This boy is very brave and he has self respect and dignity. Like Holy Basil, he is spreading fragrance of his bright future. A small business may grow into a larger business network in future. We are wishing him all the best. May God brighten his path and bring fortune showering his grace on this boy.
କୌଣସି କାମ ଛୋଟ ନୁହେଁ, ଠିକ୍ କହିଛ ତମେ♥️
I am speechless my little boy. u
Absolutely true
Dunia re kichi b kama chato nahin
ଚମତ୍କାର ପିଲା। ଭବିଷ୍ଯତରେ ନିଶ୍ଚଯ ବଡ ମଣିଷ ହେବ।
ଏଭଳି ମଣିଷ ସମାଜ ପାଇଁ ଗର୍ବ। ଜଗନ୍ନାଥ ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁତ୍ ଭଲରେ ରଖନ୍ତୁ । ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ।
ଦେଶର ପରିବର୍ତ୍ତନ ଏ କୁନି ପୁଅ ଠାରୁ ନିଶ୍ଚୟ ହେବ। ଜୀବନର କଣ୍ଟକିତ ଗତିପଥରେ ଫୁଲ ନିଶ୍ଚୟ ପଡ଼ିବ ଏହା ହେଉ ମୋର ଶ୍ରୀ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା।🙏🙏🙏🙏🇮🇳🇮🇳
😭ଦେଶ ନଷ୍ଟ ହେଇଗଲାଣି ପୁଅରେ ତୋ ପରି ପିଲା ଦେଶପାଇଁ ଦିନେ ଭଲ କାମ କରିବ
ବହୁତ ସୁନ୍ଦର କଥା.......... ମନ କିଣି ନେଲୁ ରେ କୁନି ଭାଇ...
ଭଗବାନ୍ ତମର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ 🙏♥️🙏
ଧନ୍ୟବାଦ ଜଣାଉଛି ଯାଜପୁର ମାଟିରୁ ❤
God bless you beta good
ପ୍ରଭୁ ତମ ଭଳି ପିଲା ସବୁ ବାପା ମା କୁଂ ଦିୟନ୍ତୁ ରାମ ରାଜ୍ଯ ହୋଇଜିବ ତମକୁ ବହୁତ ସକ୍ତି ଦିୟନ୍ତୁ ଠାକୁରେ ଜୟେ ଜଗନ୍ନାଥ
ଅତି ସୁନ୍ଦର କଥା ପୁଅ❤️
Verythakyou
Odisa sarkar. Sarm kara. 🙏🙏🙏
ଏମିତି ପୁଅଟେ ସବୁ ବାପା ମା ଆଉ ଏ ସମାଜ ର ହିତ ପାଇଁ ନିହାତି ଜରୁରି .. ତତେ ଆଉ ତୋ ସ୍ୱାଭିମାନ କୁ ମୁଁ ସଙ୍ଗୀତ ନିର୍ଦେଶକ ସୁରେଶ ପଣ୍ଡା କୋଟି ପ୍ରଣାମ କରୁଛି ଧନ 🙏🙏 god bless u beta
ବହୁତ ଭଲ ଲାଗିଲା ତମ କଥା ଛୁଟ ପଟକା ବଡ଼ ଧମାକା ଜୟ ଜଗନ୍ନାଥ 🙏🙏🙏
ସରକାର ଙ୍କ ଆଖି ରେ କଣ କଳା ପଟି ଲାଗିଛି. Adopt କରି ଗୋଟେ ଭଲ enterprenure ଭାବେ ତାକୁ ଗଢି ତୋଳ. ମୋଦୀ ଚା ଵିକି ପ୍ରଧାନମନ୍ତ୍ରୀ. ତୁମେ ଓଡିଶା ର ମୁଖ୍ୟମନ୍ତ୍ରୀ ହେଇଗଲେ ଭଲ ହୁଅନ୍ତା. କ୍ୱାଲିଟି ଅଛି. ଦମ ଓ ଦାମ ବି ଅଛି. ଈଶ୍ୱର ତୁମକୁ ସହାୟତା ଯୋଗାଇ ଦିଅନ୍ତୁ.
👍
ବାବୁ ଆମର ଦିନେ ପ୍ରଧାନ ମନ୍ତ୍ରୀ ହବ.... ଓଡ଼ିଶାର ନାମ ରଖିବ..
ଭଗବାନ ତୋର ଆଶାକୁ ପୂରଣ କରନ୍ତୁ 🌹🌹
ସାବାସ ପୁଅ ତମ କହିବା style ମୋତେ ବହୁତ ଭଲ ଲାଗିଲା ।। ବହୁତ ବଢ଼ିଆ ସଂଙ୍କାର
ଭଲ କାମ କରୁଛି କିନ୍ତୁ ଏ ସମାଜ ଭୁଝିବ ନାହିଁ କେତକ ସ୍ୱାର୍ଥ ବାଦୀ ଚାଇଲଡ ଲାଇନ ମାଧ୍ୟମରେ ଏହାକୁ ବନ୍ଦ କରି ଦେବେ. ଭିକାରିକୁ ଭିକ ଦେବେନାହିଁ ତାର ଥାଳ ଭାଙ୍ଗିଦେବେ
ପ୍ରଭୁଙ୍କର ଇଛା ପୂରଣ ହେଉ
So
So we so we we
aparti right 👍
ଆପଣଙ୍କ କଥା ମତେ ବହୁତ ଭଲ ଲାଗିଲା 🙏
କୁନି ଭାଇକୁ ହୃଦୟ ରୁ ଗଭୀର ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳି ନୁହେଁ ଖାଲି ଶ୍ରଦ୍ଧା, ସ୍ନେହ l
Great boy. Lots to learn from him. Stay blessed my child.
କିଏ ଜଣେ ଧନୀ ଲୋକ ଏହି ପିଲାକୁ ସାହାଯ୍ୟ କରନ୍ତୁ ଯେମିତି ସେ ଭଲ ସ୍କୁଲ ରେ ପାଠ ପଢ଼ି ଭଲ ମଣିଷ ହେବା ସହିତ ଭଲ ଚାକିରୀ ଖଣ୍ଡେ କରିବ ଓ ସମାଜର ସେବା କରିବ।
Se pilata ready achhi kasta kale krushna miliba, tamara khali sabu bhala darkar nai?
ଜଗନ୍ନାଥ ଙ୍କୁ ଡାକୁଚି ତୁମେ ଜୀବନରେ ବୋହୁତ ଭଲ ମଣିଷ ଗୋଟିଏ ହେଇଯିବ🙏
ଘରେ ପଠେଇ ଥିବେ ଯା ବେପାର କରିବୁ 😕😕
କିନ୍ତୁ ଦିପୁର ଦୁଇପଦ କଥା ହୃଦୟ ଜିତିଦେଲା :,-)
ଧନ୍ୟବାଦ ବାବୁ ଜୟ ଜଗନ୍ନାଥ 🙏🙏🙏🙏
ସବୁ ଓଡ଼ିଆ ପୁଅ ଶିଖ ,ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚପଲେ ମାର
ବାଲ୍ୟ କାଲୁ ଧନ ଧର୍ମ ମୁଁ ସଂଚିବି ଏ ଜୀବନ ଅନିଶ୍ଚିତ
ଆମ ଦେଶ ଭାରତ I ବୀରମାନଙ୍କ ଜନ୍ମଭୂମି I ଏହି ଭୂମି ପାଇଁ କେତେ ଯେ ବୀର ଜବାନ ନିଜର ପ୍ରାଣ ଜୀବନ ଦେଇ ଏ ଜନ୍ମଭୂମି ର ମାନ ମହତ ରଖିଛନ୍ତି ,ତାହା ଅବର୍ଣ୍ଣନୀୟ I ଅlପଣଙ୍କୁ ଅନୁରୋଧ ଯେ, ଏହି ବୀର ଜବାନ ମାନଙ୍କ ପାଇଁ ଗୋଟିଏ ଲାଇକ୍ ନିଶ୍ଚୟ କରିବେ ॥ ଧନ୍ୟବାଦ ॥
ଭଗବାନ ତୁମ ଆଶା ନିଶ୍ଚୟ ପୂରଣ କରିବେ 👍👍👍
ବାସ୍ତବରେ ଆମର ନିଜର କାର୍ୟ୍ଯକୁ ନିଜେ ସମ୍ମାନ ସହିତ ଅଧିକ ଗୁରୁତ୍ବ ଦେଇ କାର୍ୟ୍ଯକରିଲେ ନିଶ୍ଚିତ ୧୦୦% ସଫଳତା ମିଳିବା ସହିତ ନିଜର ସମସ୍ତ କ୍ଷେତ୍ରରେ ପରିବାରକୁ ସହଯୋଗ କରିବା ପାଇଁ ଏହା ହେଉଛି ଆମ ସମାଜ ପାଇଁ ଏକଉଦାହରଣ ଅଟେ। ଧନ୍ଯବାଦ🙏🙏🙏
ମୋ ଭାଇ ଟା 🙏
ଆଗାମୀ ଦିନରେ ଦେଶର ପ୍ରଧାନ ମନ୍ତ୍ରୀ ହେବେ।
Speechless our little Diamond 😘
ଧନ ରେ ତୋ ଭଳି ପିଲା ଆମ ଓଡ଼ିଶା ପାଇଁ ଦରକାର... 😭😭😭😭🙏
Babare, tume stare samajar Seba kariba. God bless u.
This boy is very brave and he has self respect and dignity. Like Holy Basil, he is spreading fragrance of his bright future. A small business may grow into a larger business network in future. We are wishing him all the best. May God brighten his path and bring fortune showering his grace on this boy.
god bless you beta🙏🙏🙏
Very. Good
"କର୍ମ ହିଁ ଭଗବାନ"... 🙏ଜୟ ଜଗନ୍ନାଥ 🙏ପ୍ରକୃତରେ କର୍ମ ହିଁ ତ ଭଗବାନ। ଭଗବାନ କହିଛନ୍ତି :-ମୋ ଦର୍ଶନ ଅପେକ୍ଷା କର୍ମକରୁଥିବା ଲୋକଙ୍କୁ ବେଶି ପସନ୍ଦକରେ।ସଂସାରରେ କର୍ମ ହିଁ ଶ୍ରେଷ୍ଠ ଜିନିଷ।ଭଲ କର୍ମ ସଦା ସଫଳତା ନାମ ସମ୍ମାନ ଓ ପୁଣ୍ୟ ଅର୍ଜନ କରିବାରେ ସହାୟକ ହେଇଥାଏ। କର୍ମ ହିଁ ପ୍ରାରବ୍ଧ ଭାବରେ ପରବର୍ତ୍ତି ଜନ୍ମପାଇଁ ପୁଣ୍ୟ ସଂଚିତ କରେ ଯା ଫଳରେ ଜୀବ ପର ଜନ୍ମରେ ଭଲସଂସ୍କାରି ପରିବାରରେ ଜନ୍ମ ହୁଏ ଓ ସୁଖ ଭୋଗ କରେ। ତେଣୁ କର୍ମ ହିଁ ଶ୍ରେଷ୍ଠ| ।
ନାଁ, ବାଳକ. ମୁଁ ଭାବୁଛି ତୁମେ ମୋ ପାଖରେ ରହନ୍ତୁ କି? ସମାଜସେବୀ ହେବା କାହା ଭାଗ୍ୟ ରେ ଅଛି.
Thank you sister ❤️
ଛୋଟ ଛୁଆ ହେଲେ ବଡ଼ ତା କର୍ମ,ଭଗବାନ୍ ତୋର ମଙ୍ଗଳ କରନ୍ତୁ 👍👍
Chala samaste misi a pila ku help kariba 🙏
Heart touching word, sweet voice and bravefull dimond
ଦେଖେଇ ବାର ଅଛିତ ଏହି ଭଳି News ଦେଖାଓ, ସେ ବର୍ଷାପ୍ରିୟଦର୍ଶନୀ ଆଉ ତପସ୍ଵିନୀ କଣ କଲେ କଣ ନାହିଁ, ଆମର ଜାଣିବାର ନାହିଁ....ପିଲା ଟି ବହୁତ୍ ଆଗକୁ ଯାଉ ଜୟ ଜଗନ୍ନାଥ 🙏
ଏହିଭଳି ପିଲା ହିଁ ଦୁନିଆଁ ରେ ବଡଲୋକ ହୋଇଥାନ୍ତି
ଜୟ ଜଗନ୍ନାଥ 🙏🙏🙏🙏🙏
Ek number Babu
Very intelligent boy
🙏🙏🙏🙏🙏
Jay jaganath
Hats off your hard work little brother. 👏 God bless you beta.
Very talented boy❤❤❤god bless u
Happy New year 2022re Bhagaban tamaku bhala re khusire sabubele Sabudina rakhantu family KU
ଶିଖରେ ଏହି କୁନି ପିଲାଠାରୁ🇨🇮🇨🇮🇨🇮🇨🇮🇨🇮🇨🇮🇨🇮 . ପୋଲିସ ବାବୁ ମାନେ ଆଉ ନିଶାଡୀ ଚୋରମାନେ ଲଜ୍ୟା ନାହିଁ ତୁମ ମାନଙ୍କୁ ଛି. ଖାଲି ଗରିବ ଲୋକଙ୍କ ଠାରୁ ଲୁଟ ସଳେ ଛି
Nice
ଧନ୍ଯବାଦ ଜଣାଉଛି ଢେଙ୍କାନାଳ ମାଟି ରୁ।କୌଣସି କାମ ଛୋଟ ନୁହେଁ, ତମେ ଠିକ କଥା କହିଛ ଧନ।
ପୁଅ ସତରେ ଲାଜ ଲାଗୁଛି ତୋର ଏଇ କାହାଣୀକୁ ସୁଣିଲା ପରେ। ତୋ ବୟଷ ରୁ କର୍ତ୍ତବ୍ଯ କଣ ତୁ ବୁଝିଛୁ ହେଲେ ସମାଜରେ ଏତେ ଭେଣ୍ଡା ବର୍ତ୍ତମାନ ସୁଦ୍ଧା ବାପ ପଇସା ରେ ମଉଜ୍ କରୁଛନ୍ତି। ଯଦି ତତେ ଦେଖି ଏ ସମାଜ କିଛି ନ ସିଖିଛି ତାହେଲେ ସତରେ ସେ ମଣିଷ ରେ ଗଣତି ନୁହଁ। ଆଉ ଥରେ ସଲାମ୍ ପୁଅ ତୋ ସାହାସ କୁ। 🙏
We always say we want to become a doctor or an engineer but we never says we want to become a social worker great thinking bhai keep it up 🙏🙏🙏
ବେଟା ଭଗବାନ କରନ୍ତୁ ବହୁତ ଆଗକୁ ଯାଅ,,😭😭😭
Such a great child 🙏🙏🙏🙏 god bless u beta ❤️❤️
I salute for you........jagannath tumaku asirbad karantu
God bless you child ,definetly you became a enerpuner in future,hats off you
God bless you beta very intelligent iwish God fullfill your every dream one day 👍👍👍
U are great beta 👌👍🙏😥
Father support is backbone of a person
ଜୋ ସେ କହିଲା ସମାଜସେବୀ ବନିବି... ସେ ଶବ୍ଦ 👌👌👌👌👌
Salute this boy.. 🙏🙏🙏
ବହୁତ ଭଲ ଭାଇ
କୁନି ନରେନ୍ଦ୍ର ମୋଦି 🙏🥰
The child is precious.God bless him.
God bless you dear ...
Mu bahut khushi dhana my god bless you
God bless you beta God 🙏 will help you to be a great man in future
Satare aji ankhiru luha baharigola kuni bhai ra kotha suniki 🥺 Bhagaban tumara mangala karantu babu 🥰🥰
Vary samrat boy and vary talented boy ose tu bahut badibara achhi satare you are grate full boy😍😍😍👍👍👍
The best video of 2021 with values and morals. 😪 God may bless you to fulfill your dreams and desires.
A great salute to you dear... achieve well❤️🤗
State govt n central govt should come forward to help this little boy . Dhanyavad pua God bless u
Self independent best
Great brother...😊 Work is worship
God bless him for his family
Jay Jagannath, God Bless you
OMG.. ki Chinta dhara.. Baba ta ra😍😍😍🙆♂️🙆♂️🙆♂️Salute lo baba... tote... bahut agaku jibu🤗🤗🤗🤗
ଚା ବିକିବା ଲୋକ ଯଦି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି, MBA ପାଠ ପଢିବା ପରେ ଯଦି ଚା ବିକିକି ଷ୍ଟୁଡେଣ୍ଟ୍ ମାନେ କୋଟିପତି ହୋଇପାରିଛନ୍ତି, ତା ହେଲେ ଏ କୁନି ପିଲାଟି ଭବିଷ୍ୟତ ରେ ଜଣେ ସଫଳ ବ୍ୟକ୍ତି ହେଉ ଭଗବାନ ଙ୍କ ପାଖରେ ପ୍ରାଥନା। କିନ୍ତୁ ବର୍ତ୍ତମାନ ପାଠ ପଢ଼ା ରେ ଯେମିତି ବ୍ୟାଘାତ ସ୍ତୃଷ୍ଟି ନହେଉ
ସେଥିପ୍ରତି ବାପା, ମା ସଚେତନ ରହିବା ଆବଶ୍ୟକ।
Sabas bhai
Salute you👏👏👏🙏👍
ଏମିତି ହିଁ ପିଲା ଶିଖିବା ଦରକାର 👍
ଧନ୍ୟବାଦ୍ ଛୁଆ ଭାଇ
Good inspire to other for society, god bless u
ଭବିଷ୍ୟତର ପ୍ରଧାନ ମନ୍ତ୍ରୀ ।ପ୍ରଭୁ ତମକୁ ଆଶିର୍ବାଦ କରନ୍ତୁ। ତମ କାମ ଭଲରେ ଚାଲୁ।
Very nice
May Sri Sai Bless U ❤️🙏
ଉକ୍ତ balakaku ଜଗନ୍ନାଥ ମହାପ୍ରଭୁ ଭଲରେ ରଖନ୍ତୁ ।
(Kharap kan pain lagiba mu kan chori karuchi) mana kininela toro aai Katha ti 🙌🙌🙌😘
ଜୟ ଜଗନ୍ନାଥ 🙏🙏🙏🙏🙏
So simple calm Innocent god bless you good luck champ 💪💪💪
ଧନ୍ୟବାଦ.
You will be a great entrepreneur in future my child . Hats off to you
Bahut badhia beta good job 👍👍👏👏
God bless you beta ❤️ , I wish god full fill your every dream one day
Garba gaourab bhai odishara
କର୍ମ କଲେ କିଛି ଲାଜ ସରମ ନାହିଁ। ନିଜେ ବଞ୍ଚିବା ଶିଖିବା ଦରକାର।ଭଲ ପିଲାଟେ।
🙏🙏🙏🙏🙏👌👌👌 ରିଅଲ ହିରୋ 💐💐💐
Bahut vhala karucha
Right ,god bless u
ବହୁତ ବଢିଆ ଏ ପିଲା ଧନ୍ୟବାଦ 👍
Ek number Babu 👍👍👍👍
Thik kahichu re bhai God bless uhh
Heartiest salute to my little brother 🥰🥰👍👍👌👌