ପାଠୁଆ'ଙ୍କ ଦୁର୍ଦ୍ଦଶା | Bhitiri Katha 77 | Narayan Mishra | Odisha365 | Fate of educated people

Поделиться
HTML-код
  • Опубликовано: 16 сен 2024
  • ଯେତେ ପାଠୁଆ ସେତେ ଭକୁଆ
    ଚାଲ ମୂର୍ଖ ହେବା
    ପଠୁଆଙ୍କ ଦୁର୍ଦ୍ଦଶା
    ----------
    Pathuanka Durdasha
    ------------------------
    ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Odisha 365କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Icon ଟିକୁ Press କରନ୍ତୁ।
    / odisha365
    Get alerts when we release any new video. PRESS THE BELL ICON on the channel🔔
    & Select ALL.
    Please Like, Share & Subscribe to " Odisha 365 Channel
    ..........................................................................................................
    To watch all the video of Narayan Mishra Click on the below link
    Playlist Bhitiri Katha || Narayan Mishra || Odisha 365
    • ଆସ ଭାଇ ପଶି ଆସ | Welcom...
    ..........................................................................................................
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ♪ Enjoy and stay connected with us!! ♪
    ✽ Mail Id: 2019odisha365@gmail.com
    * tinyurl.com/4e...
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ©ODISHA 365
    * ANTI-PIRACY WARNING *
    This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented.
    #bhitirikatha #narayanmishra #odisha365 #educated #baba #duffer #odiamotivation

Комментарии • 327

  • @bnroul
    @bnroul Год назад +4

    ଏ ଯୁଗଟା ହେଲା କଳି , ମୁର୍ଖ ବସିବେ ମଞ୍ଚ ଉପରେ ଶିକ୍ଷିତ ମାରିବେ ତାଳି , ଲାଞ୍ଚୁଆ ମିଛୁଆ ସନ୍ମାନିତ ହେବେ , ପାଠୁଆ ଖାଇବେ ଗାଳି , ଏ ଯୁଗଟା ହେଲା କଳି , ଜୟେ ଜଗନ୍ନାଥ

  • @NabinPratihari-rt6my
    @NabinPratihari-rt6my 11 месяцев назад +2

    ଜୟ ଶ୍ରୀ ଜଗନ୍ନାଥ sir

  • @subashmishra5616
    @subashmishra5616 4 месяца назад +1

    ❤ ଆଇ ଏ ଏସ୍ ପାଇଲେ ପୂର୍ଣ୍ଣ ଜ୍ଞାନୀ ଅସାଧାରଣ ଦକ୍ଷତା ଜଣେ ଗଧ ର ଆତ୍ମ ପରିଚୟ ମହାବାହୁ ଶରଣ ମଣିମା ଜୟ ଜଗନ୍ନାଥ

  • @rajkishor6349
    @rajkishor6349 Год назад +55

    ପ୍ରକୃତ ବାସ୍ତବ କଥା l ସୁଧୁରିବା ର ଏକ ମାତ୍ର ଉପାୟ ପ୍ରକୃତି ର ମହାବିନାଶ/କଳ୍କୀ ଅବତାର

  • @somanathkhara8368
    @somanathkhara8368 Год назад +16

    ସାର, ଆପଣଙ୍କୁ କୋଟି ଧନ୍ୟବାଦ।ଏତେ ସୁନ୍ଦର କଥା ବୁଝାଇ ପାରୁଛନ୍ତି।ଏହି କଥା ମୁଁ ମଧ୍ୟ ଜାଣି ପାରି ଥିବାରୁ ମୋ ମନରେ ଆନ୍ଦୋଳନ ସୃଷ୍ଟି କରେ।ମନଟି ନିରୁପାୟ।

  • @karismabehera9108
    @karismabehera9108 Год назад +44

    ଚମତ୍କାର ଉପସ୍ଥାପନା ସାର୍ 🙏 ଏପରି ଶିକ୍ଷଣୀୟ ବିଷୟ ଜାଣିବା ମଧ୍ଯ ଭୁଲ୍ ବୋଲି ମନେହୁଏ 🙃
    ଧନ୍ଯ ଏ ବ୍ୟବସ୍ଥା ଏବଂ ଧନ୍ଯ ଏହାର ଗତି 😖

    • @bhimsensahu5001
      @bhimsensahu5001 Год назад

      Prakruta patha padhichha janiba kapikari patha

  • @kamadevdash6929
    @kamadevdash6929 Год назад +21

    ଏକଦମ ନିଛକ ସତ କଥା କହିଲେ ସାର୍ 🙏। ପ୍ରକୃତରେ ଆମେ କେବେ ବି ପୂର୍ଣ୍ଣ ସ୍ବାଧୀନ ହାସଲ କରିପାରିନାହୁଁ।

  • @sriantaryamipradhan5231
    @sriantaryamipradhan5231 Год назад +3

    ଏଇଟା କାଳ୍ପନିକ ନୁହେଁ
    ବାସ୍ତବ ତଥ୍ୟ

  • @niranjanpuhan9863
    @niranjanpuhan9863 7 месяцев назад

    Esabu sadharana katha, bele bele adhyatmik alochana kale vala laaganta o atmika santi milanta jaaha, manab jibana ra parama LAKHYA!

  • @rajyogaandvalueeducation5607
    @rajyogaandvalueeducation5607 Год назад +4

    yoga, meditation, science and spirituality,value education, ayurveda , naturepathy ,indian knowledge systems

  • @thenayak8723
    @thenayak8723 Год назад +9

    ଆପଣ ମାନେ କେବଳ ସାଂସାରିକ life ରେ ପଶି ରହିଲେ , Family centric ହେଇ ରହିଲେ . ଯଦି ସାରା ଦୁନିଆକୁ ନିଜ family ଭାବି ଥାନ୍ତେ ତାହାହେଲେ ଆପଣ ମଧ୍ୟ ଗୋଟେ ଉଚିତ ସାଂସାରିକ କର୍ମଯୋଗୀ ବାବା ହେଇ ପାରିଥାନ୍ତେ | ବାବା କେହି ଆପେଆପେ ହୁଏନା | ଚେତନାର
    ଜାଗୃତି ହେଲେ ମଣିଷ ଅସାଧ୍ୟ କାମ କରିପାରେ | ସେ ଚେତନକୁ ସେ କେଉଁ କାର୍ଯ୍ୟରେ ଲଗାଉଛି ( ଉଚିତ କିମ୍ବା ଅନୁଚିତ ) ତାହା ମଣିଷ ଉପରେ ନିର୍ଭର କରେ |

    • @sujitsamal5076
      @sujitsamal5076 Год назад +1

      ସମ୍ପୁର୍ଣ୍ଣ ଠିକ ଭାଇ।।। ଧନ୍ୟବାଦ୍

    • @sanjaynaik6849
      @sanjaynaik6849 Год назад

      ବେପାର ବେପାର ବାବା ବେପାର ପା...
      ଯଉ ବେପାରରେ ବିଶ୍ୱାସ-ଭୟ-କାଳ୍ପନିକ.
      ତଥାପି ଲୋକେ ଚାଲିଚନ୍ତି ଆଉ...

  • @ratikantanayak534
    @ratikantanayak534 Год назад +1

    Namaskar sir nirat sata kahta . ATI Sundar upstapna. Dhynabad sir

  • @balmikinayak1352
    @balmikinayak1352 Год назад +2

    ଆଜ୍ଞା ନମସ୍କାର। ଅଙ୍କ ଜ୍ୟୋତିଷ ଉପରେ ଆପଣଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ବହୁତ ତର୍କ ସଙ୍ଗତ ଓ ଶିକ୍ଷଣୀୟ ହୋଇଛି। ଧନ୍ୟବାଦ।

  • @KrishnaNayak-s1h
    @KrishnaNayak-s1h 6 месяцев назад

    🙏🙏🙏speechless speechless

  • @rameshmalikeducationacadem9697
    @rameshmalikeducationacadem9697 Год назад +4

    ବାସ୍ତବ କଥା (sir) ଆପଣଙ୍କୁ ବହୁତ ଧନ୍ୟବାଦ 🙏🙏🙏🙏l ଆମ ରାଜ୍ୟରେ ଏମିତି ଚାଲିଛି

  • @bhagbansethi336
    @bhagbansethi336 Год назад

    Koti koti pranma pravu

  • @babacreation1287
    @babacreation1287 Год назад

    Many many Thanks sir.

  • @kkmusic38
    @kkmusic38 Год назад +1

    ହାଃ ହଃ ହାଃ........ ମୁଁ ତ ସେଇ କଥା ବହୁ ବର୍ଷ ପୂର୍ବରୁ କହୁଛି, ହେଲେ ଶୁଣୁଛି କିଏ ବା ବୁଝିବ କିଏ ଆଜ୍ଞା? ଏବେ ଆଉ ପିଲାମାନେ ପାଠ ପଢିବେ ନାହିଁ ସେଇ ଟାଉଟରୀ କରିବେ ନେତା ହେଇ, କାରଣ ଭାରତ ବର୍ଷର ସବୁଠୁ ଉଚ୍ଚ ଚାକିରୀ ଏଇଟା 🤣🤣

  • @rudrantakcreation590
    @rudrantakcreation590 Год назад

    Bhala lagila story

  • @sailendramartha6840
    @sailendramartha6840 Год назад +1

    Guruji pranam, nice story 🙏

  • @anilkusahoo33539
    @anilkusahoo33539 Год назад +8

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ସାର୍ ଆପଣ ଆମ ମାନକୁ ଏମିତି ଅନେକ ଅନେକ ନୀତି ବାଣୀ ପରିବେଷଣ କରନ୍ତୁ ଧନ୍ୟବାଦ୍ 🙏🙏🙏🙏🙏🙏🙏👍👍👍👍👍👍👍👍👍

  • @chatrubhujghadei7796
    @chatrubhujghadei7796 Год назад

    Very very thank you sir

  • @m.pingua9993
    @m.pingua9993 Год назад +7

    Absolutely right. Now-a-days it's our nation suffering it. You are 🙏🙏🙏

  • @sameerkumartakri6508
    @sameerkumartakri6508 Год назад

    Really sir thanq

  • @devKumar-li3vv
    @devKumar-li3vv Год назад

    Than you sir you are graet

  • @pulutadingi
    @pulutadingi Год назад

    Thank you sir 👍👍👍👍👍

  • @mstechno2169
    @mstechno2169 Год назад +2

    sir you are great person in Odisha. I am agree with you.

  • @sanjibdurga6085
    @sanjibdurga6085 Год назад +2

    Very very thank you sir for such special speach 🙏🙏🙏👍

  • @suudarsansahoo9950
    @suudarsansahoo9950 Год назад

    Bahut badhia lagila, great inspiration

  • @jitendrapradhan7655
    @jitendrapradhan7655 4 месяца назад

    Jay Jagannath 🙏🙏🌹🙏🙏

  • @anilkumarrout6830
    @anilkumarrout6830 Год назад

    Apana darsanik sir, manigale samaste

  • @motilalsoren2519
    @motilalsoren2519 Год назад

    You are correct sir.........

  • @selfstudy4154
    @selfstudy4154 Год назад

    Sir you are saying partially true.

  • @gautamchandrarout605
    @gautamchandrarout605 4 месяца назад

    Good analysis sir

  • @trinathnayak9349
    @trinathnayak9349 4 месяца назад

    💯% right Sir 🙏💕

  • @kartikbhuyantapu9031
    @kartikbhuyantapu9031 Год назад +3

    Wow what a content 👌👌👌

  • @saisethy8226
    @saisethy8226 Год назад

    Thanks sir

  • @bijayakumarsarap7192
    @bijayakumarsarap7192 Год назад

    Sir
    ଆପଣଙ୍କ ର ପ୍ରଥମ ଗଳ୍ପରେ ମୁଁ ଆପଣଙ୍କ ର ଅନୁଗତ ହୋଇଗଲି।
    ଖୁବ ସୁନ୍ଦର ହେଇଛି

  • @sudhanandadalai9848
    @sudhanandadalai9848 Год назад +6

    By education , we get discipline, humbleness, innocence, & other attributes skills.may not get power that we r aspiring for....
    Our education system should enlighten our mind & soul

    • @odhktech
      @odhktech 10 месяцев назад

      Not agreed bcz some NIT ,IIT,AIIMS students also do criminal activity in college,are not they well educated,Many first class well educated Govt employees, politicians also doing criminal activity and corruption
      So education is not only important Good manner,"sankskar" is important which can be obtained from parents, Bhagvat Geeta, Ramayan,from culture,from well mannered seniors 😊😊😊

  • @newway4507
    @newway4507 Год назад

    Wow ..... what a presentation 🥰🥰

  • @thirdeye9492
    @thirdeye9492 Год назад +5

    ପ୍ରଣାମ ମହାଶୟ 🙏❤️

  • @suvashchandraswain391
    @suvashchandraswain391 Год назад +1

    Sir, you are right and eye opener, it isa social reforming topic. Thanks a lot

  • @alokranjanbiswal3375
    @alokranjanbiswal3375 Год назад

    Thank you.... You are great sir

  • @yadudas5802
    @yadudas5802 10 месяцев назад

    ଏହାର ଜ୍ୱଳନ୍ତ ଉଦାହରଣ ହେଲେ - ମାନବ ପ୍ରେମୀ ଆଦିତ୍ୟ ଦାସ
    ସରକାର ବିରୋଧରେ,ମଦ ବିରୋଧରେ ଯିବାରୁ ନିଜ ଜୀବନ ହାରିଲେ, ଏମିତି ଆହୁରି ବି ବହୁତ ବହୁତ ଲୋକଙ୍କ ଜୀବନ ଯାଉଛି

  • @alokranjanbiswal3375
    @alokranjanbiswal3375 Год назад

    Perfect..... Sir,,, salute.... Sir

  • @truptinayak8984
    @truptinayak8984 Год назад +2

    Realy Correct information sir

  • @laxmidharmirror5500
    @laxmidharmirror5500 Год назад

    ଏଇ ଆମ ଭାରତ ରେ ଇମିତି ହୁଏ
    ଏଠି ଶିକ୍ଷା ଏବଂ ମୂଲ୍ୟାୟନ ବେବସ୍ତା ଏବଂ ସରକାରୀ ପଦବୀ ପାଇଁ ଯୋଗ୍ୟତା ତ୍ରୁଟି ପୂର୍ଣ୍ଣ ତାହା ସମୟ ଉପଯୋଗୀ ପରିବର୍ତନ ଜରୁରୀ

  • @biswajitswain4907
    @biswajitswain4907 Год назад +3

    Your way off communication is so polite so I love you all creation.❤️

  • @kanhucharansahu1044
    @kanhucharansahu1044 Год назад +2

    Real and true fact .thank you sir .very heart touched .

  • @mukundamurariguru6564
    @mukundamurariguru6564 Год назад

    ବହୁତ ସୁନ୍ଦର 🙏🙏🙏🙏🙏🙏

  • @basantinayak1660
    @basantinayak1660 Год назад +1

    Right katha sir

  • @jaikumarminz2335
    @jaikumarminz2335 Год назад +2

    Ur views towards the present system is quite appreciated.

  • @Kisanrajesh
    @Kisanrajesh Год назад

    Sir, solid khuchan,, 🙏 u r right, 🙏

  • @sukantakumarsahoo7682
    @sukantakumarsahoo7682 Год назад

    Sir, very nice, Realistic

  • @smilemobilecare
    @smilemobilecare Год назад

    Ati sundar sir.

  • @mohantavlog958
    @mohantavlog958 Год назад

    You are right sir, thanks 🙏 for you

  • @ajayamohapatra9155
    @ajayamohapatra9155 Год назад

    Pura thik

  • @sanjibsinger2010
    @sanjibsinger2010 Год назад +1

    ସାର ଏକଦମ୍ ସତ କଥା । ଏବେ ଓଡ଼ିଶାରେ ଓଡ଼ିଆଙ୍କ ଅବସ୍ଥା ସେୟାର । ଭଲ ଯୋଗ୍ୟତା ଥାଇ ସରକାରୀ ଚାକିରୀତ ମିଳୁନି ବେସରକାରୀ କମ୍ପାନୀରେ ମୁର୍ଖ ଓଣଓଡ଼ିଆଙ୍କୁ ହାନଜୀ ହାନଜୀ କରିବାକୁ ପଡୁଛି । ଧନ୍ୟ ଆମ ସରକାର ଧନ୍ୟ ଆମ ରାଜନୀତି । ଏଠି ଓଡ଼ିଆ ବେକାରୀ ଓଣ ଓଡ଼ିଆ ଯୋଗ୍ୟତା ନଥାଇ ମାଲୋ ମାଲ ।

  • @localnature3692
    @localnature3692 Год назад

    Heart touching story sir..

  • @mohinisankarsatpathy2509
    @mohinisankarsatpathy2509 Год назад +2

    ଆଜ୍ଞା ! ଏବେ ସେଇ ମୂର୍ଖ ବାବାମାନେ କହୁଛନ୍ତି, "ଭାଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷମ୍ " । ଆପଣଙ୍କ ଭିତିରି କଥାର ସତ୍ଯତା ଅବଶ୍ଯ ରହିଛି । ସୁନ୍ଦର ଓ ସତ୍ୟର ଉପସ୍ଥାପନା ପାଇଁ ଆପଣ ଧନ୍ଯବାଦାର୍ହ ।

  • @tapankumarsenapati52
    @tapankumarsenapati52 Год назад +1

    Ati sundar sir
    System kemiti change heba tike kuhant
    ସାର ମୁ 100% ସହ କହିବି
    ଯଦି ପ୍ରତେକ ବ୍ଲକ ରେ IAS ମାନଙ୍କୁ bdo posting କରାଯାଏ ବେସି ନୁହଁ 1ଏକ ବର୍ଷ କି 2 ବର୍ଷ ତାହେଲେ ମୋର ଆଶା ଦୁର୍ନୀତି ବହୁତ ମାତ୍ରାରେ କମିବ । peon ମାନଙ୍କୁ ମଧ୍ୟ transfer କରାଯିବା ଦରକାର କାରଣ ସେମାନେ ଗୋଟେ ଜାଗାରେ ରହି ସମସ୍ତ ବିଷୟରେ ଅବଗତି ଥାନ୍ତି ( peon ମାନଙ୍କର ଟ୍ରାନ୍ସଫର ନାହିଁ ହେଲେ ବ୍ଲକ ରୁ ତହସିଲ ,icds, sub-collector ଅଫିସ ଟ୍ରାନ୍ସଫର କରାଯାଏ ତାହେଲେ ଦୁର୍ନୀତି ବି କିଛି ମାତ୍ରାରେ କମିବ ବୋଲି ମୋର ଆସ। କାରଣ ସେମାନେ palitically involved ଥାନ୍ତି ଅଫିସ ର secresy ଏବଂ tanka ମଧ୍ୟ ଅଫିସର ଙ୍କୁ ଅନିକ ଦିଅନ୍ତି ।
    ଯଦି ହୁଏ govt ଙ୍କୁ proposal କରନ୍ତୁ

  • @sushantakumar3045
    @sushantakumar3045 Год назад

    ପ୍ରକୃତ ବାସ୍ତବ କଥା। ମନ କୁ ଛୁଇଁଲା।

  • @nalinisethiy8422
    @nalinisethiy8422 Год назад

    ନମସ୍କାର ଆଜ୍ଞା ! ଆପଣଙ୍କ 365 ଚାନେଲକୁ ଧନ୍ୟବାଦ। ଆପଣ ତ ଜାଣିଛନ୍ତି ଯିଏ ଅର୍ଥାଗମ ବିଦ୍ୟା ପ୍ରାପ୍ତ ହୋଇନି ଶାସ୍ତ୍ରର କଥାନୁଯାଇ ସିଏ ଦୁଃଖୀ । ତେଣୁ ଆଜି ଯିଏ ଯେତେ ପାଠ ପଢିଥାଆନ୍ତୁ ନା କାହିଁକି ସରକାରଙ୍କ ପାଖରେ ଚାକିରୀ କରିବା ପାଇଁ ଅର୍ଥାତ ସରକାରଙ୍କ ହଳିଆ/ମୂଲିଆ କାମ କରିବା ତାଙ୍କର ଲକ୍ଷ୍ୟ । ମାଲିକ ହେବା ପାଇଁ ନୁହେଁ । ଆଜିର ଭାରତବର୍ଷର ଶିକ୍ଷା କେବଳ ଚାକିରୀଆ ଅର୍ଥାତ ମୂଲିଆ/ହଳିଆ ସୃଷ୍ଟି କରିବା ପାଇଁ । ତେଣୁ ଏଥିପାଇଁ ଧ୍ୟାନ ଦିଅ....

  • @allvideoupload7049..
    @allvideoupload7049.. Год назад

    I salute sir very good message

  • @dolagobindasahu4917
    @dolagobindasahu4917 4 месяца назад

    School ରେ ପାଠପଢୁଥିବା ବେଳେ 1st bench ର ଛାତ୍ର Last bench ଛାତ୍ର କୁ ଶାସନ କରେ କିନ୍ତୁ ଚାକିରି କରୁଥିଲେ IAS,OAS, DOCTOR, ENGINEER etc.ସମସ୍ତେ Back bench ରେ ବସୁଥିବା ଛାତ୍ର ଦ୍ଵାରା ପରିଚାଳିତ ହୁଅନ୍ତି, ଯେହେତୁ ସେ ମନ୍ତ୍ରୀ।Sir, ଆପଣଙ୍କ ଉପସ୍ଥାପନା ଯୁଗୋପଯୋଗୀ, ଧନ୍ୟବାଦ .

  • @abhimanyunayak4246
    @abhimanyunayak4246 Год назад +1

    Thank your sajesan

  • @chinmaypraharaj9057
    @chinmaypraharaj9057 Год назад

    Sir 🙏🙏🙏🙏🙏...Bahut Dina pare dekhiki bhari khusi lagila.

  • @ramchandrahota2430
    @ramchandrahota2430 Год назад +4

    Pranama again and again .The real picture of the socity what U highlited is absolutely OK and therefore demoralisation has rampant every where .Ur exhortations is no doubt very thought provoking and reformative. also ..Request to.keep. on Socity. Ameliorative activities in fullswing .Jai SREERAAM

  • @himansumishra46
    @himansumishra46 Год назад

    Vari vala lagila

  • @sujit_sahoo
    @sujit_sahoo Год назад +6

    ଏକଦମ ସତ କଥା କହିଲେ । 👍👍

  • @ashok4897
    @ashok4897 Год назад +2

    Sir, आप को बहत बहत धन्य बाद । आपको request है की ऐसे ऐसे topic पर video बनाते rehiye,please sir 👍👌👌👌🙏🙏🙏🙏🙏🙏

  • @daimancreation1450
    @daimancreation1450 Год назад +1

    🙏🙏🙏🙏🙏ଆଜ୍ଞା
    ଆପଣଙ୍କୁ ସତ୍ ସତ୍ ପ୍ରଣାମ।
    ନିରାଟ ସତ କଥା ଆଜ୍ଞା ,
    😄😄

    • @suryakanthsahoo
      @suryakanthsahoo Год назад

      Apan mane Sabu path padhi bahut bahut tanka in come Kari Baku chahnu chhanti kintu path padhi Jana sewa Kariba pain kaha manare agrha nahni achhanti kichhi loka gotaye Katha sata bhagawan jahaku jouthi rakiba Katha semanku thik jagare rakhi chhanti Jai jagannath

  • @prabhucharanrout6339
    @prabhucharanrout6339 Год назад

    Very goodteching

  • @gruhalaxmisahoo8094
    @gruhalaxmisahoo8094 Год назад

    Bahut beautiful analysis

  • @basantinayak1660
    @basantinayak1660 Год назад +1

    Very Good sir

  • @monararoseighara499
    @monararoseighara499 Год назад

    Right sir

  • @manojadalai9840
    @manojadalai9840 Год назад

    Fabulous speech 👍

  • @sabitaswain5513
    @sabitaswain5513 Год назад +2

    ପ୍ରଣାମ ଆଜ୍ଞା ବାସ୍ତବ ଚିତ୍ର ସମାଜ ର

  • @bhabanisankarsenapati
    @bhabanisankarsenapati Год назад

    Right sir🙏

  • @nandakishorepatra6260
    @nandakishorepatra6260 Год назад

    Absolutely correct sir Thank u

  • @manasimalik4030
    @manasimalik4030 Год назад

    ଧନ୍ୟବାଦ

  • @dibakarsethy6478
    @dibakarsethy6478 Год назад

    Sir Satya kahile

  • @narottambarik1637
    @narottambarik1637 Год назад

    Puraa right katha

  • @dipaknaik3431
    @dipaknaik3431 Год назад

    Very thankful sir

  • @pramodapradhan3685
    @pramodapradhan3685 Год назад +3

    ଶିକ୍ଷା ମନବିକତା ବିକାଶ ମୂଳକ ଯେବେ ହେବ ।ତେବେ ଯାଇ ବିଦ୍ବାନୀ ମୂର୍ଖ ସଂଖ୍ୟା ସମଜରୁ ନିର୍ମୂଳ ହେବେ ।ବର୍ତ୍ତମାନ ଶିକ୍ଷା ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ ମୂଳକ ।ଏଣୁ ସମସ୍ତ ବିଚିତ୍ର ନୁହେଁ ।

  • @hariharamahanta375
    @hariharamahanta375 Год назад +7

    ସାର୍ ଆପଣଙ୍କୁ ପ୍ରଥମେ ମୋର କୋଟି କୋଟି ନମସ୍କାର ଜୟ ଜୟ ଶ୍ରୀ ଜଗନ୍ନାଥ ଧର୍ମର ଜୟ ହେଉ ଜୟ ଜଗନ୍ନାଥ

  • @kalandicharan1335
    @kalandicharan1335 Год назад +1

    Excellent
    heart touching

  • @SidharthMishra99
    @SidharthMishra99 Год назад

    ବହୁତ୍ ଭଲ ବାସ୍ତବିକ ଉପସ୍ଥାପନା
    ମୁଁ ବି Railway ର ଜଣେ Engineer ଆଉ ଏଭଳି ପରିସ୍ଥିତି ମୁଁ ବି face kari ସାରିଛି।

  • @AjitKumar-nr7ot
    @AjitKumar-nr7ot 4 месяца назад

    ପ୍ରଥମେ ଆପଣଙ୍କୁ କୋଟି କୋଟି ପ୍ରଣାମ।ଏ କଥା ଟି କହି ସମାଜ କୁ ବହୁତ ବଡ଼ ଶିକ୍ଷା ଦେଇଛନ୍ତି। ଯାହା କି ପ୍ରକୃତ ସତ୍ୟ।

  • @brundabankumbhar4626
    @brundabankumbhar4626 Год назад

    ଅତି ସୁନ୍ଦର ଆଲୋଚନା

  • @rabinarayanmishra4451
    @rabinarayanmishra4451 Год назад

    ବହୁତ ସୁନ୍ଦର ବର୍ତମାନର ସତ୍ୟ ଅନୁଭୁତି। ଏହା କେବଳ ପରାଧିନତା ସମୟରେ ଆମର ପୂର୍ବୋଜ ମାନଙ୍କ ସମୟରେ ବହୁତ ସୁନ୍ଦର,ଅଧର୍ମୀ ମାନଙ୍କ ଶାସନ ସମୟରେ ମିଳୁଥିଲା। ଏହି ସ୍ବାଧିନ ଭାରତସିନା ଲାଭ କରିଛନ୍ତି କାଗଜ ପତ୍ରରେ। କିନ୍ତୁ ଅସଲ ସ୍ବାଧିନତା କାହା ହା.........।

  • @nirakardas8757
    @nirakardas8757 Год назад

    ଅତି ସୁନ୍ଦର 🙏👍

  • @Humanity299
    @Humanity299 Год назад +5

    ଶିକ୍ଷା ବ୍ୟବସ୍ଥା ଭଲ ନାହିଁ ଆମର। ଇଂରେଜ ମାନେ ତ ଗୁରୁକୂଳ ବନ୍ଦ କରି ଦେଲେ କିନ୍ତୁ ଆମେ ଏବେ ବି ପରାଧୀନ ଯେ ସେ ଗୁରୁକୂଳ ଆଉ ଖୋଲି ପାରୁନୁ
    କିନ୍ତୁ ସମସ୍ତ ବାବା ଏମିତି ଠକ ନୁହଁନ୍ତି

  • @jasoji
    @jasoji Год назад

    ଏକ୍ ଦମ୍ ସତ ସାର

  • @chandrasekharnayaka9658
    @chandrasekharnayaka9658 Год назад +1

    ମୋର ଭିତିରି କଥା.....ବାବା ଙ୍କୁ ଏଇଥି ପାଇଁ ମନ୍ତ୍ରୀ ,ଅଫିସର ମାନେ ମାନନ୍ତି ଯେ ତାଙ୍କର ପାଖରେ ବହୁତ୍ ଲୋକ ସମ୍ପର୍କ ରହିଛି ଅନେକ ଭକ୍ତ ମେଳ ରହିଛି ଯାହା ଭୋଟ ବେଳେ ମନ୍ତ୍ରୀ ମାନଙ୍କୁ ସାହାଯ୍ୟ କରେ ।

  • @nirakarsamantray2480
    @nirakarsamantray2480 Год назад

    R8 sir....Jay jagannath

  • @maniramsabar4263
    @maniramsabar4263 Год назад

    ସାର ଆପଣ ଠିକ ଉପସ୍ଥାପନା କରିଛନ୍ତି

  • @LgBoyCreation21
    @LgBoyCreation21 Год назад +3

    ବୋହୁତ ଭଲ କଥା କହୁ ଛନ୍ତି ଶେଷ ରେ ଯୋଉ କଥା କହିଲେ ପୁରା ସତ

  • @suryatanyarout3551
    @suryatanyarout3551 Год назад

    Je e sundar bibarani.. sir namaskar 🙏🙏 sata katha sabu rakhile ama agare..

  • @chitrasenbehera7023
    @chitrasenbehera7023 Год назад

    🙏PRANAM 🙏 Very nice 👌👌👌