @biswaranjandas728 22 дня назад +1

      ​@@od07odiavlog33tame jiba 😂😂😂😂

  • @AkshayaJena-xu6wg
    @AkshayaJena-xu6wg 13 дней назад

    Bahuta badhia bhai🎉

  • @tmurmucreation3804
    @tmurmucreation3804 24 дня назад +62

    କୌଣସି ଦଳ ଖରାପ ନୁହେଁ କିଛି ଖଳ ପ୍ରକୃତିର ଲୋକ ଥାନ୍ତି ଯେଉଁ ମାନେ କି ଦଳକୁ ବଦନାମ କରିଥାନ୍ତି, ଯେମିତି କି ଏ ଗାମୁଛା ବାଲା ଛୋଡ଼ି ପୁଅ ଅଂଧଭକ୍ତ "ଜୟ ଶ୍ରୀରାମ କହିଦେଲେ କେହି ଭକ୍ତ ହେଇ ଯାଏନି ରାମଙ୍କ ଭଳି କର୍ମ ବି କରିବାକୁ ପଡିବ".... ଆଉ ଗୋଟେ କଥା କହି ରଖିବାକୁ ଚାହିଁବି ଯେ 25 ବର୍ଷର ଶାସକ ନବୀନ ସାରଙ୍କ ସହିତ 1 ମାସର ଶାସକ ମୋହନ ସାରଙ୍କୁ କେହି compare କରି ପାରିବା ନାହିଁ ବର୍ତମାନ,, କମ ସେ କମ ମୋହନ ସାରଙ୍କ 5 ବର୍ଷ ଯାଉ ତାପରେ କିଛି ମାତ୍ରାରେ ତୁଳନା କରି ହେବେ ଯେ କେଉଁ CM କେତେ ଭଲ କି ଖରାପ ବୋଲି.... ଆଉ ଏବେ ଯଦି କେହି ନବୀନ ସାର ଆଉ ମୋହନ ସାରଙ୍କୁ compare କରନ୍ତି ତାକୁ କେବଳ bokachoda ଆଉ ଗଣ୍ଡ ମୂର୍ଖ ବୋଲି ବିବେଚିତ କରାଯିବ ... ଆଉ ମୋଦିଜୀଙ୍କୁ ମୁଁ ତ ମୂର୍ଖ ବୋଲି ହିଁ କହିବି ଏଇଥି ପାଇଁ କି ଶିକ୍ଷା, ସ୍ୱାସ୍ଥ୍ୟ ଆଉ କୃଷି ବ୍ୟବସ୍ଥାରେ ସବୁ ପ୍ରକାରର ସୁବିଧା କରିବା କଥା କିନ୍ତୁ କରୁ ନାହାନ୍ତି... ସବୁବେଳେ ହିନ୍ଦୁ ହିନ୍ଦୁ କହି ରାଜନୀତି ଚଳେଇଚନ୍ତି... ଦୀର୍ଘ 74 ବର୍ଷରେ ଆମ ହିନ୍ଦୁ ଧର୍ମ ଠିକ ଥିଲା ହେଲେ ମୋଦି ଶାସନରୁ ହିନ୍ଦୁ ଧର୍ମ खतरे मे है.

  • @rsweta
    @rsweta 24 дня назад +345

    ମୋହନ sir ଜଣେ ନିରୀହ ମଣିଷ... BJP ସରକାରଙ୍କର ଏହା ଏକ plan କେମିତି ଜଣେ ନିରୀହ ମଣିଷ କୁ ଆଗରେ ରଖି ଓଡ଼ିଶା କୁ ଲୁଟ୍ କରିବେ..

    • @k.jagarnathpatra1223
      @k.jagarnathpatra1223 23 дня назад +19

      Apana kemiti janile bjd 24 years lutila mana shanti helani ki aahuri luti thanta na kon

    • @rsweta
      @rsweta 23 дня назад

      Are vai tama kahiba anusare BJD sarkar ta 24yr vitare lutichi kintu bartamana asithiba sarakar gote masa vitare tanka jalwa dekheileni....au kn kahibe​@@k.jagarnathpatra1223

    • @k.jagarnathpatra1223
      @k.jagarnathpatra1223 23 дня назад

      @@rsweta kon tanka jalwa dekheichanti

    • @JKCREATION672
      @JKCREATION672 22 дня назад +1

      Definitely 🎉

    • @smrutirekhabehera7453
      @smrutirekhabehera7453 22 дня назад +10

      Hou bjp sarkar ku ta anicha 5yrs lutu andh bhakt nka😂😂mana santi hou😂😂😂

  • @BikashNaik-tw1tc
    @BikashNaik-tw1tc 9 дней назад +1

    Nice video Bhai Dil khus ho gaya

  • @jagannathdas2917
    @jagannathdas2917 9 дней назад

    Bhaii seriously big heart' ❤❤ I'll subscribe your channel in mind blowing content ❤️💕

  • @SureshMohapatra-wd7gi
    @SureshMohapatra-wd7gi 24 дня назад +57

    ଏ ଗାମୁଛା କୁ ଦୋଇଲେ ଭାରି ଖୁସି 😁😁😁 ସେ ନିଜକୁ ଜ୍ଞାନୀ ଭାବୁଛି

  • @mrsahuhk1972
    @mrsahuhk1972 19 дней назад +40

    ବେକରେ ଗାମୁଛା ପକେଇ ପୁରା ଗୋରୁ ବେପାରୀ ପରି ଦିଶୁଛନ୍ତି ।ଗୋରୁ ଗାଈ ବେପାର ପରି ସବୁ ଖଣି ଖାଦାନ, ଏୟାରପୋର୍ଟ, ବନ୍ଦର, କଳ କାରଖାନା ଶେଷରେ ଓଡ଼ିଶାର ସମ୍ମାନ ସବୁ ବିକ୍ରି ହେଇଯିବ ।

  • @rabindramalik9311
    @rabindramalik9311 11 дней назад

    Super bhal lagila

  • @sonukhansonukhan8387
    @sonukhansonukhan8387 12 дней назад +1

    Welcome. Very. Good. Information. All. Right. Salut. Full. Sapot

  • @Life.Divine
    @Life.Divine 17 дней назад +12

    Excellent analysis ❤. A good slap ✊ to ANDHA BHAKT.
    KUDOS to You. Best wishes 💐 for bringing such eye 👁️ opening videos

  • @sudhiraswain5375
    @sudhiraswain5375 21 день назад +61

    ଭାଇ ମୁଁ ପ୍ରଥମ ଥର ଆପଣଙ୍କ vedio ଦେଖିଲି superb 👌

  • @jibanchandpadhy2394
    @jibanchandpadhy2394 7 дней назад

    Bhai pura ek dum bahut bhala kahila...jaha kahicha pura thik thik

  • @ranjitkumargarada6614
    @ranjitkumargarada6614 12 дней назад

    ଭାଇ ବହୁତ ବଢ଼ିଆ ......ଧନ୍ୟବାଦ

  • @manjadaridalei9381
    @manjadaridalei9381 21 день назад +18

    Bahut bholo lagila video bhai 👌 besi bholo lagila se nali gamuchha bhai ro video ro jabab,,👍👍👍

  • @CaptainOdishaVlogs
    @CaptainOdishaVlogs 24 дня назад +16

    Real fact bhai ete gote kebala video bahut lokanka manara katha..... Love you bhai madichala always with you bhai 😊

  • @user-km4qe7ov9x
    @user-km4qe7ov9x 14 дней назад +1

    ଧନ୍ୟବାଦ୍ ଭାଇ ତମକୁ ଶହେ ସଲାମ ଅର୍ଗସ ଚ୍ୟାନେଲକୁ ଟିକେ ଛୋଡା ପକେଇ ଧୁଆ

  • @sorensonga9
    @sorensonga9 13 дней назад +2

    He doesn't know the good and bad...the people of this idea will never be respected

  • @premsagarnaik4469
    @premsagarnaik4469 24 дня назад +102

    ଓଡ଼ିଶା ର ପରିବର୍ତନ ପାଇଁ ମୁଁ ବହୁତ୍ ଖୁସି
    ଡବଲ ଇଞ୍ଜିନ ସରକାର ର ଦରଦାମ ଲାଗି ମୁ ବହୁତ୍ ଖୁସି
    ଓଡ଼ିଶା ର ୧୭ ଟି ଖଣି ନିଲାମ ହେବ ମୁଁ ବହୁତ୍ ଖୁସି
    ଓଡ଼ିଆ ଅସ୍ମିତା ନା ରେ ଅଣ ଓଡ଼ିଆ ଶାସନ ମୁଖ୍ୟ ପାଇଁ ମୁ ବହୁତ୍ ଖୁସି
    ଆଉ ଆପଣ ମାନେ ଖୁସି ତ

    • @anandamohakuda4943
      @anandamohakuda4943 24 дня назад +1

      😢😢

    • @user-hq2zw2pw4j
      @user-hq2zw2pw4j 24 дня назад +5

      ଆମେ ତୋ ପୁରା ଖୁସି 😂😂😂

    • @sumantabehera7642
      @sumantabehera7642 24 дня назад

      ବାଣ୍ଡ ନା

    • @dipakking2121
      @dipakking2121 24 дня назад +5

      Jou dina modi asiki andha modi vaktanka ghare pasiki ghaeba mu bahut khussi hebi apana mane khusi ta paribrtan amitika pae

    • @biswaranjandas728
      @biswaranjandas728 22 дня назад +1

      ​@@dipakking2121tame ghara loka aso exam scam bele kouthi thile 😂😂😂😂 soithile ki

  • @sakarsansarafsankar9235
    @sakarsansarafsankar9235 17 дней назад +35

    💯✔️👍 ସତ କଥା ଆଜ୍ଞା ବର୍ତ୍ତମାନ ପରିବର୍ତ୍ତନ କରି ନିଜେ ଅସୁବିଧାରେ ପଡ଼ିଲେ

  • @rajkishorepradhan2010
    @rajkishorepradhan2010 14 дней назад

    Hats off bro for this lovely video ❤❤❤❤🎉

  • @jyotiranjanpatro9408
    @jyotiranjanpatro9408 11 дней назад

    Bhai mast explain karilo
    10 yrs pare 1st time pain Odia RUclips ku dekhili jie satare hat k kama karuchi
    Great job 👏

  • @ranjanpanda524
    @ranjanpanda524 21 день назад +10

    Bhai really bohut badhia heichi Counter ta, I really like this and appreciate your effort!! Bande Utkal Janani!! 😊🙏

  • @user-hj7qu9kt2r
    @user-hj7qu9kt2r 15 дней назад +8

    Bro first time I visit your channel but i literally say maja agaya 😂kya dhoya hai gamucha bhai ko hat's off to you bro 😊

  • @mitrabhanusahoo7657
    @mitrabhanusahoo7657 14 дней назад +1

    Thank you...ଗାମୁଛା boy ku ଲଙ୍ଗଳା kara jau...

  • @user-wg8ts5ig5k
    @user-wg8ts5ig5k 4 дня назад

    ମୁଁ ପ୍ରଥମ ଦେଖୁଛି ଆପଣ°କ ଭିଡିଓ । ପ୍ରଶଂସାଯଗ୍ୟ ଭିଡିଓ ଟି ହେଇଛି ଧନ୍ୟବାଦ ଆପଣ°କୁ।

  • @ranjitkumarnayak7599
    @ranjitkumarnayak7599 24 дня назад +140

    ଭାଇ ମୋର ,ଏ ଗାମୁଛା ଶଶୁର ପୁଅ ର 10 ଟା episode ବନେଇବ ଯଦି ଓଡ଼ିଶାରେ ଥିବା ନବୀନ sir fan ବହୁତ ଖୁସି ହେବେ , ମୋ ଦିଲ୍ ପୁରା ଗାଡନ ଗାଡନ ହବ ,ଏତିକି ଅନୁରୋଧ,love you bhai

    • @sarojshreetamhansda2199
      @sarojshreetamhansda2199 24 дня назад +1

      👍

    • @rahulcreations8517
      @rahulcreations8517 24 дня назад

      💚💚💚🐚🐚🐚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚💚🐚🐚🐚🐚🐚🐚🐚🐚🐚🐚🐚💚💚💚💚💚💚💚💚💚

    • @sumitsarangi9971
      @sumitsarangi9971 23 дня назад +4

      Abe pandyan jou chori karuthilaa setebel kouthi thila

    • @SibuMajhi-uq9vc
      @SibuMajhi-uq9vc 23 дня назад

      Bhai kan na kahilu re thanks

    • @biswaranjandas728
      @biswaranjandas728 22 дня назад +1

      ​@@SibuMajhi-uq9vcnabin fan aso exam scam bele kauthi thila 😂😂😂😂 kahinki badia pita haucha bjp bjd ek party emanka bhitare bhitiria menta chalichi 😂😂😂😂

  • @jagankumarbehera4799
    @jagankumarbehera4799 16 дней назад +35

    Video ଟି କୁ ପ୍ରଥମ ଥର ଦେଖିଲି , ହୃଦୟ ରୁ ଧନ୍ୟବାଦ ଭାଇ

  • @sunilmunda5520
    @sunilmunda5520 12 дней назад

    Thanks bai app accha boll rahe hain

  • @priyatomjerry4392
    @priyatomjerry4392 6 дней назад

    Apananka ai content video mora bahut favourite.... please jaldi anantu .......

  • @sushilkumar-es2lb
    @sushilkumar-es2lb 17 дней назад +6

    ବହୁତ୍ ସୁନ୍ଦର୍ ଆଜ୍ଞା 👌👌 ହୃଦୟ କୁ ଛୁଇଁଲା 👌👌

  • @subratsahoo9915
    @subratsahoo9915 18 дней назад +9

    You are absolutely right 👍👍. Keep it up with full support 🎉🎉

  • @mallikbiswajit9231
    @mallikbiswajit9231 5 дней назад

    Bhai finally subscribe karili😅😅

  • @tapandalal201
    @tapandalal201 День назад

    Heaters will say everything is happening is not due to BJP but due to pandian 💀😂

  • @user-mq5ft7cm2q
    @user-mq5ft7cm2q 17 дней назад +27

    ଭାଇ ଧନ୍ୟବାଦ୍ ଏସଳାମୁଖ୍ୟମନ୍ତ୍ରି ନା ମୁଖ୍ୟକୁତ୍ରି ଏସଳାତ ଆମ ଓଡ଼ିଶାର ଉନତିଚାଉଁନାହି ଏସଳାଖାଲି ଦେଖେଇହ ଉଚି

  • @Opretorlifestyle
    @Opretorlifestyle 24 дня назад +340

    ଭାଇ ସେ ଗାମୁଛା ବାଲା କୁ ଆହୁରି ଧୋଇ ଦିଅ କମ୍ ହେଇ ଗଲା ଶଳା ଟା ବହୁତ୍ ଭାଷଣ ଦଉଥିଲା ।ଜଉ ଦିନ ଗାମୁଛା ମୋ ହାବୁଡ ରେ ପଡ଼ିବ ସେ ଦିନ ସିଧା jcb ଚଢ଼େଇ ଦେବୀ ତା ଉପରେ😡

    • @ODGAJENDRAYT
      @ODGAJENDRAYT 24 дня назад +1

      ❤❤❤

    • @user-cj8po8ij2p
      @user-cj8po8ij2p 24 дня назад +10

      ମୁଁ ଦୁନିଆଁରେ ଶୁଣିଥିଲି ଲୋକେ କହନ୍ତି ଟ୍ରକ୍ ବିମ୍ବା କାର ଚଢ଼େଇକି ମାରିଦେବେ ବୋଲି ଏ ବାଳ ଏ କଣ କହୁଛି jcb ଚଢେଇ ମାରି ଦବ ବୋଲି 🤣🤣🤣🤣
      ସେ ଯୋଉ ବଙ୍ଗାଳୀ ଟୋକି କହିଲା ଭଳି ରୋଷ୍ଟର ମାନଙ୍କୁ ତା ଜଙ୍ଘ ତଳେ ଥିବା ବାଇଆ ବସାରେ ଚାପି କି ମାରିଦେବା କଥା ପରି ଏ ପେଲେଇ ପୁଅ ଟି କହୁଛି 🤣🤣🤣

    • @odiastatus79
      @odiastatus79 24 дня назад +1

      ​@@user-cj8po8ij2pwhat the meaning of word 😡🤬

    • @amishekrout3713
      @amishekrout3713 24 дня назад +3

      Bhai bhai😂😂😂😂

    • @satyajitpanda2977
      @satyajitpanda2977 24 дня назад +9

      Param mgh sei ando vakto gamucha wala mgh choro 😡😡😡

  • @utkalverse2531
    @utkalverse2531 7 дней назад

    Well done bro we need this type of channel in odisha to open up people eye🙏

  • @soumengouravjena1850
    @soumengouravjena1850 День назад

    Bhai seriously Aaji first dekhili tama vedio ,accurate point to point katha sabu kahucha bahut badhia lagila . 100% support aaji thu ebe thu channel bi subscribe karideli next eei bholi damdar vedio aano 🙏

  • @KapilKisanvlogs
    @KapilKisanvlogs 15 дней назад +6

    O bhi ମଜା ଆସିଗଲା ଦାଦା ତୁମର video ta pura Dil ke lagla jaha bi kahicha sabu sat aaye aamar hi bhul aaye j aame BJP sarkar ke bachichu ta aamku hi bhugike lagba aaji aamar sange jaha bi heauche sethir lagi aame hi daye......

  • @deepakranjan3214
    @deepakranjan3214 24 дня назад +17

    Bhai Next Roast Video Jio,Airtel,Vi ,Recharge upare hau ,କାରଣ ଗାମୁଛା ବାଲା ବି Khusi Achi Recharge Rate Badhichi Boli 😅😅

  • @debananda07
    @debananda07 4 дня назад

    Bhai jou moment re roast karucho seithi bgm ta roasting music dio, serious music dioni

  • @harekrushnabag7379
    @harekrushnabag7379 13 дней назад

    Nice vdo Bro

  • @subhalaxmichampati6253
    @subhalaxmichampati6253 24 дня назад +7

    I'm waiting for this video... Thank you so much Bhai...🥳🥳

  • @jayeswarsabar5229
    @jayeswarsabar5229 20 дней назад +18

    ମୁଣ୍ଡା ଭାଇ ମୁଁ ବି ସେ ଗାମୁଛା Boy ର ଭିଡିଓ ରେ comment କରିଥିଲି କି ରତ୍ନ ଭଣ୍ଡାର ଚାବି ନେଇ ଭିଡ଼ିଓ ବନେଇବା ପାଇଁ ହେଲେ ଏ ଯାଏଁ ଚୁପ୍😅

    • @user-fh8yj9cl7u
      @user-fh8yj9cl7u 18 дней назад

      ଆରେ mghy ଗଣ୍ଡ... July 1 ରେ khata khat 8500 କେବେ ଆସିବ.. 😂😂😂😂😂Chamche 😂😂😂😂😂.. Karnatak re ବା ଲୋକୋ ସବୁ line କରିଛନ୍ତି ରାହୁଲ ଗଣ୍ଡି ଆଗ ଦେଉନି ସେମାନଙ୍କୁ 😂😂😂😂😂😂
      #chamche_always #ଚାଟୁକାର

  • @ashokkumartandi4479
    @ashokkumartandi4479 12 дней назад

    Superb bro thanks for calling ଗମୁଛା ବୟ ।।।

  • @godisspirit853
    @godisspirit853 5 дней назад

    Super bhai bahut bhala lagila

  • @snehalataparida5659
    @snehalataparida5659 17 дней назад +7

    ବହୁତ୍ ବହୁତ୍ ବଢ଼ୀୟା ବାର୍ତ୍ତା। Naveen pattanayak ସବୁ କିଛି କରିଥିଲେ ଆଉ ଏମାନେ ବେକରେ ଗାମୁଛା ପକେଇ ସବୁ copy paste କରିବେ

  • @suvendu2359
    @suvendu2359 16 дней назад +9

    😂 very good content bro.keep it up

  • @LuckyMali-xx8pk
    @LuckyMali-xx8pk 14 дней назад

    Superb bhai full support ❤❤❤

  • @jawedkhan2062
    @jawedkhan2062 День назад

    Bro great keep it up

  • @GS..SGMS.143
    @GS..SGMS.143 22 дня назад +6

    ଭାଇ ବହୁତ ଭଲ ଥିଲା videoଟା ଶଳା ମୋଦିର ବଡ଼ ଭକ୍ତ😂😂😂 ଏମିତି ଏମାନଙ୍କୁ ଦରକାର Love brother ❤❤ ଯାହାବି କହିଛନ୍ତି ସବୁ ସମ୍ମାନାକୁ ଆଣ

  • @megaodishaofficial
    @megaodishaofficial 10 дней назад

    Bhai kamal karidela 😂😂😂

  • @moviesshow7907
    @moviesshow7907 22 дня назад +5

    1 number vedio bhai love you❤❤❤❤ aji bhai ra vedio 1 million heba

  • @bhagabanpradhan7500
    @bhagabanpradhan7500 2 дня назад

    Bhai bhalaki Pela
    Thanks 💯

  • @onlyshortvideo934
    @onlyshortvideo934 2 дня назад

    Bhai se gamucha bala upare gote super duper roast te ana

  • @victornyk
    @victornyk 19 дней назад +7

    ଭାଇ ଆମ ଓଡ଼ିଶା ରେ ଜଣେ ପ୍ରଶ୍ନ ପଚାରିବା ଜାଗୃତ youtuber ଙ୍କୁ ଦେଖୁଛି। ଆଶା କରୁଛି ଏହି ପରି ଆପଣ ନିର୍ଭୀକ ଭାବରେ ସରକାରଙ୍କୁ criticise କରି ଆମ ଓଡ଼ିଶା ସରକାରଙ୍କୁ ରାସ୍ତା ଦେଖେଇବେ।

  • @bakangaming8549
    @bakangaming8549 20 дней назад +44

    ଭାଇ ତମେ ସତku ସବୁବେଳେ ଏମିତି ଲୋକଙ୍କ ସାମ୍ନାକୁ ଆଣ, full support

  • @cricketlover759
    @cricketlover759 7 дней назад

    Superb video bro❤

  • @Ankit_vlogs017
    @Ankit_vlogs017 16 дней назад +10

    ଭାଇ ବହୁତ୍ ଭଲ ଲାଗିଲା ଆପଣଙ୍କ video ଏ ଭଳିଆ ଗାମୁଛା ଭାଇ ଙ୍କୁ ପେଲା ଦରକାର୍ ଟା ହେଲେ ସେମାନେ ସୁଧୁରିବେ

    • @sonamsjhisonamajhi7208
      @sonamsjhisonamajhi7208 13 дней назад

      Bando katha na

    • @Ankit_vlogs017
      @Ankit_vlogs017 13 дней назад

      @@sonamsjhisonamajhi7208 tora nahi ki

    • @TOYSTOOL
      @TOYSTOOL 12 дней назад

      ​@@sonamsjhisonamajhi7208 tu maghia chup raha maghia modi Banda chuchimiba loka tu kn ethi chhodi hauchi kire maghia, bjp aau kete gandi marile maghia tame sabu sudhuriba