Natia Comedy Part 253 || Raja Apsari

Поделиться
HTML-код
  • Опубликовано: 19 окт 2024

Комментарии • 2,9 тыс.

  • @VlogwithAfrin
    @VlogwithAfrin 2 года назад +377

    Danga looking beautiful ❤️

  • @alok8781
    @alok8781 2 года назад +14

    ଚକୁଳି ରେ କେତୋଟି କଣା ପଚାରୁଥିବା ବିଚାରପତିକୁ ଶକ୍ତ ଝଟକା ଲାଗିଥିବ ନିଶ୍ଚୟା
    ଅତିସୁନ୍ଦର ଏପିସୋଡ଼ଟିଏ ।
    ଧନ୍ଯବାଦ।

    • @SukraNaik-qe1il
      @SukraNaik-qe1il 4 месяца назад

      Eyiffioguochoofjpgklkvjll 🏌️❤️‍🩹🌜💔👻

  • @soumyaroul2191
    @soumyaroul2191 2 года назад +186

    ଅତି ସୁନ୍ଦର ବାର୍ତ୍ତା ସମାଜ କୁ । ଧନ୍ୟବାଦ୍ ଉତ୍କଳ cartoon world । ସମସ୍ତ ଙ୍କୁ ରଜର ଅନେକ ଶୁଭେଚ୍ଛା

  • @jugalkishore----
    @jugalkishore---- 2 года назад +83

    Danga's entry is so funny 🤣😂
    କଣ କଲା ସେ! କଚାଡି କି ଉଠେଇ ଦେଲା ଆଉ!!😝🤣🤣🤣🤣 ଦୋଳି ଖେଳିବା ପାଇଁ ବନ୍ଧା ହୁଏ, ଗଣିବା ପାଇଁ ନୁହେଁ! ଇ ଓ ମା!!😂😝😝

  • @Vicky-BS18
    @Vicky-BS18 2 года назад +36

    ଗୋଟିଏ ଗୁଳିରେ ତିନି, ତିନି ଟା ଶିକାର.... ଧନ୍ୟବାଦ୍ #utkal Cartoonworld 🙏

  • @shantanubiswal2377
    @shantanubiswal2377 2 года назад +148

    ବହୁତ ଭଲ ଲାଗିଲା ମାତ୍ର ପହିଲି ରଜରେ ଆଉ ଏକ part uploadକଲେ ଭଲ ହୁଅନ୍ତା।।।
    ଆପଣଙ୍କୁ କେମିତି ଧନ୍ଯବାଦ ଦେବି। In every part of NATIA there is a moral lesson for children. Thank you so much. 🤩

  • @Krishnadiwanee
    @Krishnadiwanee 2 года назад +130

    ସବୁ episode re ମତେ କିଛି ଶିକ୍ଷଣୀୟ ତଥ୍ୟ ମିଳେ ।। କିନ୍ତୁ ଏହି episode ra motivation lesson ଟି ବହୁତ ଭଲ ଥିଲା ।।।ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ world 🙏😊❤️

  • @tapasentertainment9135
    @tapasentertainment9135 2 года назад +392

    Best lesson to the society, don't loose your confidence. Well done Utkal Cartoonworld.

  • @sarojsamalsehwag8654
    @sarojsamalsehwag8654 2 года назад +194

    ଉତ୍କଳ ଭାଇ... ଗୋଟେ ଗୁଳିରେ 3 ଟା ସିକାର ( ରଜ କୁଇନ୍, ରଜ ସୁନ୍ଦରୀ, ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ Indirectly Roast 🤣🤣🤣 )

  • @kkvlogs1819
    @kkvlogs1819 2 года назад +29

    କଉ ଟିଭି ବାଲା ର ଦମ୍ ନାହିଁ ପୁଅଙ୍କ ପାଇଁ କିଛି show କରି ପାରିବେ 😂😂😂😇😝😝

  • @sarojjenacoolboy9429
    @sarojjenacoolboy9429 2 года назад +101

    ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️thank you sir 🙏😍😍 ଏମିତି ସତ୍ୟ ସାମ୍ନା କୁ ଆଣିଥିବାରୁ ଧନ୍ୟବାଦ୍ ଏମାନଙ୍କ ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ହେବା କଥା

  • @SatyaprakashRoutray
    @SatyaprakashRoutray 2 года назад +350

    Danga is the most amazing character in every episode 👌😂............

  • @sisirmultitalented
    @sisirmultitalented 2 года назад +171

    ଭାଇ ବଢିଆ ବହୁତ ମଜା ଲାଗିଲା 🤣🤣🤣
    ଚକୁଳି ପିଠା ରେ କେତେଟା କଣା ପ୍ରଶ୍ନ ଟା ଥିଲେ ପୁରା ଠିକ ଜାଗାରେ ଆମ ରଜ ଜଜ ଙ୍କ ରା ବାଜିଥାନ୍ତା 😂😂😂😂😂😂

  • @manassamal3656
    @manassamal3656 2 года назад +45

    ସତରେ ଆମ ଓଡ଼ିଶା ର ଝିଅ ମାନେ ବହୁତ୍ ସୁନ୍ଦରୀ ଆଉ ବୁଦ୍ଧିମତୀ..... ଓଡ଼ିଶା ର ଝିଅ ମାନେ କେତେ ଆଶା ଭରଷା କରିକି ରଜ Q***n ଓ ରଜ S*****i audition ଦବା ପାଇଁ ଯାଆନ୍ତି ହେଲେ Audition round ରେ ଜଜ୍ ମାନେ ଅବାନ୍ତର ପ୍ରଶ୍ନ ପଚାରିକି ନିରୀହ ଝିଅ ଙ୍କୁ କ୍ୟାମେରା ସାମ୍ନାରେ ବେଜ୍ଜିତ୍ କରନ୍ତି...... ଏହା ଆଦୌ ଠିକ୍ ନୁହେଁ..... 😔
    ଜୟ ନଟିଆ...✊
    ବନ୍ଦେ ଉତ୍କଳଜନନୀ....✊

  • @viralvichitra9941
    @viralvichitra9941 2 года назад +25

    ଉତ୍କଳ ବାବୁ ଗୋଟେ question ରଖିଲେନି,, ଚକୁଳି ପିଠା ରେ କେତେ ଟା କଣା ଅଛି 😂😂

  • @abhinashrana1535
    @abhinashrana1535 2 года назад +60

    ଡାଙ୍ଗ ଆଜି ଝିୟ ବେଶରେ ଭଲ ଲାଗୁଚି ସବୁଠୁ 😁

  • @villain9934
    @villain9934 2 года назад +30

    ରଜ କୁଇନି ରେ ଜଉ ମାନେ ଜଜ୍ ହଉଛନ୍ତି
    ତାଙ୍କର ଜଜ୍ ହବାର ସେ ଓକାତ୍ ନାହି,,,,,,,i love it,,,mr, natu

  • @saswatdash6605
    @saswatdash6605 2 года назад +1759

    Indirectly Ultimate roast of Raja Queen and Raja sundari and directly insult odia industry movie 😂😂😂👏🏼👏🏼👏🏼

  • @dilip7676
    @dilip7676 2 года назад +9

    💯💯💯ଏଥର ରଜରେ ନଟିଆ ଓ ଗଣ୍ଡୁ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି 👍👍👍.....।।

  • @akshaykumar2223
    @akshaykumar2223 2 года назад +14

    ଡାଙ୍ଗ ଜମେଇ ଦେଲା 🥰😁😁😄😁😄😁

  • @sarojjenacoolboy9429
    @sarojjenacoolboy9429 2 года назад +124

    😂😂😂😂😂😂😂😂😂wow 🔥🔥❤️ best level roasted Raja queen

    • @papuswain6366
      @papuswain6366 2 года назад +2

      🤣🤣🤣🤣🤣

    • @silentheartbeat9
      @silentheartbeat9 2 года назад +2

      Ha Bhai pura roasted 😂😂

    • @sarojjenacoolboy9429
      @sarojjenacoolboy9429 2 года назад

      @@silentheartbeat9 🤣🤣😂😂😂

    • @sarojjenacoolboy9429
      @sarojjenacoolboy9429 2 года назад

      @KANHA 🤣🤣😂😂😂😂😂😂 right mote ta ete raga lage jouthi delhibi se judge mananku peetibi

  • @trilochanojha8173
    @trilochanojha8173 2 года назад +96

    ସବୁ ବର୍ଷ ର ରଜ ଠାରୁ ଏ ବର୍ଷର ରଜ କିଛି ଅଲଗା ଆଉ କିଛି ଅଲଗା ପ୍ରକାର comedy😂😂😂

  • @dthodia3980
    @dthodia3980 2 года назад +36

    ବହୁତ ଭଲ ଲାଗିଲା
    ଅତି ସୁନ୍ଦର ଭିଡିଓ
    Utkal cartoon world
    Happy Raja 😀😀😀

  • @ashokkumarsahoo7707
    @ashokkumarsahoo7707 2 года назад +5

    ଏହି ସୁନ୍ଦର ଭିଡିଓ ପାଇଁ ଆପଣଙ୍କର ସମସ୍ତ ଉଦ୍ୟକ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

  • @smrutiranjandas224
    @smrutiranjandas224 2 года назад +1

    Exactly ei vali vedio gote sara odisha pain darkar thila......Love you Utkal Cartoon World❤

  • @gudu__status6043
    @gudu__status6043 2 года назад +99

    Roast of Raja queen Indirectly 😂😂😂😂

  • @nandikishor6430
    @nandikishor6430 2 года назад +132

    Ultimate roast of Roja queen 😂

  • @mogaon526
    @mogaon526 2 года назад +33

    ରଜ ଦୋଳି ଝୁଲିଲାଣୀ ଖେଳିବା କୁ ଯିବା ଭାଇ ଭଉଣୀ... ବଉଳ ଲୋ. advance happy rajo all natia team 💕

  • @manojpradhan2094
    @manojpradhan2094 2 года назад +2

    ଅତି ସୁନ୍ଦର ଲାଗିଲା.Utkala caturn world.

  • @kunalcharanbehera5683
    @kunalcharanbehera5683 2 года назад +8

    ନଟିଆ କମେଡି ଭଲ ହୋଇଛି, କିନ୍ତୁ ପୂଜା ଯେତେବେଳେ ଦୁଃଖରେ ଷ୍ଟେଜ ଛାଡି କାନ୍ଦି କାନ୍ଦି ପଳାଉଛି ଓ ଏକା ଏକା ରହୁଛି ସେତେବେଳେ ତାଙ୍କ ବାପା ତାଙ୍କୁ ନ ଖୋଜି ଷ୍ଟେଜ ପାଖରେ ହସି ହସି ମଜା ନେବା କଥା ବୁଝି ହେଲାଣି।
    ନଟିଆ ଟିମର ସମସ୍ତଙ୍କୁ ରଜର ଶୁଭ କାମନା।

  • @bangtansarmygirl4794
    @bangtansarmygirl4794 2 года назад +69

    Big slap to those raja queen judges good job utkala cartoon world 👏

    • @sonaliparida4473
      @sonaliparida4473 2 года назад +2

      Bhai thik kahichi se jou judgement karanti kn bhabanti mana ki kejani se besi Kari debashish bahut attitude

  • @kulamanismileboy9074
    @kulamanismileboy9074 2 года назад +43

    Good morning all Natia team 🌅🌅🌅
    Beautiful episode 🤗🤗🤗......... Very nice 👌👌👌👌👌🥰🥰🥰🥰........Natia Comedy " Raja Apasari " 🥰🥰🥰🥰🥰..... Mind blowing episode 🤗😘😘😘💖💖💖💖 ............

  • @karchiku9303
    @karchiku9303 2 года назад +81

    I wish that puja can feel natia's feeling. Happy raja all of you🙂

  • @Bajrangbali_YouTube_Chanel
    @Bajrangbali_YouTube_Chanel 2 года назад +8

    Emiti real re roast Kale Bhala Huanta😁😁😁😁😁

  • @parthasahoo8660
    @parthasahoo8660 2 года назад +10

    Samajhdar ko isara hi kafi hai ..
    Jabardast Roast ❤️❤️🤣🤣🤣🤣
    ଗୋଟେ ଗୁଳି ରେ ଦିଟା ଶିକାର........

    • @priyanka4839
      @priyanka4839 2 года назад +1

      Utiy

    • @priyanka4839
      @priyanka4839 2 года назад +1

      Mbczzx barbarians

    • @priyanka4839
      @priyanka4839 2 года назад

      Kkjljojkjljkhkjljkjjhkjkjkjkjkjkjkjkjjkjjjjjjjjpogfkoggkiggkpyfbkohjjgguuy alkapuri

  • @padmanavswain8771
    @padmanavswain8771 2 года назад +38

    Tik tok ban - carry minati❤️
    Raja queen ban- natia comedy ❤️

  • @odiavlogsbapun3969
    @odiavlogsbapun3969 2 года назад +11

    ସକାଳୁ ସକାଳୁ ମନ ଖୁସି କରିଦେଲ..... ମୋର ସମସ୍ତଙ୍କୁ ଆଗୁଆ ରଜ ର ବହୁତ ସାରା ଅଭିନନ୍ଦନ....... (ହାପି ରଜ )

  • @crazydeepakkumar
    @crazydeepakkumar 2 года назад +33

    ରଜ ପର୍ବ ର ଅଭିନନ୍ଦନ ଓ ଶୁଭେଚ୍ଛା ❣️

  • @SHIBA...45
    @SHIBA...45 2 года назад +2

    Video ଟି ବହୁତ ମଜାଦାର ଥିଲା.....👌🏻
    ଏବଂ...ମୋ ଅନୁମାନ ଯଦି ଭୁଲ ନହୁଏ..... ସେହି ଜର୍ଜ ଦୁଇଜଣ riya... ଓ sambit...

  • @jayshreeram5477
    @jayshreeram5477 2 года назад +2

    Direct ଚାପୁଡ଼ା ବାଜିଲା ରଜ ଜଜ୍ କୁ କେମିତି ଲାଗିଲା 😁😁😁

  • @dancinggirlipsita7061
    @dancinggirlipsita7061 2 года назад +137

    Very interesting Lesson for Reality show maker ..... Thank You So Much Utkal Cartoon World For Making This Episode ☺️

  • @Krishnadasbls180
    @Krishnadasbls180 2 года назад +17

    2:19 ଆରମ୍ଭ ହେଇଗଲା ରଜ ଅପସରି 😁😁

  • @somethingasumari012
    @somethingasumari012 2 года назад +9

    ରଜ ଦୋଳି କଟ ମଟ
    ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
    ଦିଶୁଥାଇ ଝଟ ମଟ 🥰
    ରଜ ପର୍ବ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️🥳 uktla ବାବୁ 🙏 ଏବଂ ସମସ୍ତ ସଦସ୍ୟ ଆଉ ଆମ ଦର୍ଶକ ବନ୍ଧୁ ମାନଙ୍କୁ 🙏🥰

  • @brajeswardas9770
    @brajeswardas9770 2 года назад +8

    ଡାଙ୍ଗ ପୁରା ଖେଳ କରିଦେଲା.... ଓଲିଉଡ ର ହଟାଶିଆ ଜଜ ଙ୍କ ଗାଲ ରେ ଶକ୍ତ ଚାପୁଡ଼ା ବାଜିଛି...

  • @wrath69xd94
    @wrath69xd94 2 года назад +6

    Ohhh maja asi gala...bezit gote heichi ee sarthak wala nku😆hats off to UTKAL Gourab team for roasting Raja Queen nd Raja Sundari😆🤣

  • @manasisasmal5218
    @manasisasmal5218 2 года назад +109

    Advance Happy Raja 😍 i wish a safe and healthy Raja all of enjoy 🥰 natia comedy is always mind blowing no doubt 🤩🤩🤩

  • @odiaroastbhai3082
    @odiaroastbhai3082 2 года назад +19

    Advance happy Raja Utkal Cartoon world And All ସାଙ୍ଗ ମାନଙ୍କୁ ❤️🙏😘

  • @bichitranarayandash4564
    @bichitranarayandash4564 2 года назад +82

    Nice episode ❤️❤️❤️ This episode dedicate to raja queen judges 😂😂 Danga is the best character in this episode 😀😀😀 very funny 👍👍 Happy raja to utkal gaurav all family ❤️❤️🙏🙏

    • @anisha7793
      @anisha7793 2 года назад +1

      😁😅😂🤣😭

  • @sipunvideoworld2024
    @sipunvideoworld2024 2 года назад +8

    ଆମ ଓଡ଼ିଆ ଝିଅମାନେ କୈାଣସି ପ୍ରତିଭାରେ କମ୍ ନୁହନ୍ତି... ଓଡ଼ିଆ ପରମ୍ପରା ଓ ପର୍ବ ପର୍ବାଣୀ ଏ ଜଗତ ରେ ଅତୁଲ୍ୟ ।

  • @prafulbezz7075
    @prafulbezz7075 2 года назад +2

    Bahut badhiya lagila 👍
    ATI sundar Raja episode
    Thankyou Utkal cartoon world team ku

  • @subhadra_123
    @subhadra_123 2 года назад +33

    Good morning🌞 ନଟିଆ team thanks a lot fresh fresh morning ଆମମାନଙ୍କ ପାଇଁ ଏତେ ସୁନ୍ଦର ଭିଡିଓ ଆଣିଥିବାରୁ ଯାହା ହଉ ସକାଳୁ mind fresh🍃💦 ହେଇଗଲା ଲାଗୁଛି ଆଜିର ଦିନ ଟା ବହୁତ ଭଲ ରେ କଟିବ

  • @the-indian-boy--j
    @the-indian-boy--j 2 года назад +21

    Thanks 🙏 natia cartoon team emiti gote cartoon kari thibaru, eha gote badhia sikhya ate rojo Queen bachuthiba judges nka pai great concept👍 bohut maza asila🤩🤗

    • @shortswithbiswajit7625
      @shortswithbiswajit7625 2 года назад +1

      ruclips.net/user/shortsqxGqZikY_vQ?feature=share

    • @jpsmath9600
      @jpsmath9600 2 года назад

      Semane belajya guda. Sushuribeni. Thanks utkal cartoon world

  • @somethingasumari012
    @somethingasumari012 2 года назад +34

    ଯଦି ଆମ ଘର ପାଖରେ natia ଗାଁ ହୋଇଥାନ୍ତା ମୁଁ ଦୋଳି ଖେଳିବାକୁ ଯାଇଥାନ୍ତି 🥰 କେତେ ସୁନ୍ଦର ଭାବରେ ଦୋଳି ସଜା ହୋଇଛି 😘 ବହୁତ ଭଲ ଲାଗିଲା ରଜ episode 🥳❤️🥰

  • @bijilipadhan6109
    @bijilipadhan6109 2 года назад +4

    Very very nice 😊👍👏👏👏👏👏👏👍👍👍👍👍😊😊😊 raja apasari puja is raja apasari

  • @PUBGLOVER-kx2sq
    @PUBGLOVER-kx2sq 2 года назад +2

    ଡ଼ାଙ୍ଗ ଆଜି ବଢିଆ କାମ କରିଛି 🤣

  • @beautyqueen2473
    @beautyqueen2473 2 года назад +25

    Puja looking is very gorgeous and beautiful.

  • @lubuna1234
    @lubuna1234 2 года назад +35

    Roast of the Raja queen and Raja sundari 😍😍😍😊😊😊😉 Happy Raja Sir 😉😊

    • @mr.siboofficial8133
      @mr.siboofficial8133 2 года назад +2

      Wt About Khanti Odia Jhio.
      Se programme re bi thik semiti hei thila.. Jhio manoku insult kora jaithila.. 💯

    • @lubuna1234
      @lubuna1234 2 года назад +3

      @@mr.siboofficial8133 ha khanti odia Jhio re bi amiti ho e thila

    • @mr.siboofficial8133
      @mr.siboofficial8133 2 года назад

      @@lubuna1234 hm bhai. Mun sei Aa hi kou thili pora...!

    • @chhabilarammahanta7938
      @chhabilarammahanta7938 2 года назад

      Ff player

  • @Madhaba_Dora
    @Madhaba_Dora 2 года назад +19

    ସମସ୍ତ ଙ୍କୁ ରଜ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ🙏🙏Really ରଜରେ ପୁଣି ପୁଜା କୂ ଖୁସି ମନେଇବା ପାଇଁ ଆମ ନଟିଆ Dharma ର ଅବତାର ନେବାକୁ ପଡିଲା😃ନଟିଆ ର ଏହି ଏଫିସୋଡ ଟି ବହୁତ ଭଲ ଲାଗିଲା👌👌ଆଶା କରୁଛି Next Episode Dharma ଆସିବ

    • @namitapanda1894
      @namitapanda1894 2 года назад +4

      ଏହି Episode video କୁ ରଜ Queen ର Judge ଗୁଡା ନିହାତି ଦେଖିବା ଦରକାର
      ସେମାନେ ଏଥିରେ କିଛି ଶିକ୍ଷା ପାଇବେ
      ଖାଲି faltu questions 😂😂

    • @prstmpatra1521
      @prstmpatra1521 2 года назад +1

      Ohh

    • @purnimajena1364
      @purnimajena1364 2 года назад +4

      Happy Raja ❤

  • @ramakrushnapradhan8512
    @ramakrushnapradhan8512 2 года назад +21

    କୌଣସି ଝିଅ audition dei ଦେଲା ପରେ କେବେ ରଜ Queen କି ରଜ sundari
    ହୋଇନଥାଏ।
    ଆରେ ଆମେ ଓଡ଼ିଆ ,ଆମ ପରମ୍ପରା ଏଇଟା
    ଏଇ ପର୍ବ ରେ ସବୁ ଝିଅ ରଜ Queen
    Eie judge ମାନେ କଣ decide କରିବେ

  • @namitaswain8259
    @namitaswain8259 2 года назад +1

    Woow natia comedy jete bele jaha b kare kichi na kicchi right aou nicchaka sata katha ଉପସ୍ଥାପନା kare i salute to uuu thanku very much so nicee live u thoo 💖💖👏👏👏👏👏🖐️🖐️🎊🎊💕💕💕🎊🙏🙏🙏❤️❣️🙂💕💓💓😍😘😘😘😘😘

  • @khetramajhilifestyle491
    @khetramajhilifestyle491 2 года назад +6

    ସବୁଠୁ best episode 👌👌👌wow maja ଆସିଗଲା 🥰🥰🥰

  • @patrajeeban7866
    @patrajeeban7866 2 года назад +22

    Dil se sukriya utkal cartoon.
    For the most meaningful video ...

  • @Krishnadasbls180
    @Krishnadasbls180 2 года назад +7

    ରଜ ରେ ଧର୍ମା ଆସିଛି 😂😄
    ମାନେ ନଟିଆ 😄😄👏👏

  • @arbindbhuyan4789
    @arbindbhuyan4789 2 года назад +6

    Utkal cartoonworld u give a Right lesson to Odia murkha judge🤣🤣🤣

  • @beautifulmoments1M
    @beautifulmoments1M 2 года назад +18

    I can't control my laugh 😂
    After watching this video 🤣🤣🤣🤣🤣🤣🤣🤣🤣🤣🤣🤣🤣🤣 Good slap to Zee sarthak 😂😂😂😂

  • @shantanubiswal2377
    @shantanubiswal2377 2 года назад +46

    DANGA looks so pretty. When I saw its trailer I didn't expect that this girl was DANGA

    • @binapaninaik6096
      @binapaninaik6096 2 года назад +1

      There wgwgwtwg 😭❤️❤️❤️❤️❤️💖💖🥰🥰😍😍🥰😍

  • @madhusmita9042
    @madhusmita9042 2 года назад +5

    Bohut Sundar episode pura manaku chhunigala

  • @deepakupadhaya3572
    @deepakupadhaya3572 2 года назад +10

    Wow Danga Ra Beautiful Look Dekhiki Sakalu Minde Fresh Hei Gala...

  • @bibhuprashad3727
    @bibhuprashad3727 2 года назад +1

    ଭାଇ ଆଜି ମୋତେ ବହୁତ ଭଲ ଲାଗିଲା ଏତେ ଭଲ ଯେ କେମିତି କହିବି ଭାବି ପାରୁନାହିଁ ।ଅତି ସୁନ୍ଦର

  • @Barihajeet
    @Barihajeet 2 года назад +2

    ଏ ବର୍ଷର ରଜ ବହୁତ ସ୍ପେସିଆଲ ହେଇଛି

  • @Sunil-xc5nm
    @Sunil-xc5nm 2 года назад +15

    ଚକୁଳି ପିଠା ରେ କେତେଟା କଣା 🤣🤣🤣 🤣🤣🤣

    • @KINGMUSIC740
      @KINGMUSIC740 2 года назад +2

      Tame dekhuna

    • @radhe_radhe812
      @radhe_radhe812 2 года назад +2

      🤗😂😂😂😂

    • @teddyloversmita65
      @teddyloversmita65 2 года назад +2

      Ae dialogue ta jia pacharithila btr haba taku pacharile se kahipariba 🤣🤣🤣🤣murkha jj

  • @namitapanda1894
    @namitapanda1894 2 года назад +20

    Zee Sarthak ରେ ରଜ Queen ଦିଏ and ସିଦ୍ଧାର୍ଥ ଟିଭି ରେ ରଜ ସୁନ୍ଦରୀ ଦିଏ। ହେଲେ UTKAL CARTOON WORLD team ରଜ ପର୍ବ ପାଇଁ ରଜ ଅପସରି Episode video ବନେଇଛନ୍ତି।😃😃
    ମୁଁ UTKAL SIR ଆଉ ସେମାନଙ୍କ Team ଙ୍କ ଉପରେ ବହୁତ୍ ଗର୍ବିତ 😄😄 ଯେ, ସେମାନେ ଏଇ story ବନେଇ ଥିବାରୁ।
    Thank you so much UTKAL SIR 🙏🙏🙏
    Name - Abhijeet Panda
    Home - Dhenkanal Sadar

  • @AshisDas-jj4ud
    @AshisDas-jj4ud 2 года назад +30

    Good episode....teach a lesson 👌🏻 to raja judges😂😂😂😂

  • @sritamswain2802
    @sritamswain2802 2 года назад +1

    Wow nice briliand episod ... Sucial massege.... For all girl good inslat odia movie.... 😂.... And happy raja i wesh all my frienda ....

  • @rblifestyles...cooking5500
    @rblifestyles...cooking5500 2 года назад +3

    Best lession for society... super duper danga 😄😄👍👍 actually correct reply

  • @sasikantmaharana9944
    @sasikantmaharana9944 2 года назад +71

    Mind-blowing Roast of raja queen 😀

  • @Sunil-xc5nm
    @Sunil-xc5nm 2 года назад +12

    କାହାକୁ ଲଜ୍ୟ ଦେବା ଆଗରୁ 100 ଥର ଭାବିବା କଥା 🙏🏻🙏🏻🙏🏻

  • @alishapradhan45
    @alishapradhan45 2 года назад +52

    Wah... ❤.... Mind blowing😘.. Episode🤗...... And Beautiful✨ Roast🔥🔥🔥🔥🔥🔥....... Of Raja Queen..... Amazing😍😍😍... And Advance Happy😊 Raja.. 🥰🥰🥰

  • @AnchorTapaswini
    @AnchorTapaswini 2 года назад +2

    ଆପଣଙ୍କ ସବୁ ଭିଡିଓରୁ କେବଳ ପିଲା ମାନେ ନୁହଁନ୍ତି ବଡ଼ ମାନେ ବି ବହୁତ୍ କିଛି ଶିଖିବେ... ସୁନ୍ଦର୍ କାହାଣୀ 👌❤️😊 ମନକୁ ଛୁଇଁ ଗଲା...

  • @madhusmitaraut2263
    @madhusmitaraut2263 2 года назад +1

    Thanks brathar amiti jajes mananku pane dabakatha sitire basipaduchanti sansakar Jani nahanti bahuta vhala lagila

  • @rashmiranjannayak4542
    @rashmiranjannayak4542 2 года назад +21

    Odia bhaina's effort is really worthy. Thanks for taking the movement forward through this video 😊😊.

    • @Psychoboi1
      @Psychoboi1 2 года назад

      Meme Page wala b karichanti 🙄

  • @MystroLogic
    @MystroLogic 2 года назад +135

    This Show Natia Comedy ( Utkal Cartoon World) help us to know many thinks , motivate to study, give us good advice and many more . So i give a special to Utkal Bhaina and His Team
    Thank You ❤️

    • @MystroLogic
      @MystroLogic 2 года назад

      Special Thanks

    • @ashirbad6136
      @ashirbad6136 2 года назад

      Best shows than odia film and seriel

    • @Jaanuj353
      @Jaanuj353 2 года назад

      ruclips.net/user/shortsCDJBo0WsdXU?feature=share

    • @MystroLogic
      @MystroLogic 2 года назад

      I mean not only this show all show which I saw

  • @sanataniupdates
    @sanataniupdates 2 года назад +19

    Roast of Raja queen 👑😅👑 clearly 😂😂😂😂😂😂bezit bezit sarthak tv,😂😂😂😂

    • @namitapanda1894
      @namitapanda1894 2 года назад +2

      Bezit bezit bezit
      Girls don't like it
      Girls Avoid.
      But Bezit likes Judge
      Girls can't avoid.😂😂😂

    • @priyasarathi4751
      @priyasarathi4751 2 года назад +1

      @@namitapanda1894 t8ytygyggyggyyygg

  • @Tukuna5430
    @Tukuna5430 2 года назад +1

    Happy raja utkal cartoon world

  • @akshyamajhi8159
    @akshyamajhi8159 2 года назад +3

    Ratha Yatra best enjoying hou.50/50

  • @nk_lifestyle503
    @nk_lifestyle503 2 года назад +41

    Wow 😀 mind blowing episode 🥰🤗

    • @Jaanuj353
      @Jaanuj353 2 года назад

      ruclips.net/user/shortsCDJBo0WsdXU?feature=share

    • @ritesh__creation
      @ritesh__creation 2 года назад

      Hiii can your insta id

  • @priyankasethi3266
    @priyankasethi3266 2 года назад +23

    finally my waiting was ended and 🥰😍🍾

  • @asutoshpanda1900
    @asutoshpanda1900 2 года назад +127

    these cartoons are better than the ollywood industry..They care about their minor audience and teach them about the odia cultures and traditions....Proud ❤❤

    • @pritirajpattanaik1522
      @pritirajpattanaik1522 2 года назад +1

      😀😁😃😃😃😄😄😆😆😆😉😉😉🎂🎂🎂🎂

    • @pritirajpattanaik1522
      @pritirajpattanaik1522 2 года назад +2

      Gddghhshshshshahhshshsjshjzhzjsjsjshshshhhsjshshsjsjzjzjjsjzjxjxjjsjsjsjjsjsgdhdysjsyjsjsiejusjdjdjdjjsjhdhdhdhshshjsjsjdjdjdjjdjjdhdhdhdhajwhsjjsjsjsjjsjsjsjshdhdhdhdjwjiwhdjdgdhhhdhdhhdhshjjshsjqhhwjeyeiwjwuhdhjshshhshshwhshhshshdhhdhdhhhdhhdhdhdhhhdhdhdhhshdhsjsjujqjwyshyeueyyehshehsgdhhxhshshsjshhshhshshshhshhdhhdhdhshhhdhdhdhdhdhhdhhdhshdhgdhdhshsghhshhdgdgdggsgsghdhshhjshjshhshsgsgdhdhdhdhdhshjshjqqhhwhwhwwgwh

  • @muodia2150
    @muodia2150 2 года назад +1

    ଏ ହି ଏପିସୋଡ୍ ଟା ବହୁତ ସୁନ୍ଦର ହୋଇ ଛି

  • @rajeshkumarjena8749
    @rajeshkumarjena8749 2 года назад +4

    Natia comedy me jabse "Danga" ka entry hua he maza hi aa gaya hai 🤣🤣🤣🤣

  • @odishacreator777
    @odishacreator777 2 года назад +16

    These judges are same as sarthak TV's faduu judge.😄😄😄😄

  • @satyamalik4387
    @satyamalik4387 2 года назад +16

    Best episode till now.....❤️❤️❤️❤️
    Real face of Raja Queen and odia cinema 🤭🤭

  • @chandannayak8228
    @chandannayak8228 2 года назад +9

    Happy raja utkal cartoon world and odisha bashi 😍😍

  • @prananath118
    @prananath118 2 года назад +1

    ସତରେ ଡାଙ୍ଗ ବହୁତ୍ ଭଲ
    ଡାଙ୍ଗ ଭଳି ପିଲା ରଜ ବେଧୁଆ ଜଜ୍ ମାନଙ୍କ ପାଇଁ ପୁରା perfect 🤘👌

  • @sibasankar3741
    @sibasankar3741 2 года назад +1

    happy rajo in advance natia nd puja💞💞💞

  • @itishreetarai6800
    @itishreetarai6800 2 года назад +6

    Jou mane raja sundari ku jaanti kebala nijara bezit karibaku 😂nc episode ❤️

  • @manastalcher
    @manastalcher 2 года назад +4

    ଏହି ରଜରେ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ ଆଉ ଓଡ଼ିଶା ବାସୀ ଙ୍କୁ ରଜ ପର୍ବର ବହୁତ୍ ସାରା ଅଭିନନ୍ଦନ ଓ ଶୁଭକାମନା ।

  • @legendrider800
    @legendrider800 2 года назад +6

    ଧନ୍ୟବାଦ 🙏ମୋର ଛୋଟବେଳ ରଜ ସ୍ମୃତି ମନେ ପକେଇଥିବାରୁ ❤କାହାର କାହlର ରଜ ରେ ଛୋଟବେଳେ କଥା ମନେ ପଢୁଛି ଲାଇକ କର 😊❣️👍🏻

  • @pratikshyapati5206
    @pratikshyapati5206 2 года назад

    Satare mst thila video 🙏🏻🙏🏻❤️❤️🥰🥰✨ happy Raja apnamanku samastanku 😍😍

  • @srilekhasahoo2010
    @srilekhasahoo2010 2 года назад +1

    Satare ehivali questions pacharajauchhi real re...sethipai eai show dekhibaku aau vala laguni
    Jemiti questions ku semiti ans badhia lagila👏