- Видео 436
- Просмотров 4 715 794
Empowerment of Ladies
Индия
Добавлен 27 апр 2015
Dear Friends,
Welcome to our channel.
Welcome to our channel.
Anganwadi didi ଙ୍କ ପାଇଁ ସୁଭଦ୍ରା ଯୋଜନାକୁ ନେଇ କଣ କହୁଛନ୍ତି ମନ୍ତ୍ରୀ??
Anganwadi didi ଙ୍କ ପାଇଁ ସୁଭଦ୍ରା ଯୋଜନାକୁ ନେଇ କଣ କହୁଛନ୍ତି ମନ୍ତ୍ରୀ??
#odia #anganawadi #news #anganwadididi #icds #subhadrayojana
#odia #anganawadi #news #anganwadididi #icds #subhadrayojana
Просмотров: 7 235
Видео
Anganwadi didi ବିନା ଦୋଷରେ ଦୋଷୀ...ଆଉ ଅନ୍ୟ କେହି ହେଲେ😔😔
Просмотров 8 тыс.4 часа назад
Anganwadi didi Bina dosare dosi au anya kehi hele 😔😔 #odia #anganawadi #news #anganwadididi #icds #rajgangpur
Anganwadi didi କେହି କାହା କୁମନ୍ତ୍ରଣାରେ ପଡନ୍ତୁ ନାହିଁ
Просмотров 13 тыс.12 часов назад
Anganwadi didi kehi kahara kumantrana re padantu nahi #odia #anganawadi #news #icds #latestnews #union #bms #tradeunion
Anganwadi didi ଙ୍କୁ ଅଣ୍ଡା ବଣ୍ଟନକୁ ନେଇ ଦରବୃଦ୍ଧିର ରୁପକ ମାଡ...😭😭
Просмотров 22 тыс.21 час назад
Anganwadi didi ଙ୍କୁ ମୋବାଇଲ କାମ ନେଇ ତଥା ଅଣ୍ଡା ଯୋଗୁଁ ଦର ବୃଦ୍ଧି ମାଡ #odia #anganawadi #news #anganwadididi #latestnews #icds#kishoribalika#mspy#egg
Anganwadi didi ଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ... ହାଇକୋର୍ଟ ନିର୍ଦ୍ଦେଶ
Просмотров 43 тыс.День назад
Anganwadi didi nku sarakari manyata... High court nirdesh #govt #icds #anganawadi #gujarat #gujaratnews
Anganwadi didi ହେଲେ ଏକ ତରଫା ପ୍ରେମର ଶୀକାର
Просмотров 13 тыс.14 дней назад
Anganwadi didi hele akatarafa premaram sikar #anganawadi #icds #odia #anganwadiworkers #latestnews #odisha
Anganwadi didi ଙ୍କ ପାଇଁ ସୁଭଦ୍ରା ଯୋଜନାର ଅପଡେଟ
Просмотров 11 тыс.21 день назад
Anganwadi didi nka payin subhadra jonna update #odia #anganawadi #icds #anganwadiworkers #subhadrayojana
Anganwadi didi ଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଆଉ କାହାକୁ ??
Просмотров 12 тыс.21 день назад
Anganwadi didi ଙ୍କୁ ମିଳିବ ସୁଭଦ୍ରା ଟଙ୍କା,ଆଉ କାହାକୁ ମିଳିବ?? #odia #anganawadi #news #icds #anganwadiworkers #subhadrayojana #govt
Anganwadi didi ଙ୍କର କେବେ ହେବ ଆନ୍ଦୋଳନ
Просмотров 22 тыс.21 день назад
ଅଙ୍ଗନୱାଡି ଦିଦିଙ୍କର କେବେ ହେବ ଆନ୍ଦୋଳନ #icds #anganawadi #anganwadiworkers #odisha #anganwadistrike #payment
Anganwadi didi ଛୁଟୀ ନାହିଁ ବାତ୍ୟା ପାଇଁ, ଦିଦି ରହିବେ ସାବଧାନ
Просмотров 14 тыс.Месяц назад
ବାତ୍ୟା ପାଇଁ ଛୁଟୀ ନାହିଁ ଦିଦି ରହିବେ ସଜାଗ #odia #anganawadi #icds #anganwadiworkers #news #batyadana
Anganwadi didi ଅଡୁଆରେ ସୁଭଦ୍ରା ଯୋଜନା, ଅଙ୍ଗନୱାଡ଼ି କର୍ମୀ ସହାୟିକା ଏବଂ ତାଙ୍କ ପରିବାର ସରକାରୀ କର୍ମଚାରୀ
Просмотров 59 тыс.Месяц назад
ଅଙ୍ଗନୱାଡି କର୍ମୀ ସହାୟିକା ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ କାରଣରେ ସେମାନେ ସରକାରୀ କର୍ମଚାରୀ #odia #anganawadi #icds #anganwadiworkers #anganwadi #subhadrayojana
Anganwadi didi ବୁଝିବା ପାଇଁ କିଛି....କହିବା ପାଇଁ କିଛି
Просмотров 11 тыс.Месяц назад
ଅଙ୍ଗନୱାଡି ଦିଦି ବୁଝିବା ପାଇଁ କିଛି .... କହିବା ପାଇଁ କିଛି #odia #anganawadi #icds #anganwadiworkers #motivation #union #sangathan
Anganwadi didi ଙ୍କ ନିମନ୍ତେ ସୂଚନା
Просмотров 29 тыс.Месяц назад
ଅଙ୍ଗନୱାଡି ଦିଦିଙ୍କ ନିମନ୍ତେ କିଛି ସୂଚନା #odia #anganawadi #icds #motivation #anganwadiworkers #facts
Anganwadi didi ଙ୍କ 50 years ର ଚଳାପଥ କେମିତି କିଭଳି??
Просмотров 14 тыс.Месяц назад
ଅଙ୍ଗନୱାଡି କର୍ମଚାରୀଙ୍କ ୫୦ ବର୍ଷର ଚଳାପଥ କେମିତି କିଭଳି?? #odia #anganawadi #news #icds #anganwadiworkers #bharatiyamazdoorsangh#socialsecurity
Anganwadi didi ଙ୍କର ସୁପରଭାଇଜର ପ୍ରମୋଶନ ନେଇ ବଡ ଖୁଲାସା
Просмотров 16 тыс.Месяц назад
ଅଙ୍ଗନୱାଡି କର୍ମୀଙ୍କର ସୁପରଭାଇଜର ପ୍ରମୋଶନକୁ ନେଇ ବଡ ଖୁଲାସା #odia #anganawadi #odisha #icds #anganwadiworkers #supervisor #pramotion #contractual
Anganwadi didi ନିଜ କର୍ତ୍ତବ୍ୟ ପାଳନ କରନ୍ତୁ
Просмотров 37 тыс.Месяц назад
Anganwadi didi ନିଜ କର୍ତ୍ତବ୍ୟ ପାଳନ କରନ୍ତୁ
Anganwadi didi ଆଉ ପୋଷଣ.... ଜନ ସଚେତନ ଭିନ୍ନ ଭିନ୍ନ ମାଧ୍ୟମରେ
Просмотров 7 тыс.Месяц назад
Anganwadi didi ଆଉ ପୋଷଣ.... ଜନ ସଚେତନ ଭିନ୍ନ ଭିନ୍ନ ମାଧ୍ୟମରେ
Anganwadi didi ଙ୍କ ଉପରେ କାହିଁକି ଏ ଅତ୍ୟାଚାର ବାରମ୍ବାର ???
Просмотров 10 тыс.2 месяца назад
Anganwadi didi ଙ୍କ ଉପରେ କାହିଁକି ଏ ଅତ୍ୟାଚାର ବାରମ୍ବାର ???
Anganwadi didi ଥାନାରେ ଅଟକ; ନିଜେ ଭୁଲ କରି ଦିଦିଙ୍କୁ ଦୋଷାରୋପ
Просмотров 73 тыс.2 месяца назад
Anganwadi didi ଥାନାରେ ଅଟକ; ନିଜେ ଭୁଲ କରି ଦିଦିଙ୍କୁ ଦୋଷାରୋପ
Anganwadi ଖବର ସବୁବେଳେ, ହେଲେ ନିଜ ଗାଁ ମାଟି, ନିଜ ପାରିପାର୍ଶ୍ଵିକ ପରିବେଶ ଉପରେ ଆଜି ଭିନ୍ନ କିଛି ....
Просмотров 4 тыс.2 месяца назад
Anganwadi ଖବର ସବୁବେଳେ, ହେଲେ ନିଜ ଗାଁ ମାଟି, ନିଜ ପାରିପାର୍ଶ୍ଵିକ ପରିବେଶ ଉପରେ ଆଜି ଭିନ୍ନ କିଛି ....
Anganwadi didi କିଭଳି କରିବେ ପ୍ରତିକାର???
Просмотров 13 тыс.2 месяца назад
Anganwadi didi କିଭଳି କରିବେ ପ୍ରତିକାର???
Anganwadi didi କାମ ବି କରିବେ, ଲୋକଙ୍କଠାରୁ ମାଡ ଗାଳି ବି ଖାଇବେ ଧନ୍ୟ ଧନ୍ୟ
Просмотров 11 тыс.2 месяца назад
Anganwadi didi କାମ ବି କରିବେ, ଲୋକଙ୍କଠାରୁ ମାଡ ଗାଳି ବି ଖାଇବେ ଧନ୍ୟ ଧନ୍ୟ
Anganwadi ଦିଦି କେତେ ଦିନ ଫର୍ମ ବଣ୍ଟନ କରିବେ ଏବଂ କେବେ ହେବ ଅନଲାଇନ
Просмотров 4,1 тыс.2 месяца назад
Anganwadi ଦିଦି କେତେ ଦିନ ଫର୍ମ ବଣ୍ଟନ କରିବେ ଏବଂ କେବେ ହେବ ଅନଲାଇନ
Anganwadi ଦିଦିଙ୍କୁ କରିବାକୁ ପଡିବ ସୁଭଦ୍ରା କାମ ଫର୍ମ ବଣ୍ଟନ
Просмотров 17 тыс.2 месяца назад
Anganwadi ଦିଦିଙ୍କୁ କରିବାକୁ ପଡିବ ସୁଭଦ୍ରା କାମ ଫର୍ମ ବଣ୍ଟନ
Anganwadi didi ଙ୍କୁ ଲୋକମାନେ ମେସିନ ଭାବି ଦେଲେଣି,ଦିଅ ନାମକ ସୁଇଚ ମାରିଲେ କାମ ହୋଇଯିବ
Просмотров 23 тыс.2 месяца назад
Anganwadi didi ଙ୍କୁ ଲୋକମାନେ ମେସିନ ଭାବି ଦେଲେଣି,ଦିଅ ନାମକ ସୁଇଚ ମାରିଲେ କାମ ହୋଇଯିବ
Anganwadi ଦିଦିଙ୍କୁ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦେଲେ ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ
Просмотров 16 тыс.2 месяца назад
Anganwadi ଦିଦିଙ୍କୁ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦେଲେ ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ
Anganwadi didi କେମିତି କରିବେ ଅଫଲାଇନରେ blo କାମ
Просмотров 6 тыс.2 месяца назад
Anganwadi didi କେମିତି କରିବେ ଅଫଲାଇନରେ blo କାମ
Anganwadi didi ପାଇବେ ସୁଭଦ୍ରା ଯୋଜନାର ଲାଭ
Просмотров 11 тыс.2 месяца назад
Anganwadi didi ପାଇବେ ସୁଭଦ୍ରା ଯୋଜନାର ଲାଭ
Anganwadi ଦିଦିଙ୍କର ସୁଭଦ୍ରା ଯୋଜନାରେ ଭୁମିକା କଣ
Просмотров 36 тыс.2 месяца назад
Anganwadi ଦିଦିଙ୍କର ସୁଭଦ୍ରା ଯୋଜନାରେ ଭୁମିକା କଣ
Anganwadi ଦିଦିଙ୍କ ମନର ଭାବନାକୁ କିଛିକାଂଶରେ ପରିପ୍ରକାଶ
Просмотров 14 тыс.2 месяца назад
Anganwadi ଦିଦିଙ୍କ ମନର ଭାବନାକୁ କିଛିକାଂଶରେ ପରିପ୍ରକାଶ
Sarkari manyata anganwadi worker ku diajau
Anajli Madam ଦିଦି ମାନଙ୍କୁ କାମ ହିସାବରେ ପଇସା ଦରକାର୍ ସୁଭଦ୍ରା ଟଙ୍କା ନେଲେ ପେଟ ପୁରି ଜୀବନି।। ମୋବାଇଲ୍ ଭାଙ୍ଗି ଗଲାଣି 10 15 ତଟା app download କରିବେ କେମିତି କାହିଁକି ଅତିରିକ୍ତ କାମ ଦିଆ ଯାଉଚି ସେ ବାବଦକୁ ଉଚିତ୍ ପାରିଶ୍ରମିକ ମିଳୁଚି କି??? Mobile ରେ ଇଣ୍ଟର୍ନେଟ୍ ପଇସା କଣ ଏମାନେ ଦରମା ପଇସା ରୁ ଦେବେ କାହିଁକି?? ବଜାର ରେ ଅଣ୍ଡା ର ମୂଲ୍ୟ କେତେ ହେଲାଣି ସରକାର ଦଉଚି କେତେ ଏ ବାବଦ ରେ କିଛି ଧାରଣା ଅଛି କି ନାହିଁ??? December 19 ରେ ତମ ଅଧୀନ ରେ ଥିବା ପିଲା ମାନେ ବି ବିଧାନସଭା ଘେରାଉ କରିବେ କାରଣ ଅସୁବିଧା ସମସ୍ତ ଙ୍କୁ ହଉଚି ତମ ର ଚାକିରି ନାହିଁ ସେଥି ପାଇଁ ଜାଣି ପାରୁନ ।
Ame BMS ra hele madya ama ahi andolan re saamili karibu
କାରଣ ଗୋଟେ କର୍ମୀ ହିଁ ଜାଣିଛି ତାର କଷ୍ଟ କୁ ama project sampurna ଭାବେ ଏହାକୁ ସହଯୋଗ କରିବୁ ବୋଲି କଥା ହେଇଛି kendrapara district ରେ
@@PritijaSwain ଆପଣ ଠିକ୍ କହିଛନ୍ତି ଯିଏ କାମ କରୁଚି ସେ ହିଁ ଜାଣିଚି କାମ କେମିତି ହଉଚି ଅତ୍ୟଧିକ କାମ କୁ ପଇସା ତା ତୁଳନା ରେ କିଛି ନୁହଁ।।
ଦରମା ଏବଂ smp ର ମୂଲ୍ୟ ବଢ଼ା ଯାଉ
Right
Dide asarkar deba nahe micho kotha kohuchonte. Kale deba kohela ageau gota kotha kohuchonte
A kn amar salary darkar tu kahuthilu para sarakar asile badhiba koude gale
ଦିଦି ଆମର ଉଠିଛି କହିଲେ କିନ୍ତୁ ପୁଣି କହୁଛନ୍ତି ଖାତା ସଚଳ କର କହିକି ମେସେଜ୍ ଛାଡୁଛନ୍ତି । ଆମକୁ ସୁଭଦ୍ରା ଟଙ୍କା ଦରକାର ନାହିଁ । ଆମକୁ ଆମ ପରିଶ୍ରମ ର ମୁଲ ଦିଅନ୍ତୁ ।ଆଉ snp ଦର ବଢାନ୍ତୁ ଦିଦି ।
Apa mu sangha re join kariba ku chahunchhi
Salary increase kale Sina heba
Mu Sangha re join heba pain chahunchhi
@@SujataNanda-k6i କୋଉ ବ୍ଲକ କେଉଁ ଜିଲ୍ଲା??
Darma+s.n.p.barkar .didi
@@satyendranathmaity6208 yes
ଆମର ଦରକାର ଦରମା ଏବଂ snp ମୂଲ୍ୟ ବୃଦ୍ଧି
Right
Right
ଆମର ଦରମା ବଢିବା ଦରକାର, ଆମର ସୁଭଦ୍ରା ପଇସା ଦରକାର ନାହିଁ ଆପଣ କିଛି ବ୍ୟବସ୍ତା କରନ୍ତୁ ଦିଦି
Hn bhauni
ଗୋଟେ କର୍ମୀ ଜୀବନ ରେ କେତେ କଷ୍ଟ ତ ଆପଣ ଜାଣିଛନ୍ତି ପ୍ଲିଜ ଅପା ଆମକୁ ସାହାଯ୍ୟ କରନ୍ତୁ ଆମେ ଆପଣ ଙ୍କ ଭରସା ରେ ଅଛୁ ଆଉ ଅଞ୍ଜଳି ଅପା ମଧ୍ୟ ଆଉ ଦେଖିବା କୁ ମିଲୁନାହାନ୍ତି କଣ ପାଈଁ 😢
Right bhauni sarkar nka saha alochana chalichi
ଆପଣ ତ ୧୧ ତାରିଖ ରେ ସରକାର ଙ୍କୁ ଭେଟିବେ ବୋଲି କହୁଥିଲେ କଣ ହେଲା ତ ଉପରେ ଗୋଟେ video କରନ୍ତୁ ଏମିତି ଅଯଥା କଥା କି ନେଇ video କରନ୍ତୁ ନାହିଁ। ସରକାର ଙ୍କ ସହ ଆଲୋଚନା କରନ୍ତୁ ପ୍ଲିଜ
@@PritijaSwain ଆଲୋଚନା ହୋଇଛି ଭଉଣୀ ସବୁ ପୋଜିଟିଭ ଅଛି ଅପେକ୍ଷା କରନ୍ତୁ🙏🙏
Right
ଆମ aww ମାନଙ୍କର ସୁଭଦ୍ରା ପଇସା ଦରକାର ନାହିଁ। ଆମକୁ କାମ ଅନୁସାରେ ଦରମା ଦିଆଯାଉ ଆଣ୍ଡ snp ମୂଲ୍ୟ ବୃଦ୍ଧି ହେଉ। ଆପଣ କହିବା ଅନୁସାରେ ଆମେ ପ୍ରତି ବ୍ଲକ୍ ରେ cdpo ମାନଙ୍କୁ letter ଦେଲୁ କିନ୍ତୁ କଣ ହେଲା
@@PritijaSwain right bhauni
@@PritijaSwain ଅସୁବିଧା ଜଣାଇବା ଆମ କାମ ଭଉଣୀ
@@PritijaSwain ଜୋରଦାର ଆନ୍ଦୋଳନ ଦରକାର୍, ସରକାର କୁ ଦାବି ଜଣାଅ କୋଉ cdpo କି କଲେକ୍ଟର କୁ କୁହନି, ଏମାନେ ସବୁ ସରକାରି ଚାକିରିଆ ac ରେ ବସିଲେ ଅର୍ଡର୍ ଦେଲେ ଖଟିଲ ତମେ ତାଙ୍କର କଣ ଯାଉଚି
Didi amara subhadra darkar nahi. Amara darama darkar adhika
Yes
@@sambitsagarsahoo3662 Right
କାହାର କୁ ମନ୍ତ୍ରଣା ରେ ପଡନ୍ତୁ ନାହିଁ,, ଭଙ୍ଗା ମୋବାଇଲ୍ ରେ କାମ କରନ୍ତୁ ଡାଟା ଏଣ୍ଟ୍ରି କାମ କରନ୍ତୁ jouta କି ସରକାରୀ ଚାକିରିଆ ମାନେ କରନ୍ତି, recharge ପାଇଁ ପଇସା ନାହିଁ 😂😂😂😂 କିନ୍ତୁ କାହା କୁ ମନ୍ତ୍ରଣା ରେ ପଡନ୍ତୁ ନାହିଁ 😅😅।। ଦିଦି ମାନେ କେତେ କଷ୍ଟ ରେ କାମ କରୁଛନ୍ତି ସେମାନେ ଜାଣିଛନ୍ତି ତମର କଣ ଅଛି ତମକୁ ତ ଚାକିରି ରୁ ବାହାର କରି ଦେଇଛନ୍ତି, ତମେ କଣ janucha କାମ କଣ ହଉଚି AW center ରେ।। ମଝିରେ ମଝିରେ ଏମିତି ଆସ ଦିଦି ମାନଙ୍କୁ ଭୁଆଁ ବୁଲେଇକି ଭାଷଣ ଦେଇ ଚାଲି ଯାଅ।। ଆଉ ଏ ଯାଉ you tube channel ଯାହାର ତାଙ୍କୁ କହି ଦଉଚି ତମର ଯଦି ଲୋକ ମାନଙ୍କର comment ପଢ଼ିବାର ସାହାସ ନାହିଁ ତେବେ ତମ channel ବନ୍ଦ କର , channel ରେ ଲୋକ ମାନଙ୍କ openion ଦେଖା ଯାଏ comment section ବନ୍ଦ କରା ଯାଏନି 😂😂
Dosi ku dandadiajau
ବହୁତ ଦୁଃଖଦ ଖବର। ସମ୍ପର୍କିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଓମ୍ ଶାନ୍ତି।
ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ। ନିଜ କାମ ସୁଚାରୁରୂପେ ନିର୍ବାହ କରନ୍ତୁ।କାହ ଉପରେ ଦୋଷାରୋପ କରୁଛନ୍ତି। ନିଜ କୁ ନିଜେ ପଚାରନ୍ତୁ। ଉତ୍ତର ଆପେ ଆପେ ପାଇଁ ଯିବେ ।ଜୟ ହିନ୍ଦ୍।
Sarkar ta michha kahuchhe
Kalam chhad Andulana Kariba
Right didi
Salary kebe badhiba
Sabuta karucha comment ku kahiki lock karicha Kebala BMS niswartha para
Option lock hoijithila,janiparu na thili so sorry 🙏
Anganwadi didi nko gote dabi salary badha jau ,jehetu kama bi badhichhi ,seithi pain didi mane songhaton ku hin kahibe
Ayita thik, salary badhibo
Kebe badbha ho Di Di
Right didi
Election purbaru gote katha kahuthila ebe olata katha kahucha se sangathana leader thik kahuchanti je tama kathabarta thik nanhi .Han se jadi rally kariki kichhi karuchanti ta tama deha kanhiki jaluchi jadi aww manaka bhala chanhucha tanku rally karibaku dia
ଯୋଡ଼ା କୁ ନୁହେଁ ଘୋଡା ସରି. ତେଣୁ ସମସ୍ତେ ଏକ ହୋଇ ରହିବା ଦର୍କାର. ସମସ୍ତେ ଏକ ହୋଇ ଲଢ଼ିଲେ ନିଶ୍ଚୟ ଅସମ୍ଭବ ବି ସମ୍ଭବ ହେବ. ଜୟ ଜଗନ୍ନାଥ 🙏
Sabu bele semiti didi
Right tiching didi
🙏🙏🙏🙏
Salary kebe badhiba
Right didi
ଦିଦି ଆପଣ ଧନ୍ୟବାଦ
😂😂😂😂😂😂
ଏବେ BMC ନିଷ୍କ୍ରିୟ ହୋଇ ଯାଇଛି, ଏହି Channel ରେ ନୃଆ ଭିଡିଓରେ comments Off ଅଛି, କୌଣସି ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣାଯାଉ ନାହିଁ, ସଙ୍ଘର ଉଦ୍ଦେଶ୍ୟ କ'ଣ ଜଣାପଡୁ ନାହିଁ !!!
Jeneral man ku b promotion deia hau
Promotion re general b promotion hebe
25yera jau aganwadi didi ra kama hae gala tanku promotion deia hau
2021 ru promotion hoini sethipayin charcha hoichi sarakar nka sahito
@empowermentofladies tq
Anya mane khaiki basigale.
Kahuchha Vala. Kichhi ta Kara.kathare kahile kichhi hebani.
Tama upare ame varasa karichhu.
Semane paisa khai basigale. Tame kichhi kara
Mohan sir sabu sunuchhanti.ame chala jiba.
Tame bi kichhi karunahan.
Anjali apa a sabu kon chalichhi.egg ra dam ate kama kisori anda samaste pagala hoijiba.
Didi,CM sir nirbachana purbaru ek mediare kahithile anganawadiworker kahaiki regular hebeni.Nabin babu kebala ketejanaku outsourcingkarmacharinku regular Kari dele.Abe regular tarantula.
Aww or awh dono k liye sahi insaf kare her kaam m dono sath karte h pese kyun aadha milta hai Bjd ne insaf nhi ki Bjp ko ummid ki h insaf ki
Hele labha kn ete kama Kari ki saleri Kam .sarkar kn jani paru nahnanti .
Didi Darma kana kahiba rally jaldi Kara
Bms bjp agent