🔴LIVE || ଆଉ କେତେ ପ୍ରମାଣ ଦରକାର ପାଣ୍ଡିଆନଙ୍କୁ ବିଦା କର ନବୀନ || BADA KHABAR WITH ARDHENDU DAS

Поделиться
HTML-код
  • Опубликовано: 19 окт 2024
  • 🔴LIVE || ଆଉ କେତେ ପ୍ରମାଣ ଦରକାର ପାଣ୍ଡିଆନଙ୍କୁ ବିଦା କର ନବୀନ || BADA KHABAR WITH ARDHENDU DAS
    #BadaKhabarWithArdhenduDas #bjd #NaveenPatnaik #VKPandian #badakhabarwithardhendudas #OdishaPolitics #Badakhabar #badakhabaratv #ArdhenduDas #Odishanews #odianews #odishakhabar #badakhabartv #explore #explprepage
    ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

Комментарии • 44

  • @dr.purnendutripathy5263
    @dr.purnendutripathy5263 4 дня назад +6

    ନବୀନ ପଟ୍ଟନାୟକ ନିଜେ ଚବିଶ ବର୍ଷ ର ଶାସନ ରେ ଭାଷା କହି ପାରିଲେ ନାହିଁ, ଲେଖି ପାରିଲେ ନାହିଁ,କି ପଢିବି ପାରିଲେ ନାହିଁ। ଏମିତି ଅଲାଜୁକ ନେତା ପୃଥିବୀ ରେ ବିରଳ।ଆଉ ପାଣ୍ଡିଆନ ର ଲଜ୍ଜା ନଥିଲା ପରି ମନେହୁଏ।

  • @Sudipta-y2q
    @Sudipta-y2q 4 дня назад +9

    ମୋତେ ଲାଗୁଛି ସେ ଦୁଇ ଜଣ ନିଜର ସୁରକ୍ଷା ପାଇଁ ବିଜେଡି କୁ ଜାଣି ଜାଣି ଭାଙ୍ଗୁଛନ୍ତି ନହେଲେ ଦୁଇ ଜଣ ଯାକ ମାମୁଁ ଘର କୁ ଯିବା ଥୟ । କାହିଁକି କେଜାଣି ଏହି କଥା ମୋ ମନକୁ ଆସୁଛି ନହେଲେ ଏତେ ପ୍ରମାଣ ଥାଇ ବି କିଛି ହେଉନାହିଁ କାହିଁକି । ନା ବିଜେଡି ଆତ୍ମ ସମୀକ୍ଷା କରୁଛି ନା ବିଜେପି କିଛି ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି।

  • @kishorebiswal4298
    @kishorebiswal4298 4 дня назад +6

    ନବୀନବାବୁଙ୍କ fan ଅଛନ୍ତି, ଏପରି ନାଚିବେ, ଗାଇବେ ପ୍ରାୟୋଜିତ ଢଙ୍ଗରେ। ଯେ ପର୍ଯ୍ୟନ୍ତ ଦୁର୍ନୀତି ର ମୂଳକୁ ଉପୁଡ଼ା ନହେଇଛି ଏପ୍ରକାର ଆୟୋଜନ ହେଇଚଳିବ। ଓଡ଼ିଶାର ମେଣ୍ଢା ପଲିଆ, ମୂର୍ଖ, ମଦୁଆ ଙ୍କୁ ରୁଣ୍ଡ କରି ଏ ଭାବଧାରା ପ୍ରସାରଣ କରିବା ଅତି ସହଜ। ଏ ସବୁ ର କାରଣ bjp ଦଳର ଅପାରଗତା।

    • @MadhavKumardas-g1m
      @MadhavKumardas-g1m 4 дня назад +1

      Toro boliya anada bhakto madua bedua Naveen buda fan kahiki odhisa nash hahijibo

  • @trilochanpatnaik6321
    @trilochanpatnaik6321 4 дня назад +4

    Pandian କୁ ଜଘନ୍ୟ ବୋଲି କହିବା ଠିକ୍ କିନ୍ତୁ ତା ଠାରୁ ଅତ୍ୟଧିକ ଜଘନ୍ୟ ନିଜେ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ। କାରଣ ସେ ଅଣଓଡ଼ିଆ ଠାରୁ ଅତି ମାରାତ୍ମକ ନେତା ଯେହେତୁ ସେ Pandian ସଦୃଶ ବିଷ ବୃକ୍ଷ କୁ ଜଳ ଦାନ କରି ବଞ୍ଚେଇ ରଖି ବଢ଼ିବାରେ ସାହାଯ୍ୟ କରୁଛନ୍ତି କାରଣ ତାରି ପାଇଁ ସେ ଶାସନ ରୁ ବିଦାୟ ନେଇଛନ୍ତି।

  • @BulakiSwain-n4c
    @BulakiSwain-n4c 4 дня назад +3

    ଏ ଗୀତ ପ୍ରାୟୋଜିତ,ନାଚ ପ୍ରାୟୋଜିତ ଏବଂ ଧରା ହେଇ ଆସିଥିବା ଅନନ୍ତାମାନେ ବି ପ୍ରାୟୋଜିତ।

  • @trilochanpatnaik6321
    @trilochanpatnaik6321 4 дня назад +1

    Ardhendu Babu ଙ୍କ ଆଲୋଚନା ଅତି ସୁନ୍ଦର। Lenin Mohanty କେଉଁ କ୍ୟାଡର ର ମୁଖପାତ୍ର ଟିକିଏ ଜଣେଇବେ ଅର୍ଧେନ୍ଦୁ ବାବୁ।

  • @rabinarayandas6779
    @rabinarayandas6779 4 дня назад +3

    I think speech of Lenin mohanty has no value BJD never come again

  • @Narmada-q6j
    @Narmada-q6j 4 дня назад +2

    Tamil movie 😂😂😂

  • @prafullakumarpradhan8129
    @prafullakumarpradhan8129 4 дня назад +3

    ଗୀତ ର ଅର୍ଥ କୁ ଅନର୍ଥ ଅଲଗା କଥା ବୁଢ଼ା କ୍ରୀତଦାସ, ଗୁମୁସ୍ତା ଆବଶ୍ୟକ ସବୁ ଭିନ୍ନ ଭିନ୍ନ

  • @user-fu5zl6pz6m
    @user-fu5zl6pz6m 3 дня назад +2

    Shameless amusement,

  • @user-fu5zl6pz6m
    @user-fu5zl6pz6m 3 дня назад +1

    Such type of colouring will continue for few days only,time will come, entire team will be mingle in the soil of Odisha.

  • @prafullajena5727
    @prafullajena5727 4 дня назад +1

    Ardhendu das valum badhao

  • @sudhakarsahu333
    @sudhakarsahu333 4 дня назад +2

    Without pandu mukhia can't exist

  • @naraharimishra7098
    @naraharimishra7098 4 дня назад +1

    Lenin babu .we are literate, Don't teach us the language of the constitution.

  • @naraharimishra7098
    @naraharimishra7098 4 дня назад +1

    Apanankara lekhashree madam nkara katha teke vabantu.

  • @arucharanpradhan5502
    @arucharanpradhan5502 4 дня назад +2

    ପାଟ୍ଟଶାଣୀଙ୍କ ଠାରୁ ତୁମେ ବଡ ଜ୍ଞାନୀଟାତ ବାତୁଳ ପରି ହେଉଛ।

  • @dhirendranathamohanty6367
    @dhirendranathamohanty6367 4 дня назад +2

    No more lootera Naveen in Odisha

  • @NiranjanSahu-nq3bg
    @NiranjanSahu-nq3bg 4 дня назад +2

    Chi chi re pandu gange nabin and dancer maduamane mane

  • @bbsenapati2245
    @bbsenapati2245 4 дня назад +1

    Tume bahut chesta karithila BJD ticket pain. Aji against re kaucha

  • @SubaschandraHota
    @SubaschandraHota 4 дня назад

    Apri lukaita satyanista news pain Badakhabara anya channel tharu swatantrata. Dhanyavaad.

  • @AMARJITNAYAK-n1c
    @AMARJITNAYAK-n1c 4 дня назад +1

    Tuma dala re Maa,pua nku ticket mile ,salaam kritadas

  • @anwesitapublications5622
    @anwesitapublications5622 4 дня назад +1

    Magana khaibara abhyasa

  • @prasantakumarswain3419
    @prasantakumarswain3419 3 дня назад

    ବିଜେଡ଼ି ଯେଉଁ କେତେଜଣ ଯାଇଛନ୍ତି କଣ ଆଉ କେତେ ଯିବେ ତୁ ଦେଖ, ଦିନ ଆସିବ ତୁ ବି ନ ଥିବୁ, ଦଳ ବି ନଥିବ। ଦିନ ଆସିବ ତୁ ବି କୁତ୍ସା ରଚନା କରିବୁ , ସେତେବେଳେ ତୋର ମୋର କଥା ବାର୍ତ୍ତା । ବିଜେଡ଼ି ରେ ଗଣତନ୍ତ୍ର ଆଦୌ ନାହିଁ।

  • @AMARJITNAYAK-n1c
    @AMARJITNAYAK-n1c 4 дня назад +1

    BJD DALA RE LAST RE DUI TRAFFIC, DUI KRITADAS,CHAMUCHA ,KUKURA LENIN,SASMIT RAHIBE

  • @hadibandhusahoo9770
    @hadibandhusahoo9770 4 дня назад +1

    Nirlaja kia

  • @dhirendrapanigrahi7303
    @dhirendrapanigrahi7303 4 дня назад +1

    Vasani re a Gita,baje e ba loka ku dhanya kahiba.sunibaku katha ta kasta hauchi hele vitaraku Pasi Artha ta bujhantu.

  • @nabinmeher1781
    @nabinmeher1781 4 дня назад

    Script ok

  • @raghubirdas7621
    @raghubirdas7621 2 дня назад

    NBin is not Odia except the surname n title Patnaik son of Biju babu He has not 1 percent odia n he is not Hindu In the name of his father he managed to be as C M for 25 yrs zzThose who are dancing they not his fan but they have sufficient money to shout n dance in favour of Nabin Patnaik All arranged by Pandian

  • @ajeetkumarmohanty7880
    @ajeetkumarmohanty7880 3 дня назад

    Kouthi luchhichhi tamil

  • @dhirendrapanigrahi7303
    @dhirendrapanigrahi7303 4 дня назад

    Actually samaste vul auu a e ketejana mukhapatra gota suna.actually a mane future candidates and minister hebe.

  • @rabindranathbhuyan6359
    @rabindranathbhuyan6359 4 дня назад

    Ardhenu babu, mo matare eha kebal pandian ra budhi nuhen. Lelin mohanty bhali keteka chatukar pagal kukura(swabhiman na thiba odia) nkara budhi o kama.

  • @BijayaKumar-nk2pg
    @BijayaKumar-nk2pg 4 дня назад

    Tautar

  • @bbsenapati2245
    @bbsenapati2245 4 дня назад

    Tume kebethu Godi media helani.

    • @Sudipta-y2q
      @Sudipta-y2q 4 дня назад

      @@bbsenapati2245 ଓହ ଯେଉଁ ମାନେ ବିଜେଡି ରାମ କୁ ବିରୋଧ କରିବେ ସେମାନେ ସବୁ ଗୋଦି ମିଡ଼ିଆ ବୋଲାଇବେ?

  • @bbsenapati2245
    @bbsenapati2245 4 дня назад

    Tume bahut chesta karithila BJD ticket pain. Aji against re kaucha

    • @Sudipta-y2q
      @Sudipta-y2q 4 дня назад

      @@bbsenapati2245 ଠିକ୍ କଥା କହିଛ ଭାଇ । ଏ ମହାଶୟ ଭୁଲି ଯାଉଛନ୍ତି ଯେ ସେ ଯେତେବେଳେ ଟିକେଟ ପାଇଁ ଚେଷ୍ଟା କରୁଥିଲ,ସେତେବେଳେ ଆପଣ ହିଁ ଆଖିଦେଖା ପ୍ରମାଣ ଥିଲେ ବୋଲି ।