Natia Comedy part 413 || Manisha Khia Bagha

Поделиться
HTML-код
  • Опубликовано: 8 фев 2024
  • Order new Women saree collections - www.sofikart.com/page/product...
    Order more T-shirt - www.sofikart.com/page/product...
    Mail us at - utkalcartoonworld18@gmail.com

Комментарии • 1,4 тыс.

  • @Mrsibaji499
    @Mrsibaji499 5 месяцев назад +9

    ଆମ ଓଡିଆ ଭାରି ଭଢିଆ❤❤❤

  • @sasmitadas6160
    @sasmitadas6160 5 месяцев назад +10

    Good Morning to Utkal Cartoon world and To everyone
    Nice video ❤

  • @odiaprincessblog
    @odiaprincessblog 5 месяцев назад +2

    ଆମ ଓଡ଼ିଶା ରେ କେତେ କାର୍ଟୁନ୍ ଚାନେଲ୍ ଅଛି କିନ୍ତୁ ନଟିଆ କାର୍ଟୁନ୍ ଆସିବାର 5 ମିନିଟ୍ ରେ 5 ଲକ୍ଷ view ଆସି ଯାଉଛି ❤ ଏଇଥିରୁ ଜଣା ପଡୁଛି ନଟିଆ କାର୍ଟୁନ୍ ଆମ ସମସ୍ତଙ୍କର ପ୍ରିୟ କାର୍ଟୁନ୍ ❤

  • @amarcreation0655
    @amarcreation0655 5 месяцев назад +5

    ଏତେ ଦିନ ପରେ କମେଡିରେ ମିଷ୍ଟେକ ଦେଖିବାକୁ ମିଳିଲା ନବ ପାନ ଛିପ ପକେଇନି କିନ୍ତୁ ଭଏସ ରେ ପାନ ଛିପ ଶବ୍ଦ ଆସୁଛି 😄😄😄ଯିଏ ଜାଣି ପାରିଲାନି 4m:5s ରେ ଦେଖ 😄😄😄😄

  • @sanjeetkumarsingh8692
    @sanjeetkumarsingh8692 5 месяцев назад +24

    ଆମେ ବହୁତ ବାଘ ଦେଖିଛୁ ଛୁଆଟି ବେଳୁ ଆମ ଘର ଶିମିଳିପାଳ ପାଦଦେଶରେ ଆମେ ଜମା ଡରୁନା ଆଉ ତୁମେ ମାନେ ................................ ନନ୍ଦନକାନରେ😅😅😅😅😅😅

  • @Madhaba_Dora
    @Madhaba_Dora 5 месяцев назад +60

    Natia 100% ସତ କଥା କହିଲା 😀ମଣିଷ ମାନେ ଜଙ୍ଗଲ ସଫାକରି ଏବଂ ଜୀବଜନ୍ତୁ ଙ୍କୁ ଶିକାର କରି ମାଂସାଶୀ ପ୍ରାଣୀ ମାନଙ୍କୁ ବେ ସାହାରା କରି ଦେଉଛନ୍ତି , ସେଥିପାଇଁ ସେମାନେ ଗାଁ ହେଉ କିମ୍ବା ସହରରେ ପଶି ମଣିଷ ଶିକାର କରୁଛନ୍ତି 🥺 ଜଙ୍ଗଲ ସୁରକ୍ଷା......ଜୀବନ ରକ୍ଷା 🙏👍ମେନ୍ ଟୋକାଟା ଆମର ନଟିଆ 💪 ଡାଙ୍ଗ ବାଘ 🐅 କୁ ଦେଖି ସୁସୁ କରିଦେଲା 😂😂😂

  • @4.0_Gaming
    @4.0_Gaming 5 месяцев назад +52

    ଆମ ଗାଁରେ ବି ଥରେ ଗୋଟିଏ ଭାଲୁ ଆସିଥିଲା❤❤❤❤😅😅

  • @theanimal3153
    @theanimal3153 5 месяцев назад +40

    ଜୟ ଜଗନ୍ନାଥ❤❤❤ବାଘ କେବେ କେଉଁ ଗାଁରେ ନପଶୁ❤😮😮😮😮

  • @laxmipriya7230
    @laxmipriya7230 5 месяцев назад +121

    ଶୁଭ ସକାଳ ❤️ଜୟ ଜଗନ୍ନାଥ 🙏ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି 💙ସକାଳୁ ସକାଳୁ ନଟିଆ ର ବାଘ episode ଦେଖିକି ମଜା ଆସିଗଲା 🤗

  • @user-ck3je2nw5s
    @user-ck3je2nw5s 5 месяцев назад +212

    ଶୁଭ ସକାଳ 😊😊 ଜୟ ଜଗନ୍ନାଥ ସାଙ୍ଗ ମାନେ 🥰😍🥰🥰🥰

  • @swayampravamohanty1352
    @swayampravamohanty1352 5 месяцев назад +49

    ମୋର ବୟସ ୧୮ ହେଲେ ମୁଁ ଛୁଆ ଙ୍କ ପରି ନଟିଆ କମେଡି ଦେଖିକି ଖାଉଛି ନହେଲେ ମୁଁ ଜମା ବି ଖାଏନି 😅 ମୋ ବୟସ ର ସାଙ୍ଗେ କିଏ ଦେଖୁଚକି 😅 ଯଦି ଦେଖୁଚ ତ congratulations 🎉 ତମେ ଆଉରି ଛୋଟ ଛୁଆ ହେବାକୁ ଯାଉଚ 😂 ସତରେ ନଟିଆ କମେଡି iss the best comedy I salute 🎉🎉🎉🎉natiya team

  • @pareshkumarbehera1483
    @pareshkumarbehera1483 5 месяцев назад +66

    ଜୟ ଶ୍ରୀଜଗନ୍ନାଥ*🙏💐ଶୁଭ ସକାଳ🌞/Super👌😂episode, Thanks to UCW team.

  • @razeofficial8095
    @razeofficial8095 5 месяцев назад +25

    ଭାଇ ଆମ ମାତୃଭାଷା।। ଉପରେ ଧ୍ୟାନ ଦିଅନ୍ତୁ।।।। ଆମ ଓଡ଼ିଆ ଭାଷା ଭାରତ ର 6ତମ ସାଂସ୍କୃତିକ ଭାଷା।।।❤❤❤
    ବନ୍ଦେ ଉତ୍କଳଜନନୀ

  • @Sudhansu__Jena
    @Sudhansu__Jena 5 месяцев назад +15

    ଏ ମଣିଷ ନିଜ ସୁବିଧା ପାଇଁ ସବୁ ଜଙ୍ଗଲ କାଟି ସାରିଲାଣି।ଜଙ୍ଗଲ ନାହିଁ ବୋଲି ସବୁ ଜିବ ମଣିଷ ସମାଜକୁ ପଶି ଆସୁଛନ୍ତି।

  • @munnam9814
    @munnam9814 3 месяца назад +5

    Sata re neula ra acting bahut bhala laguchi jou episode re neula nahi se episode re maja nahi 😊😊 really I like you neula ❤❤❤

  • @HrudayaraGito
    @HrudayaraGito 5 месяцев назад +56

    ଆଜିକାଲି ପୋଲିସ ଠିକ ସମୟରେ ପହଞ୍ଚିପାରୁନି 😁😁 କିନ୍ତୁ ଏଠି ବନବିଭାଗ ଅଫିସର ମାନେ ଠିକ ସମୟରେ ପହଞ୍ଚିଗଲେ 😂😂😂 ବିଚିତ୍ର 😄😄

  • @dibyabharatipriyadarshini5942
    @dibyabharatipriyadarshini5942 5 месяцев назад +33

    Subhodayam 🌞🌅
    Asa kare ajira sakala samastanka pain nua asa nua ullasa nei asu, jay jagannath ❤

  • @krupamajhi5742
    @krupamajhi5742 5 месяцев назад +23

    ବହୁତ ଭଲ ଲାଗିଲା 👍😊.... always best 👌🥰 and beautiful 😍💯 comedy natia comedy 😚❤️.....ଜଗତର ନାଥ ଜଗନ୍ନାଥ 🙏☺️ ସମସ୍ତଙ୍କ ର ମଙ୍ଗଳ କରନ୍ତୁ 🎉❤.....gd morning 🥰❣️💫 frends 🤗.....ଜୟ ଜଗନ୍ନାଥ 🙏☺️❤️.......

  • @Its_me_Nirakara01
    @Its_me_Nirakara01 5 месяцев назад +10

    ଆରେ ଭାଇ ଓ ଭଉଣୀମାନେ ଯିଏ ଯାହା ଲେଖୁଚ ଓଡ଼ିଆରେ ଲେଖ ଓଡ଼ିଆ କୁ ଇଂଲିଶ ରେ ଲେଖି ଓଡ଼ିଆ ଭାଷାର ଅବମାନନା କାହିଁକି କରୁଚ।
    କଥାରେ ଅଛି ବା ଆମେ ଓଡ଼ିଆ ଭାରି ବଢିଆ ❤

  • @user-vn5oh6zk6b
    @user-vn5oh6zk6b 5 месяцев назад +5

    🌳ଗଛ ଲଗାନ୍ତୁ 🌏ପୃଥିବୀ ବଚାନ୍ତୁ 🚩 ଜୟ ଜଗନ୍ନାଥ 🌄 ଶୁଭ ସକାଳ 🚩

  • @Madhaba_Dora
    @Madhaba_Dora 5 месяцев назад +293

    ଯେଉଁମାନେ ନଟିଆ ❤️ କମେଡି ଦେଖିବାକୁ ପସନ୍ଦ କର ✋🥰 ଜୟ ଜଗନ୍ନାଥ 🙏!🙏

    • @abhimanyushing
      @abhimanyushing 5 месяцев назад +9

    • @user-yk5hg6os3p
      @user-yk5hg6os3p 5 месяцев назад +6

    • @soumyaranjan7539
      @soumyaranjan7539 5 месяцев назад +6

      ହୋଇରେ ମାଗିଆ ଲାଇକ ନେଇକି ତୋ ବୋଉ ଵିଆ ରେ ପୁରେଇବୁ 😂😂

    • @subhamrout3475
      @subhamrout3475 5 месяцев назад +2

      ❤❤❤❤❤❤❤❤❤❤❤❤❤ 5:33 ❤❤❤❤❤❤❤

    • @milanpradhanmilanpradhan2768
      @milanpradhanmilanpradhan2768 5 месяцев назад +3

      Io​@@abhimanyushing

  • @Madhaba_Dora
    @Madhaba_Dora 5 месяцев назад +151

    Good morning friends ❤ ଯେଉଁମାନେ ସକାଳୁ ସକାଳୁ ମୋ comment ପଢୁଛ , ଆଜିର ଦିନଟି ତାଙ୍କ ପାଇଁ ମଙ୍ଗଳମୟ ହେଉ !!'🥺ଜୟ ଜଗନ୍ନାଥ 🙏

  • @pradeep_1990
    @pradeep_1990 5 месяцев назад +3

    Good morning 🌞🌞🌞,jaldi jaldi comment Kara like miliba

  • @lijalindas2987
    @lijalindas2987 5 месяцев назад +10

    This is a best comedy show I like it ❤❤

  • @krushnachandra7340
    @krushnachandra7340 5 месяцев назад +8

    Beste camedy har har Mahadev 🎉🎉😢😢😢😢😢😮😮😮😮😅😅😅😅😊😊😊😊😊😂😂😂😂❤❤❤❤❤❤❤❤

  • @laxmipriya7230
    @laxmipriya7230 5 месяцев назад +6

    ବାଘ କେଉଁମାନେ ଦେଖିଛ 😂👍

  • @Sudhansu__Jena
    @Sudhansu__Jena 5 месяцев назад +32

    ଜଲଦି ଜଲଦି 8M UCW family complete କରିଦିଅ ସମସ୍ତେ 😊
    Road to 8M UCW family 😊😊

  • @animaltracks393
    @animaltracks393 5 месяцев назад +12

    ଯେଉଁ ମାନେ ନିଜ ମା ହାତ ରନ୍ଧା ଭଲ ପାଆନ୍ତି ସେମାନେ ଗୋଟେ like karidia❤🎉😢

  • @rout2342
    @rout2342 5 месяцев назад +27

    Natia comedy is one of the best comedy channel in odisha ❤❤

  • @Icanacademy13
    @Icanacademy13 5 месяцев назад +30

    Natia comedy is the best comedy in the world ❤😊🎉

  • @SurprisedBird-dq8ib
    @SurprisedBird-dq8ib 5 месяцев назад +8

    Natia lover like please❤❤

  • @rupak_dipak_09
    @rupak_dipak_09 5 месяцев назад +1

    ମତେ ଟିକେ ଦିଅ 😂😂😂 କଣ ବୁଝିପାରିନୁ କି like ବା କିଏ କିଏ ହସିଲ କମେଣ୍ଟ ରେ 😂 ଚି଼ହ୍ନ ଦିଅ

  • @brundabanajena5094
    @brundabanajena5094 5 месяцев назад +12

    ବହୁତ୍ ଭଲ

  • @Madhaba_Dora
    @Madhaba_Dora 5 месяцев назад +182

    Always awesome Natia Comedy ! Mind blowing 😎 Comedy Super Screenplay 😄🥺 Jai Jagannath 🙏🙏🙏🙏🙏🙏

    • @satvik760
      @satvik760 5 месяцев назад +5

      ତଗୁଷ୍ଟି ବିଆ ର କି ଗେହେଁ ରେ😂😂😂😂

    • @rahulbagha4342
      @rahulbagha4342 5 месяцев назад +6

      Comments deba pai rati sau nu badhe😂

    • @theanimal3153
      @theanimal3153 5 месяцев назад +5

      ❤❤❤❤

    • @user-vp6ni2dx1h
      @user-vp6ni2dx1h 5 месяцев назад

      ​@@satvik7604:24 4:25

    • @krishnacreations5912
      @krishnacreations5912 5 месяцев назад +2

      ​No

  • @aambani12
    @aambani12 5 месяцев назад +2

    ଯିଏ ପାରୁଛ ସିଏ like କର

  • @srikantapradhan199
    @srikantapradhan199 5 месяцев назад +1

    Natia is a best hiro
    Bhai mo comment ku like kara plz

  • @purneswari
    @purneswari 5 месяцев назад +10

    ଜୟ ଜଗନ୍ନାଥ 🙏🙏🙏

  • @cutesasmita057
    @cutesasmita057 5 месяцев назад +10

    ଶୁଭ ସକାଳ 💙ଜୟ ଜଗନ୍ନାଥ 🙏ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି 😍ସତରେ ବାଘ ଦେଖିବାର ମଜା ଗୋଟେ ଅଲଗା ପ୍ରକାର 😂plz ଉତ୍କଳ ବାବୁ ନଟିଆର ସେଇ ପୁରୁଣା dp ରଖନ୍ତୁ 😢ଏଇଟା ଭଲ ଲାଗୁନାହିଁ 😢ସେଇ ନଟିଆ କେତେ ସୁନ୍ଦର ଦେଖାଯାଉଥିଲା ❤️😍😢

  • @MRDEVILBOYSXYZ2.0
    @MRDEVILBOYSXYZ2.0 5 месяцев назад +6

    ଶୁଭ ସକାଳ

  • @Comment-master474
    @Comment-master474 5 месяцев назад +7

    କିଏ ବାଘ ଦେଖିନ, ନଟିଆ କମେଡି ରେ ଦେଖ, ଭାରି ମଜା ଲାଗିଲା 🥰🥰🥰

  • @anshumanjena749
    @anshumanjena749 5 месяцев назад +5

    Khali video dekhile habani
    Amaku hi kichi kariba pai padiba
    Save tree and save animal❤

  • @DuryodhanBhatra201
    @DuryodhanBhatra201 5 месяцев назад +5

    Bhaut super comedy❤❤❤ naich bhaina🎉🎉 love you comedy😮😮

  • @MonkeyOdiamovie
    @MonkeyOdiamovie 5 месяцев назад +1

    ଜଲ୍ଦୀ ଜଲ୍ଦୀ କମେଣ୍ଟ୍ କରି ଦେବି like ମିଳିବ

  • @sahoosipu370
    @sahoosipu370 5 месяцев назад +1

    ଜଙ୍ଗଲ ନଷ୍ଟ କରନ୍ତୁ ନାହିଁ 😌😌

  • @manoranjanrout3183
    @manoranjanrout3183 5 месяцев назад +1672

    Mujhe like milega kya 😊❤

    • @satvik760
      @satvik760 5 месяцев назад +82

      ତ ଗୁଷ୍ଟି ବିଆ ର କି ଗେହେଁ ରେ 😂😂😂😂

    • @user-zx3cf2kp4d
      @user-zx3cf2kp4d 5 месяцев назад +46

      Bala milega na

    • @deepakbehera7652
      @deepakbehera7652 5 месяцев назад +26

      Kyu nehi ye lo

    • @binatibiswal1277
      @binatibiswal1277 5 месяцев назад +11

      😂😂😂😂

    • @user-bw8yl7vu2s
      @user-bw8yl7vu2s 5 месяцев назад +27

      ​@@satvik760tu kie be youtube comment re Gali karuchhu police re cyber case karibi re puo mote tu chinhinu😂😂😂

  • @sibanaikofficial
    @sibanaikofficial 5 месяцев назад +6

    ବହୁତ ସୁନ୍ଦର ଜିଏ ନଟିଆ କମେଡି ଦେଖ like କର ଜୟ ଜଗନ୍ନାଥ 🙏🙏🚩🚩

  • @herobhaiangultoka4544
    @herobhaiangultoka4544 5 месяцев назад +7

    ନଟିଆ ର ସବୁ ଭିଡ଼ିଓ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ ପିଲା ରୁ ବୁଢ଼ା ପର୍ଯ୍ୟନ୍ତ ଆଉ ଛୋଟ ଛୁଆଁ ମାନେ ଦେଖିବାକୁ ଅଧିକ ଭଲ ପାଆନ୍ତି, ❤💚💙💐🙏

  • @rahulbagha4342
    @rahulbagha4342 5 месяцев назад +1

    Ram mandir. Vs. Tajmahal
    ↓. ↓

  • @PAGAL_M10_FF_YT
    @PAGAL_M10_FF_YT 4 месяца назад +5

    ଜୟ ଜଗନ୍ନାଥ ଭାଈ ମାନେ ଶୁଭ ସକାଳ 🌦️⛅⛅

    • @PAGAL_M10_FF_YT
      @PAGAL_M10_FF_YT 4 месяца назад +1

      ଜୟ ଜଗନ୍ନାଥ ନଟିଆ ଭାଇ ❤️♥️🥰

  • @rakeshsahu863
    @rakeshsahu863 5 месяцев назад +5

    Radhe Radhe❤🙏🙏🙏

  • @user-bm8oh7bq2f
    @user-bm8oh7bq2f 5 месяцев назад +2

    Rudra deha kharap 😔😔 natia dekhiki tik se khushi haigala ❤❤❤❤gm sanga mane jay jaganntha 🙏 plz Rudra deha vhala haijau plz prarthana karantu

  • @Sumanknowledge9
    @Sumanknowledge9 5 месяцев назад +2

    ନବ ଭାଇ girl friend କୁ ଦେଖାଯାଉ ଗୋଟେ episode କରନ୍ତୁ utkal cartoon world ସମସ୍ତେ wait ରେ ଅଛନ୍ତି

  • @chagulubehera1051
    @chagulubehera1051 5 месяцев назад +10

    Natia is great Always Awesome Natia comedy show Mjnd blowing so super Natia comedy👍 😎 ❤ love you All Natia team members ❤❤❤🥰🥰 jay jagannath ⭕❗⭕🙏🙏🙏

  • @sashmita949
    @sashmita949 5 месяцев назад +9

    ବହୁତ ସୁନ୍ଦର video ❤ ନଟିଆ ର
    ସାହସକୁ ମାନିବାକୁ ପଡ଼ିବ👍👍

  • @gouchansabar6316
    @gouchansabar6316 5 месяцев назад +2

    ସତରେ ମଣିଷ ନିଜ ଇଚ୍ଛା ପାଇ ଜଙ୍ଗଲ ସବୁକୁ ସଫା କରି ଦେଉଛି❤

  • @pawanKumarGarnayak
    @pawanKumarGarnayak 5 месяцев назад +1

    Please sahadeb jungle 😊ku banchao please 😢😢😢😢

  • @chandannayak172
    @chandannayak172 5 месяцев назад +6

    Utkal babu tamaku bahut bahut dhanyawad ate Sundar Sundar kahani video banau thibaru ❤ jay jaganath 🚩

  • @pappuprakash8477
    @pappuprakash8477 5 месяцев назад +6

    ଜୟ ଜଗନ୍ନାଥ ସ୍ଵାମୀ

  • @Romantic29184
    @Romantic29184 5 месяцев назад +2

    Natia Comady is best comady

  • @PSCREATIONPAPUN
    @PSCREATIONPAPUN 5 месяцев назад +1

    ମୁଁ କାଲିର episode କୁ ଆଜି ଦେଖିଲି 😢😢😢

  • @sahooashish325
    @sahooashish325 5 месяцев назад +6

    Awesome wonder full❤❤❤❤

  • @sanjaypadhiary9604
    @sanjaypadhiary9604 5 месяцев назад +28

    My favourite natia comedy minde blowing 🎉🎉🎉🎉🎉❤❤❤❤

  • @DeepakKumar-sn8wf
    @DeepakKumar-sn8wf 5 месяцев назад +1

    Save Chhatisgarh hasdeo forest 🙏🙏😔😔

  • @AnilkumarAnilkumar-br1qd
    @AnilkumarAnilkumar-br1qd 5 месяцев назад +4

    ଜୟ ଜଗନ୍ନାଥ 🙏ଶୁଭ ସକାଳ 😊

  • @Mishrasarojini
    @Mishrasarojini 5 месяцев назад +77

    Natia comedy always the best 😊

  • @subashmoharana1239
    @subashmoharana1239 5 месяцев назад +4

    🌹ସୁ ପ୍ରଭାତ ମୋର ପ୍ରିୟ ବନ୍ଧୁ ମାନଙ୍କୁ 🌹

  • @PRTswayamjit
    @PRTswayamjit 5 месяцев назад +1

    Jeun mane natia comedy ama odisha ra gaurav bhabucha sei mane like kara ❤❤

  • @RAM-127
    @RAM-127 5 месяцев назад +1

    ନବ ର ବାହାଘର ହେଇଯାଉ କୋଉ ମାନେ ଚାହୁଁଚ like କର

  • @DileswarPatra-zg7vg
    @DileswarPatra-zg7vg 5 месяцев назад +2

    Sata Katha jangalare rahu thiba jiba jantu mana nkara kana bhul achi semaneta tanka jagare semane achnti bhul heuchi manusya manankara jangala ku jadi Kati dianti hele semane kahuthi rahibe 😢😢 Jai jagannath 🙏🙏

  • @MalikPuja-cw9uc
    @MalikPuja-cw9uc 5 месяцев назад +6

    Kaha ku sabu ie episode bhala lagila like kara ❤😊.....

  • @user-ji7io7pd4n
    @user-ji7io7pd4n 5 месяцев назад +7

    Very nice comedy ❤❤😂😂

  • @Sudhansu__Jena
    @Sudhansu__Jena 5 месяцев назад +6

    Save 🌴🌲 save life🧬 ନଟିଆ always main ଟୋକାଟା ଆମର❤❤

  • @gopinathgouda714
    @gopinathgouda714 5 месяцев назад +5

    ଜୟ ଜଗନ୍ନାଥ 🚩🕉️🚩🙏

  • @deepakjena1963
    @deepakjena1963 5 месяцев назад +20

    Good morning friends ଜୟ ଜଗନ୍ନାଥ 🙏🙏🙏🙏🙏

  • @user-fx6mx4st3m
    @user-fx6mx4st3m 5 месяцев назад +2

    ଏପିସୋଡ,ଭଲ,ଥିଲା,କିନ୍ତୁ, tiger, ନୁଏ, ହାତୀ,ଅଧିକ, ଲୋକଙ୍କୁ,ମାରୁଚି

  • @rahuldash2534
    @rahuldash2534 5 месяцев назад +2

    ନବ character ପରି କିଏ ସବୁ ମୋବାଇଲ୍ କଲ ରେ ❤ଧନ❤ସୁନା ghelu ହୁଅନ୍ତି ହାତ Uthaa।।।😂😂😂😂😂😂😂😂😂😂

  • @MallikMallik-dz8ql
    @MallikMallik-dz8ql 5 месяцев назад +5

    Happy tedy day all of you samaste khusire ruha

  • @milibehera1822
    @milibehera1822 5 месяцев назад +6

    Natia comedy is the best comedy 👍👍👍👍 episode mind blowing 🎉🎉❤❤❤

  • @rabindragaudu2406
    @rabindragaudu2406 5 месяцев назад +9

    Jay jaggnath 🙏

  • @gangadhara8218
    @gangadhara8218 5 месяцев назад +11

    Good morning friends jay Jagannath 🙏🙏❤❤

  • @shyam3975
    @shyam3975 5 месяцев назад +27

    Bohut badhiya animation sir😍❤❤

  • @bhaktabandhunayak-ib7xv
    @bhaktabandhunayak-ib7xv 5 месяцев назад +1

    ଜୟ ଜଗନ୍ନାଥ ନଟିଆ କମେଡି ମୋର ବହୁତ ପସନ୍ଦ wondarfull ❤❤❤❤❤😁😁😁😁❣️❣️❣️🎈🎈🎈🌹🌹🌹🌹🌹🌹🌹🌹🙆🙆🙆🙆🙆🙆🙆🙆🙆🙆🙆

  • @ajayasahu4728
    @ajayasahu4728 5 месяцев назад +2

    Good morning all of U notia darsaka bhai bandhu mane

  • @sayenaqueen5517
    @sayenaqueen5517 5 месяцев назад +5

    Mind fresher cartoon ❤❤❤❤❤😊😊😊😊

  • @surekhapadhan3988
    @surekhapadhan3988 5 месяцев назад +6

    Good morning sanga mane natia comedy sabu bele super👌🏻 natia jane sahasi pila 😊

  • @Muna55733
    @Muna55733 3 месяца назад +1

    ଜୟଜଗନ୍ନାଥ ❤❤😊🎉😮😢😢😢😢😢😢😢😢😢🎉🎉🎉🎉🎉🎉🎉🎉🎉

  • @lalitaswain-fb3vd
    @lalitaswain-fb3vd 5 месяцев назад +28

    Natia comedy always best 👌 👍 😍 🥰 ☺️ 💖 ❤❤ Jay jaganatha 🙏

  • @kilogram382
    @kilogram382 5 месяцев назад +7

    ଅତି ସୁନ୍ଦର କମେଡି ହେଇଛି।❤❤

  • @MidishaPradhan-rp1yr
    @MidishaPradhan-rp1yr 5 месяцев назад +7

    Bahot Sundar episode. ❤❤

  • @collagestarofficial5028
    @collagestarofficial5028 5 месяцев назад +1

    Jaldi jaldi comment kari dia like mili ba😂😂😂😂

  • @rsdemonzone86
    @rsdemonzone86 5 месяцев назад +1

    11:21 re pila mane bagha ku dekhi sighra garaku paleijiba katha palei thile natia ku ate fight karibaku padi na thanta semane ate samaya thhia heiki rahu thile kahiki
    Kintu video ta must heichi🎉

  • @soumyaranjanbarik215
    @soumyaranjanbarik215 5 месяцев назад +15

    Awesome episode 🥺

  • @urbasijena3515
    @urbasijena3515 5 месяцев назад +3

    Good morning natia bhai kali mu apan nku antia jaithili met kariba ku, kintu met hei parilani, new comedy pani thanks

  • @prokiller...
    @prokiller... 5 месяцев назад +2

    Natia always hero...😎😎

  • @sonydevlife
    @sonydevlife 5 месяцев назад +1

    I love natia comedy and all episode so sweet ❤❤

  • @prakashkumarsamal9128
    @prakashkumarsamal9128 5 месяцев назад +16

    ନଟିଆ କମେଡି ରେ ସବୁବେଳେ ଶିକ୍ଷଣୀୟ ଜିନିଷ ଦେଖିବାକୁ ମିଳୁଛି ଧନ୍ୟ ବାଦ ଉତ୍କଳ କାର୍ଟୁନ୍ 🌍 ଏମତି ଏହି ଟିମ୍ ଆଗକୁ ଯାଉ ଜୟ ଜଗନ୍ନାଥ god bless you ❤❤❤

  • @debasislenka1921
    @debasislenka1921 5 месяцев назад +12

    Gd mrng all frnd ..
    Sakalu natia comedy dekhi mana khush heigalaa❤❤

  • @chandinimaharana3059
    @chandinimaharana3059 5 месяцев назад +2

    Nyc episode.... Next plzzz

  • @user-ro9cu3oh1f
    @user-ro9cu3oh1f 5 месяцев назад +2

    ❤Natia comedy always best❤

  • @nrushinhachararanapanda5771
    @nrushinhachararanapanda5771 5 месяцев назад +58

    World ki best comedy ❤❤❤