Upasna Mohapatra
Upasna Mohapatra
  • Видео 187
  • Просмотров 23 810 703
Upasna Mohapatra l Subhadra Yojana l Odisha Assembly l BJP Odisha
ନା କରିବି, ନା କରିବାକୁ ଦେବି ନୀତି ଅବଲମ୍ବନ କରୁଛି ବିଜେଡି ।
ଗୃହ ପ୍ରକ୍ରିୟା ଅନୁସାରେ ପ୍ରଶ୍ନକାଳ ଏବଂ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି, ହେଲେ ଗୃହ ଚାଲିବାକୁ ଦେଉନି ବିଜେଡି । ହଟ୍ଟଗୋଳ କରିବାର ମାନସିକତାକୁ ନେଇ ବିଜୁ ଜନତା ଦଳ ଗୃହକୁ ପ୍ରବେଶ କରିଛନ୍ତି ।
୨୪ ବର୍ଷ ଧରି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରୁଥିଲା ବିଜେଡି । ହେଲେ ଆଜି ଯେତେବେଳେ ମୋହନ ସରକାର ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ 'ସୁଭଦ୍ରା' ଯୋଜନା ଲାଗୁ କରିଛନ୍ତି ସହି ପାରୁନି ବିଜେଡି ।
#subhadrayojana #subhadrayojanaodisha
Mohan Charan Majhi Vijaypal Singh Tomar Prabhati Parida Kanak Vardhan Singh Deo Manmohan Samal
Просмотров: 22 565

Видео

Upasna Mohapatra l Brahmagiri Constituency l Odisha Assembly l BJP Odisha l
Просмотров 56 тыс.14 дней назад
ଆଜି ବିଧାନସଭାରେ ପର୍ଯ୍ୟଟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ବଜେଟ ପ୍ରସ୍ତାବ ଆଗତ ପାଇଁ ହେଉଥିବା ଆଲୋଚନାରେ ଭାଗ ନେବା ସହ ପ୍ରସ୍ତାବକୁ ସମର୍ଥନ କରି ମୋର ବକ୍ତବ୍ୟ ଉପସ୍ଥାପନ କଲି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପୂର୍ବୋଦୟ ବିକାଶ ଭିଜନରେ ଓଡ଼ିଶା ସ୍ବତନ୍ତ୍ର ଭାବରେ ସ୍ଥାନ ପାଇଛି । ଆଗାମୀ ଦିନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ଦକ୍ଷତା ବିକ...
ପୁରୀ ଠାରେ ‘ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସର୍ଟ’ର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ l
Просмотров 3,1 тыс.14 дней назад
ପୁରୀ ଠାରେ ‘ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସର୍ଟ’ର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ l
Raksha Bandhan l Upasna Mohapatra l Brahmagiri l Gadarodanga
Просмотров 6 тыс.21 день назад
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ, ଗଡ଼ରୋଡ଼ଙ୍ଗ ଗ୍ରାମ ସ୍ଥିତ ମୋ ପୈତୃକ ବାସଭବନ ଠାରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ଅବସରରେ.... #rakhyabandhan #ରାକ୍ଷୀପୂର୍ଣ୍ଣିମା
ଜେଟିର ଶିଳାନ୍ୟାସ l Brahmagiri Constituency l Upasna Mohapatra l Sambit Patra
Просмотров 24 тыс.21 день назад
Welcome to the official RUclips channel of Upasana Mohapatra, your daughter and MLA of Brahmagiri. Inspired by the enduring legacy of my father, the beloved Lulu Mohapatra, this channel is a platform for me to connect directly with each one of you, share updates, and discuss the future of our beloved constituency. Here, you'll find videos on my ongoing community events and initiatives to improv...
ଛଅ ସୁତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ l Upasna Mohapatra l Puri Sanskruti Bhaban l BJP Odisha
Просмотров 2,6 тыс.21 день назад
Welcome to the official RUclips channel of Upasana Mohapatra, your daughter and MLA of Brahmagiri. Inspired by the enduring legacy of my father, the beloved Lulu Mohapatra, this channel is a platform for me to connect directly with each one of you, share updates, and discuss the future of our beloved constituency. Here, you'll find videos on my ongoing community events and initiatives to improv...
Triranga Yatra l Brahmagiri Block l Upasna Mohapatra l Dr Sambit Patra l HarGharTriranga l
Просмотров 2,4 тыс.21 день назад
Triranga Yatra l Brahmagiri Block l Upasna Mohapatra l Dr Sambit Patra l HarGharTriranga l
Alarnatha Temple l ସ୍ବଚ୍ଛ ଭାରତ ଅଭିଯାନ l Brahmagiri Constituency l Upasna Mohapatra l BJP ODISHA
Просмотров 8 тыс.21 день назад
Alarnatha Temple l ସ୍ବଚ୍ଛ ଭାରତ ଅଭିଯାନ l Brahmagiri Constituency l Upasna Mohapatra l BJP ODISHA
ଯାହା ହେଉ ପଛେ, ମୁଁ ବ୍ରହ୍ମଗିରିର ବିକାଶ କରିବି l Upasna Mohapatra l Brahmahiri l Development l BJP
Просмотров 3 тыс.Месяц назад
ଯାହା ହେଉ ପଛେ, ମୁଁ ବ୍ରହ୍ମଗିରିର ବିକାଶ କରିବି l Upasna Mohapatra l Brahmahiri l Development l BJP
Kishore Jena | Pride of Brahmagiri | javelin thrower l Paris Olympics 2024 l Upasna Mohapatra
Просмотров 9 тыс.Месяц назад
Kishore Jena | Pride of Brahmagiri | javelin thrower l Paris Olympics 2024 l Upasna Mohapatra
ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ l Jay jagannath l Puri l
Просмотров 401Месяц назад
ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ l Jay jagannath l Puri l
Upasna Mohapatra l Brahmagiri Block l ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ l
Просмотров 45 тыс.Месяц назад
Upasna Mohapatra l Brahmagiri Block l ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ l
ମୁଁ ବକ୍ସିଙ୍କ ଦାୟଦ, ଯୋଦ୍ଧା ଭଳି ଲଢ଼ିବାରେ ମୁଁ ବିଶ୍ୱାସ କରେ
Просмотров 2 тыс.Месяц назад
ମୁଁ ବକ୍ସିଙ୍କ ଦାୟଦ, ଯୋଦ୍ଧା ଭଳି ଲଢ଼ିବାରେ ମୁଁ ବିଶ୍ୱାସ କରେ
Brahmagiri Block l Ambapada Panchayat l Ambapada Toran Bidyapitha
Просмотров 2,9 тыс.Месяц назад
Brahmagiri Block l Ambapada Panchayat l Ambapada Toran Bidyapitha
MO BABA ❤️ I Lulu Bhai l Brahmagiri Constituency l ମୋ ବାବା ମୋ ଭଗବାନ
Просмотров 8 тыс.Месяц назад
MO BABA ❤️ I Lulu Bhai l Brahmagiri Constituency l ମୋ ବାବା ମୋ ଭଗବାନ
Upasna Mohapatra l ବୀରନରସିଂହପୁର ଠାରୁ ଶିରୁଳି ମହାବୀର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାର ଉନ୍ନତିକରଣ l
Просмотров 7 тыс.Месяц назад

Upasna Mohapatra l Brahmagiri Constituency l ପର୍ଯ୍ୟଟନ କ୍ଷେତ୍ର ପ୍ରତି ସରକାରଙ୍କ ସ୍ଵାଗତ ଯୋଗ୍ୟ ପଦକ୍ଷେପ l
Просмотров 10 тыс.Месяц назад
Upasna Mohapatra l Brahmagiri Constituency l ପର୍ଯ୍ୟଟନ କ୍ଷେତ୍ର ପ୍ରତି ସରକାରଙ୍କ ସ୍ଵାଗତ ଯୋଗ୍ୟ ପଦକ୍ଷେପ l
ବୀରନରସିଂପୁର ପଞ୍ଚାୟତ l Brahmagiri Constituency l Puri Sadar Block l Upasna Mohapatra
Просмотров 7 тыс.Месяц назад
ବୀରନରସିଂପୁର ପଞ୍ଚାୟତ l Brahmagiri Constituency l Puri Sadar Block l Upasna Mohapatra
Krushnaprasad Block l Brahmagiri Constituency l Upasna Mohapatra l
Просмотров 7 тыс.Месяц назад
Krushnaprasad Block l Brahmagiri Constituency l Upasna Mohapatra l
୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ୟାବିନେଟ୍ ମଞ୍ଜୁରୀ I CM Mohan Charan Majhi l On Cabinet
Просмотров 7402 месяца назад
୫ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ୟାବିନେଟ୍ ମଞ୍ଜୁରୀ I CM Mohan Charan Majhi l On Cabinet
Jay jagannath l Rathayatra l Puri l ଜୟ ଜଗନ୍ନାଥ
Просмотров 2 тыс.2 месяца назад
Jay jagannath l Rathayatra l Puri l ଜୟ ଜଗନ୍ନାଥ
Rathyatra l Puri l Sankarcharjya l Upasna Mohapatra
Просмотров 1,5 тыс.2 месяца назад
Rathyatra l Puri l Sankarcharjya l Upasna Mohapatra
ଅଲାରନାଥ ପୀଠ l ଭଜନ ସମାରୋହ l Brahmagiri l Upasna Mohapatra
Просмотров 7 тыс.2 месяца назад
ଅଲାରନାଥ ପୀଠ l ଭଜନ ସମାରୋହ l Brahmagiri l Upasna Mohapatra
Upasna Mohapatra l Brahmagiri l Discuss the Development Work
Просмотров 34 тыс.2 месяца назад
Upasna Mohapatra l Brahmagiri l Discuss the Development Work
Upasna Mohapatra l Rahadamala Panchayat l Brahmagiri Block l
Просмотров 17 тыс.2 месяца назад

Upasna Mohapatra l କୃଷ୍ଣପ୍ରସାଦ ବ୍ଳକ୍ ଗସ୍ତ ଅବସରରେ l Brahmagiri Constituency
Просмотров 9 тыс.2 месяца назад
Upasna Mohapatra l କୃଷ୍ଣପ୍ରସାଦ ବ୍ଳକ୍ ଗସ୍ତ ଅବସରରେ l Brahmagiri Constituency
ସର୍ବକନିଷ୍ଠ ବିଧାୟିକା l Upasna Mohapatra l ଶପଥ ପାଠ l Brahmagiri l MLA Brahmagiri l BJP Odisha
Просмотров 56 тыс.2 месяца назад
ସର୍ବକନିଷ୍ଠ ବିଧାୟିକା l Upasna Mohapatra l ଶପଥ ପାଠ l Brahmagiri l MLA Brahmagiri l BJP Odisha
ଅସହାୟର ସାହାରା ଉପାସନା ମହାପାତ୍ର l Upasna Mohapatra l Brahmagiri l
Просмотров 17 тыс.2 месяца назад
ଅସହାୟର ସାହାରା ଉପାସନା ମହାପାତ୍ର l Upasna Mohapatra l Brahmagiri l
ପୂର୍ବଜ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ l
Просмотров 3 тыс.2 месяца назад
ପୂର୍ବଜ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ l
Narendra Modi l Modi 3.0 l ଶପଥ ଉତ୍ସବ l ପ୍ରଧାନମନ୍ତ୍ରୀ
Просмотров 1,5 тыс.3 месяца назад

Комментарии