ଅମୃତଭଣ୍ଡା ଚାଷ Papaya Cultivation
HTML-код
- Опубликовано: 30 сен 2024
- Arabinda Sahoo
Krushi Sampada
ଅମୃତଭଣ୍ଡା ଚାଷ ପଦ୍ଧତି
Papaya Culrivation
ଅମୃତଭଣ୍ଡା ଚାଷ ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୋଇଥାଏ ଅମୃତଭଣ୍ଡା ଲଗାଇବା ସମୟରେ ଧ୍ୟାନ ଦେବା ଉଚିତ ଯେପରି ଗଛ ମୂଳରେ ପାଣି ଜମି ନରହେ
ଗଛ ମୂଳରେ ପାଣି ଜମିଲେ ମୁଳ ସଢା ଚେର ସଢା ରୋଗ ଲାଗିଥାଏ ଓ ଗଛ ମରିଯାଏ
ସେହିପରି ପତ୍ର ମୋଚା ରୋଗ ସାହେବି ରୋଗ ପାଉଁସିଆ ରୋଗ ଓ anthracnose ରୋଗ ହୋଇଥାଏ
ଏହାକୁ କବକନାସକ ପ୍ରୟୋଗ କରି ନୀୟନ୍ତ୍ରଣ କରାଯାଇ ପାରିବ
ସେହିପରି ଅମୃତଭଣ୍ଡା ଗଛରେ ଲାଗୁଥିବା ପୋକ ମାନଙ୍କ ମଧ୍ୟରେ ଧଳା ମାଛି ଜଉ ପୋକ ଦହିଆ ପୋକ ଇତ୍ୟାଦି
ଧନ୍ୟବାଦ
KRUSHI SAMPADA
#papayacultivation #papaya pestmanagement #pestdiseasemanagement #krushisampada
ଅମୃତଭଣ୍ଡା ଚାଷ ବିଷୟରେ ଅତି ସୁନ୍ଦର informational video।ସେଥିପାଇଁ ଅଶେଷ ଧନ୍ୟବାଦ।କିନ୍ତୁ ସାର ଅନୁରୋଧ ଭଲ ଚାରା bbsr ରେ କେଉଁଠି ମିଳୁଛି ଟିକେ ଜଣାନ୍ତୁ।ଫଳରେ ଆମ ଅଂଚଳର ଚାଷୀଭାଇମାନେ ଉପକୃତ ହୋଇପାରନ୍ତେ।
ଭୁବନେଶ୍ୱର ରେ Green earth nursery , ଖଣ୍ଡଗିରି, 9938077604 ବା NM NURSERY ଖଣ୍ଡଗିରି, 9777784269 ଙ୍କୁ ଯୋଗାଯୋଗ କରନ୍ତୁ।
ଧନ୍ୟବାଦ
ନମସ୍କାର ସାର୍ , ମିଲେଟ୍ ଚାଷ ବିଷୟରେ ଭିଡ଼ିଓ ସେୟାର କରାଇବାକୁ ଅନୁରୋଧ ।
ଅଣ୍ଡିରା ଗଛ ହେଲେ ଆମେ କଣ କରିବ
ଅଣ୍ଡିରା ଗଛ କୁ ପରିବର୍ତନ କରାଯାଇ ପାରିବ ନାହିଁ।ଉଭୟ ଲିଙ୍ଗି ଗଛ ଲଗାଇଲେ ଅଣ୍ଡିରା ଗଛ ବାହାରିବ ନାହିଁ।ଯେପରିକି Red lady, କୂର୍ଗ honey dew, pusa nanha ଇତ୍ୟାଦି।
Sir sarakari starare keunthi bikri hei pariba please kuhantu
ଖୁବ ସୁନ୍ଦର ଆଶା ଚାଷୀ ଭାଇ ଉପକୃତ ହୋଇ ପାରିବେ
ଧନ୍ୟବାଦ
Beautiful lines Jay Kisan Jay Jagannath.
Good
Nice information
sir apananka contact no
Superb 😍❤️
aati kam re ଆନୁମାନିକ ରେଟ କେତେ ଆସିବ sir please
Dhaneswar.gagarai
ଅମୃତ ଭଣ୍ଡା ଚାରା କିପରି ପ୍ରସ୍ତୁତ କରାଯିବ,
Red ledy 786amrutabhanda bisayare vedio
Good afternoon sir , kindly suggest any organic pesticides or fertilizers
Sir ,papaya fruits aasuchi kintu fruiting thik heuni aau uneven fruiting heuchi , fruit are surface jaka bhi bulging heuchi , emiti bahut nasta heuchi ,kindly suggest any remedy
Sabu medicine kinile kete tanka kharcha heba sir
Bahut sundar video sir.
🐟 macha ra khadya bisayare video karantu
Good Information
Thank you
Sir, Red lady variety kana ??
Red lady ଅମୃତଭଣ୍ଡା ର ଏକ hybrid କିସମ।ଏହା ଅଧିକ ଅମଳ ଦେଇଥାଏ।
କେତେ kg ବର୍ଷକୁ ପ୍ରାୟ???
Bahut badia