CHASANIMAKHANDI HALCHAL (AMA LOKAGITA PARAMPARA)
CHASANIMAKHANDI HALCHAL (AMA LOKAGITA PARAMPARA)
  • Видео 7
  • Просмотров 1 849 855
CHASANIMAKHANDI (SRI RAM TARAKA BISWASHANTI MAHAJAGNYA-2023,BADAPADA).
ତା- ୨୬/୦୧/୨୦୨୩ ରିଖ ଠାରୁ ତା- ୦୫/୦୩/୨୦୨୩ରିଖ ପର୍ଯ୍ୟନ୍ତ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ଜିଲ୍ଲା,ଦିଗପହଣ୍ଡି ବ୍ଲକ, ଚଷାନିମଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ପଦା ଗ୍ରାମର ଶ୍ରୀ ଉଦୟନାଥେଶ୍ୱର ଶୈବପୀଠରେ ଶ୍ରୀଶ୍ରୀଶ୍ରୀ ରାମତାରକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।
Просмотров: 1 316

Видео

CHASANIMAKHANDI (SUBHA DIPABALI 2022)
Просмотров 671Год назад
ଶୁଭ ଦୀପାବଳି ଏ ବର୍ଷ ପାଳନ ହୋଇଥିବା ଦୀପାବଳି ଉତ୍ସବ।
CHASANIMAKHANDI SANKIRTANA.
Просмотров 842Год назад
ନମସ୍କାର, ଲୋପ ପାଇବାକୁ ବସିଥିବା କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କୁ ଲୋକଲୋଚନକୁ ଆଣିବାକୁ ଆମର ଛୋଟିଆ ପ୍ରୟାସ। ଶଶାଙ୍କ ଶେଖର କର( 7008339260)
CHASANIMAKHANDI (JASHODANKA SHOK BEHELA LOKAGITA)
Просмотров 964 тыс.Год назад
ଯଶୋଦାଙ୍କ ଶୋକ ପରିବେଷଣ-ଜି.ଗଣେଶ(ମୌଳାଭଣଜା,ଗଞ୍ଜାମ।) ଲୋପ ପାଇବାକୁ ବସିଥିବା କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବା କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଆମର ଛୋଟିଆ ପ୍ରୟାସ। ଏହି କଳା କେତେକଙ୍କ ପେସା ବି ହୋଇପାରେ ଏବଂ କେତେକଙ୍କ ନିଶା ବି ହୋଇପାରେ। ଏହି ଭିଡ଼ିଓଟି କେତେ ହୃଦୟସ୍ପର୍ଶୀ ହୋଇପାରିଛି ସୁଚିନ୍ତିତ ମତାମତ ନିଶ୍ଚୟ ଦେବେ। ଚଷାନିମଖଣ୍ଡି ହାଲଚାଲ ଯୋଗାଯୋଗ-7008339260(Sasanka Sekhar)।
CHASANIMAKHANDI, ASA BULIJIBA BADAPADA,GANJAM.
Просмотров 3,1 тыс.2 года назад
ଶ୍ରୀ ଉଦୟନାଥେଶ୍ୱର ମନ୍ଦିର,ବଡ଼ପଦା,ଗଞ୍ଜାମ।
CHASANIMAKHAMDI KHUDURUKUNI OSHA.( ଖୁଦୁରୁକୁଣୀ ଓଷା)।
Просмотров 6 тыс.2 года назад
ଖୁଦୁରୁକୁଣୀ ଓଷା(ଚଷାନିମଖଣ୍ଡି,ଗଞ୍ଜାମ) ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଲୋକକଥା/ ଲୋକଗୀତକୁ ଲୋକଲୋଚନକୁ ଆଣିବାକୁ ଭିନ୍ନ ଏକ ପ୍ରୟାସ
CHASANIMAKHANDI(HALUA O DHANARUA LOKAGITA)ଲୋକଗୀତ ହଳୁଆ ଓ ଧାନରୁଆ। ଆମ ପରମ୍ପରା।
Просмотров 874 тыс.2 года назад
ବିଲୁପ୍ତ ପ୍ରାୟ ଆମ କଳା ଓ ସଂସ୍କୃତିକୁ ପୁନଃଉଦ୍ଧାର କରିବାକୁ ଆମର ପ୍ରୟାସ।