- Видео 346
- Просмотров 1 800 742
ଆମ ଧର୍ମ ଆମ ସଂସ୍କୃତି
Добавлен 17 фев 2019
@amadharma_amasanskruti
ଆମ ଧର୍ମ ଆମ ସଂସ୍କୃତି
ଆମ ଧର୍ମ ଆମ ସଂସ୍କୃତି କହିଲେ ଆମ ସନାତନ ଧର୍ମ, ଆମ ରୀତି ନୀତି, ଆମ ପରମ୍ପରା, ଧାର୍ମିକମାନ୍ୟତା,ବେଦ,ପୁରାଣ,ଉପନିଷଦ,ଗୀତା,ରାମାୟଣ,ଭାଗବତ ଆଦି ଅନେକ ପୌରାଣିକ ଧର୍ମଗ୍ରନ୍ଥ,କଳା,ସ୍ଥାପତ୍ୟ,ଏୈତିହ,ସଙ୍ଗୀତ,ନୃତ୍ୟ,ପବିତ୍ର ଧାମ,ତୀର୍ଥ ସ୍ଥାନ,ପର୍ବ ପର୍ବାଣୀ ଇତ୍ୟାଦି ର ସମାହାର କୁ ବୁଝାଇଥାଏ।
କୌଣସି ଦେଶର ସଂସ୍କୃତି ହିଁ ସେହି ଦେଶର ପରିଚୟ ହୋଇଥାଏ। ଭାରତୀୟ ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ। ଆମ ସଂସ୍କୃତି ଆମ କୁ ଏହି ଶିକ୍ଷା ପ୍ରଦାନ କରିଥାଏ ଯେ "ଏ ସମଗ୍ର ବସୁଧା ଆମର କୁଟୁମ୍ବ ଅଟେ"। ଆମ ଧର୍ମ ଓ ସଂସ୍କୃତି କୁ ସମ୍ଭାଳି ରଖିବା ଆମ ଦାୟିତ୍ଵ ଅଟେ। ଯଦି ଆମେ ଆମ ଧର୍ମ ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ତେବେ ଆମକୁ ଆମ ସନାତନ ଧର୍ମ ଓ ଭାରତୀୟ ସଂସ୍କୃତି ର ସମସ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିବାକୁ ପଡ଼ିବ।
ଆମ ପୂର୍ବଜ ମାନେ ଆଉ ମୁନି ରୁଷି ମାନେ ଯେଉଁ ଶିକ୍ଷା,ଜ୍ଞାନ ଓ କୌଶଳ ଆମକୁ ପ୍ରଦାନ କରିଛନ୍ତି ତାହାକୁ ଆମ ଆଗାମୀ ପୀଢିକୁ ପ୍ରଦାନ କରିବା ଆମ ଦାୟିତ୍ଵ ଅଟେ। ତେଣୁ ଆମ ଧର୍ମ ଓ ସଂସ୍କୃତି କୁ ବଞ୍ଚାଇବା ପାଇଁ ବା ସୁରକ୍ଷା ପାଇଁ ଆମକୁ ସଚେତନ ହେବାକୁ ପଡ଼ିବ ଏବଂ ଅନେକ ପ୍ରୟାସ ମଧ୍ୟ କରିବାକୁ ପଡ଼ିବ।
ଏଣୁ ଅନୁରୋଧ ଯେ ଏହି ଛୋଟ ପ୍ରୟାସ ରେ ସହଯୋଗ ର ହାତ ବଢାନ୍ତୁ।
ଧନ୍ୟବାଦ

Видео
ପ୍ରକୃତ ରେ ମା ଲକ୍ଷ୍ମୀ କେଉଁ ଠାରେ ବାସ କରନ୍ତି। ଛୋଟ କାହାଣୀ ।
Просмотров 95Месяц назад
ସନ୍ଥ କବୀର ଦାସ ଶିକ୍ଷା ଦେଇ ଥିବା ଏକ ଛୋଟ କାହାଣୀ। ମା ଲକ୍ଷ୍ମୀ କେଉଁ ଠାରେ ଅବସ୍ଥିତ ଥାନ୍ତି।
ନବରାତ୍ରୀ ରେ ମାତା ଦୁର୍ଗାଙ୍କ କେଉଁ ୯ଟି ସ୍ଵରୂପ କୁ ପୂଜା କରାଯାଏ।
Просмотров 438Месяц назад
ନବରାତ୍ରୀ ରେ ମାତା ଦୁର୍ଗାଙ୍କ କେଉଁ ୯ଟି ସ୍ଵରୂପ କୁ ପୂଜା କରାଯାଏ।
କେଉଁ ଧନ ରେ ଲକ୍ଷ୍ମୀ ଙ୍କ ର ବାସ ଥାଏ।
Просмотров 56Месяц назад
amadharma_amasanskruti ଆମ ଧର୍ମ ଓ ଆମ ସଂସ୍କୃତି ବିଷୟ ରେ ଜାଣିବା ପୌରାଣିକ ଓ ଆଧ୍ୟାତ୍ମିକ କଥା ଓ କାହାଣୀ ସବୁ ଜାଣିବା
ଜୀବନ ରେ ପ୍ରେରଣା ଦାୟିନୀ ୧୦ ଟି ଅମୃତ ବିନ୍ଦୁ
Просмотров 78Месяц назад
ଜୀବନ ରେ ପ୍ରେରଣା ଦାୟିନୀ ୧୦ ଟି ଅମୃତ ବିନ୍ଦୁ
ସନ୍ଥ ଓ ଦୁଷ୍ଟ ମାନଙ୍କ ମଧ୍ୟରେ କଣ ପ୍ରଭେଦ ରହିଛି?
Просмотров 1122 месяца назад
ସନ୍ଥ ଓ ଦୁଷ୍ଟ ମାନଙ୍କ ମଧ୍ୟରେ କଣ ପ୍ରଭେଦ ରହିଛି?
ଜନ୍ମ ରୁ ୩୨ଟି ଦାନ୍ତ ନେଇ ଆସିଥିବା ଗୋସ୍ୱାମୀ ତୁଳସୀ ଦାସ ଙ୍କ ଜୀବନି ସଂକ୍ଷିପ୍ତ ରେ।
Просмотров 2762 месяца назад
ଜନ୍ମ ରୁ ୩୨ଟି ଦାନ୍ତ ନେଇ ଆସିଥିବା ଗୋସ୍ୱାମୀ ତୁଳସୀ ଦାସ ଙ୍କ ଜୀବନି ସଂକ୍ଷିପ୍ତ ରେ।
ଶ୍ରୀଗଣେଶ ଙ୍କ ଜନ୍ମ କିପରି ହେଲା ଓ କାହିଁକି ସର୍ବ ପ୍ରଥମେ ଶ୍ରୀଗଣେଶ ଙ୍କୁ ପୂଜା କରାଯାଏ।
Просмотров 902 месяца назад
ଶ୍ରୀଗଣେଶ ଙ୍କ ଜନ୍ମ କିପରି ହେଲା ଓ କାହିଁକି ସର୍ବ ପ୍ରଥମେ ଶ୍ରୀଗଣେଶ ଙ୍କୁ ପୂଜା କରାଯାଏ।
ଶ୍ରୀ ଅନ୍ନପୂର୍ଣ୍ଣା ସ୍ତୋତ୍ର ଶ୍ରବଣ କରନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ରେ।
Просмотров 1622 месяца назад
ଶ୍ରୀ ଅନ୍ନପୂର୍ଣ୍ଣା ସ୍ତୋତ୍ର ଶ୍ରବଣ କରନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ରେ।
ପ୍ରଚୁର ସମ୍ପତ୍ତି ପ୍ରାପ୍ତି ପାଇଁ ମହାଲକ୍ଷ୍ମୀ ଙ୍କ ଶ୍ରୀ ଅର୍ଗଳା ସ୍ତୋତ୍ର ଶ୍ରବଣ କରନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ରେ।
Просмотров 3572 месяца назад
ପ୍ରଚୁର ସମ୍ପତ୍ତି ପ୍ରାପ୍ତି ପାଇଁ ମହାଲକ୍ଷ୍ମୀ ଙ୍କ ଶ୍ରୀ ଅର୍ଗଳା ସ୍ତୋତ୍ର ଶ୍ରବଣ କରନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ରେ।
ଦେବୀ ଦୁର୍ଗା କବଚ/ଶ୍ରୀ ଚଣ୍ଡୀ କବଚ ସମ୍ପୂର୍ଣ୍ଣ ଓଡ଼ିଆ ରେ
Просмотров 2143 месяца назад
ଦେବୀ ଦୁର୍ଗା କବଚ/ଶ୍ରୀ ଚଣ୍ଡୀ କବଚ ସମ୍ପୂର୍ଣ୍ଣ ଓଡ଼ିଆ ରେ
ମହାପ୍ରଭୁ ଙ୍କ ଦିବ୍ୟ ତିନି ରଥ କିପରି ପ୍ରସ୍ତୁତ ହୁଏ।
Просмотров 714 месяца назад
ମହାପ୍ରଭୁ ଙ୍କ ଦିବ୍ୟ ତିନି ରଥ କିପରି ପ୍ରସ୍ତୁତ ହୁଏ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ର ମହତ୍ତ୍ଵ
Просмотров 545 месяцев назад
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ର ମହତ୍ତ୍ଵ
ଭଗବାନ ଗୌତମ ବୁଦ୍ଧଙ୍କ ଜୀବନୀ/ କିପରି ରାଜ କୁମାର ସିଦ୍ଧାର୍ଥ ହେଲେ ମହାନ୍ ସନ୍ଥ ଗୌତମ ବୁଦ୍ଧ
Просмотров 1877 месяцев назад
ଭଗବାନ ଗୌତମ ବୁଦ୍ଧଙ୍କ ଜୀବନୀ/ କିପରି ରାଜ କୁମାର ସିଦ୍ଧାର୍ଥ ହେଲେ ମହାନ୍ ସନ୍ଥ ଗୌତମ ବୁଦ୍ଧ
କନକଧାରା ସ୍ତୋତ୍ର ପାଠ ସମ୍ପୂର୍ଣ୍ଣ ଓଡ଼ିଆ ରେ।
Просмотров 1,9 тыс.10 месяцев назад
କନକଧାରା ସ୍ତୋତ୍ର ପାଠ ସମ୍ପୂର୍ଣ୍ଣ ଓଡ଼ିଆ ରେ।
ହରିଭକ୍ତ ନାରଦ କାହିଁକି ନାରାୟଣ ଙ୍କୁ ଅଭିଶାପ ଦେଲେ ଓ ନାରାୟଣ କିପରି ନାରଦ ମୁନି ଙ୍କ ଗର୍ବ ଭାଙ୍ଗିଲେ।
Просмотров 4911 месяцев назад
ହରିଭକ୍ତ ନାରଦ କାହିଁକି ନାରାୟଣ ଙ୍କୁ ଅଭିଶାପ ଦେଲେ ଓ ନାରାୟଣ କିପରି ନାରଦ ମୁନି ଙ୍କ ଗର୍ବ ଭାଙ୍ଗିଲେ।
ମାତା ଦୁର୍ଗାଙ୍କ ୧୦୮ ନାମ ପାଠ କଲେ କଣ ଫଳ ପ୍ରାପ୍ତ ହୁଏ?
Просмотров 37Год назад
ମାତା ଦୁର୍ଗାଙ୍କ ୧୦୮ ନାମ ପାଠ କଲେ କଣ ଫଳ ପ୍ରାପ୍ତ ହୁଏ?
ସିଦ୍ଧ କୁଞ୍ଜିକା ସ୍ତୋତ୍ର ସମ୍ପୂର୍ଣ୍ଣ ଓଡ଼ିଆ ରେ
Просмотров 77Год назад
ସିଦ୍ଧ କୁଞ୍ଜିକା ସ୍ତୋତ୍ର ସମ୍ପୂର୍ଣ୍ଣ ଓଡ଼ିଆ ରେ
ମାତା ଦୁର୍ଗାଙ୍କ ର ୩୨ଟି ନାମ ର ରହସ୍ୟ। ମା ନିଜ ମୁଖ ରେ ବର୍ଣ୍ଣନା କଲେ।
Просмотров 22Год назад
ମାତା ଦୁର୍ଗାଙ୍କ ର ୩୨ଟି ନାମ ର ରହସ୍ୟ। ମା ନିଜ ମୁ ରେ ବର୍ଣ୍ଣନା କଲେ।
ଗଙ୍ଗା ସ୍ନାନ ର ପ୍ରକୃତ ଫଳ। ଶିବ ପାର୍ବତୀ କଲେ ସୁନ୍ଦର ଲୀଳା
Просмотров 33Год назад
ଗଙ୍ଗା ସ୍ନାନ ର ପ୍ରକୃତ ଫଳ। ଶିବ ପାର୍ବତୀ କଲେ ସୁନ୍ଦର ଲୀଳା
ଶ୍ରୀମଦଭଗବତଗୀତା ରେ ଶ୍ରୀକୃଷ୍ଣଙ୍କ ଦିବ୍ୟ ବିଭୁତି ମାନଙ୍କ ର ସଂକ୍ଷେପରେ ବର୍ଣ୍ଣନା କଲେ ସ୍ଵୟଂ ଶ୍ରୀ କୃଷ୍ଣ।
Просмотров 41Год назад

ସପ୍ତ ଶ୍ଲୋକୀ ଦୁର୍ଗା ର ସମ୍ପୂର୍ଣ୍ଣ ଅର୍ଥ ଓଡ଼ିଆ ରେ
Просмотров 69Год назад
ସପ୍ତ ଶ୍ଲୋକୀ ଦୁର୍ଗା ର ସମ୍ପୂର୍ଣ୍ଣ ଅର୍ଥ ଓଡ଼ିଆ ରେ
ଗୋ ମାତା ଙ୍କ ମହିମା // ଗାଈ କାହିଁକି ବନ୍ଦନିୟା
Просмотров 1,4 тыс.Год назад
ଗୋ ମାତା ଙ୍କ ମହିମା // ଗାଈ କାହିଁକି ବନ୍ଦନିୟା
ମାତା ଅନୁସୂୟା ପତିବ୍ରତା ନାରୀ ମାନଙ୍କର ଲକ୍ଷଣ କଣ ମାତା ସୀତା ଙ୍କୁ ବୁଝେଇଲେ
Просмотров 96Год назад
ମାତା ଅନୁସୂୟା ପତିବ୍ରତା ନାରୀ ମାନଙ୍କର ଲକ୍ଷଣ କଣ ମାତା ସୀତା ଙ୍କୁ ବୁଝେଇଲେ
ନଚିକେତା କୁ ଯମରାଜ କାହିଁକି ଆତ୍ମଜ୍ଞାନ ଦେଲେ?
Просмотров 193Год назад
ନଚିକେତା କୁ ଯମରାଜ କାହିଁକି ଆତ୍ମଜ୍ଞାନ ଦେଲେ?
ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ//ଶ୍ରୀ ଅର୍ଗଲା ସ୍ତୋତ୍ର ର ପ୍ରଥମ ଶ୍ଲୋକ ର ସମ୍ପୂର୍ଣ୍ଣ ଅର୍ଥ
Просмотров 160Год назад
ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ//ଶ୍ରୀ ଅର୍ଗଲା ସ୍ତୋତ୍ର ର ପ୍ରଥମ ଶ୍ଲୋକ ର ସମ୍ପୂର୍ଣ୍ଣ ଅର୍ଥ
ମାତା ଅନ୍ନପୂର୍ଣ୍ଣା ଙ୍କୁ କିପରି ପ୍ରାର୍ଥନା କରିବା?
Просмотров 41Год назад
ମାତା ଅନ୍ନପୂର୍ଣ୍ଣା ଙ୍କୁ କିପରି ପ୍ରାର୍ଥନା କରିବା?
ରଣପୁର ଜଗନ୍ନାଥ ମନ୍ଦିର
Ama pain bada ama nayagarh ❤
ଆମ ଭାପୁର ବ୍ଲକ ରେ ୩ଟି ପ୍ରସିଧ ମନ୍ଦିର ଅଛି ❤
ଜୟ ମା ଲକ୍ଷ୍ମୀ ନାରାୟଣ ନମ୍ଃ 🌺🪔🌺🪔🌺
Jay jagannath 🙏🙏🙏🙏🙏🙏
Koilighugar nina kai j nikahi chadideicha
He pravu
Jay jagannath mohaprovu 🙏🙏🙏🙏🙏🙏🙏🙏🙏🌼🙏🌼🌼🌼🌼❤️❤❤❤❤❤❤
Har har Mahadev
Peteichandi mandir banatala nunha bantala
Ok thank you
Om namah shivay 🙏🙏🙏
Aru koili ghughar kie kaheba he
🙏🙏🙏🙏
Jay Jagannath🙏
❤❤❤❤
Masa
Gumadera Jaganath Mandir
Jay shree jagannatha. 🌺🙏🙏jay maa Druga 🙏🌺
Biribati tarini temple
Thank you for your valuable information
ଜୟ ଶ୍ରୀମାତା ମହାଲକ୍ଷ୍ମୀ ତୁମ୍ଭ ଶ୍ରୀଚରଣେ ଏ ଅଧମର ଅନନ୍ତକୋଟି ପ୍ରଣାମ 🙏🙏🙏
ମା ଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ସର୍ବଦା ଆମ ଉପରେ ଥାଉ।
Jay🙏🙏🙏🙏🙏🙏🙏🙏 Jagannath Swami
OMMMM
🙏🙏
Khandapada jagannath mandira kua gala
❤❤❤❤❤
🙏🏻🙏🏻🙏🏻🙏🏻🙏🏻🙏🏻🙏🏻
🙏🏻🙏🏻🙏🏻
ଜୟ ଶ୍ରୀ ଭାଗନ୍
Jay shree ram 🌄🚩🪔🍎🥥🌺🙏🙏🙏🙏
ମୁଣ୍ଡିଆ ପଡା ରଘୁନାଥ କୁହନ୍ତୁ
🙏🙏🙏
Jay shree jagannath 🙏🙏🙏
ଜୟ ଶ୍ରୀ ଜଗନ୍ନାଥ
Didi.daspalla.ra.mahabhiri.mandra.o.lankapodi.jatraa.prasidha
Thank you
Jay Jagannath🙏❤
Jay shree jagannath maha prabhu 🙏🙏😭
OMMMM
Prabhu 🙇🙇🙏
Har Har Mahadev 🙏❤️❤❤
Jay Shree Ram ❤❤
Har har Mahadev 🙏🏻🚩🙏🏻🌺🌺🌺🌺🌺🌺
Jay Jagannath
Jai jagannath ❤
ଜୟ ଜଗନ୍ନାଥ 🙏🙏
Jay jagannath
Jay jagannath🙏
JAY JAY JAY SHREE ♥️ JAGANNATH SWAMI MAHAPRAVU BAGABAN MAHARAJ KI JAY JAY JAY JAY JAY JAY JAY JAY JAY JAY JAY JAY JAY ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ 🙏
❤❤❤❤🙏🙏🙏🙏🙏
ଜୟ ଜଗନ୍ନାଥ