ସରକାରୀ ଚାକିରୀ ପାଇଁ ଚାଲିଗଲା ସୌମ୍ୟାମୟୀଙ୍କ ଜୀବନ , ଜାଣନ୍ତୁ ଏ ସ୍ପେସାଲ ରିପୋର୍ଟରେ

Поделиться
HTML-код
  • Опубликовано: 19 дек 2024

Комментарии •

  • @Abhi-panda
    @Abhi-panda 12 часов назад +7

    ସବୁ ତ ସେ ସରକାରୀ ଚାକିରି ପଛରେ ବାୟା, କିଛି ନ ବୁଝି ଝିଅ ଦେଇ ଦେଉଛନ୍ତି, ଏ ଭଳି ଅସୁବିଧା ତ ନିଶ୍ଚୟ ହେବ।।

  • @DhananjayaMuduli-k1m
    @DhananjayaMuduli-k1m 3 часа назад +1

    ଠିକ ହେଇଛି

  • @AffectionateBakedBuns-em5ng
    @AffectionateBakedBuns-em5ng 12 часов назад +2

    ସରକାରି ଚାକିରି ବୁଲି କଣ ନିଜ ସ୍ତିରୀଙ୍କୁ ମାରିବାର ଥିଲାକି ସିଏ ଗଟେ ଶୟତାନ ରାକ୍ଷାସଟା ଏବେ ଚାକିରୀ ଗଲା ସ୍ତ୍ରୀ ଗଲା ଆଉ ପେର୍ମିକା ବି ଗଲା ଏବେ ଛୁଡି ପିନ୍ଦିକି ବସିଥା ରାକ୍ଷାସ ଗୁଟିକାର

  • @dailylife1956
    @dailylife1956 3 часа назад +1

    ସେ ପୁଅ ହେଉ କି ଝିଅ ପୁରାତନ ଲଭର କୁ ଭୁଲିବା କଷ୍ଟ l ବାହାଘର ପରେ ମଧ୍ୟ ପୁରୁଣା ଲଭର ସହିତ ସମ୍ପର୍କ ରଖୁଛନ୍ତି l ଆରେଞ୍ଜମ୍ୟାରେଜ କରିବା ପୂର୍ବରୁ ପୂର୍ବରୁ ଲଭର ଥିଲା କି ନାଇଁ ବୁଝି କି କରିବା କଥା l ଯଦି ଥାଏ ତାକୁ reject କରି ଭଲ ପିଲା ଖୋଜିବା କଥା l

  • @nomadicsubash1358
    @nomadicsubash1358 13 часов назад

    Bhala hoichi......🎉🎉🎉

  • @niharranjanmohanty28
    @niharranjanmohanty28 13 часов назад +2

    Sarakari chakiri lova

  • @lipunsamal6738
    @lipunsamal6738 10 часов назад

    ଡବଲ ମଡର୍ ର ସଜା ଯେତିକି ବର୍ଷ.....60%ବାପା ଭାଇ ମା କୁ ମିଳିବା କଥା ଆଉ ସେ ପଶୁ କୁ 40%ମିଳିବା କଥା!!!

  • @ratnakarsethi8403
    @ratnakarsethi8403 11 часов назад

    Se Bala Joen

  • @melisha4236
    @melisha4236 10 часов назад

    Sabu govt employee emiti

  • @ShreyanasKullu
    @ShreyanasKullu 13 часов назад

    Jani Buji Baha daithilo