- Видео 114
- Просмотров 1 104 352
Odia Boy RJ
Индия
Добавлен 8 сен 2023
ସାରା ବିଶ୍ବ ହେଉଛି ଗୋଟେ ବହି ...... ଯେଉଁ ମାନେ ପରିଭ୍ରମଣ କରନ୍ତି ନାହିଁ ସେମାନେ କେବଳ ଉପର ମଲାଟ ହିଁ ପଢନ୍ତି
ସମସ୍ତଙ୍କ ସହ ମିଶିବାକୁ ଭଲ ପାଏ । ଆପଣ ମାନଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ଥାଉ ।
ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ ।

LASER SHOW !! Amezing View !! Ramlingeswar Park !! Barampur !! Ganjam @OdiaBoyRJ
LASER SHOW !! Amezing View !! Ramlingeswar Park !! Barampur !! Ganjam
#ramlingeswarpark #ganjmapicnicsppot #barampur #lasershow
Pentasys Computer Picnic Party 🎉 ! Chilika view ! Ramlingeswar Park ! ମନ ପୁରା ଖୁସି !
ଚିଲିକା ର ଦୃଶ୍ୟ ଦେଖିଲୁ ,ନାରାୟଣୀ ମନ୍ଦିର ,ମହୁରୀ କାଳିଆ , ରାମଲିଙ୍ଗେଶ୍ୱର ପାର୍କ ବୁଲିଲୁ । ବହୁତ୍ ମଜା ହେଲା
#ganjam #ramlingeswarpark #chilikalake #narayani
#Balasore #imamijagannathtemple #picnicspotbalasore #khirachoragopinath #baladebjiew #raghunathjiew
ମହାଦେବ ଙ୍କ ଦର୍ଶନ କଲୁ । ଜୟ ଶିବ ଶମ୍ଭୁ
ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ
#sabhamandapjatra #panchudola #hariharveta #dolapurnima
#jagara #mahasivratri
#sivabhajan #amareswartemple
#tulasipur #mandira #pratistha #maadurga #pranapratishtha #rammandir #ma...

Просмотров: 93
Видео
Pentasys Computer Picnic Party 🎉 ! Chilika view ! Ramlingeswar Park ! ମନ ପୁରା ଖୁସି ! @OdiaBoyRJ
Просмотров 564Месяц назад
Pentasys Computer Picnic Party 🎉 ! Chilika view ! Ramlingeswar Park ! ମନ ପୁରା ଖୁସି ! ଚିଲିକା ର ଦୃଶ୍ୟ ଦେଖିଲୁ ,ନାରାୟଣୀ ମନ୍ଦିର ,ମହୁରୀ କାଳିଆ , ରାମଲିଙ୍ଗେଶ୍ୱର ପାର୍କ ବୁଲିଲୁ । ବହୁତ୍ ମଜା ହେଲା #ganjam #ramlingeswarpark #chilikalake #narayani #Balasore #imamijagannathtemple #picnicspotbalasore #khirachoragopinath #baladebjiew #raghunathjiew ମହାଦେବ ଙ୍କ ଦର୍ଶନ କଲୁ । ଜୟ ଶିବ ଶମ୍ଭୁ ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ #sabha...
ପଞ୍ଚଲିଙ୍ଗେଶ୍ଵର ବୁଲିଲୁ ,ବହୁତ୍ ଭଲ ଦର୍ଶନ ହେଲା । ବାଲେଶ୍ଵର Picnic party !! ୨୪/୧୧ /୨୦୨୪
Просмотров 3672 месяца назад
ପଞ୍ଚଲିଙ୍ଗେଶ୍ଵର ବୁଲିଲୁ ,ବହୁତ୍ ଭଲ ଦର୍ଶନ ହେଲା । ବାଲେଶ୍ଵର Picnic party !! ୨୪/୧୧ /୨୦୨୪ Imami Jagannath temple କ୍ଷୀରଚୋରା ଗୋପୀନାଥ ମନ୍ଦିର ବୁଲିଲୁ ବହୁତ୍ ମଜା ଲାଗିଲା #Balasore #imamijagannathtemple #picnicspotbalasore #khirachoragopinath #baladebjiew #raghunathjiew ମହାଦେବ ଙ୍କ ଦର୍ଶନ କଲୁ । ଜୟ ଶିବ ଶମ୍ଭୁ ଜୟ ଜଗନ୍ନାଥ। ଜୟ ଶ୍ରୀ ରାମ #sabhamandapjatra #panchudola #hariharveta #dolapurnima #jagara #mahasivratri #siva...
ଏବର୍ଷ ଦୀପାବଳୀ ରେ ଅନାଥ ଆଶ୍ରମ ପିଲା ଙ୍କ ସହ ମିଶି ବହୁତ୍ ଖୁସି ଲାଗିଲା ! ଆପଣଙ୍କ ସହଯୋଗ ଓ ଆଶିର୍ବାଦ ସବୁବେଳେ ଥାଉ
Просмотров 5153 месяца назад
ସମସ୍ତଙ୍କୁ ଶୁଭ ଦିପାବଳୀ । ଆଜି ସକାଳୁ ଅନାଥ ଆଶ୍ରମ ପିଲାଙ୍କ ସହ ଖେଳିଲୁ, ଖାଇଲୁ , ବହୁତ୍ ମଜା କଲୁ । ଖୁସି ଲାଗିଲା । ଏସବୁ ଶ୍ରେୟ ଆପଣମାନଙ୍କୁ,ମତେ ଏ କାମ ରେ ସାହାର୍ଯ୍ୟ କରିଥିବା ଭାଇ ଭଉଣୀ ମାନଙ୍କୁ । #Diwalicelebration #anathaashram #happy moment #love #Diwalilight #leagerlight #lichulight #Cuttack #Diwali decoration ଏମିତି ସହଯୋଗ କରନ୍ତୁ ।ଆପଣ ମାନଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଥାଉ। ଜୟ ଜଗନ୍ନାଥ ଜୟ ଶ୍ରୀ ରାମ #cuttackvmart #jayas...
ଦୀପାବଳୀ ପାଇଁ ଅନୁରୋଧ !! ଅନାଥ ଆଶ୍ରମ ପିଲାଙ୍କ ସହ ଦୀପାବଳୀ ପାଳନ ।
Просмотров 3783 месяца назад
ଜୟ ଜଗନ୍ନାଥ ମହାପ୍ରଭୁ ଯେଉଁ ମାନେ ଆମ ସହ ଦୀପାବଳୀ ଦିନ ଅନାଥ ଆଶ୍ରମ ପିଲା ଙ୍କ ପାଖକୁ ଯିବାକୁ ଇଚ୍ଛୁକ ଦୟାକରି comment ରେ ଲେଖି ଜଣେଇବେ । ପୁରୁଣା ଭିଡିଓ - ruclips.net/video/n9YfcJ4wJyY/видео.htmlsi=gMT3zlGmbT5-MS30
ଆମ ଅଞ୍ଚଳର ସବୁଠୁ ବଡ଼ ଯାତ୍ରା । ହରିହର ମେଳଣ ଓ ଯାତ । ଦୋଳପୂର୍ଣ୍ଣିମା,ହୋଲି ।
Просмотров 44310 месяцев назад
ଆମ ଅଞ୍ଚଳର ସବୁଠୁ ବଡ଼ ଯାତ୍ରା । ହରିହର ମେଳଣ ଓ ଯାତ । ଦୋଳପୂର୍ଣ୍ଣିମା,ହୋଲି ।
ଆମ ଗାଁରେ ଦୋଳପୂର୍ଣ୍ଣିମା ପାଳନ । ହରି-ହର ମେଳଣ । ଚାରି ଦୋଳ । ହୋଲି ପର୍ବ । ତୁଳସୀପୁର, ସଭାମଣ୍ଡପ ଯାତ ।
Просмотров 19710 месяцев назад
ଆମ ଗାଁରେ ଦୋଳପୂର୍ଣ୍ଣିମା ପାଳନ । ହରି-ହର ମେଳଣ । ଚାରି ଦୋଳ । ହୋଲି ପର୍ବ । ତୁଳସୀପୁର, ସଭାମଣ୍ଡପ ଯାତ ।
ଏ ବର୍ଷ ଜାଗର ଓଷା କଲୁ । ଆମ ଗାଁ ରେ ମହାଦୀପ ଉଠେଇଲୁ । ମହାଦେବ ଙ୍କ ଦର୍ଶନ କଲୁ । ଜୟ ଶିବ ଶମ୍ଭୁ ।
Просмотров 12810 месяцев назад
ଏ ବର୍ଷ ଜାଗର ଓଷା କଲୁ । ଆମ ଗାଁ ରେ ମହାଦୀପ ଉଠେଇଲୁ । ମହାଦେବ ଙ୍କ ଦର୍ଶନ କଲୁ । ଜୟ ଶିବ ଶମ୍ଭୁ ।
ନିଆଳି ମାଧବ ମନ୍ଦିରରେ ମାଧବ ଏକାଦଶୀ ପାଳନ । ବିରାଟ ଯାତ୍ରା ଅନୁଷ୍ଠିତ ହୋଇଛି। ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ।
Просмотров 13811 месяцев назад
ନିଆଳି ମାଧବ ମନ୍ଦିରରେ ମାଧବ ଏକାଦଶୀ ପାଳନ । ବିରାଟ ଯାତ୍ରା ଅନୁଷ୍ଠିତ ହୋଇଛି। ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ।
ତୁଳସୀପୁର ଗାଁ ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ।
Просмотров 12411 месяцев назад
ତୁଳସୀପୁର ଗାଁ ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ।
ଆଜି ପୂରଣ ହେଲା ୧୦,୦୦୦ Subscriber । ଏ ସବୁ ଭଗବାନଙ୍କ କୃପାରୁ ସମ୍ଭବ ହେଇଛି । ଜୟ ଜଗନ୍ନାଥ 🙏 Let's Celebrate
Просмотров 15911 месяцев назад
ଆଜି ପୂରଣ ହେଲା ୧୦,୦୦୦ Subscriber । ଏ ସବୁ ଭଗବାନଙ୍କ କୃପାରୁ ସମ୍ଭବ ହେଇଛି । ଜୟ ଜଗନ୍ନାଥ 🙏 Let's Celebrate
ଆମ ଗାଁ ତୁଳସୀପୁର ମା ଦୁର୍ଗା ଙ୍କ ମନ୍ଦିର ପ୍ରତିଷ୍ଠା । ପୂର୍ବ ପ୍ରସ୍ତୁତି ଚାଲିଛି ।
Просмотров 16811 месяцев назад
ଆମ ଗାଁ ତୁଳସୀପୁର ମା ଦୁର୍ଗା ଙ୍କ ମନ୍ଦିର ପ୍ରତିଷ୍ଠା । ପୂର୍ବ ପ୍ରସ୍ତୁତି ଚାଲିଛି ।
ନୟାଗଡ଼ ଜିଲ୍ଲାର ସୁନାମୁହିଁ ଡ୍ୟାମ୍ । ପାହାଡ଼ ର ସୁନ୍ଦର୍ ଦୃଶ୍ୟ ସହିତ ପାର୍କ ରେ ବୁଲିବାର ମଜା । ଖଣ୍ଡପଡ଼ା ବ୍ଲକ୍
Просмотров 276Год назад
ନୟାଗଡ଼ ଜିଲ୍ଲାର ସୁନାମୁହିଁ ଡ୍ୟାମ୍ । ପାହାଡ଼ ର ସୁନ୍ଦର୍ ଦୃଶ୍ୟ ସହିତ ପାର୍କ ରେ ବୁଲିବାର ମଜା । ଖଣ୍ଡପଡ଼ା ବ୍ଲକ୍
ଫତେଗଡ ଶ୍ରୀ ରାମ ମନ୍ଦିର 🙏🙏 ଦ୍ବିତୀୟ ଅଯୋଧ୍ୟା । ୧୮୦୦ ଫୁଟ୍ ଉପରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ନୟାଗଡ଼ ଜିଲ୍ଲା ।
Просмотров 449Год назад
ଫତେଗଡ ଶ୍ରୀ ରାମ ମନ୍ଦିର 🙏🙏 ଦ୍ବିତୀୟ ଅଯୋଧ୍ୟା । ୧୮୦୦ ଫୁଟ୍ ଉପରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ନୟାଗଡ଼ ଜିଲ୍ଲା ।
ସୁନ୍ଦର ପ୍ରାକତିକ ଦୃଶ୍ୟ ସହିତ ମୂର୍ତ୍ତି କଳା ର ମଜା ,ଆପଣଙ୍କୁ ପସନ୍ଦ ଆସିବ । ନୟାଗଡ଼ ଜିଲ୍ଲା, ମର୍ଦ୍ଦରାଜପୁର ।
Просмотров 509Год назад
ସୁନ୍ଦର ପ୍ରାକତିକ ଦୃଶ୍ୟ ସହିତ ମୂର୍ତ୍ତି କଳା ର ମଜା ,ଆପଣଙ୍କୁ ପସନ୍ଦ ଆସିବ । ନୟାଗଡ଼ ଜିଲ୍ଲା, ମର୍ଦ୍ଦରାଜପୁର ।
ଏବେ ଏମିତି ଦିଶୁଛି ଆମ ଶ୍ରୀମନ୍ଦିର 😲। ଆସନ୍ତୁ ଆମେ ବି ମନ୍ଦିର ପରିକ୍ରମା କରିବା । ଜୟ ଜଗନ୍ନାଥ 🙏🙏
Просмотров 3 тыс.Год назад
ଏବେ ଏମିତି ଦିଶୁଛି ଆମ ଶ୍ରୀମନ୍ଦିର 😲। ଆସନ୍ତୁ ଆମେ ବି ମନ୍ଦିର ପରିକ୍ରମା କରିବା । ଜୟ ଜଗନ୍ନାଥ 🙏🙏
ମକର ସଂକ୍ରାନ୍ତି ରେ ଗୁଡ଼ି ଉଡେଇଲୁ ! ମଜା ଲାଗିଲା,ହେଲେ ଗୁଡି ଉଡ଼ିଲାନି। ଓଡିଆ ପର୍ବ @OdiaBoyRJ
Просмотров 246Год назад
ମକର ସଂକ୍ରାନ୍ତି ରେ ଗୁଡ଼ି ଉଡେଇଲୁ ! ମଜା ଲାଗିଲା,ହେଲେ ଗୁଡି ଉଡ଼ିଲାନି। ଓଡିଆ ପର୍ବ @OdiaBoyRJ
ପିଲାମାନଙ୍କ ସହ ବୁଲିବାରେ ବହୁତ୍ ମଜା ଲାଗିଲା। ବସ୍ ରେ ନାଚ ବି ହେଲା ସମସ୍ତେ ଆଜି ଖୁସି ।
Просмотров 540Год назад
ପିଲାମାନଙ୍କ ସହ ବୁଲିବାରେ ବହୁତ୍ ମଜା ଲାଗିଲା। ବସ୍ ରେ ନାଚ ବି ହେଲା ସମସ୍ତେ ଆଜି ଖୁସି ।
ରବିବାର ସାଙ୍ଗ ମାନଙ୍କ ସହ ମିଶି ମଜା କଲୁ । ମାଙ୍କଡ ନେଇଗଲା ଭୋଜି ଜିନିଷ । ଭିଡିଓ ଦେଖନ୍ତୁ ବହୁତ୍ ମଜା ଲାଗିବ ।
Просмотров 431Год назад
ରବିବାର ସାଙ୍ଗ ମାନଙ୍କ ସହ ମିଶି ମଜା କଲୁ । ମାଙ୍କଡ ନେଇଗଲା ଭୋଜି ଜିନିଷ । ଭିଡିଓ ଦେଖନ୍ତୁ ବହୁତ୍ ମଜା ଲାଗିବ ।
Finally ଗୁଗଲ୍ ପିନ୍ ଆସିଲା । ଏବେ ଆକାଉଣ୍ଟ କୁ ଆସିବା ପଇସା । ବହୁତ୍ ଦିନ ର ସ୍ଵପ୍ନ ପୂରଣ ହେଲା । ଜୟ ଜଗନ୍ନାଥ ।
Просмотров 195Год назад
Finally ଗୁଗଲ୍ ପିନ୍ ଆସିଲା । ଏବେ ଆକାଉଣ୍ଟ କୁ ଆସିବା ପଇସା । ବହୁତ୍ ଦିନ ର ସ୍ଵପ୍ନ ପୂରଣ ହେଲା । ଜୟ ଜଗନ୍ନାଥ ।
ଆମ କଲେଜରେ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା । ବହୁତ୍ ଖୁସି ଲାଗିଲା ଆଜି । କୋଣାର୍କ ଭଗବତୀ କଲେଜ । କଲେଜ ମସ୍ତି
Просмотров 201Год назад
ଆମ କଲେଜରେ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା । ବହୁତ୍ ଖୁସି ଲାଗିଲା ଆଜି । କୋଣାର୍କ ଭଗବତୀ କଲେଜ । କଲେଜ ମସ୍ତି
ଆଜି ପ୍ରଥମାଷ୍ଟମୀ ରେ ଆସନ୍ତୁ ଜଗନ୍ନାଥଙ୍କ ମାମୁଁଘର ବୁଲିବା । ନିଆଳି - ମାଧବ ମନ୍ଦିର । ପ୍ରଥମାଷ୍ଟମୀ ଭାର ଗଲା ପୁରୀ
Просмотров 1,7 тыс.Год назад
ଆଜି ପ୍ରଥମାଷ୍ଟମୀ ରେ ଆସନ୍ତୁ ଜଗନ୍ନାଥଙ୍କ ମାମୁଁଘର ବୁଲିବା । ନିଆଳି - ମାଧବ ମନ୍ଦିର । ପ୍ରଥମାଷ୍ଟମୀ ଭାର ଗଲା ପୁରୀ
ଅନ୍ତର୍ଜାତୀୟ ବାଲୁକା ମେଳା - କୋଣାର୍କ । କୋଣାର୍କ ମେଳା ବୁଲିଲୁ । ବହୁତ୍ ମଜା ଲାଗିଲା । ମୋ ଫୋନ୍ 😭🥲🥲
Просмотров 465Год назад
ଅନ୍ତର୍ଜାତୀୟ ବାଲୁକା ମେଳା - କୋଣାର୍କ । କୋଣାର୍କ ମେଳା ବୁଲିଲୁ । ବହୁତ୍ ମଜା ଲାଗିଲା । ମୋ ଫୋନ୍ 😭🥲🥲
ଗୋଟେ କିଣିଲେ ଦୁଇଟା ଫ୍ରି । ଫ୍ୟାସନ୍ ଫ୍ୟାକ୍ଟ୍ରି କଟକ । ବହୁତ୍ ଭଲ ହୋଇଛି । ପୂଜା shopping ପାଇଁ ଭଲ ଜାଗା ।
Просмотров 3,1 тыс.Год назад
ଗୋଟେ କିଣିଲେ ଦୁଇଟା ଫ୍ରି । ଫ୍ୟାସନ୍ ଫ୍ୟାକ୍ଟ୍ରି କଟକ । ବହୁତ୍ ଭଲ ହୋଇଛି । ପୂଜା shopping ପାଇଁ ଭଲ ଜାଗା ।
ବାଲିଯାତ୍ରା ର ସବୁଠୁ ବଡ଼ ଠକାମୀ । ମାଛ ଆକ୍ୱରିଅମ୍ ନାଁ ରେ ଠକେଇ ।୧୫୦ ଟଙ୍କା ର ଟିକେଟ ...ହେଲେ କିଛି ନାଇଁ
Просмотров 29 тыс.Год назад
ବାଲିଯାତ୍ରା ର ସବୁଠୁ ବଡ଼ ଠକାମୀ । ମାଛ ଆକ୍ୱରିଅମ୍ ନାଁ ରେ ଠକେଇ ।୧୫୦ ଟଙ୍କା ର ଟିକେଟ ...ହେଲେ କିଛି ନାଇଁ
ବାଲିଯାତ୍ରା ର ଦ୍ଵିତୀୟ ଦିନ ବୁଲିଲୁ । ମାଛ ଆକ୍ୱରିଅମ୍ ବୁଲି ମନ ଦୁଃଖ ହେଲା😭🥲🥲 । ବାଲିଯାତ୍ରା ୨୦୨୩ ।
Просмотров 18 тыс.Год назад
ବାଲିଯାତ୍ରା ର ଦ୍ଵିତୀୟ ଦିନ ବୁଲିଲୁ । ମାଛ ଆକ୍ୱରିଅମ୍ ବୁଲି ମନ ଦୁଃ ହେଲା😭🥲🥲 । ବାଲିଯାତ୍ରା ୨୦୨୩ ।
ଏ ବର୍ଷ କଟକ ବାଲିଯାତ୍ରା ୨୦୨୩ । ପ୍ରଥମ ଦିନ । ବାଲିଯାତ୍ରା ଆରମ୍ଭ, ପ୍ରଥମ ଦିନରେ ଏତେ ଭିଡ଼ ନଥିଲା । Balijtra2023
Просмотров 3,3 тыс.Год назад
ଏ ବର୍ଷ କଟକ ବାଲିଯାତ୍ରା ୨୦୨୩ । ପ୍ରଥମ ଦିନ । ବାଲିଯାତ୍ରା ଆରମ୍ଭ, ପ୍ରଥମ ଦିନରେ ଏତେ ଭିଡ଼ ନଥିଲା । Balijtra2023
ପବିତ୍ର ଅଁଳା ନବମୀ ରେ ଆମ ଗାଁ ରେ ଅଁଳା ଗଛ ପୂଜା । ସୁନ୍ଦର ଭକ୍ତିମୟ ପରିବେଶ । ତୁଳସୀପୁର ।
Просмотров 412Год назад
ପବିତ୍ର ଅଁଳା ନବମୀ ରେ ଆମ ଗାଁ ରେ ଅଁଳା ଗଛ ପୂଜା । ସୁନ୍ଦର ଭକ୍ତିମୟ ପରିବେଶ । ତୁଳସୀପୁର ।
କଟକ ରେ ନୂଆ କସ୍ମୋ ବଜାର । ବହୁତ୍ ଭଲ collection ଅଛି। ସମସ୍ତ ପ୍ରକାର ପୋଷାକ ମିଳିବ ଭଲ ଦାମ ରେ ।
Просмотров 3,7 тыс.Год назад
କଟକ ରେ ନୂଆ କସ୍ମୋ ବଜାର । ବହୁତ୍ ଭଲ collection ଅଛି। ସମସ୍ତ ପ୍ରକାର ପୋଷାକ ମିଳିବ ଭଲ ଦାମ ରେ ।
ଚାରିଛକ ପୋଡ଼ପୋଡ଼ା କାଳୀ ଭସାଣୀ ଉତ୍ସବ। ଦୀପାବଳୀ ଅମାବାସ୍ୟା । ପ୍ରସିଦ୍ଧ ଉତ୍ସବ । ଜୟ ମା କାଳୀ ।
Просмотров 218Год назад