PIPILI NEWS
PIPILI NEWS
  • Видео 413
  • Просмотров 1 075 460
ପିପିଲି ଗୁଡିଆପୋଖରୀ ସ୍ଥିତ ଗୁରୁ ନାନକ ଇଂଲିଶ ମିଡ଼ିଅମ ସ୍କୁଲର ଆନୁଆଲ କାର୍ଣ୍ଣିଭାଲ ଓଡିଶୀ ସେଲିବ୍ରେସନ ଅନୁଷ୍ଠିତ।
୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପିପିଲି ଗୁଡିଆପୋଖରୀ ସ୍ଥିତ ଗୁରୁ ନାନକ ଇଂଲିଶ ମିଡ଼ିଅମ ସ୍କୁଲ ର ଆନୁଆଲ କାର୍ଣ୍ଣିଭାଲ ଓଡିଶୀ ସେଲିବ୍ରେସନ ଅନୁଷ୍ଠିତ। Pipili News #pipili #pipili #gurunanakempublicschool #pipilinews #gurunanakpublicschool #NewsUpdate #newsfeed
Просмотров: 40

Видео

ପିପିଲି ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲ ଶୁଭାରମ୍ଭ ସମୟରେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ କୋଣ ଠେସା।
Просмотров 2809 часов назад
ପିପିଲି ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲ ଶୁଭାରମ୍ଭ ସମୟରେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ କୋଣ ଠେସା। ସରକାରୀ କାର୍ଯ୍ୟକ୍ରମ ମଞ୍ଚରେ ସ୍ଥାନ ଦେଲେନି, ତଳେ ବସି ଦର୍ଶକ ସାଜିଲେ ବୋଲି ଅଭିଯୋଗ କଲେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ। Pipili News Swaviman Pipili-Delanga #pipilinews Pipili Delang Bcjd Pipili Bjd Toka Pipili DP Contest #pipilinews #NewsUpdate #pipili #odishgov #newsfeed
ଧାନ କିଣି ସ୍ବାବଲମ୍ବୀ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ପୁରୀ ଜିଲ୍ଲା ପିପିଲି ରେ ପ୍ରଥମ ଧାନ ମଣ୍ଡି
Просмотров 10321 час назад
ଧାନ କିଣି ସ୍ବାବଲମ୍ବୀ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ପୁରୀ ଜିଲ୍ଲା ପିପିଲି ରେ ପ୍ରଥମ ଧାନ ମଣ୍ଡି ଖୋଲି ଧାନ କ୍ରୟ କଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ।#pipilinews #pipili #news #farmerlife #odishanews #dhanamandi
କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବନି କ୍ଷତିପୂରଣ ଠକିଦେଲା ବୀମା କମ୍ପାନି । ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ ନେତା।
Просмотров 249День назад
କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବନି କ୍ଷତିପୂରଣ ଠକିଦେଲା ବୀମା କମ୍ପାନି । ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ ନେତା। #pipilinews #pipili #news #OdishaGov
ପିପିଲି କଲେଜ ରେ ଏନସିସି କ୍ୟାଡ଼ର ସେମିନାର ଅନୁଷ୍ଠିତ।
Просмотров 7314 дней назад
ପିପିଲି କଲେଜ ରେ ଏନସିସି କ୍ୟାଡ଼ର ସେମିନାର ଅନୁଷ୍ଠିତ#pipilinews #pipili #news #odisha
ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଯୁବ ସମାଜ କୁ ଗୁରୁମନ୍ତ୍ର ଦେଲେ ଅତିଥି।
Просмотров 714 дней назад
ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଯୁବ ସମାଜ କୁ ଗୁରୁମନ୍ତ୍ର ଦେଲେ ଅତିଥି।#pipilinews #pipili #news #odisha
କଣାସରେ ହାତୀଙ୍କ ଉପଦ୍ରବ । ସ୍କୁଲ ପାଚେରୀ ଭାଙ୍ଗିଲେ । ମନ୍ଦାର ବସ୍ତ, ଗଡ଼ସାନପୁଟ ପଞ୍ଚାୟତ ରେ ବୁଲିଲେ
Просмотров 6321 день назад
କଣାସରେ ହାତୀଙ୍କ ଉପଦ୍ରବ । ସ୍କୁଲ ପାଚେରୀ ଭାଙ୍ଗିଲେ । ମନ୍ଦାର ବସ୍ତ, ଗଡ଼ସାନପୁଟ ପଞ୍ଚାୟତ ରେ ବୁଲିଲେ#pipilinews #odia #news #kanasnews
ପିପିଲି ପୋପରଙ୍ଗା ପଂଚାୟତ ଦକ୍ଷିଣ ନୁଆ ଗାଁ ଚାଲିଛି ବେଧଡକ ଚୋରା ବାଲି ଚାଲାଣ । ପର୍ଦ୍ଧାଫାଶ କଲେ ପୂର୍ବତନ ବିଧାୟକ
Просмотров 25321 день назад
ପିପିଲି ପୋପରଙ୍ଗା ପଂଚାୟତ ଦକ୍ଷିଣ ନୁଆ ଗାଁ ଚାଲିଛି ବେଧଡକ ଚୋରା ବାଲି ଚାଲାଣ । ପର୍ଦ୍ଧାଫାଶ କଲେ ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଦେଖନ୍ତୁ #pipilinews #pipili #news
ଜଇଶପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ୪ର୍ଥ ତମ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।
Просмотров 2721 день назад
ପିପିଲି ଜଇଶପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ୪ର୍ଥ ତମ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।
ପିପିଲି ଦର୍ଜୀସାହି ରେ ଜମୁଛି *ମିନା ବଜାର* ମଜା, ୧୨ଦିନିଆ ମିନା ବଜାର ରେ ହଜାର ହଜାର ଜନ ସମାଗମ । ଦେଖନ୍ତୁ।
Просмотров 33621 день назад
ପିପିଲି ଦର୍ଜୀସାହି ରେ ଜମୁଛି *ମିନା ବଜାର* ମଜା, ୧୨ଦିନିଆ ମିନା ବଜାର ରେ ହଜାର ହଜାର ଜନ ସମାଗମ । ଦେଖନ୍ତୁ।#pipilinews #pipili #news #entertainment #minabazar #Darjisahi
ବିଶ୍ବନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓଡ଼ିଶୀ ନୃତ୍ୟର ଝଲକ
Просмотров 3121 день назад
ଡେଲାଙ୍ଗ ଗଡ଼ ମୋଟରୀ ସ୍ଥିତ ବିଶ୍ବନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଓଡ଼ିଶୀ ନୃତ୍ୟର ଝଲକ #pipilinews #odia #pipili #entertainment #odisha #delanga
ବିଶ୍ବନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ।
Просмотров 4421 день назад
ଡେଲାଙ୍ଗ ଗଡ଼ ମୋଟରୀ ସ୍ଥିତ ବିଶ୍ବନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ । ପୁରାତନ ଛାତ୍ରୀ ଙ୍କ ଦ୍ଵାରା ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ।#pipilinews #pipili #odia #odishidance #delanga
ମିଥ୍ୟା ଖବର ପ୍ରସାରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ଦଳିତ ମହାସଂଘ।
Просмотров 3721 день назад
ମିଥ୍ୟା ଖବର ପ୍ରସାରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ଦଳିତ ମହାସଂଘ।#pipilinews #odia #pipili #news #odisha
ଦିବଙ୍ଗତ ବିଧାୟକ ସ୍ବର୍ଗତ ପ୍ରଦିପ ମହାରଥୀଙ୍କ ସ୍ମୁତି କୁ ମନେପକାଇ କାନ୍ଦିଲେ ସମସ୍ତେ
Просмотров 11121 день назад
ଦିବଙ୍ଗତ ବିଧାୟକ ସ୍ବର୍ଗତ ପ୍ରଦିପ ମହାରଥୀଙ୍କ ସ୍ମରଣିକା ପତ୍ରିକା ଉନ୍ମୋଚନ ବେଳେ ସ୍ମୁତି କୁ ମନେପକାଇ କାନ୍ଦିଲେ ସମସ୍ତେ #pipilinews #odia #pipili #news #odisha
ପ୍ରାଚୀ ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଛାତ୍ର ସୈମ୍ୟ ଙ୍କ କଣ୍ଠରୁ ଶୁଣନ୍ତୁ ସୁନ୍ଦର ଭଜନ।
Просмотров 8128 дней назад
ପ୍ରାଚୀ ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଛାତ୍ର ସୈମ୍ୟ ରଂଜନ ମହାରଣାଙ୍କ କଣ୍ଠରୁ ଶୁଣନ୍ତୁ ସୁନ୍ଦର ଭଜନ। #pipilinews #pipili #odia #odiasong #odisha #odiabhajan
ଫୋନ୍ ନମ୍ୱର୍ 14447 ରେ ଚାଷୀ ଫୋନ୍ କଲେ କଲ୍ ଲାଗୁନାହିଁ । କ୍ଷତିଗ୍ରସ୍ତ ଚାଷୀ କ୍ଷତିପୁରଣ ପାଇବେ କିପରି ।
Просмотров 12428 дней назад
ଫୋନ୍ ନମ୍ୱର୍ 14447 ରେ ଚାଷୀ ଫୋନ୍ କଲେ କଲ୍ ଲାଗୁନାହିଁ । କ୍ଷତିଗ୍ରସ୍ତ ଚାଷୀ କ୍ଷତିପୁରଣ ପାଇବେ କିପରି ।
ପିପିଲି ରେ ଠିକା କାମ କ୍ୟାମ୍ପ ଉପରେ ବୋମାମାଡ। ଦାଦା ବଟି ନ ଦେବାରୁ କ୍ୟାମ୍ପ ଉପରେ ବୋମାମାଡ।
Просмотров 29828 дней назад
ପିପିଲି ରେ ଠିକା କାମ କ୍ୟାମ୍ପ ଉପରେ ବୋମାମାଡ। ଦାଦା ବଟି ନ ଦେବାରୁ କ୍ୟାମ୍ପ ଉପରେ ବୋମାମାଡ।
ପିପିଲି ରେ ବିଜେଡି ର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୁରୁମନ୍ତ୍ର ଦେଲେ ରୁଦ୍ର ପ୍ରତାପ ମହାରଥୀ
Просмотров 863Месяц назад
ପିପିଲି ରେ ବିଜେଡି ର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୁରୁମନ୍ତ୍ର ଦେଲେ ରୁଦ୍ର ପ୍ରତାପ ମହାରଥୀ
ପିପିଲି ଗୁଡିଆପୋଖରୀ ଓୟେ ହୋଟେଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।#pipili
Просмотров 143Месяц назад
ପିପିଲି ଗୁଡିଆପୋଖରୀ ଓୟେ ହୋଟେଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।#pipili
ସଂସଦ ରେ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ବୟାନକୁ ନେଇ ପିପିଲିରେ ବିରୋଧ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ #pipili
Просмотров 755Месяц назад
ସଂସଦ ରେ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ବୟାନକୁ ନେଇ ପିପିଲିରେ ବିରୋଧ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ #pipili
ଚାଷୀ ମାନଙ୍କ କ୍ଷତିପୂରଣ ପାଇଁ ସହାୟତା ଦାବି କଲେ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ।
Просмотров 831Месяц назад
ଚାଷୀ ମାନଙ୍କ କ୍ଷତିପୂରଣ ପାଇଁ ସହାୟତା ଦାବି କଲେ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ।
ଇଫକୋ କମ୍ପାନୀ ପକ୍ଷରୁ ପିପିଲି ଦୁର୍ଗାଦାସପୁର ପଞ୍ଚାୟତ ରେ କୃଷକ ସମାବେଶ ହୋଇଯାଇଛି। ଗୁଣାତ୍ମକ ପଦ୍ଧତି ରେ ଚାଷ
Просмотров 206Месяц назад
ଇଫକୋ କମ୍ପାନୀ ପକ୍ଷରୁ ପିପିଲି ଦୁର୍ଗାଦାସପୁର ପଞ୍ଚାୟତ ରେ କୃଷକ ସମାବେଶ ହୋଇଯାଇଛି। ଗୁଣାତ୍ମକ ପଦ୍ଧତି ରେ ଚାଷ
ନବରଙ୍ଗପୁର ମଣ୍ଡେଇ ମହୋତ୍ସବ ରେ କୋରାପୁଟିଆ ଆଦିବାସୀ ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଲେ ନିଲ କୁମାର
Просмотров 14Месяц назад
ନବରଙ୍ଗପୁର ମଣ୍ଡେଇ ମହୋତ୍ସବ ରେ କୋରାପୁଟିଆ ଆଦିବାସୀ ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଲେ ନିଲ କୁମାର
ପିପିଲି ସରସ୍ଵତୀ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ। #pipilinews #Pipili
Просмотров 166Месяц назад
ପିପିଲି ସରସ୍ଵତୀ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ। #pipilinews #Pipili
ଭତ୍ତା ବୃଦ୍ଧି ଦାବିରେ ବିଧାୟକ ଓ ହିତାଧିକାରୀ ମୁହାଁମୁହିଁ ।#pipilinews
Просмотров 327Месяц назад
ଭତ୍ତା ବୃଦ୍ଧି ଦାବିରେ ବିଧାୟକ ଓ ହିତାଧିକାରୀ ମୁହାଁମୁହିଁ ।#pipilinews
ଭତ୍ତା ବୃଦ୍ଧି ଦାବୀ ନେଇ ପିପିଲି ବ୍ଲକ୍ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ । ବିଧାୟକଙ୍କ ସହ ମୁହାଁମୁହିଁ ।
Просмотров 339Месяц назад
ଭତ୍ତା ବୃଦ୍ଧି ଦାବୀ ନେଇ ପିପିଲି ବ୍ଲକ୍ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ । ବିଧାୟକଙ୍କ ସହ ମୁହାଁମୁହିଁ ।
ପିପିଲି ବାଜପେୟୀ ଛକ ନିକଟବର୍ତ୍ତୀ ଚଇନି ମହାବୀର ମନ୍ଦିର ପାଚେରୀ ନିକଟ ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
Просмотров 204Месяц назад
ପିପିଲି ବାଜପେୟୀ ଛକ ନିକଟବର୍ତ୍ତୀ ଚଇନି ମହାବୀର ମନ୍ଦିର ପାଚେରୀ ନିକଟ ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
ସାଧାରଣ ଦୁର୍ଘଟଣା କୁ ନେଇ ପିପିଲି ହାଟଛକ ରାଜରାସ୍ତା ଉପରେ ତୁମୁଳକାଣ୍ଡ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି।
Просмотров 350Месяц назад
ସାଧାରଣ ଦୁର୍ଘଟଣା କୁ ନେଇ ପିପିଲି ହାଟଛକ ରାଜରାସ୍ତା ଉପରେ ତୁମୁଳକାଣ୍ଡ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି।
ପିପିଲି ପତିତପାବନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଅଷ୍ଟାଦଶ ଶ୍ରୀମଦ୍ ଭଗବତ ପରାୟାଣ କାର୍ଯ୍ୟକ୍ରମରେ ଭଜନ ଟିଏ ଶୁଣନ୍ତୁ।
Просмотров 32Месяц назад
ପିପିଲି ପତିତପାବନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଅଷ୍ଟାଦଶ ଶ୍ରୀମଦ୍ ଭଗବତ ପରାୟାଣ କାର୍ଯ୍ୟକ୍ରମରେ ଭଜନ ଟିଏ ଶୁଣନ୍ତୁ।
ପିପିଲି ପତିତପାବନ ମନ୍ଦିରରେ ଅଷ୍ଟାଦଶ ଶ୍ରୀମଦ୍ ଭଗବତ ପରାୟାଣ କାର୍ଯ୍ୟକ୍ରମରେ ଶୁଣନ୍ତୁ ଭକ୍ତିପୂର୍ଣ୍ଣ ସୁନ୍ଦର ଭଜନ ।
Просмотров 35Месяц назад
ପିପିଲି ପତିତପାବନ ମନ୍ଦିରରେ ଅଷ୍ଟାଦଶ ଶ୍ରୀମଦ୍ ଭଗବତ ପରାୟାଣ କାର୍ଯ୍ୟକ୍ରମରେ ଶୁଣନ୍ତୁ ଭକ୍ତିପୂର୍ଣ୍ଣ ସୁନ୍ଦର ଭଜନ ।

Комментарии

  • @luckylucky5458
    @luckylucky5458 21 час назад

    Kanduchu kn pain

  • @junglesafariandalll6140
    @junglesafariandalll6140 4 дня назад

    Aalu chora bedha pila

  • @SanjayKumar-km5ff
    @SanjayKumar-km5ff 15 дней назад

    Anadi pravu nka jay heu....

  • @BinodiniBarik-tv3bq
    @BinodiniBarik-tv3bq 20 дней назад

    🎉ଗୁରୁଦେବ 🙏ପ୍ରଣାମ 🙏

  • @silubaral2510
    @silubaral2510 21 день назад

    ଆଜ୍ଞ୍ୟା ଆପଣଙ୍କ ନେତା ନଈ ତାଡି ବିକି ଦେଇଛନ୍ତି ସେତେବେଳେ ଆପଣ କୋଉଠି ଥିଲେ

  • @rdpiswar1315
    @rdpiswar1315 21 день назад

    25 year hela tame khail au sate bale kichi kahi paru nathil

  • @junglesafariandalll6140
    @junglesafariandalll6140 21 день назад

    Kaen banda ku chhodi hauchu

  • @incarnationofjoy3290
    @incarnationofjoy3290 23 дня назад

    ଏହି ବାବା ଙ୍କ ଆଶ୍ରମ କୋଉଠି?

  • @riddhisha2020
    @riddhisha2020 25 дней назад

    Nice 👌👌👌

  • @singermonalisarout8250
    @singermonalisarout8250 26 дней назад

    👍

  • @sasmitamangaraj4843
    @sasmitamangaraj4843 26 дней назад

    Alo cuty geli anvika maa❤❤❤

  • @sampadaku.mohapatra7946
    @sampadaku.mohapatra7946 26 дней назад

    Super 👍

  • @UNKNOWN_SENA
    @UNKNOWN_SENA 27 дней назад

    Eie bodhe next m.l.a 😂🤣

  • @rohitsunanikld
    @rohitsunanikld 29 дней назад

    very good

  • @UNKNOWN_SENA
    @UNKNOWN_SENA Месяц назад

    Wahhh bjp waahh

  • @UNKNOWN_SENA
    @UNKNOWN_SENA Месяц назад

    Au bala achi je tame sunupampudi khaiba

  • @UNKNOWN_SENA
    @UNKNOWN_SENA Месяц назад

    Au bala achi je tame sunupampudi khaiba

  • @UNKNOWN_SENA
    @UNKNOWN_SENA Месяц назад

    Eie next m.l.a haba laguchi

  • @UNKNOWN_SENA
    @UNKNOWN_SENA Месяц назад

    Ramakanta sahoo gai mansha au goru chalana karuthiba loka mananka thu paisa neiki bail dauchi eie kouthi ssvm ra sampadaka

  • @SiluBaral-od5px
    @SiluBaral-od5px Месяц назад

    ତ୍ରାହୀ ଅନାଦି🌹🌹🌹🙏🙏🙏

  • @BenudharRoul-d5d
    @BenudharRoul-d5d Месяц назад

    Trahi sri Anadi

  • @sujanaparida4639
    @sujanaparida4639 Месяц назад

    Tama janithila agua kahilani

  • @CHANDANNAYAK-d2y
    @CHANDANNAYAK-d2y Месяц назад

    Rudra bhai mara pasand nata

  • @DharmendraPradhan-k3f
    @DharmendraPradhan-k3f Месяц назад

    Bjd.ok

  • @biswajeetmohapatra7085
    @biswajeetmohapatra7085 Месяц назад

    ବିଧାୟକ ଆଗ ତାଙ୍କ ପେଟ ପୁରେଇ ସାରନ୍ତୁ

  • @biswajeetmohapatra7085
    @biswajeetmohapatra7085 Месяц назад

    ମିଛୁଆ ବିଜେପି ଲୋକଙ୍କୁ ଭଣ୍ଡେଇ ଦେଲା

  • @GobindaBehera-n3o
    @GobindaBehera-n3o Месяц назад

    good action sir

  • @rahulmohapatra9932
    @rahulmohapatra9932 Месяц назад

    Jay rinku babu

  • @odishatiger8346
    @odishatiger8346 Месяц назад

    Mg 8ମ ଫେଲ ଇଂଲିଶ କହୁଛି

  • @sasmitamangaraj4843
    @sasmitamangaraj4843 Месяц назад

    Right bishnu bhai

  • @DiptiranjanNayak-f8t
    @DiptiranjanNayak-f8t Месяц назад

    ତୁ ଅପେକ୍ଷା କର

  • @lijansahoo8318
    @lijansahoo8318 Месяц назад

    Trahi anadi🙏🙏🙏🙏🙏

  • @alipbehera8613
    @alipbehera8613 Месяц назад

    Sala to ghare dei asiba

  • @srikanta671
    @srikanta671 Месяц назад

    ତୁ କଣ ବାଳ ଉପାଡ଼ି ଛୁ

  • @pranshisahu648
    @pranshisahu648 Месяц назад

    Trahi anadi krupa kara he anadi 🙏🙏🙏

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 2 месяца назад

    ୟେ ପୁଣି କଳ୍କୀ ହା ହା ସଳା କୋଉ ଏଙ୍ଗେଲ ରୁ ଦେଖା ଯାଉଛି ଇଏ..କେଉଟ ଭଳି ଦିଶୁଚି ଭଣ୍ଡ

  • @rinkanmalla
    @rinkanmalla 2 месяца назад

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 2 месяца назад

    ଅଚ୍ୟୁତ ବାଣୀ ସତ୍ୟ ହୋଇଛି... ଭିକ୍ଷା ଡ଼ଙ୍ଗା ଗୋଟା ବୁଡେଇ ଦେବେ,,, ମିଥ୍ୟା କଥା କହି ଶିଷ୍ୟ କରିବେ. 2.ନାରୀଏ ନାରୀ ଙ୍କୁ ରମିବେ,, ପୁରୁଷ ପୁରୁଷେ ଭବିବେ.... ତ୍ରାହି ଅନାଦି ଆଶ୍ରମ ର ଗୁରୁଦେବ ମିଥୁନ ଙ୍କ ପାଇଁ ମାଳିକା ବାଣୀ ଆଜି ସତ୍ୟ ହୋଇଛି

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 2 месяца назад

    ମାଳିକା ଆଜି ସତ୍ୟ ପ୍ରମାଣିତ ହୋଇଛି... ଭିକ୍ଷା ଡ଼ଙ୍ଗା ଗୋଟା ବୁଡେଇ ଦେବେ,, ମିଥ୍ୟା କଥା କହି ଶିଷ୍ୟ କରିବେ 2..ନାରୀଏ ନାରୀ ଙ୍କୁ ରମିବେ,, ପୁରୁଷ ପୁରୁଷେ ଭବିବେ.... ସମଲିଙ୍ଗୀ ପ୍ରଭୁ ମାଳିକା ବାଣୀ ସତ୍ୟ କରିକି ଦେଖେଇ ଛନ୍ତି...

  • @chaitanyaghadei8236
    @chaitanyaghadei8236 2 месяца назад

    🙏🙏🙏

  • @chaitanyaghadei8236
    @chaitanyaghadei8236 2 месяца назад

    🙏🙏🙏

  • @BiswojeetBehera-j5j
    @BiswojeetBehera-j5j 2 месяца назад

    Trahi adimata trahi adimata trahi adimata Trahi trahi trahi shree anadi trahi shree anadi trahi shree anadi trahi trahi

  • @JaanJaan-z1c
    @JaanJaan-z1c 2 месяца назад

    ସବୁ ଖାଇଗଲା ବିଜେଡି

  • @JaanJaan-z1c
    @JaanJaan-z1c 2 месяца назад

    Sabu kale harile kain bhai

  • @MamuniSahoo-td4wx
    @MamuniSahoo-td4wx 2 месяца назад

    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @kishorsahoo6331
    @kishorsahoo6331 2 месяца назад

    Rudra vai kahiki harila tika kahibaki,

  • @BapiSahoo-z1s
    @BapiSahoo-z1s 2 месяца назад

    Jay Jagarnath

  • @BapiSahoo-z1s
    @BapiSahoo-z1s 2 месяца назад

    😂❤❤😂😂😂😂😂🎉🎉🎉🎉🎉😂😂❤

  • @BapiSahoo-z1s
    @BapiSahoo-z1s 2 месяца назад

    ❤❤❤❤❤❤❤❤🎉🎉🎉🎉😂😂😂😢😢😢😢😢😢😢😢😢🎉🎉😂😂🎉🎉🎉😢😢😢😮😮😅😅😊😮😢😢🎉😂😂😂❤❤❤😂😂🎉😢😢😮

  • @BapiSahoo-z1s
    @BapiSahoo-z1s 2 месяца назад

    Jay Jagarnath