Dr Sarthak Satpathy
Dr Sarthak Satpathy
  • Видео 277
  • Просмотров 179 833

Видео

ଝାଡ଼ାରେ ରକ୍ତ?💩🩸 କେମିତି କରିବେ ଚିକିତ୍ସା? High Fibre Diet, Constipation and Fissure In Ano || IN ODIA
Просмотров 879 часов назад
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy #highfibre #constipation #...
୫ଟି ଟିପ୍ ଯାହା ଆପଣଙ୍କୁ ଏହି ପବିତ୍ର ଦୁର୍ଗା ପୂଜାରେ ସୁସ୍ଥ ରଖିବ || Happy Durga Puja || IN ODIA
Просмотров 111День назад
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy
ସଠିକ୍ ସ୍ୱାସ୍ଥ୍ୟବୀମା କେମିତି ବାଛିବେ? 📖 || How To Select Perfect Health Insurance? || IN ODIA
Просмотров 17714 дней назад
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy
ବଦଳାନ୍ତୁ ଓଡ଼ିଆ ଜୀବନଶୈଳୀ || Odia Lifestyle Decoded || IN ODIA
Просмотров 14921 день назад
Dr Sarthak Satpathy(MBBS MS General Surgery PG2 MKCG MCH, Brahmapur) is a full time Doctor by profession and he has lots of information to share on Health, Fitness, Lifestyle and Nutrition. In fact who else could possibly describe Human Body than a person who has studied it closely and he himself is in that field. Follow on: Instagram: drsarthaksatpathy
Dr Sarthak Live #2 || ଡାଃ ସାର୍ଥକ ଲାଇଭ୍ #୨
Просмотров 122Месяц назад
Dr Sarthak Live #2 || ଡାଃ ସାର୍ଥକ ଲାଇଭ୍ #୨
ଶରୀରରେ ଘା କିଭଳି ଶୁଖିଥାଏ? #woundhealing #wound #surgeryrecovery
Просмотров 71Месяц назад
ଶରୀରରେ ଘା କିଭଳି ଶୁଖିଥାଏ? #woundhealing #wound #surgeryrecovery
ସବୁଠାରୁ ଭଲ ତେଲ କେଉଁଟା?
Просмотров 117Месяц назад
ସବୁଠାରୁ ଭଲ ତେଲ କେଉଁଟା?
ଓଜନ କେମିତି ବଢ଼ାଇବେ? How to Gain Weight? || IN ODIA
Просмотров 86Месяц назад
ଓଜନ କେମିତି ବଢ଼ାଇବେ? How to Gain Weight? || IN ODIA
ବାବା କଲେ ବାଜିମାତ, ହାରିଲେ ଡାକ୍ତର ଏବଂ ଡାକ୍ତରୀ ପାଠ
Просмотров 1542 месяца назад
ବାବା କଲେ ବାଜିମାତ, ହାରିଲେ ଡାକ୍ତର ଏବଂ ଡାକ୍ତରୀ ପାଠ
ଏକ ଡାକ୍ତରୀ ଚମତ୍କାର || Odia Doctor Reacts to On Stage Medical Miralces || IN ODIA
Просмотров 2452 месяца назад
ଏକ ଡାକ୍ତରୀ ଚମତ୍କାର || Odia Doctor Reacts to On Stage Medical Miralces || IN ODIA
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୨ || How To Change Odia Lifestyle: E2
Просмотров 1372 месяца назад
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୨ || How To Change Odia Lifestyle: E2
ରକ୍ତ ଧମନୀ ର ଲୁଚକାଳି: ଭାରିକୋଜ୍ ଭେନ୍ || Varicose Veins || IN ODIA
Просмотров 823 месяца назад
ରକ୍ତ ଧମନୀ ର ଲୁଚକାଳି: ଭାରିକୋଜ୍ ଭେନ୍ || Varicose Veins || IN ODIA
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୧ || How To Change Odia Lifestyle E1
Просмотров 2113 месяца назад
ଓଡ଼ିଆ ଜୀବନଶୈଳୀରେ ପରିବର୍ତ୍ତନ: ଅଧ୍ୟାୟ ୧ || How To Change Odia Lifestyle E1
ସର୍ଜନ୍ କଲେ ନିଜ ଉପରେ ସର୍ଜରୀ || Surgeon Operates on Himself
Просмотров 1915 месяцев назад
ସର୍ଜନ୍ କଲେ ନିଜ ଉପରେ ସର୍ଜରୀ || Surgeon Operates on Himself
ହ୍ରିତିକ୍ ରୋଶନ୍ ଙ୍କ ବ୍ରେନ୍ ସର୍ଜରୀ କଲେ ଜଣେ ଓଡ଼ିଆ || Know About Hritik Roshan's Brain Surgery ||IN ODIA
Просмотров 1705 месяцев назад
ହ୍ରିତିକ୍ ରୋଶନ୍ ଙ୍କ ବ୍ରେନ୍ ସର୍ଜରୀ କଲେ ଜଣେ ଓଡ଼ିଆ || Know About Hritik Roshan's Brain Surgery ||IN ODIA
ପାକିସ୍ତାନରୁ ଆସି ଭାରତରେ ଆରୋଗ୍ୟ ଲାଭ କଲେ ରୋଗୀ || Pakistani Patient Cured In India || IN ODIA
Просмотров 685 месяцев назад
ପାକିସ୍ତାନରୁ ଆସି ଭାରତରେ ଆରୋଗ୍ୟ ଲାଭ କଲେ ରୋଗୀ || Pakistani Patient Cured In India || IN ODIA
ଗଲ୍ ବ୍ଲାଡର୍ ଷ୍ଟୋନ୍ || ପିତ୍ତକୋଷ ପଥର || Gall Bladder Stone || IN ODIA
Просмотров 716 месяцев назад
ଗଲ୍ ବ୍ଲାଡର୍ ଷ୍ଟୋନ୍ || ପିତ୍ତକୋଷ ପଥର || Gall Bladder Stone || IN ODIA
ଚିନି ବନାମ ଗୁଡ଼: କେଉଁଟା ସ୍ବାସ୍ଥ୍ୟ ପାଇଁ ଭଲ? ||Sugar Vs Jaggery: Which is Good For Health?|| IN ODIA
Просмотров 269Год назад
ଚିନି ବନାମ ଗୁଡ଼: କେଉଁଟା ସ୍ବାସ୍ଥ୍ୟ ପାଇଁ ଭଲ? ||Sugar Vs Jaggery: Which is Good For Health?|| IN ODIA
ପ୍ରୋସ୍ଟେଟ୍ ରୋଗ କଣ? || What is Prostate? || IN ODIA
Просмотров 190Год назад
ପ୍ରୋସ୍ଟେଟ୍ ରୋଗ କଣ? || What is Prostate? || IN ODIA
କିଏ ଆପଣଙ୍କ ଡାକ୍ତର? || Who is your Doctor? || IN ODIA
Просмотров 191Год назад
କିଏ ଆପଣଙ୍କ ଡାକ୍ତର? || Who is your Doctor? || IN ODIA
ଟ୍ରିଗର୍ ଫିଙ୍ଗର୍ କଣ? || What is Trigger Finger? || IN ODIA
Просмотров 1,6 тыс.2 года назад
ଟ୍ରିଗର୍ ଫିଙ୍ଗର୍ କଣ? || What is Trigger Finger? || IN ODIA
ଫ୍ରୋଜନ୍ ସୋଲ୍ଡର୍ କଣ? || What is Frozen Shoulder? || IN ODIA
Просмотров 9352 года назад
ଫ୍ରୋଜନ୍ ସୋଲ୍ଡର୍ କଣ? || What is Frozen Shoulder? || IN ODIA
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୨ |Vitamin Deficiency Symptoms:Ep 2|| IN ODIA
Просмотров 2182 года назад
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୨ |Vitamin Deficiency Symptoms:Ep 2|| IN ODIA
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୧ |Vitamin Deficiency Symptoms:Ep 1|| IN ODIA
Просмотров 2172 года назад
ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି:ଅଧ୍ୟାୟ ୧ |Vitamin Deficiency Symptoms:Ep 1|| IN ODIA
ସିଜୋଫ୍ରେନିଆ : ଲକ୍ଷଣ, କାରଣ, ଚିକିତ୍ସା || Schizophrenia-Symptom, Cause And Treatment || IN ODIA
Просмотров 9172 года назад
ସିଜୋଫ୍ରେନିଆ : ଲକ୍ଷଣ, କାରଣ, ଚିକିତ୍ସା || Schizophrenia-Symptom, Cause And Treatment || IN ODIA
ପିସିଓଏସ୍‌ : କାରଣ, ଲକ୍ଷଣ ଏବଂ ଚିକିତ୍ସା || PCOS: Cause, Symptoms & Treatment || IN ODIA
Просмотров 912 года назад
ପିସିଓଏସ୍‌ : କାରଣ, ଲକ୍ଷଣ ଏବଂ ଚିକିତ୍ସା || PCOS: Cause, Symptoms & Treatment || IN ODIA
କେମିତି ହେବେ ନିଜ ଡାଏଟିସିଆନ୍‌? Plan Your Own Diet || IN ODIA || Dr Sarthak Satpathy
Просмотров 882 года назад
କେମିତି ହେବେ ନିଜ ଡାଏଟିସିଆନ୍‌? Plan Your Own Diet || IN ODIA || Dr Sarthak Satpathy
ଥାଇରଏଡ: କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ || Thyroid: Causes, Symptoms & Treatments || IN ODIA
Просмотров 2,8 тыс.2 года назад
ଥାଇରଏଡ: କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ || Thyroid: Causes, Symptoms & Treatments || IN ODIA
ମେନୋପଜ୍‌ ପରେ ଓଷ୍ଟିଓପୋରୋସିସ୍‌ ରୁ କେମିତି ରକ୍ଷା ପାଇବେ? ll How to Prevent Post Menopausal Osteoporosis?
Просмотров 442 года назад
ମେନୋପଜ୍‌ ପରେ ଓଷ୍ଟିଓପୋରୋସିସ୍‌ ରୁ କେମିତି ରକ୍ଷା ପାଇବେ? ll How to Prevent Post Menopausal Osteoporosis?

Комментарии

  • @pramodinikhatua4855
    @pramodinikhatua4855 5 часов назад

    Sir apana nka ghara kouthi mu apana nku akhandaleswara mandira re dekhirhili

  • @villagelife8484
    @villagelife8484 20 часов назад

    Correct

  • @cookwithindira
    @cookwithindira День назад

    NYC ❤

  • @PrinceDash-g9d
    @PrinceDash-g9d 2 дня назад

    Sir tight frenulum ra about re tike suggest karantu ❤❤❤ jay jagannath

    • @drsarthaksatpathy
      @drsarthaksatpathy 2 дня назад

      ଆପଣ ଦୟାକରି ଜଣେ ପାଖ ଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତରୀ ପରୀକ୍ଷା କଲେ ସଠିକ୍ ଉପଦେଶ ଦେଇ ହେବ। ଜୟ ଜଗନ୍ନାଥ 🙏🏻

  • @saumyaranjanmishra1009
    @saumyaranjanmishra1009 2 дня назад

    Sir ମୋ ଗୋଇଠି ସବୁବେଳେ ଦରଜ ହଉଚି. କଲେଷ୍ଟାର ୟୁରିକ ଏସିଡ ଏସବୁ ଟେଷ୍ଟ କଲି ସବୁ ନର୍ମାଲ ଅଛି

    • @drsarthaksatpathy
      @drsarthaksatpathy 2 дня назад

      ଜଣେ ଭେଷଜ କିମ୍ବା ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଜୟ ଜଗନ୍ନାଥ 🙏🏻

    • @saumyaranjanmishra1009
      @saumyaranjanmishra1009 14 часов назад

      tq sir🙏

  • @Architavlogger
    @Architavlogger 2 дня назад

    ❤❤❤

  • @sarosony
    @sarosony 3 дня назад

    ❤❤❤❤❤❤

  • @cookwithindira
    @cookwithindira 4 дня назад

    Very nice ❤

  • @nanditasarangi2638
    @nanditasarangi2638 5 дней назад

    🙌🙌

  • @cookwithindira
    @cookwithindira 5 дней назад

    Ok❤

  • @drsarthaksatpathy
    @drsarthaksatpathy 5 дней назад

    ଟାଇଟ୍ ବ୍ରା ସ୍ତନ କର୍କଟ ବିଲକୁଲ କରାଇ ନଥାଏ। ଏହା ଏକ ଗୁଜବ ଯାହା ଅନେକ ମହିଳା ପଚାରିଥାନ୍ତି। . ୧. ଟାଇଟ୍ ବ୍ରା ବା ସଠିକ୍ ଭାବରେ ଫିଟିଂ ହେଉଥିବା ବ୍ରା ପିନ୍ଧିଲେ ଏହା ବିନା କାରଣରେ ହେଉଥିବା ସ୍ତନରେ ଦରଜ କମାଇ ଥାଏ ଯାହାକୁ ଆମେ ନନ୍ ସାଇକ୍ଲିକାଲ ମାଷ୍ଟାଲ୍ଜିଆ(Non Cyclical Mastalgia) କହିଥାଉ ଯାହା ଅନେକ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। . ୨. ବ୍ୟାୟାମ ସମୟରେ ସଠିକ୍ ଫିଟ୍ ସ୍ପୋର୍ଟସ ବ୍ରା ଜରୁରୀ ନହେଲେ ଏହା ସ୍ତନରେ ଲିଗମେଣ୍ଟ (କୁପର ଲିଗମେଣ୍ଟ) ଉପରେ ଅତ୍ୟଧିକ ପ୍ରଭାବ ପକାଇ ଥାଏ ଯାହା ପରବର୍ତ୍ତୀ କ୍ଷେତ୍ରରେ ଅନେକ ଅସୁବିଧା କରିଥାଏ। . ଏହା ଛଡ଼ା ଏହାର ଅନ୍ୟାନ୍ୟ ଉପକାରିତା ମଧ୍ୟ ରହିଛି ଯେମିତିକି ଶରୀରର ଉତ୍ତମ ଭଙ୍ଗୀ(posture), ଆରାମ(comfort), ସ୍ବଚ୍ଛତା(hygiene) ଇତ୍ୟାଦି। . ଜୟ ଜଗନ୍ନାଥ 🙏🏻

  • @DebiTechGamerDebiTechGam-th3ir
    @DebiTechGamerDebiTechGam-th3ir 6 дней назад

    Sir ମୁହଁ ରେ ବ୍ରଣ ,ନାକ ସାଇଟ୍ ର କଳା ପାଇଁ କିଛି ଉପାୟ କୁହନ୍ତୁ |

    • @drsarthaksatpathy
      @drsarthaksatpathy 4 дня назад

      ଦୟାକରି ଜଣେ ଚର୍ମ ବିଭାଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଜୟ ଜଗନ୍ନାଥ 🙏🏻

    • @DebiTechGamerDebiTechGam-th3ir
      @DebiTechGamerDebiTechGam-th3ir 4 дня назад

      @@drsarthaksatpathy thank you sir Jay Jagannath 🙏

  • @Humannnn98
    @Humannnn98 7 дней назад

    Hello Doc. Actually I have been diagnosed with mild asthama and am taking budamate through lupihaler But since over 2 months I'm having pain in my sternum and unable to turn when sleep or lif things up. Did X ray and even asthama test again But nothing serious was found, doc said it's due to gastritis only, what should I do in this situation?

    • @drsarthaksatpathy
      @drsarthaksatpathy 7 дней назад

      ଦୟାକରି ଜଣେ Pulmonologist/Respiratory Medicine ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ସେ ଆପଣଙ୍କୁ ସଠିକ୍ ଉପଦେଶ ଦେଇପାରିବେ। ଜୟ ଜଗନ୍ନାଥ 🙏🏻

    • @Humannnn98
      @Humannnn98 6 дней назад

      @@drsarthaksatpathy Dhanyabad Sir

  • @surjyakumarsatpathy556
    @surjyakumarsatpathy556 7 дней назад

    ବହୁତ ସୁନ୍ଦର

  • @pratapkumardash1564
    @pratapkumardash1564 8 дней назад

    Happy Dusshera sir ❤

  • @cookwithindira
    @cookwithindira 8 дней назад

    Nice ❤

  • @Sitaya13.k.2
    @Sitaya13.k.2 12 дней назад

    Breast growth kemiti heba ta upare kichhi video and medicine kuhantu please😂

    • @drsarthaksatpathy
      @drsarthaksatpathy 12 дней назад

      ଏହି ବିଷୟରେ ମୁଁ ଆଗରୁ ଭିଡିଓ ବନେଇଛି। ଆପଣ ମୋ ଉଭୟ Instagram ଏବଂ RUclips profile ରେ ପାଇଯିବେ। ଜୟ ଜଗନ୍ନାଥ 🙏🏻

  • @Sonnaberry
    @Sonnaberry 12 дней назад

    So cute 🥹😍

  • @amitkumar-jx1vl
    @amitkumar-jx1vl 12 дней назад

    Best health insurance policy according to u ? One or two example

    • @drsarthaksatpathy
      @drsarthaksatpathy 12 дней назад

      ମୁଁ ଅନେକ ଜିନିଷ ଗୁରୁତ୍ଵ ଦେଇଛି ଭିଡିଓରେ। ସେହି ସବୁ ଜିନିଷ ଥିବା ସ୍ୱାସ୍ଥ୍ୟବୀମା ନିଅନ୍ତୁ। ଜୟ ଜଗନ୍ନାଥ 🙏🏻

  • @cookwithindira
    @cookwithindira 12 дней назад

    Good 👍❤

  • @sibasankar1954
    @sibasankar1954 12 дней назад

    Happy durga puja sir ❤❤❤

  • @nirjharinidash6034
    @nirjharinidash6034 12 дней назад

    Thank you sir.jai jagannath 🙏🙏

    • @drsarthaksatpathy
      @drsarthaksatpathy 12 дней назад

      ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻

    • @drsarthaksatpathy
      @drsarthaksatpathy 12 дней назад

      ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻

    • @nirjharinidash6034
      @nirjharinidash6034 12 дней назад

      @@drsarthaksatpathy 2thara dhanyabad karichanti ☺️

  • @cookwithindira
    @cookwithindira 13 дней назад

    Nyc

  • @krushnakumardhal9464
    @krushnakumardhal9464 15 дней назад

    Good information sir 🙏

    • @drsarthaksatpathy
      @drsarthaksatpathy 15 дней назад

      ବହୁତ୍ ଧନ୍ୟବାଦ୍। Share ନିଶ୍ଚିତ କରିବେ। ଜୟ ଜଗନ୍ନାଥ 🙏🏻

  • @nanditasarangi2638
    @nanditasarangi2638 15 дней назад

    Good Information Thank You Doctor

    • @drsarthaksatpathy
      @drsarthaksatpathy 15 дней назад

      ବହୁତ୍ ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻

  • @loveraj5379
    @loveraj5379 15 дней назад

    Mu au wife ra acko app re health insurance neichi 10 lakh ra Sir thik heichi ki nai

    • @drsarthaksatpathy
      @drsarthaksatpathy 15 дней назад

      ଯଦି ଭିଡିଓରେ ମୁଁ କହିଥିବା ଜିନିଷ ସବୁ ଠିକ୍ ଅଛି ତାହାଲେ ଆପଣଙ୍କ ସ୍ୱାସ୍ଥ୍ୟବୀମା ନିଶ୍ଚିତ ଭାବରେ ଠିକ୍ ଅଛି। ଜୟ ଜଗନ୍ନାଥ 🙏🏻

  • @nirjharinidash6034
    @nirjharinidash6034 15 дней назад

    Geeta ta mast achi sir😊

    • @drsarthaksatpathy
      @drsarthaksatpathy 15 дней назад

      ବହୁତ୍ ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻

  • @drsarthaksatpathy
    @drsarthaksatpathy 15 дней назад

    ୧. ଉଚିତ୍ କଭରେଜ: ପିଲାମାନଙ୍କ ପାଇଁ ୫ ଲକ୍ଷ୍ୟ ଏବଂ ବଡ଼ ମାନଙ୍କ ପାଇଁ ୧୦ ଲକ୍ଷ୍ୟ . ୨. ଫ୍ୟାମିଲି ଫ୍ଲୋଟର ଯଦି ନେଉଛନ୍ତି ତାହାଲେ ବାପା ମାନଙ୍କ ପାଇଁ ଅଲଗା ଏବଂ ପୁଅ ବୋହୂଙ୍କ ପାଇଁ ଅଲଗା ନିଅନ୍ତୁ . ୩. ସବଲିମିଟ: ବିନା ସବଲିମିଟ ଥିବା ସ୍ୱାସ୍ଥ୍ୟବୀମା ନିଅନ୍ତୁ . ୪. ରୁମ୍ ରେଣ୍ଟ କ୍ୟାପ: ଏମିତି ସ୍ୱାସ୍ଥ୍ୟବୀମା ନିଅନ୍ତୁ ଯେଉଁଥିରେ ରୁମ୍ ରେଣ୍ଟ କ୍ୟାପ ନଥିବ . ୫. କୋ-ପେ: ବିନା କୋ-ପେ ଥିବା ସ୍ୱାସ୍ଥ୍ୟବୀମା ନିଅନ୍ତୁ . ୬. ରିଷ୍ଟୋରେସନ୍ ଅଫ୍ ସମ୍ ଏସ୍ଵୋର୍ଡ : ଯଦି ଏହି ସୁବିଧା ଅଛି ଆପଣଙ୍କ ସ୍ୱାସ୍ଥ୍ୟବୀମା ରେ ତାହାଲେ ଏହାର ସମ୍ପୂର୍ଣ୍ଣ ବିବରଣୀ ଦେଖନ୍ତୁ . ୭. ଜୋନାଲ ଏବଂ ପାନ ଇଣ୍ଡିଆ: ପାନ ଇଣ୍ଡିଆ ସ୍ୱାସ୍ଥ୍ୟବୀମା ନିଅନ୍ତୁ . ୮. କ୍ୟାସଲେସ ଏବଂ ରିମ୍ବର୍ସମେଣ୍ଟ: ଉଭୟ ସୁବିଧା ଥିବା ସ୍ୱାସ୍ଥ୍ୟବୀମା ନିଅନ୍ତୁ . ୯. ପ୍ରି ଏବଂ ପୋଷ୍ଟ ହସ୍ପିଟାଲାଇଜେସନ୍ ଚାର୍ଜ: ଏହା ଥିଲେ ବହୁତ୍ ଭଲ . ୧୦. ନୋ କ୍ଲେମ୍ ବୋନସ: ଏହି ସୁବିଧା ଥିଲେ ଭଲ . ୧୧. ସୁପର ଟପ୍ ଅପ୍ ନିଅନ୍ତୁ। ଟପ୍ ଅପ୍ ନିଅନ୍ତୁ ନାହିଁ। . ଅଧିକ ବିବରଣୀ ପାଇଁ ମୁଁ ୟୁଟ୍ୟୁବରେ ପ୍ରାଞ୍ଜଳ ଭାବରେ ବୁଝାଇ ଭିଡିଓ ପକାଇଛି। ଦୟାକରି ସେହି ଭିଡିଓ ମଧ୍ୟ ଦେଖନ୍ତୁ। . ଜୟ ଜଗନ୍ନାଥ 🙏🏻

  • @nirjharinidash6034
    @nirjharinidash6034 16 дней назад

    Thank you sir ,samaste kahanti kesar khaiba katha nuha,hele mote kesar hin pasand..

    • @drsarthaksatpathy
      @drsarthaksatpathy 15 дней назад

      ବହୁତ୍ ବହୁତ୍ ଧନ୍ୟବାଦ୍। ଭିଡିଓ Share ନିଶ୍ଚିତ କରିବେ। ଜୟ ଜଗନ୍ନାଥ 🙏🏻

  • @surjyakumarsatpathy556
    @surjyakumarsatpathy556 16 дней назад

    Good knowledge for everyone.

  • @anilkumarsamal2313
    @anilkumarsamal2313 16 дней назад

    Sir🙏

  • @targetcrorepati1997
    @targetcrorepati1997 17 дней назад

    Homeopethy re treatment hei pariba ki

    • @drsarthaksatpathy
      @drsarthaksatpathy 17 дней назад

      ଯେହେତୁ ହୋମିଓପାଥି ମୋ speciality ନୁହଁ ସେଥିପାଇଁ ମୁଁ ଆପଣଙ୍କୁ ଏଇ ବିଷୟରେ ସାହାଯ୍ୟ କରିବାକୁ ଅସମର୍ଥ। ଜୟ ଜଗନ୍ନାଥ 🙏🏻

    • @targetcrorepati1997
      @targetcrorepati1997 17 дней назад

      @@drsarthaksatpathy Sir Namaskar Gall Bladder Operation pare Body re lifetime paen kichhi alaga problem achhi ki

  • @nirjharinidash6034
    @nirjharinidash6034 18 дней назад

    Live revl asiparuni,Abe dekhuchi.jai jagannath 🙏

    • @drsarthaksatpathy
      @drsarthaksatpathy 17 дней назад

      ଆଗାମୀ ଲାଇଭ ରେ ନିଶ୍ଚିତ ଆସନ୍ତୁ। ଜୟ ଜଗନ୍ନାଥ 🙏🏻

    • @nirjharinidash6034
      @nirjharinidash6034 17 дней назад

      @@drsarthaksatpathy 9.30re bohut kama

  • @sobhaginidehury2696
    @sobhaginidehury2696 18 дней назад

    Thank you sir 😊

    • @drsarthaksatpathy
      @drsarthaksatpathy 17 дней назад

      ବହୁତ୍ ଧନ୍ୟବାଦ୍। ଜୟ ଜଗନ୍ନାଥ 🙏🏻

  • @litucreations1920
    @litucreations1920 19 дней назад

    Sir apanka saha kemiti contact kari habo

    • @drsarthaksatpathy
      @drsarthaksatpathy 17 дней назад

      ବର୍ତମାନ ମୁ online ପରାମର୍ଶ ଆରମ୍ଭ କରିନାହିଁ। ଆରମ୍ଭ ହେଲେ ମୁ ଜଣାଇ ଦେବି। ଜୟ ଜଗନ୍ନାଥ 🙏🏻

  • @cookwithindira
    @cookwithindira 20 дней назад

    Nice ❤

  • @nirjharinidash6034
    @nirjharinidash6034 21 день назад

    Sir live ra timing tikia jaldi rakhantu.mane 8pm.9pm hele kama rahuchi mu live re join heiparuni

    • @drsarthaksatpathy
      @drsarthaksatpathy 20 дней назад

      ନିଶ୍ଚିତ। ଆଗାମୀ ଲାଇଭ ରାତି ୮ଟା ରେ କରିବାକୁ ଚେଷ୍ଟା କରିବି। ଜୟ ଜଗନ୍ନାଥ 🙏🏻

    • @nirjharinidash6034
      @nirjharinidash6034 20 дней назад

      @@drsarthaksatpathy thank you sir 🙏

  • @Nandichandan945
    @Nandichandan945 21 день назад

    Vai apana aji live asibe

    • @drsarthaksatpathy
      @drsarthaksatpathy 21 день назад

      ଆସନ୍ତା ସପ୍ତାହରେ ନିଶ୍ଚିତ! Instagram Story ରେ ଜଣାଇ ଦେବି। ଜୟ ଜଗନ୍ନାଥ 🙏🏻

  • @cookwithindira
    @cookwithindira 21 день назад

    Thankyou ♥️

  • @surjyakumarsatpathy556
    @surjyakumarsatpathy556 21 день назад

    ନିହାତି ମାନିବା ଆବଶ୍ୟକ ।

  • @nanditasarangi2638
    @nanditasarangi2638 22 дня назад

    Good Information Jai Jagannath 🙏

    • @drsarthaksatpathy
      @drsarthaksatpathy 22 дня назад

      ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ 🙏🏻

  • @nanditasarangi2638
    @nanditasarangi2638 22 дня назад

    ଧନ୍ୟବାଦ ଏହି ସୁନ୍ଦର ତଥ୍ଯ ପାଇଁ 🙌🙌

    • @drsarthaksatpathy
      @drsarthaksatpathy 22 дня назад

      ବହୁତ ବହୁତ ଧନ୍ୟବାଦ । ଜୟ ଜଗନ୍ନାଥ 🙏🏻

  • @soumyaranjandalai4707
    @soumyaranjandalai4707 23 дня назад

    Hii

  • @nirjharinidash6034
    @nirjharinidash6034 23 дня назад

    ଧନ୍ୟବାଦ୍ ସାର୍ 🙏

  • @drsarthaksatpathy
    @drsarthaksatpathy 24 дня назад

    ୧: ନିପଲ୍ ରିଟ୍ରାକ୍ସନ୍: ଏହା ଏକ ଏମିତି ପରିସ୍ଥିତି ଯେଉଁଥିରେ ନିପଲ୍ ଟି ଭିତରକୁ ପଶିଯାଇଥାଏ। ଯଦି ଆପଣଙ୍କ ନିପଲ୍ ପିଲାବେଳୁ ସେମିତି ଅଛି ତାହାଲେ କିଛି ଅସୁବିଧା ନାହିଁ। ଯଦି ଏବେ ବଦଳିଛି ତାହାଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। . ୨. ନିପଲ୍ ଡିସଚାର୍ଜ୍: ଯଦି ନିପଲ୍ ରୁ କୌଣସି ପ୍ରକାର କିମ୍ବା କୌଣସି ରଙ୍ଗର ପାଣି ବାହାରୁଚି ତାହାଲେ ଡାକ୍ତରଙ୍କୁ ଯଥାଶୀଘ୍ର ପରାମର୍ଶ କରନ୍ତୁ। . ୩. ନିପଲ୍ ନାଲି ପଡ଼ିବା: ଯଦି ନିପଲ୍ ନାଲି ପଡୁଛି କିମ୍ବା ନିପଲ୍ ଆଖ ପାଖ ରେ କୌଣସି ପ୍ରକାରର ରଙ୍ଗ ବଦଳୁଛି ତାହାଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। . ୪. ଯଦି ନିପଲ୍ ତଳେ କୌଣସି ପ୍ରକାରର ଗେଟା କିମ୍ବା ଗୁଳା ଅନୁଭବ କରୁଛନ୍ତି ତାହାଲେ ଡାକ୍ତରଙ୍କ ପାଖୁ ଯାଇ ପରୀକ୍ଷା କରାନ୍ତୁ। . ୫. ଯଦି ନିପଲ୍ ପାଖରେ କମଳା ଚୋପା (ପୋ' ଡେ ରୋଁ) ଭଳି ହେଇଯାଉଛି ତାହାଲେ ଏହା ଏକ ବିପଦ ସଂକେତ। ଡେରି ନ କରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ। . କେଉଁ ଡାକ୍ତରଙ୍କୁ ଦେଖାଇବେ? ଜଣେ ସର୍ଜନଙ୍କ ସହ ପରାମର୍ଶ କରନ୍ତୁ। . ଜୟ ଜଗନ୍ନାଥ 🙏🏻

  • @ChittaranjanTulu
    @ChittaranjanTulu 25 дней назад

    Hiii sir

  • @ChittaranjanTulu
    @ChittaranjanTulu 25 дней назад

    Hiii ସିର

  • @nirjharinidash6034
    @nirjharinidash6034 26 дней назад

    👌👌

  • @NomadicJRS
    @NomadicJRS 26 дней назад

    How many times we should use smart phone on a day? How to protect our eyes , If we are used to prolong screen times?

    • @drsarthaksatpathy
      @drsarthaksatpathy 26 дней назад

      ବହୁତ ଭଲ ପ୍ରଶ୍ନ। ଏହା ଉପରେ ଭିଡିଓ ନିଶ୍ଚିତ ଆସିବ। ଜୟ ଜଗନ୍ନାଥ 🙏🏻

  • @cookwithindira
    @cookwithindira 26 дней назад

    Wow