- Видео 987
- Просмотров 1 202 438
mnb tv Live Gajapati
Добавлен 3 ноя 2020
ଏହି ଚେନାଲ୍ ସଦା ସର୍ବଦା ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ କିଛି ଶିକ୍ଷା ପ୍ରଦାନ କରିବ ଆମ ଲୋକ ସଂସ୍କୃତି ରିତିନିତି ଉପରେ ଆଲୋଚନା କରିବା ସହ ଗଜପତି ଜିଲ୍ଲା ର ସବୁ ଦେବାଦେବୀ ଙ୍କ ପର୍ବ ପର୍ବାଣୀ ସହ ପ୍ରାକୃତିକ ଚିତ୍ର ସହ ସମସ୍ୟା ଉପରେ ନଜର ରଖିବା ଲୋକଙ୍କ ପାଇଁ ଲଢେଇ ଜାରି ରଖିବ।
MNB tv ର ପୁରା ନାମ- ମାଁ ନାକିଟିଭବାନୀ ଜାଜପୁର ଗ୍ରାମ ଦେବତୀ ଙ୍କ ନାମ ଅନୁସାରେ MNB tv
ଏହା ଗୋଟିଏ ୟୁଟ୍ୟୁବ ଚେନାଲ୍
ଏହା ଟିଭି ଚେନାଲ୍ ନୁହେଁ।
କେବଳ ନିତି ଦିନିଆ ଘଟଣା ପୁଜା ପାର୍ବଣ ଦର୍ଶନୀୟ ସ୍ଥାନର ଦୃଶ୍ୟ ଏହା ଲୋକ ଲୋଚନକୁ ଆଣିବା ପାଇଁ ଗୋଟିଏ ପ୍ରୟାସ ମାତ୍ର।
ଠିକଣା:at-jajpur
Post -r.sitapur
District- Gajapati
Pin-761211
Mobile number -8093513123

ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଆଦିବାସୀ ନୃତ୍ୟ ପରିବେଷଣ #odia #gajapati
#odia #news #gajapatiofficial #gajapatiofficial #gajapatiutsav #village #viralvideo #news
Просмотров: 254
Видео
ଗଜପତି ଉତ୍ସବ ୨୦୨୪ କୁ ସ୍ବାଗତ #odia #gajapati
Просмотров 1 тыс.17 часов назад
#gajapati #martialartsacademy #love #gajapatiutsav #village #viralvideo #odishalatestnews #news
ମହିଳା ଗୃପ୍ ଠାରୁ ସାମଗ୍ରୀ କିଣିଲେ ମନ୍ତ୍ରୀ #odia #gajapati#bjp #gajapatiutsav
Просмотров 4882 часа назад
#village #viralvideo #vlog
ମହେନ୍ଦ୍ର ଉତ୍ସବ ରେ ଯୋଗଦେଲେ ମନ୍ତ୍ରୀ ଖଣି ,ଇସ୍ପାତ ପରିବହନ, ବାଣିଜ୍ୟ ଓଡ଼ିଶା ସରକାର #odia #gajapati
Просмотров 9232 часа назад
#bjd4odisha #news #gajapatiofficial #bjp #village #viralvideo #odisha #odishanews #odishapolitics #mohnisong
ଏ ହେଉଛି ଓଡ଼ିଆ ଅସ୍ମିତା ଗଜପତି ରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଲେଖା ହେଉଛି (ସରଜାର୍ -ସରକାର୍ ଜିଲ୍ଲା-ଜିଳ୍ଲା)
Просмотров 61014 часов назад
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ରେ ଆୟୋଜିତ କୃଷୀ ଯାନ୍ତ୍ରିକ ମେଳା ଓ ଇନ୍ ପୁଟ୍ ସହାୟତା ଯୋଗାଇ ଦେବା କାର୍ଯ୍ୟକ୍ରମ ରେ ଓଡିଆ ଲେଖା ରେ ତୃଟି#news #gajapati #durgapujaimages #odia #gajapatiofficial #village #viralvideo #vlog #cmoodisha #mohanmajhi #odiasmachar #odiaasmita
ମଞ୍ଚ ଉପରେ ସରକାରୀ ଅଫିସର ଧୋଇ ଧଯ୍ୟା ଉଡାଇଦେଲ ଚାଷୀ #news #gajapati #odia
Просмотров 68714 часов назад
ମଞ୍ଚ ଉପରେ ସରକାରୀ ଅଫିସର ଧୋଇ ଧଯ୍ୟା ଉଡାଇଦେଲ ଚାଷୀ #news #gajapati #odia
ଗୃହରକ୍ଷୀ ଦିବସ ରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା #odia #gajapati #news
Просмотров 16619 часов назад
ଗୃହରକ୍ଷୀ ଦିବସ ରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା #odia #gajapati #news
୬୨ ତମ ଗୃହରକ୍ଷୀ ଦିବସ ରେ ଡ଼ଃ ସୁଧାଂଶୁ ଷଡଙ୍ଗୀ ଙ୍କ ବାର୍ତ୍ତା #odia #gajapati
Просмотров 5519 часов назад
୬୨ ତମ ଗୃହରକ୍ଷୀ ଦିବସ ରେ ଡ଼ଃ ସୁଧାଂଶୁ ଷଡଙ୍ଗୀ ଙ୍କ ବାର୍ତ୍ତା #odia #gajapati
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ ଦର୍ଶନ #gajapati
Просмотров 16919 часов назад
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ ଦର୍ଶନ #gajapati
ପାରଳାଖେମୁଣ୍ଡି ରେ ହିନ୍ଦୁ ସୁରକ୍ଷା ମଞ୍ଚ ର ଗର୍ଜନ ବାଙ୍ଗଲାଦେଶି ହଟାଅ ନଚେତ୍ ନିଆଁ ଜଳିବ #gajapati
Просмотров 5 тыс.21 час назад
ପାରଳାଖେମୁଣ୍ଡି ରେ ହିନ୍ଦୁ ସୁରକ୍ଷା ମଞ୍ଚ ର ଗର୍ଜନ ବାଙ୍ଗଲାଦେଶି ହଟାଅ ନଚେତ୍ ନିଆଁ ଜଳିବ #gajapati
ପାରଳାଖେମୁଣ୍ଡି ରେ ୬୨ ତମ ଗୃହରକ୍ଷୀ ଦିବସ ୨୦୨୪ ପାଳିତ #gajapati #news #odia
Просмотров 40421 час назад
ପାରଳାଖେମୁଣ୍ଡି ରେ ୬୨ ତମ ଗୃହରକ୍ଷୀ ଦିବସ ୨୦୨୪ ପାଳିତ #gajapati #news #odia
ଆଜି ଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati #news#odia
Просмотров 6621 час назад
ଆଜି ଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati #news#odia
ପୁରୀ ସମୁଦ୍ରରେ ଯୁଦ୍ଧ କୈାସଳ ଦେଖିବାକୁ ପ୍ରବଳ ଭିଡ #news #gajapati #odia
Просмотров 34521 час назад
ପୁରୀ ସମୁଦ୍ରରେ ଯୁଦ୍ଧ କୈାସଳ ଦେଖିବାକୁ ପ୍ରବଳ ଭିଡ #news #gajapati #odia
ସମୁଦ୍ର କୁଳରେ ଯୁଦ୍ଧ ନୈସେନାର କୈଶଳ ଦେଖିବାକୁ ଭିଡ଼ #gajapati #odia
Просмотров 285День назад
ସମୁଦ୍ର କୁଳରେ ଯୁଦ୍ଧ ନୈସେନାର କୈଶଳ ଦେଖିବାକୁ ଭିଡ଼ #gajapati #odia
ରାମଗିରି ରେ ମଶାଲ୍ କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ହାଜର ହଜାର ସଂଖ୍ୟାରେ ଭିଡ#gajapati
Просмотров 657День назад
ରାମଗିରି ରେ ମଶାଲ୍ କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ହାଜର ହଜାର ସଂଖ୍ୟାରେ ଭିଡ#gajapati
2024 ଗଜପତି ଉତ୍ସବ ପାଇଁ ମଶାଲ ଶୋଭାଯାତ୍ରା#gajapati #news #odia
Просмотров 957День назад
2024 ଗଜପତି ଉତ୍ସବ ପାଇଁ ମଶାଲ ଶୋଭାଯାତ୍ରା#gajapati #news #odia
ଗଜପତି ରେ ବାଘ ଖବର ପାଇ ଭୟରେ ଗାଁ ଲୋକେ।#news#gajapati #odia
Просмотров 3,2 тыс.День назад
ଗଜପତି ରେ ବାଘ ଖବର ପାଇ ଭୟରେ ଗାଁ ଲୋକେ।#news#gajapati #odia
ପାରଳାଖେମୁଣ୍ଡି ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଶୋଭାଯାତ୍ରା#news #gajapati
Просмотров 272День назад
ପାରଳାଖେମୁଣ୍ଡି ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଶୋଭାଯାତ୍ରା#news #gajapati
ଗଜପତି ଜିଲ୍ଲା ରେ ପାଣି ରେ ଭାସୁଛି ଧାନ ଚାଷୀ ହତାସ #odia#gajapati
Просмотров 395День назад
ଗଜପତି ଜିଲ୍ଲା ରେ ପାଣି ରେ ଭାସୁଛି ଧାନ ଚାଷୀ ହତାସ #odia#gajapati
ଏସିଡ୍ ମାଡ ଘଟଣା କୁ ନେଇ ଗଜପତି ଏସ୍ପିଙ୍କ ପ୍ରତିକ୍ରିୟା #gajapati #odia
Просмотров 1,2 тыс.День назад
ଏସିଡ୍ ମାଡ ଘଟଣା କୁ ନେଇ ଗଜପତି ଏସ୍ପିଙ୍କ ପ୍ରତିକ୍ରିୟା #gajapati #odia
ଓକିଲ ଙ୍କୁ ଏସିଡ୍ ମାଡ ଘଟଣା କୁ ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଓକିଲ ସଂଘ #gajapati #odia
Просмотров 554День назад
ଓକିଲ ଙ୍କୁ ଏସିଡ୍ ମାଡ ଘଟଣା କୁ ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଓକିଲ ସଂଘ #gajapati #odia
ମହା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati#odia #news
Просмотров 155День назад
ମହା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati#odia #news
ଆଜି ଜଗନ୍ନାଥ ଙ୍କ ସନ୍ଧ୍ୟା ଆଳତୀ ଦର୍ଶନ #news #gajapati #odia
Просмотров 8214 дней назад
ଆଜି ଜଗନ୍ନାଥ ଙ୍କ ସନ୍ଧ୍ୟା ଆଳତୀ ଦର୍ଶନ #news #gajapati #odia
ମୋଦି ସରକାର କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧ ରେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ #gajapati #odia
Просмотров 57714 дней назад
ମୋଦି ସରକାର କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧ ରେ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ #gajapati #odia
ଥରେ ବୁଲି ଆସନ୍ତୁ ମହେନ୍ଦ୍ରଗିରି ଏଠାରେ ଆରମ୍ଭ ହେଲା ECO - TOURISM #gajapati #odia
Просмотров 3,2 тыс.14 дней назад
ଥରେ ବୁଲି ଆସନ୍ତୁ ମହେନ୍ଦ୍ରଗିରି ଏଠାରେ ଆରମ୍ଭ ହେଲା ECO - TOURISM #gajapati #odia
Jai jagannath ଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati #odia #news
Просмотров 26614 дней назад
Jai jagannath ଜଗନ୍ନାଥ ଙ୍କ ସକାଳ ଆଳତୀ ଦର୍ଶନ #gajapati #odia #news
ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଶାଖା ପକ୍ଷରୁ ବ୍ୟାଞ୍ଚ ମାର୍କ ଭେଲୁଏସନ ବୃଦ୍ଧିକୁ ନେଇ ସାମ୍ବାଦିକ ସମ୍ମିଳନୀ
Просмотров 20014 дней назад
ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଶାଖା ପକ୍ଷରୁ ବ୍ୟାଞ୍ଚ ମାର୍କ ଭେଲୁଏସନ ବୃଦ୍ଧିକୁ ନେଇ ସାମ୍ବାଦିକ ସମ୍ମିଳନୀ
Nice 👍🙂🎉
Proud for PKD festival ❤❤❤🎉🎉🎉 I lv Pkd .
Super song
Super songs
I love my gajapati zilla
ଓଓଓ କି ସୁନ୍ଦର ସଂଗୀତ ଭାଇ
Gajapati district, R, Udayagiri heuchi 2nd city, R Udayagiri jaldi sub division heba darakar, Jay Jagannath❤❤
kutte do char din vhuke ge fir chup
ଜୟ ଶ୍ରୀ ଶ୍ରୀ ରାମ
Sir R, Udayagiri re jaldi sub division karajau, Gajapati district ru R, Udayagiri sabo to best au sabo office achi ,2nd city
Asan bhai
କାହିଁ ଧର୍ମ ଉପରେ ପ୍ରଚାର କରୁଛ ନିଜେ ନିଜେକୁ ପରୀକ୍ଷା କର। Saura ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ହିଁ ଜାତି ବର୍ଣ୍ଣ ଲିଙ୍ଗ ସବୁ କାହିଁ odia ମାନେ ତ। ସେମିତି ନୁହନ୍ତି
Welcome
Welcome
Jay shree ram 🙏🙏🙏
Bangladesh ja
E adapa bispaswa Mane kaiki bullucha na ajira dinna desa suha dinna euchi kije bande mattaram bhulli kahucha
Jai shree Ram 🚩
😂
ସବୁ ମାୟାରେ ବାୟା
ଏହି ରାଲିରେ ଆମେ କୌଣସି ବ୍ରାହ୍ମଣ ଲୋକଙ୍କୁ ଦେଖି ପାରୁନୁ କେବଳ ଗରିବ ନିରୀହ ଲୋକଙ୍କୁ ଦେଖିବାକୁ ମିଳୁଛି, ଛି ଛି ଏଠାରେ କେବଳ ସୌରା ଲୋକ ମାନେ ଅଛନ୍ତି ଅନ୍ୟ ମାନେ ବେପାର କରୁଛନ୍ତି।
ନିଜେ ନିଜେ, ଆପଣ,ମାନେ,, ଜଳିଯିବେ,ହିନ୍ଦୁ ଧର୍ମର, କୁ କୁର,ମାନେ
ଯେତେ,ଭୁକିବାର,ଅଛି, ଭୁକ,ହେଲା,ଯେତେବେଳେ, ,ଏଜଗତରେ, ଯୀଶୁ, ଆସିବେ,ସେତେବେଳେ, ଏ,ଦୁନିଆ, ନ,ଥିବ,ଆଉ, ଏଜଗତ,ନଥଗ,ସେତେବେଳେ, ଆପଣଙ୍କ ର,ଶ୍ରୀ ରାମ,ବି,ନଥିବେ,କେହିଭି,ରଖିଆ,କରିବେ,ନାହିଁ, ଆଉ,ସେତିକିବେଳେ, ,ଆପଣଙ୍କ ର,ଶିବ,ବି,ନଥିବେ,ହେ,ଶିବ,ବୋଲୋ,ଆମକୁ,ରଖି ଆ,କରବୋଲେ,ବି,ରଖିଆ,କରିବେ, ନାହିଁ
ସତରେ, ସବୁ, ହିନ୍ଦୁ ଧର୍ମର, ଲୋକମାନେ, Andhaହେଇଗୋଲେ,ହିନ୍ଦୁ ଧର୍ମର, କୁକୁର, ମାନେ, ଏଟା,ସବୁ,ବୁଲା, କୁକୁର, ରୁ,ହିନ,,କେତେ,ଭୁକିବ,ଭୁକ,କୁକୁର, ଯେତେ, ଭୁକିଲେଭି,କିଛି, ଫାଇଧା,ନାହିଁ
ତମେ ଯଦି ହିନ୍ଦୁ ଟିକ ବାବୁସନ୍ତି କାଇଁକି ଖ୍ରୀଷ୍ଟିଆନ ମାନଙ୍କୁ ମାର ପିଟ କରୁଛନ୍ତି, ଇହିଟା କଣ ଟିକ, ଲାଜ ଲାଗୁନି
କଣ ପାଇଁ ଧର୍ମ ପଛରେ ଭାୟା ହେଉଛନ୍ତି।ନିଜ ମନ କିମ୍ବା ହୃଦୟ ପ୍ରଥମେ ସଫା ସୁତୁରା ରଖ କି ନିଶ୍ଚିତ ଭାବରେ ମୁକ୍ତି ପାଇପାରିବ।
Christian mananku hatyachara korla bele moja lagutila thumbamananku . ebe kemiti laguchi moja na.amaku b tik emiti rago lage.
ମନୁଷ୍ୟ ଧର୍ମକୁ ରକ୍ଷା କରିପାରିବ ନାହିଁ, ଧର୍ମ ମନୁଷ୍ୟ ଧର୍ମକୁ ରକ୍ଷା କରିଥାଏ ଯୀଶୁ ତାହାଙ୍କୁ କହିଲେ, ମୁଁ ପଥ, ଓ ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ ପିତାଙ୍କ ନିକଟକୁ ଯାଏ ନାହିଁ ''। ଯୋହନ ୧୪:୬
ତୁମର 33 କୋଟି ଦେବତା ମଧ୍ୟ୍ୟରୁ ଜଣେ ହେଲେ ମୃତ୍ୟୁ କୁ ଜୟ କରି ପୁନଃରୁତିତ ଏହିତିବା ଦେବତାର ପ୍ରମାଣ ଦିଅ ତାହା ପରେ ତମେ ନିଜେ ବିଶ୍ୱାସ କର. ଯଦି ନାହିଁ ଅନ୍ଧ ଭାବରେ କାହିଁକି ବିଶ୍ୱାସ କରୁଛ. ଏହିଟା ତ ତୁମର ବୁକାମି ର ପରିଚୟ ଦେଉଛି.କେତେ ତଡକୁ ଖସି ଯହିଛ ଭାଈ. ଟିକେ ଚିନ୍ତା କରି ଦେଖ. ନିଜେ ପଵିତ ବାଇବଲ ପଡ ଯଦି ଟିକ ଲାଗୁଚି ବିଶ୍ୱାସ କର ନହେଲେ ନାହିଁ.. କିଛି ବି ନଜାଣି ବିଲୁଆ ପରି କାହିଁକି ପାଟି କରୁଛ...
ଏହି ରାଲ୍ଲୀରେ ତ କିଛି ବି ଅର୍ଥ ନାହିଁ କି ମୂଲ୍ୟ ନାହିଁ. ଗାଣ୍ଡି ନାହିଁ କି ମୁଣ୍ଡ ବି ନାହିଁ. କେବଡ ମାରିବା, ନିଆଁ ଜଡିବା କଥା କୁହାଯାଉଛି. କୌଣସି ଧର୍ମ ଏ କଥା ତ କହେ ନାହିଁ. ଏ ମାନେ ସ୍ୱର୍ଗ କୁ ତ ଯିବାଟା ଅସମ୍ଭବ କେବଡ଼ ନର୍କ କୁ ଯିବା ପାଇଁ ବାଟ ପ୍ରସ୍ତୁତ କରୁଛନ୍ତି. ସେଥିପାଇଁ ଏମାନଙ୍କୁ ଦେଖି କି ତ ଦୁଃଖ ଲାଗୁଚି... ହୋ....
ଦିନ ଆସିବ ମୋଦି କୁ ମଧ୍ୟ୍ୟ ଭଗବାନ ବୋଲି ମାନିବ
ଠିକ ଠିକ ଏ ମୂର୍ଖ ମାନେ କହିବେ।
Bangladeshi ko hatao Bharat bachao jai sri ram 💪 ok
Garba, ahankara ,hinsa ,dustata re purna hoi ki labha paiba bhaimane. Nija mukti pain chinta kara
ଆରେ ତମେ ଯଦି ଗାଈ ତମର ମାତା ହେଲେ ଛେଳି କଣ ପାଇଁ ଖାଉଛ ? ସିଏ କଣ ମାତା ନାହିଁ କି ? ଯଦି ଗାଈ ତମର ମାତା ହେଲେ ଘରେ ଘରେ ରଖିକି ପାଳନ କରୁନ କଣ ପାଇଁ ? ସବୁ ଘରେ ରଖିବା କଥା କଣ ପାଈଁ ରଖୁନ?
Good
କେବଳ ରାଲିରେ ଏବଂ ସହରରେ ଗହଳି ଏକତ୍ରିତ ଦ୍ଵାରା ହିନ୍ଦୁ ଧର୍ମ ରକ୍ଷା କରା ଯାଇ ପାରିବ ନାହିଁ, ମାର୍ ପିଟ୍ ଦ୍ଵାରା ଧର୍ମ ରକ୍ଷା କରି ହେବ ନାହିଁ ଏଣୁ ଧର୍ମ ରକ୍ଷା ନିମନ୍ତେ ପ୍ରତ୍ୟେକ ଗ୍ରାମରେ ସତ୍ ସଂଘ ଶିକ୍ଷା ଦେବା ଆବଶ୍ୟକ।। ବାପା ଯାଉଛନ୍ତି ବଜରଙ୍ଗ ଦଳ ପିଲା ଯାଉଛି ଇଂରାଜୀ ମିଡିୟମ ସ୍କୁଲ ସେଇଠି ଯୀଶୁଙ୍କୁ ଶରଣ ପଶୁଛି।।
ଯୀଶୁ ଖ୍ରୀଷ୍ଟ ଆମକୁ କହୁଛନ୍ତି କହାକୁ ମାରନି କାହାର ଛୁରି କରନି ତମେ ଆମକୁ ମାରିଲେବି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଉଠାଇବ ଆମର ସେତିକି ନର୍ମ ତା ଅଛି
ନ ହେଲେ ଯୀଶୁ ଖ୍ରୀଷ୍ଟ କଣ ପାଇଁଁ କହିଛନ୍ତି ଯାତି ପିପକିଅ ଯାତି ଲଡ଼ିବେ ଧର୍ମ ପିପକିଅ ରେ ଲଡ଼ିବେ ହିନ୍ଦୁ ଭାଇ ଯାଣିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ କହିଛନ୍ତି ମୋ ପାଇଁଁ ଯିବନ ଦିଅ କାହାକୁ ମାରନି କାହାକୁ ଛୁରି କରନି କାହାକୁ ବି ହତ୍ୟା କରନି କହିଛନ୍ତି ଭାଇ ତମେ ଆମକୁ ମରେଇଲେ ବି ଯୀଶୁ ଖ୍ରୀଷ୍ଟ ଆମକୁ ଉଠାଇବ ଆମର ସେତିକି ବିଶାଳ ଅଛି ଭାଇ
ପବିତ୍ର ବାଇବଲ ରେ ସତ ସତ ଲେଖା ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟକୁ କଣ ପାଇଁଁ ସୃଷ୍ଟି କଲେ ତାଙ୍କକୁ ବିଶ୍ବାସ କରିବା ଓ ତାଙ୍କର ବାକ୍ୟ ଅନୁସାରେ ପାଳନ କରିବା ଧର୍କାର୍
ଜୟ ଶ୍ରୀ ରାମ
ରାମ କିଏ ଏବଂ ଆମ ପାଇଁ ସେ କଣ କରିଛନ୍ତି?
ପୋଲିସ କୁ ମାଡ଼ ଦରକାର
ଏ ସବୁ ଅନ୍ଧ ଭକ୍ତ BJP ର ପଶା କୁକୁର
Sabu ବାୟା ହେଇ ଗଲେ ନା କଣ. Sabu ଧର୍ମ ସମାନ ବୋଲି ଜୁ ପର୍ଯ୍ୟନ୍ତ ଜାଣିବେ ନାହିଁ ସେହି ପର୍ଯ୍ୟନ୍ତ ଏମିତି ହିଁ ହେଉ ଥିବ,
ଆଦିବାସୀ ମାନେ ଏଠି ଭର୍ତ୍ତି..... ଆଳୁ,ପିଆଜ କିଣିବା ତ କଷ୍ଟ କର, ତଥାପି ଚାଲୁ କାଳେ ଅଛୁଆଁ ଭେଦଭାବ ଦୂର ହୋଇପାରେ.....
ଠିକ
Allahu akubar Allahu akubar,,,!
ହିନ୍ଧୁ ନୁହଁ ହିନ୍ଦୁ
Gunadharmohanta. Mayuar bhanj. Sars kana jon
ସବୁ ହିନ୍ଦୁ ମାନେ ଅନ୍ଧ ହେଲେ.
@@sureshchandragamango9438 ତ ଆଖିରେ ଏଲିଡି ବଲବ ଲାଗିଲାଣି ବୋଧେ
ଅନ୍ଧ ହୁଈ ନାହାନ୍ତି ସବୁ ବାୟା ହେଇ ଗଲେଣି ରାଞ୍ଚି କୁ ପଠେଇବାକୁ ହେବ।
hn re bhi tme Mane sabu sei converted person...😂😂
@susantkumarbhuyan320 ତୁମେ ମାନେ converted ହେଇନ କି? ତୁମେମାନେ ବି converted ହେଇଛ, କେମିତି ଯଦି କହିବ ତାହାହେଲେ ମୁଁ ତୁମକୁ କହିବି। ଆଉ ତୁମେମାନେ କାହିଁକି converted ହୁଇଛ ଆମକୁ ଜଣା। I am original Christian okay. 👍
All have become 😈👹👹Devils😂😂😂😂 pagola heigole sobu 😂😂😂
ଜୟ ଶ୍ରୀ ରାମ, ହେଲେ ହିନ୍ଦୂତ୍ୟୟକୁ ବଞ୍ଚେଇରଖିବାକୁ ହେଲେ ରାଜ୍ୟ ଆଉ ଦେଶରେ ବିଜେପି ସରକାର ଆଣିବାକୁ ପଡ଼ିବ କାରଣ ବିଜେପି ଜେ ଯାଏଁ ରହିବ କେହି ଭି ଭାରତରେ ପଶି ପାରିବେନି, ଜୟ ଜଗନ୍ନାଥ, ଜୟ ହିନ୍ଦୁ
33କୋଟି ଭଗବାନ୍ ଅଛି କହୁଛନ୍ତି କେବଳ ରାମ ନାମରେ ଜୟ୍ ଶ୍ରୀ ରାମ୍ କହୁଛନ୍ତି ଅନ୍ୟ ଭଗବାନ୍ ରାଗିବେନି କି ମାତ୍ର ରାମ ରାମ୍ କହୁଛନ୍ତି 😂😂😂
@@jabuljabul9309 ତୁ କିଏ କି ?
ଅନ୍ୟ ମାନେ ଦେବତା ନୁହନ୍ତି ସ୍ତ୍ରୀ ମାନେ କେବଳ ରାମ ପୁରୁଷ, ଏମାନଙ୍କ ନାମ ନା ବୁଦ୍ଧି ଅଛି ଖାଣ୍ଟି ମୂର୍ଖ ମାନେ।