@@DebabrataBehera-u4c bhai Abe bi SC St senior authorities manku promotion miluni without promotion re secretary Mane retirement nuchanti, ete well educated heiki bhi semane Discrimination face karuchanti ,aeta kn thik
Tume general loka ofc re kama Karuna...tautari karucha ...paisa pachare dhauncha...corruption re general loka Pura Agua Vigilance re tume sabu dhara paducha Au phutani Katha...ame bhala padhi b karucha 4 mark re selection
@@mousumijhili8855 man Lo ki maine aapke upar ek ilzaam lagaya aapane mere dost ka katla kiye ho to jimmedari Mera banti hai main Prabhu dunga kyunki Maine claim Kiya hai ! to aap claim kar rahe ho to jimmedari aapka banta hai proof do
Medical and teaching re hi jogyata dhayana diajaou baki jagah kota deba darkar Aau bhai tame janicha uchha jati manaka purbpurus kemiti jibana Japan kruthile aau Chhota jati ra loka Mane chaliba b kasta Kara thila sei katha v nije tike vabantu
@ramachandramalik7164 bahut badia kahila amane Jani Jani ajana pari natak karuchanti Ama purbpurus kemiti gulami re jiban katichanti se katha se kebe bhabi be ni hele Abe jogyta katha manepaduchi kahi se samaya re kahiki samastanku saman adhikar milina nahi keteta Loko raha pari chaluthile seithi kete Loko khaibaku paunathile es bisaya re emannku kichi Jana nahi kahikina emana kebe voko kana janinahanti garibi kana janinahanti Janibe kemiti ayush Aram re jibana Katithiba barga ra loka mananku kemiti janapadiba
Tuma bapa maa ku chhadi ase aau gote sc/st chhua saha jhapdi ru life start kare, setebele reservation kahaku need janapadibo... Tike kahiba before history back ground check kari katha hele bhalo hebo
Kota kete Diya houvhi janichu ki bholre 15%deucho Au sabu ta genaral neuchi Ame achu 90%loko tame 10%acho Kia adhika neba kotha kuho ....au bashi hele agoku madichalibu
I request to govt. Of odisha please be removed the reservation system because they are taking quata on appointment base and their demand now ur quata so reservation should be removed.
Promotion kahiki apana manakara ete capacity achi jadi requirement re v general hi apply karantu. Jouti General candidate 90% mark rakhi ki v post pai paruni sethi ta apana Mane 50% mark re v post pauchanti. Setelebe kahu nahanti ame post paiba jogya nuha. Eligible candidate ku post dia.. mark besis re selection Kara. Aji general pila tike agaku paleile boli apana mananku ete badhuchi... Eita sampurna bhul.
University re bi seya karuchanti...VC post pain ..Sabu Brahmins despite having the highest qualification of a SC candidate for the post. Proper investigation is necessary.
@DRONA_LIMIT in the name of merits you are looting people and exploiting. Tyranny of merits. The corruption and other unsocial activities are increasing and in these activities most of the Upper caste are involved. See the national crime and corruption report. You use them for your benefits. Merits destroy the society. But some meritorious students are more responsible about social issues and they are more informed but others are more intended to hold top post and government facilities. Favouritism and nepotism are increasing. If properly investigated by top authorities the reality of society will be clearly visible.
After getting an opportunity on reservation basis to study & the government job, it's a matter of shame that you are asking for reservation in promotion. Nobody should be given a reservation three times in a lifetime. Again your children will go through the same process. Where is the end?
Reservation in studies& jobs is OK. But in job? No sir. Once we join a govt job we all are equals. We are Babus. Again class one officers progeny should be excluded.
Job paibe reservation re. Promotion paibe reservation re puni tapare additional promotion nebe ur post re. Take either promotion on the basis of marit or through reservation not both.
@@hiltonhembram0 yes I know bro . But after getting selected in reserved category how can take promotion in UR category. Jau reserved category ra pila UR category re jadi select hauchi better rank rakhiki se UR re promotion neba ta thik. But Reserved re select heiki UR re promotion neba ta kete thik
@@CalmGoshawk-nb9tt kete thik kete bhul seita decide kariba pai to aame judiciary system rokhichhu sabu category ku akhi agore rokhi jaha judgment debe accept kariba darkar
Bhai I am agree with ur views. But sc st mane reservation avail karuchhanti ki. Apono kichhi jani nahanti khali chef views deuchhanti. 1. Bhai puri mandira re kete sc st puja karuchhanti. Kahiparibe ki..sc st community ro pila Jou dino gen community re marriage karibe. Au higher community ro jhio mane scst community re marriage hebe jana Padiba sabu saman jati uthigala.
Zilla stariya Education Amala nr entry level Qualification Graduation with Computer knowledge ra Govt.Notification 2017 ru issue heithile madhya GP 4200 diajauni.Mallik sir a topic kuhantu
Right sir ,,ସବୁ କ୍ଷେତ୍ରରେ ଦଳିତ ଆଦିବାସୀ ଙ୍କୁ ପଛକୁ ଠେଲି ଦିଆଯାଉଛି ଏ ହାର ପ୍ରତିବାଦ ଦରକାର
St.sc ଜିନ୍ଦାବାଦ୍ Jay St. Sc
ମନ୍ଦିରରେ ପୂଜା ପାଠରୁ ମଧ୍ୟ reservation ହଟେଇ ଦିଅନ୍ତୁ ।ଯିଏ ମନ୍ତ୍ର ଜାଣିଛି ତାକୁ ପରୀକ୍ଷା କରି ମନ୍ଦିରରେ ପୂଜାରୀ ଭାବେ ନିଯୁକ୍ତ କରାଯାଉ ।ତେବେ ଯାଇ ସମାଜରୁ reservation ହଟିବ ।
କୋଟା ରେ ସରକାରୀ ଚାକିରୀ ଛାଡ଼ି ମନ୍ଦିର ରେ ପୂଜକ ହେବେ କି???
ଆସନ୍ତୁ ଆମ ଗାଁ ରେ ମନ୍ଦିର ପୂଜକ ହେବେ।
ଖାଲି କୋଟା ଲୋଭରେ ଆଳ ଦେଖାଇଲେ ଚାଲିବ ନି,
Janinaki janiloka mandirare Puja karanti🎉 au semane sc🎉
100 right
100000 right
Harishankar mandira ,tarini mandira ,samaleswari mandira e sabu jaga re sabu pujaka st samudaya ra
କେବଳ ସଚିବାଳୟ ରେ ନୁହେଁ ସମସ୍ତ ବିଭାଗରେ ପ୍ରମୋସନ ସେଇ ଭଳିଆ ଚାଲିଛି, ପ୍ଲିଜ଼ ଧ୍ୟାନ ଦେଲେ ଭଲ ହୁଅନ୍ତା
100% correct. Sabu deptt re emiti chalichhi..
ଦେଶ ସ୍ବାଧୀନ ହୋଇଥିଲା ୧୯୪୭ କିନ୍ତୁ ଆଜି ପର୍ଯ୍ୟନ୍ତ ବି Sc,St ଦଳିତ ଯୁବକ ଯୁବତୀ ମାନଙ୍କୁ ଉପଯୁକ୍ତ ଏବଂ ଆବଶ୍ୟକ ଶିକ୍ଷା ପାଇ ପରୁନାନ୍ତି , ଯଦି ସୁଯୋଗ ପାଇବେ ନାହିଁ ତ ପଢ଼ିବେ କେମତି , ତା ଉପରେ ପୁଣି general ପିଲା ମାନଙ୍କ ର କଟାକ୍ଷ ,
ଭାଇ ଜୀୟ ପ୍ରକ୍କୃତରେ ପାଠ ଶିକ୍ଷା କଣ ଜାଣିଥିବ ନା ସେ କେବେ ହେଲେ ବିଦ୍ୟା କୁ ଜାତି ବର୍ଣ୍ଣ ଲିଙ୍ଗ ବାଣ୍ଟ କରେ ନହିଁ l ଭାଇ ଆମ sc,st community ର ଲୋକ ମାନେ ଭି ଦେଶ ର ସ୍ଵାଧୀନତା ପାଇଁ ଓଡ଼ିଶା ର ସ୍ଵାଧୀନତା ପାଇଁ ଲଢେଇ କରିଥିଲେ ,ନିଜ ଜୀବନକୁ ବଳିଦାନ ଦେଇଥିଲେ ,କିନ୍ତୁ ତାଙ୍କୁ ସମ୍ମାନ ପରିବର୍ତ୍ତେ ସମାଜ ରେ ଛି ଚାକର , Social Discrimination , ଉଚ୍ଚ ଜାତି ନୀଚ ଜାତି ରେ କିଛି ଅସାଧୁ ବ୍ୟକ୍ତିମାନ Mentally, psychology ତାଙ୍କ ପିଢ଼ି ପରେ ପିଢ଼ି କରି ଆସିଲେ , ସେତେବେଳେ କୁଆଡେ ଗଲେ କିଛି ତା so called General ପାଠ ପଢା ଉଚ୍ଚ ଶିକ୍ଷିତ ବ୍ୟକ୍ତି ଗଣ , ସ୍ଵାଧୀନତା ଆନ୍ଦୋଳନ ରେ ତମେ କଣ general ,sc,st ଅଲଗା ହୋଇ କି ଲଢି ଥିଲ କି , ଏତେ ସବୁ ହେଲା ପରେ ଭି ଆଜି ବି ଉପଯୁକ୍ତ ଶିକ୍ଷା ଏବଂ sarakri ଚାକିରି ଯଦି ଆମକୁ reservation ମିଳି ଯାଉଛି ସେଥିରେ କିଛି ଲୋକ ଙ୍କ ର ଦେହ ସହୁନି , Maximum sc,st students ଙ୍କ ର financial support ନ ଥାଏ , Social Discrimination face karu ସବୁ ଜାଗା ରେ ଛି ଚାକର କରନ୍ତି , ଯଦି କେହି ପିଲା କଠିନ ପରିଶ୍ରମ କରି ପ୍ରଶାସନିକ ଅଧିକାରୀ କିମ୍ବା ଉଚ୍ଚ ପଦବୀ ରେ ଗଲା ତା କିଛି ଲୋକଙ୍କ ର ଦେହ ସହେନି , କୁହନ୍ତୁ ଥଟା କରନ୍ତି ,କିଛି ପାଠ ଜଣା ନହିଁ ପାଇଗଲା କୋଟା ଥିଲା ଯୋଗୁଁ , ଆମେ ଜାଣୁ କିଛି ଅସାଧୁ ବ୍ୟକ୍ତିମାନ ଅଛନ୍ତି ଆମ sc,st community ରେ ଯେଉଁ ମାନେ କି ସରକାରୀ ସୁବିଧା ପାଇସାରିବା ପରେବି ତାଙ୍କ ପିଲା ଛୁଆ ଭୋଗ କରୁଚନ୍ତି , ଏଟା ଭୁଲ କିନ୍ତୁ ଜେନେରାଲ ମାନେ ଭି କରୁଛନ୍ତି l ଯଦି ସମାଜ ରେ Social Discrimination ହଟିବ ତାହାଲେ reservation ହଟିବ , ସୁପ୍ରିମ କୋର୍ଟର ନିଷ୍ପତିକୁ ଗ୍ରହଣ କରାଯିବ l
ଏତେ ସବୁ ହେଲା ପରେ ମୁ ଗୋଟେ କଥା କହିବି କରୋନ ସମୟର କଣ ଜାତି ଦେଖି କି ରକ୍ତ ଦା ନ କରୁଥିଲା କି , ଆଉ Balasewar ଟ୍ରେନ ଦୁର୍ଘଟଣା ରେ କନ ଜାତି ଦେଖି ନାଉଥିଲ କି ରକ୍ତ 😅 ଆଜୀ ର ଏ ନୂଆ ଓଡ଼ିଶା ନୂଆ ଭାରତ ବର୍ଷ ରେ ଆମକୁ ଏକାଠି ହେଇକି ଆଗକୁ ବଢ଼ିବାରେ ଅଛି l ଏମିତି ରେ ଭି ଜେନେରାଲ ମାନେ ଯେମଟ ସବୁ ପର୍ବ ପାଳନ କରନ୍ତି ଆମ୍ବେ ଭି କରୁ l
I am Hindu ❤ ଜାତି ରେ ହିନ୍ଦୁ ଙ୍କୁ ବଣ୍ଟ ନହିଁ ନାହିଁ ❤ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
St/Sc Development School ମାଗଣା ଶିକ୍ଷା ଯୋଜନା କଣ ବେକାର ??!!🤔
@@DebabrataBehera-u4c bhai Abe bi SC St senior authorities manku promotion miluni without promotion re secretary Mane retirement nuchanti, ete well educated heiki bhi semane Discrimination face karuchanti ,aeta kn thik
Right 👍🏾 katha
❤
Hn bekar mate +2 re scholarship milila ni😅😢😂@@DebabrataBehera-u4c
ନମସ୍କାର ମଲ୍ଲିକ୍ ସାର୍ ସେଠୀ ସାର୍ ଧନ୍ଯବାଦ U R Right sir
Thank you so much sir👌👌👍👍
Right sir ଛାଡ଼ିବା ନାହିଁ
ଜୟ ଭୀମ 🙏🙏🙏🙏
ଜୟ ସମ୍ଭିଧାନ 🙏🙏🙏🙏🙏
ଜାଗୋବହୁଜନ ଜାଗୋ 👍👍👍👍
ଜୟ ବାଣ୍ଡ
Jai magena quota
କୋଟା ରେ ଆମ ଜୁନିଅର୍ ଅଫିସର୍ ହେଇ ଯାଉଛନ୍ତି ଆଉ ଆମେ ଝୁଲିକି ଅଛୁ ତାହା କେତେ ଯୁକ୍ତିଯୁକ୍ତ।।। ଶଳା ଯୋଗ୍ୟତା ବଢାଇ ପାରୁନାହାନ୍ତି ଆଉ ପଦବୀ ମାଡ଼ି ବସିବେ!!!!
@@debanandaprusty6495 haire gaba giha kichhi knowledge achhi ki na
ସବୁ ପ୍ରକାର 7:53 ସଂରକ୍ଷଣ ବ୍ୟବସ୍ଥା ଉଠିଗଲେ,ସବୁ ସମସ୍ୟା ର ସମାଧାନ ହୋଇ ଯିବ। ତାଛଡା ଜାତି ପ୍ରଥା ମଧ୍ୟ ଧୀରେ ଧୀରେ ଉଠୀ ଯିବ। ପ୍ରମୋସନ ସମୟରେ ବିଭାଗୀୟ ପରୀକ୍ଷା କରାଯାଇ ପରୀକ୍ଷାର ମେରିଟ ଅନୁସାରେ ଜାତି ନିର୍ବିଶେଷରେ ପ୍ରମୋଷଣ ଦିଆଗଲେ ଠିକ ହେବ। ସେତେବେଳେ SC, st ମାନେ ଯଦି ମେରିଟ ରେ ଆସିବେ ସେମାନଙ୍କୁ ପ୍ରମସନ ଦିଆଯାଉ।ସେଥିରେ କାହାରି ଆପତ୍ତି ନାହିଁ।
ମାତ୍ର କୋଟା ନାଁ ରେ କମ୍ ନମ୍ବର ରଖି ପ୍ରଥମେ ନିଯୁକ୍ତି ପାଇବା ଓ ପରେ କୋଟା ରେ ପ୍ରମୋଷଣ ନେବା କେତେ ଯୁକ୍ତି ଯୁକ୍ତ।
ସତକଥା
କାମ କର ଖାଅ ନାଁ ଭିକ୍ ମାଗି କେତେ ଦିନ ଖାଇବା ପିଇବା ଜୟ କିଶନ ଆଦିବାସୀ ଏ କା ଭୋଟ ଦେଇନୀ ଶବେ ଭୋଟ ଦେଇଛନ ❤
Actually you are talent person, Sir, Thanks a lot sir
Jay Bheem Jay samvidhan namo budhay
St/SC ହଟାଇ ଦିଅ। ସମସ୍ତେ ସମାନ। ସିନିୟର୍ ଅନୁଯାୟୀ ପ୍ରୋମେସନ ଦିଅ
Good 👍💪
ସମସ୍ତ ବର୍ଗରୁ ସମାନ % ର ଚାକିରି ରେ ଅଛନ୍ତି କି,ଆଗେ % ଅନୁସାରେ ସମାନ କରାଯାଉ
To Gandi fatu Chhi
First ta jati dharma uthao then reservation uthaiba jati bheda kahi rakhichha ama harijan pua ku tmr Brahman jhia deba ta first reply dia
Excellent claim
ଓଡିଶା secretariet ରେ ଯେତିକି scst reservation ରେ ଚାକିରୀ କରୁଛନ୍ତି... ସେମାନଙ୍କ ମଧ୍ୟରୁ 50% ତ fake scst certificate ରେ ଚାକିରୀ କରୁଛନ୍ତି... ଆଉ ଯଦି ବି promotion ପାଉଛନ୍ତି.... ସେଇ fake sc st ହିଁ promotion ପାଉଛନ୍ତି..... I
Jadi bhai fake then thik se verify karajau......kanhikina Jane niriha loka jie hakdar se ethiru banchita na heu......
@RamNarayan-l2i କିଏ କରିବ ଭାଇ ତଦନ୍ତ...... ପୁରା system ଟା ତାଙ୍କ ହାତରେ.... ସେମାନେ ଭଲ ଭଲ ପୋଷ୍ଟ ରେ ଅଛନ୍ତି...
Jadi asali sc st paibe job desha biki hebaku besi dina lagibani
Job sector ରୁ କୋଟା reservation ହଟେଇବା କଥା କାରଣ ଏହା ଗୋଟେ ଛୁଆ ର ଭବିସିୟ ର କଥା 4 mark ରେ job ପାଉଛନ୍ତି ST, SC ପିଲା ସେ ଛୁଆ ର ଭବିଷ୍ୟ କଣ ଗଢିବେ
Tume general loka ofc re kama Karuna...tautari karucha ...paisa pachare dhauncha...corruption re general loka Pura Agua
Vigilance re tume sabu dhara paducha
Au phutani Katha...ame bhala padhi b karucha 4 mark re selection
ତୁ ପାର୍ଲିଆମେଣ୍ଟକୁ ଯା, ସେଠି ବିଲ ପାସ କରିବୁ
Tama Jo tautary kahu6a se budhi Tama pakahare nahin
@@SATYAJITPANDA-b2m Brahmin paisa khaibare mastra....chora sabubele proof mage
@@mousumijhili8855 man Lo ki maine aapke upar ek ilzaam lagaya aapane mere dost ka katla kiye ho to jimmedari Mera banti hai main Prabhu dunga kyunki Maine claim Kiya hai ! to aap claim kar rahe ho to jimmedari aapka banta hai proof do
ଧନ୍ୟବାଦ୍ ଭାଇ
Jay Bheem Namo buddhay 🙏🏻 Good job sir aapko 💙🇪🇺🙏🏻👍
Kotare ଚାକିରି kotare ପ୍ରମୋସନ୍ ଦେଲେ ଯୋଗ୍ୟ ପିଲା ବଞ୍ଚିତ ହେବେ ଆର୍ଥିକ ବ୍ୟବସ୍ଥା କରାଯାଉ କୋଟା uthajau
Remove reservation system,,job should given on basis of merit
Bhaire jati first chhado, then reservation kotha kohibo, tu to jati chhadiba pain raji to?
Reservation chhada Mane odisha ku loti sarila pare kahuchu.to maa b......m....
Jati pratha utheiba Katha kanhi kahuna
Han chadiba pai raji@@alexanderfleming7906
କି ମେରିଟ ହୋ ତମର ??? ଛୁଞ୍ଚି ଠାରୁ aeroplane ✈️ ପର୍ଯ୍ୟନ୍ତ କିଛି ଗୋଟେ ବି ଉଦ୍ଭାବନ କରିଛ।। Merit ନା ଚୋପା
Yes ,all. Right. a. Answar ..
Go ahead sir .we are with u
आज आपका news आज पहली बार देखा बहत ही शानदार न्यूज दिखाया है और बहत ही शानदार मुद्दे उठाए है sir लोग
Outsourcing ନିଯୁକ୍ତି କରି, ORV.act କୁ ବନ୍ଦ କରି,ନୂତନ gradation list ନିଯୁକ୍ତି କରାଯାଉଛି।
Direct requirment ରୁ କୋଟା system ଉଚ୍ଛେଦ କରା ଯାଉ ଆଉ କୋଟା ରେ କେବଳ outsource ନିଯୁକ୍ତି ଦିଆ ଯାଉ।
ଯାହାର ଯୋଗ୍ୟତା ଥିବ ସେ ଡାଇରେକ୍ଟ job ପାଇବ ଆଉ ଯାହାର କୋଟା ଦରକାର ଥିବ ସେ outsource job କରିବ।
Mane mane aau 😂
THIK KATHA❤❤❤❤❤❤❤❤❤
Very nice jai adivasi
ଯୋଗ୍ୟତା କୁ ଗୁରୁତ୍ୱ ଦିଅନ୍ତୁ, କେବଳ କୋଟା ରେ କିଛି ହେବନାହିଁ
Medical and teaching re hi jogyata dhayana diajaou baki jagah kota deba darkar
Aau bhai tame janicha uchha jati manaka purbpurus kemiti jibana Japan kruthile aau Chhota jati ra loka Mane chaliba b kasta Kara thila sei katha v nije tike vabantu
ତାହେଲେ ଏତେ ବର୍ଷ ଯାଏଁ ଜାତି କୁ କାହା କି ଗୁରୁତ୍ବ ଦେଉଛନ୍ତି ।
ଆରକ୍ଷଣ ଇସଲିଏ ନହୀଁ ହୈ କୀ " ଏକଲବ୍ଯ କମଜୋର୍ହୈ " ଆରକ୍ଷଣ ଇସଲିଏ ହୈ " କୀ ହର୍ ଚୌକିପର୍ ଏକ ଦ୍ରୋଣାଚାର୍ଯ୍ୟ ବୈଠା ହୈ " ଜାତି ରହିଲେ ଜାତି ଗତ ଆରକ୍ଷଣ ରହିବ " ଏତିକି ସିଧାକଥା ଆପଣଙ୍କୁ ଜଣା ନାହିଁ -- ନା ସବୁ ଜାଣି ମଧ୍ୟ ନ ଜାଣିବା ପରି ନାଟକ କରୁଛନ୍ତି !
@ramachandramalik7164 bahut badia kahila amane Jani Jani ajana pari natak karuchanti
Ama purbpurus kemiti gulami re jiban katichanti se katha se kebe bhabi be ni hele Abe jogyta katha manepaduchi kahi se samaya re kahiki samastanku saman adhikar milina nahi keteta Loko raha pari chaluthile seithi kete Loko khaibaku paunathile es bisaya re emannku kichi Jana nahi kahikina emana kebe voko kana janinahanti garibi kana janinahanti
Janibe kemiti ayush Aram re jibana Katithiba barga ra loka mananku kemiti janapadiba
କି ଯୋଗ୍ୟତା ଅଛି ବେ ତମର ?? ତମର ଏତେ ଯୋଗ୍ୟତା ଅଛି ଯଦି କେତେଟା କଣ ଉଦ୍ଭାବନ କରିଛ ?? ତୁର୍କ, ଆଫଗାନ,ମୋଗଲ, ଇଂରେଜ ଠୁ ଯୁଦ୍ଧ ରେ ହାରିଲ ପରାଜିତ ହେଲ,ଶାସିତ ହେଲ ..ଆସିଲା କଣ ନା ଯୋଗ୍ୟତା ।।। ତୋ ଜାତି କଣ କହିଲୁ
କୋଟା। ନେଲାବେଳ ଗଳା ଫଟାଇ କହିବେ ଆମେ ଛୋଟ ଜାତି
କିନ୍ତୁ ଜଣେ ଛୋଟ ଜାତି କହି ଦେଲେ କୋଟ୍ ରେ କେସ୍ କରିବେ ଅଲାଜୁକ ମାନେ
😂😂😂✅
Right
Tuma bapa maa ku chhadi ase aau gote sc/st chhua saha jhapdi ru life start kare, setebele reservation kahaku need janapadibo... Tike kahiba before history back ground check kari katha hele bhalo hebo
Kota kete Diya houvhi janichu ki bholre 15%deucho
Au sabu ta genaral neuchi
Ame achu 90%loko tame 10%acho Kia adhika neba kotha kuho ....au bashi hele agoku madichalibu
ଜୟଶ୍ରୀ ରାମ
ଭଲ କାମ କଲେ ସିନା ପ୍ରମୋସନ ମିଳିବ, କିନ୍ତୁ ସବୁ ଜାଗାରେ ତମ ଭଳିଆ st sc ଲୋକେ ବିନା କାମରେ ପ୍ରୋମୋସନ ନେଉଛ।। ତମକୁ ଟିକେ ଲାଜ ଲାଗୁନି।। ଏଟ ଭିକା ମାଗୁଛ।।
ତୁମେ କଣ ଚାକିରୀ ପାଇଲା ପରେ ସରକାର ଙ୍କ ହୀରା ହୋଇ ଯାଅki... ସବୁ ଜାତିର ଖେଳ 😂😂
@@soumyaranjanmohapatra7933 ବ୍ରାହ୍ମଣ ମାନେ ଭିକ ମାଗନ୍ତି ।।
Aapko sharm nahin aata hai Ishwar ki naam per bheekh mangte ho
@rajeshbag4453 ଯିଏ ଯୋଗ୍ୟ ସିଏ ନିହାତି ପାଇବା କଥା...ସେ ବ୍ରାହ୍ମଣ ହେଉ କି ହରିଜନ କି ଅନ୍ୟ କୋଉ ଜାତି।।।
Soumya babu apana kon sc st jogya candidate ku gote general girl debe ki marriage payen...
ORV act ❤
କୋଟାରେ ଚାକିରୀ ପୁଣି କୋଟାରେ ପ୍ରମୋଶନ। କାହିଁକି ବାଳକୁ ଚାକିରୀ କରୁଛ ତାହେଲେ?
ଜୟଭିମୀ
Bandara bhim
Jay bhim...... Tora banda nahi@@jaijagannathomjagannath7537
Nice step Sir 🙏,
Jay Bhim Jay Birsha
St,Sc, ମାନଙ୍କ ହକ କୁ ସମ୍ପୂର୍ଣ ରୂପେ ହତ୍ୟା କରାଯାଇଛି UR ରେ ପ୍ରୋମସନ ପାଇବାର ନିହାତି ଦରକାର ଓ ବାଧ୍ୟ ଏହା ଆଦିବାସୀ ମାନଙ୍କର କର୍ମଚାରୀ ଅଧିକାର ଅଟେ l
8:42 ନଚେତ୍ ସରକାରୀ ଶିକ୍ଷାନୁଷ୍ଠାନର ଗଢି ବାହାରୁଥିବା ଛାତ୍ର ଛାତ୍ରୀ ମାନେ ଅନୁନ୍ନତ ସହିତ ସମାନ ହେଲେ ରାଜ୍ୟ ଆଗେଇ ପାରିବ ନାହିଁ । ସମସ୍ତ ଜାତି ବର୍ଗର ଆବେଦନ କାରିଙ୍କ ପାଇଁ ସମାନ କରାଜାଉ । କିଛି ପାତ୍ର ଅନ୍ତର ରହିବ ନାହି ।8:42 ।😮
Hm prathame jati ptatha taa utheidia
ଓଡିଶା ସରକାର ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତି ନିମ୍ନ ସ୍ତରକୁ ନେଇଯାଇଛି , କାରଣ ସେହି ଏସି/ ଏଷ୍ଟି ମାନେ କିପରି କିଛି ଶିକ୍ଷା ଲାଭ କରନ୍ତୁ । ତାର ଅର୍ଥ ନୁହେଁ ଯେ ଜଣେ ଜ୍ଞାନ ହୀନ କର୍ମଚାରୀ ଵେତନ ଲୋଭରେ ପଦବୀ ପାଇବ , ଏପଟେ ରାଜ୍ୟ ଆଗକୁ ଆଗେଇ ପାରିବ ନାହିଁ ।
Thank u sir
Supreme court should abrogate all reservation, merit should be maintained like us,uk and other countries.
S.C S T ମାନଙ୍କୁ ବହୁତ ନିରଜାତନ୍ ଦେଇଛନ୍ତି
ଗୋଟା ଭୁଳକରି ନାହିଁ । ୧୦୦ ଭୁଲ କରିଛନ୍ତି କେନ୍ଦ୍ର ଶରକାର ବହୁତ ଅନ୍ୟାୟ କରିଛନ୍ତି । ଜନ ଜାତି ଙ୍କୁ ମୋର ଅନୁରୋଧ ଶବୁ ଜନ ଜାତି ଙ୍କୁ ମୋର ଅନୁରୋଧ ଶବୁ ଏକ ହୁଅନ୍ତୁ ଅନ୍ୟାୟ ବିରୋଧରେ ଶୋର ଉତଲନ କରନ୍ତୁ
Thank you so much sir
Great 🎉
Many Many thanks sir
You are right sir 🙏
ଓଡିଶା ସରକାରଙ୍କୁ ମୋର ବିନମ୍ର ଅନୁରୋଧ , ଶିକ୍ଷା ବ୍ୟବସ୍ଥାକୁ ପୁରାତନ କଠିନ ଶିକ୍ଷା ନିତି କରାଯାଉ । ଦୁଇ ପ୍ରକାର ଶିକ୍ଷା ଯଥା କୋହଳ ଶିକ୍ଷା ଏବଂ ଟାଇଟ୍ ଶିକ୍ଷା ଏଭଳି ରହିଲେ , ଯିଏ ଯେଉଁ ଶିକ୍ଷା ଆପଣେଇବ ସେ ସେଭଳି ପଦବୀ ପାଇବ । ନଚେତ୍ ଇଂରାଜୀ ଶିକ୍ଷାନୁଷ୍ଠାନ ସହିତ ଉର୍ଣ୍ଣତ ଗାଁ ଓ ସହର ଅନୁନ୍ନତ ର ଶିକ୍ଷା ଅଲଗା ହେବା ଆବଶ୍ୟକ ।
Quota should be completely abolished.
Jeybhim jey birsha
ସିନିୟର୍ ହିସାବ ରେ promotion ଦିଆଯାଉ। କୋଟା ବୋଟ ସବୁ ହଟାଓ ଦେଶ ବଞ୍ଚ।ଓ
Jati hatao first
@@banamalinayak9917ତୋ ମାଆ ବିଆ ରେ ଠିଆ ଗୋଇଠା ମାଡ ବାଜୁ first
Bramhan heiki hadi caste ku mrg houno re to kohia kota
@@Publicsmaster ତୋ ମାଆ ବିଆ କୁ ଠିଆ ଗୋଇଠା ମାଡ ବାଜି ଯାଇଛି କିରେ
I request to govt. Of odisha please be removed the reservation system because they are taking quata on appointment base and their demand now ur quata so reservation should be removed.
Completely Yes 🎉🎉🎉
Sir thank you so much
Promotion shd be given as per merit and eligible person.Remove reservation
🙏ଜୟ ଶ୍ରୀରାମ
Promotion kahiki apana manakara ete capacity achi jadi requirement re v general hi apply karantu. Jouti General candidate 90% mark rakhi ki v post pai paruni sethi ta apana Mane 50% mark re v post pauchanti. Setelebe kahu nahanti ame post paiba jogya nuha. Eligible candidate ku post dia.. mark besis re selection Kara. Aji general pila tike agaku paleile boli apana mananku ete badhuchi... Eita sampurna bhul.
🫡
ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କହିଦେଲେ ଆଇନ ବଦଳିଯିବ ନାହିଁ I ବେଆଇନ ପଦୋନ୍ନତି ଦେଲେ ସଚିବ କାଠଗଡାରେ ଠିଆହେବେ I ଯଦି ସୁପ୍ରିମକୋର୍ଟ ଆଦେଶ ଅବମାନନା କରି ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ କର୍ମଚାରୀଙ୍କୁ ପଦୋନ୍ନତି ଦେଉନାହାନ୍ତି ତେବେ ଭାଷଣ ଦେଉଥିବା ଓକିଲ ତୁରନ୍ତ ଅଦାଲତର ଦ୍ୱାରସ୍ଥ ହୁଅନ୍ତୁ, ନ୍ୟାୟ ପାଇବେ I ନିଜେ ନିଜେ ହିତାଧିକାରୀ, ଅଭିଯୋଗକାରୀ ଓ ବିଚାରକ ହୁଅନ୍ତୁ ନାହିଁ I
Only seniority. There should be no reservation in Promotion
ସମସ୍ତେ ଜାଗ୍ରତ ହୁଅ,କୋଟା ହଟାଅ,ଦେଶ ବଂଚାଅ।
University re bi seya karuchanti...VC post pain ..Sabu Brahmins despite having the highest qualification of a SC candidate for the post. Proper investigation is necessary.
This is racism... They got it bcz of their merits not bcz of their caste(Brahmin)...if u hv doubts then file RTI...
@DRONA_LIMIT in the name of merits you are looting people and exploiting. Tyranny of merits. The corruption and other unsocial activities are increasing and in these activities most of the Upper caste are involved. See the national crime and corruption report. You use them for your benefits. Merits destroy the society. But some meritorious students are more responsible about social issues and they are more informed but others are more intended to hold top post and government facilities. Favouritism and nepotism are increasing. If properly investigated by top authorities the reality of society will be clearly visible.
ଭାରତ ସ୍ୱାଧିନ ହେବାର ୭୭ ବର୍ଷ ପରେ ମଧ୍ୟ ବ୍ରିଟିଶମାନଙ୍କର divide and rule ପଲିସି ଚାଲିଛି ।
Bahut bhal jankari aau sangharsa
After getting an opportunity on reservation basis to study & the government job, it's a matter of shame that you are asking for reservation in promotion. Nobody should be given a reservation three times in a lifetime. Again your children will go through the same process. Where is the end?
No end to this system ! Even now , reservation for SC / ST in jobs is not implemented properly !
Reservation in studies& jobs is OK. But in job? No sir. Once we join a govt job we all are equals. We are Babus. Again class one officers progeny should be excluded.
ବହୁତ୍ ବଢିଆ ସାର୍ ଆଗେଇ ଚାଲନ୍ତୁ ଜୟ ଭୀମ ଜୟ ଜୁହାର
Aage bodha ham tumhara sath he.❤
Well said 👍
Right bro
Job ta paicha reserved category re au promotion neba UR category re. Ki katha . Bhagawan tike satbudhi dia lokanku.
Job paibe reservation re. Promotion paibe reservation re puni tapare additional promotion nebe ur post re. Take either promotion on the basis of marit or through reservation not both.
Bro UR means only General category pai nuhe (Un-Reserved ) Sabu category candidate select heiparibe
@@hiltonhembram0 yes I know bro . But after getting selected in reserved category how can take promotion in UR category. Jau reserved category ra pila UR category re jadi select hauchi better rank rakhiki se UR re promotion neba ta thik. But Reserved re select heiki UR re promotion neba ta kete thik
@@CalmGoshawk-nb9tt kete thik kete bhul seita decide kariba pai to aame judiciary system rokhichhu sabu category ku akhi agore rokhi jaha judgment debe accept kariba darkar
Sir u r versatile genius
Thank u sir for your good statement
ଜାତିଭେଦ ସମାପ୍ତ କରିଦିଅ reservation ବି ଉଠାଇଦେବା
Bando na
Bhai I am agree with ur views. But sc st mane reservation avail karuchhanti ki. Apono kichhi jani nahanti khali chef views deuchhanti. 1.
Bhai puri mandira re kete sc st puja karuchhanti. Kahiparibe ki..sc st community ro pila Jou dino gen community re marriage karibe. Au higher community ro jhio mane scst community re marriage hebe jana Padiba sabu saman jati uthigala.
Thank you sir for your cmplimentation
Welcome
Absolutely correct Sir
ଚାକିରୀ ତ ପାଇଲ କୋଟା ରେ? Promotion ବି ଦରକାର? କେତେ ନେଲେ ଏ SC ST ମାନେ ସନ୍ତୁଷ୍ଟ ହେବେ କେଜାଣି? Promotion ରେ ତ କୋଟା ଉଠାଇ ଦେବା ଉଚିତ୍ । କିଛି ଲୋକ ଚଞ୍ଚକତା କରି SC ST ଇତ୍ୟାଦି category ସୃଷ୍ଟି କରି ରାଜନୈତିକ ସ୍ବାର୍ଥ ପାଇଁ ଦେଶରେ ଅସ୍ଥିରତା ସୃଷ୍ଟି କରିଛନ୍ତି । Reservation ସଂପୂର୍ଣ୍ଣ ରୂପେ ଉଠାଇ ଦେବା ଉଚିତ୍ । ନିଯୁକ୍ତି ବେଳେ ମଧ୍ୟ ଏମାନେ ଅଣସଂରକ୍ଷିତ ବର୍ଗ ସହ ପ୍ରତିଯୋଗିତା କରୁଛନ୍ତି! ତେଣୁ ସବୁ post ରେ ଏ SC ST ମାନଙ୍କ ପାଇଁ ଅଲଗା ନିଯୁକ୍ତି ପ୍ରକ୍ରିୟା କରାଯାଉ ।
Zilla stariya Education Amala nr entry level Qualification Graduation with Computer knowledge ra Govt.Notification 2017 ru issue heithile madhya GP 4200 diajauni.Mallik sir a topic kuhantu
Very Good
Jay Bhim 💐💙💙💙💙💙💙💙💙💐💐💐
ଜୟ ବାଣ୍ଡ
ମୋଦି ହାରାମି କିଛି କରାଇଦେଵ ନାହିଁ।
ଏ ମାନେ ନବୀନ ର ଦଲାଲ
Thank sir
UR ମାନକୁ sc,st କୋଟା ରୁ promotion ମିଳୁଛି କି
Right sir Aamar Hak Aamar Davi chhdiba nahi st sc jindabad.
Thanks sir
All department ରେ ଚାଲିଛି ଏମିତି
🙏🙏🙏🙏🙏🙏🙏🙏🙏Tq sir 🙏🙏
👏🏻👌🏻👌🏻
Very good go advance
Sc & st post ku bandha karajau. Govt sc& st ku sabu post dauchhi Recently ଏବେ post ku sabu sc& st adhika ବାହାରୁଛି
Kete post adhika baharichhi kahine ki sir
❤❤❤
Right kota sir
Nice
Jay Bhim Jay Ambedkar
Promotion pain gote exam hau
କୋଟା ରେ ଚାକିରୀ କାଟିବ ତା ପରେ ଜେନେରାଲ ପୋଷ୍ଟ ଉପରେ ଲୋଭ ଶଳା ମାଗେଣା ଖିଆ
ସମ୍ବିଧାନର ଧାରାରେ ପଦୋନ୍ନତି ବ୍ଯବସ୍ଥା ପାଳନ କରାଯାଉ
It is the most important decision of our sc st peoples
Service Politics O Educationre dirga 75 Barsa hela General bala dash marauchhanti , ,Hele Chhokar Sarakar SC, ST ,OBC Quota Nisha Maharana Chhaduni Muthei dharicha ! Lajya !