JP Odia
JP Odia
  • Видео 110
  • Просмотров 268 916

Видео

ସତ୍ୟ କଣ ! Sanatani Karma Hi Dharma ! JP Odia.
Просмотров 79012 часов назад
ସତ୍ୟ କଣ ! Sanatani Karma Hi Dharma ! JP Odia. About this video: Reply to Odia film suporter karma hi Dharma. Your Queries: Odisha News Odia movie Sanatani Karma Hi Dharma Conversion #sanatani #christian #conversion #odishanews #jpodia
ଉଚିତ୍ ଜବାବ୍ ଦେଖନ୍ତୁ || Sanatani Karma Hi Dharma || JP Odia.
Просмотров 6 тыс.2 часа назад
ଉଚିତ୍ ଜବାବ୍ ଦେଖନ୍ତୁ || Sanatani Karma Hi Dharma || JP Odia. About this video: Sanatani Karma Hi Dharma odia movie reply. Your Queries: Sanatani Karma Hi Dharma Odia movie Reply video #sanatani #odia #odiamovie #jpodia
ଖ୍ରୀଷ୍ଟିଆନ୍ ମାନଙ୍କର ପାଇଁ ଖୁସୀର ଖବର || Supreme court took big decision || JP Odia.
Просмотров 1,3 тыс.4 часа назад
ଖ୍ରୀଷ୍ଟିଆନ୍ ମାନଙ୍କର ପାଇଁ ଖୁସୀର ଖବର || Supreme court took big decision || JP Odia. About this video: Supreme court decision on Secular and socialist. Your Queries: Supreme court Supreme court decision Socialist and secular #supremecourt #supremecourtofindia #jpodia
୪୦୦୦୦ ଟଙ୍କା ଚାଲେଞ୍ଜ କଲେ ! Sanatani - Karma Hi Dharma ! JP Odia.
Просмотров 8 тыс.4 часа назад
୪୦୦୦୦ ଟଙ୍କା ଚାଲେଞ୍ଜ କଲେ ! Sanatani - Karma Hi Dharma ! JP Odia. About this video: Sanatani karma hi Dharma odia movie. Your Queries: Sanatani karma hi Dharma Christian conversion Hindu to Christan Odisha News Odia movie #odiamovie #sanatanikarmahidharma #conversion #jpodia
ଆସିଗଲା ଅସଲି ଓଡିଆ ସିନେମା || Sanatani - Karma Hi Dharma ! JP Odia.
Просмотров 8 тыс.7 часов назад
ଆସିଗଲା ଅସଲି ଓଡିଆ ସିନେମା || Sanatani - Karma Hi Dharma ! JP Odia. About this video: Odisha Christian pastor and Exposed odia movie sanatani karma hi Dharma. Your Queries: Odisha News Odisha Christian News Odisha Pastor News Sanatani karma hi Dharma #Odisha #odia #christiannews_odia #pastor #jpodia
ଓଡ଼ିଶାରେ ପାଷ୍ଟର ଠିଆ ହେଲେ ବାଇବଲ ଉପରେ ! Odisha Pastor News viral || JP Odia.
Просмотров 1,9 тыс.7 часов назад
ଓଡ଼ିଶାରେ ପାଷ୍ଟର ଠିଆ ହେଲେ ବାଇବଲ ଉପରେ ! Odisha Pastor News viral || JP Odia. About this video: Odisha pastor News viral. Your Queries: Odisha Christian News Odia Jesus news Christian news Odia 2024 Odia News #odisha #odia #pastor #viralvideo #jesusnews_odia #christiannews #jpodia
Odisha CM Mohan charan Majhi and president draupadi murmu ! JP Odia.
Просмотров 3,6 тыс.9 часов назад
Odisha CM Mohan charan Majhi and president draupadi murmu ! JP Odia. About this video: Adivasi conversion and Indian president draupadi murmu, odisha CM Mohan charan Majhi. Your Queries: Odisha CM Mohan Charan majhi Indian president Draupadi murmu Adivasi conversion #adivasi #president #cm #mohancharanmajhi #draupadimurmu #conversion #jpodia
Jharkhand Christmas maha Rally 2024.
Просмотров 1,4 тыс.9 часов назад
Jharkhand Christmas maha Rally 2024. About this video: Jharkhand Christmas maha rally 2024. Your Queries: Jharkhand Christmas rally 2024 Jharkhand Christmas rally Christian news today Jesus News odia #jharkhand #ranchi #christmass #rally #jpodia
ବ୍ରେନ୍ ୱାଶ କିଏ କାହାର କରୁଛି ଦେଖନ୍ତୁ || Odia movie || Sanatani - Karma Hi Dharma Trailer.
Просмотров 3,9 тыс.12 часов назад
ବ୍ରେନ୍ ୱାଶ କିଏ କାହାର କରୁଛି ଦେଖନ୍ତୁ || Odia movie || Sanatani - Karma Hi Dharma Trailer. About this video: Missionary work and odia film sanatani karma hi Dharma topic on brain wash. Your Queries: Sanatani karma hi Dharma Odia film Odia letest news Christian missionaries Christian message odia #sanatani_karmahidharma #odia_movie #odiafilm #movie #missionary #christian #jpodia
Odisha Church News || ଯାଜପୁର ଚର୍ଚ୍ଚ ସାମଗ୍ରୀ ଭାଙ୍ଗିଲେ ବିରୋଧୀ || Odisha Christian Church News.
Просмотров 96914 часов назад
Odisha Church News || ଯାଜପୁର ଚର୍ଚ୍ଚ ସାମଗ୍ରୀ ଭାଙ୍ଗିଲେ ବିରୋଧୀ || Odisha Christian Church News. About this video: Jajpur church news. Your Queries: Jajpur church news Odisha church news Jesus News odisha Odia Jesus news Christian church news #churchnews #odisha_church #odianews #jpodia
ହିନ୍ଦୁ ଝିଅ ଯୀଶୁଙ୍କୁ ଦେଖିଲେ, ଅଜି ଦେଖନ୍ତୁ ଏହି ସାକ୍ଷ୍ୟ || Hindu girl appeared to Jesus || JP Odia.
Просмотров 23214 часов назад
ହିନ୍ଦୁ ଝିଅ ଯୀଶୁଙ୍କୁ ଦେଖିଲେ, ଅଜି ଦେଖନ୍ତୁ ଏହି ସାକ୍ଷ୍ୟ || Hindu girl appeared to Jesus || JP Odia. About this video: Hindu girl appeared to Jesus, living testimony. Your Queries: Christian testimony Jesus testimony Hindu girl appeared Jesus Odia Christian news #christian_testimony_hindi #christian_news_odia #jpodia
Odia Movie Sanatani karma hi Dharma and truth about Christian Conversion Exposed !
Просмотров 1,9 тыс.16 часов назад
Odia Movie Sanatani karma hi Dharma and truth about Christian Conversion Exposed ! About this video: Now a days odia movie sanatani karma hi Dharma and truth about Christian Conversion fully Exposed by Khan sir and Ojha sir and some statement given by JP Odia Channel. Your Queries: Odia movie Sanatani karma hi Dharma Exposed odia movie Christian conversion Christianity #odiamovie #sanatani_karm...
Odisha Movie and truth about Christian conversion Pm speech on Missionary ! JP Odia.
Просмотров 2,8 тыс.19 часов назад
Odisha Movie and truth about Christian conversion Pm speech on Missionary ! JP Odia. About this video: Odisha movie on Christian conversion and pm narendra modi speech on Missionary contribution in india reply to anti Christian. Your Queries: Odisha movie Laba hansda Social talk Pm narendra modi Missionary Christian conversion JP Odia #labahansda #socialtalk #pmmodi #missionary #conversion #odi...
ଏଥର ବଜରଙ୍ଗ ଦଳ ଉପରେ ଆକ୍ରମଣ କଲେ ଖ୍ରୀଷ୍ଟିଆନ୍ || Chattisgarh Durg Christian News || JP Odia.
Просмотров 39519 часов назад
ଏଥର ବଜରଙ୍ଗ ଦଳ ଉପରେ ଆକ୍ରମଣ କଲେ ଖ୍ରୀଷ୍ଟିଆନ୍ || Chattisgarh Durg Christian News || JP Odia. About this video: Chattisgarh durg Christian News. Your Queries: Chattisgarh News today Durg news today Jesus News odia Christian news odia Bajrang dal news #chattisgarhnews #durgnews #jesusnews_odia #bajrangdal_news #jpodia
Apostle Vinod Kumar Challenged to Every political leader, Hindus and Government in India | JP Odia.
Просмотров 69521 час назад
Apostle Vinod Kumar Challenged to Every political leader, Hindus and Government in India | JP Odia.
ବ୍ରାହ୍ମଣ ପରିବାରରୁ ଯୀଶୁଙ୍କୁ ବିଶ୍ଵାସ କଲେ || କଣ ସବୁ ସାମ୍ନା କରିବାକୁ ପଡ଼ିଲା || Christian Testimony Odia.
Просмотров 20 тыс.День назад
ବ୍ରାହ୍ମଣ ପରିବାରରୁ ଯୀଶୁଙ୍କୁ ବିଶ୍ଵାସ କଲେ || କଣ ସବୁ ସାମ୍ନା କରିବାକୁ ପଡ଼ିଲା || Christian Testimony Odia.
Reply to Correcting spiritually which points on my Personal life || JP Odia.
Просмотров 3,2 тыс.День назад
Reply to Correcting spiritually which points on my Personal life || JP Odia.
AI Jesus in Church || ଚର୍ଚ୍ଚ ରେ Ai ଯୀଶୁ || JP Odia.
Просмотров 211День назад
AI Jesus in Church || ଚର୍ଚ୍ଚ ରେ Ai ଯୀଶୁ || JP Odia.
PM narendra modi speech Regarding Christmas 🎄 2024 || JP Odia.
Просмотров 35 тыс.День назад
PM narendra modi speech Regarding Christmas 🎄 2024 || JP Odia.
ସ୍ଵର୍ଗତଃ କିଶୋର କୁ ନେଇ ଏମିତି କହିବା ଠିକ୍ ନୁହେଁ || Rev kishore Digal.
Просмотров 2 тыс.14 дней назад
ସ୍ଵର୍ଗତଃ କିଶୋର କୁ ନେଇ ଏମିତି କହିବା ଠିକ୍ ନୁହେଁ || Rev kishore Digal.
ପ୍ରଧାମନ୍ତ୍ରୀଙ୍କ ମୁଖରୁ ଶୁଣନ୍ତୁ ହିନ୍ଦୁ ଏକ ଧର୍ମ ନୁହେଁ || Pm Narendra Modi speech hindu is not religion.
Просмотров 36614 дней назад
ପ୍ରଧାମନ୍ତ୍ରୀଙ୍କ ମୁଖରୁ ଶୁଣନ୍ତୁ ହିନ୍ଦୁ ଏକ ଧର୍ମ ନୁହେଁ || Pm Narendra Modi speech hindu is not religion.
ଆଉ ଏକ ଦୁଃଖର ଖବର ସ୍ୱର୍ଗତଃ କିଶୋର ଙ୍କ ଶଶୁର ଆଉ ନାହାଁନ୍ତି || Rev kishore Digal Father in law is no more.
Просмотров 4 тыс.14 дней назад
ଆଉ ଏକ ଦୁଃଖର ଖବର ସ୍ୱର୍ଗତଃ କିଶୋର ଙ୍କ ଶଶୁର ଆଉ ନାହାଁନ୍ତି || Rev kishore Digal Father in law is no more.
କିଶୋର ଆଜ୍ଞା ପୁର୍ବରୁ କହିଥିଲେ ମରିଲା ପରେ ସ୍ୱର୍ଗ ଯିବି, ମରିଲା ପରେ ତାଙ୍କ ସ୍ତ୍ରୀଙ୍କ ମୁଖରୁ ଶୁଣନ୍ତୁ JP Odia
Просмотров 7 тыс.14 дней назад
କିଶୋର ଆଜ୍ଞା ପୁର୍ବରୁ କହିଥିଲେ ମରିଲା ପରେ ସ୍ୱର୍ଗ ଯିବି, ମରିଲା ପରେ ତାଙ୍କ ସ୍ତ୍ରୀଙ୍କ ମୁଖରୁ ଶୁଣନ୍ତୁ JP Odia
Rev kishore Digal Wife told her testimony and Experience with her husband || JP Odia.
Просмотров 20 тыс.14 дней назад
Rev kishore Digal Wife told her testimony and Experience with her husband || JP Odia.
୨୦୨୪ ଖ୍ରୀଷ୍ଟମାସ୍ ଏହି ବିଷୟରେ ଆଗରୁ ସବାଧନ ହେବା || Christmas 2024 || JP Odia.
Просмотров 52714 дней назад
୨୦୨୪ ଖ୍ରୀଷ୍ଟମାସ୍ ଏହି ବିଷୟରେ ଆଗରୁ ସବାଧନ ହେବା || Christmas 2024 || JP Odia.
ହିନ୍ଦୁ ଧର୍ମ କୁ ନେଇ ମିଡ଼ିଆ ରେ କଣ କହିଲେ ଦେଖନ୍ତୁ || JP Odia.
Просмотров 48014 дней назад
ହିନ୍ଦୁ ଧର୍ମ କୁ ନେଇ ମିଡ଼ିଆ ରେ କଣ କହିଲେ ଦେଖନ୍ତୁ || JP Odia.
ଛତିଶଗଡ଼ ରେ ଖ୍ରୀଷ୍ଟିଆନ୍ ବିରୋଧୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଖ୍ରୀଷ୍ଟିଆନ୍ || Chattisgarh Christian News.
Просмотров 17721 день назад
ଛତିଶଗଡ଼ ରେ ଖ୍ରୀଷ୍ଟିଆନ୍ ବିରୋଧୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଖ୍ରୀଷ୍ଟିଆନ୍ || Chattisgarh Christian News.
ଯୀଶୁ ହିଁ ପ୍ରଭୁ ପ୍ରମାଣ ମିଳିଲା || Archaeologist found written Jesus is God || JP Odia.
Просмотров 35721 день назад
ଯୀଶୁ ହିଁ ପ୍ରଭୁ ପ୍ରମାଣ ମିଳିଲା || Archaeologist found written Jesus is God || JP Odia.
REV K C DIGAL || Remembrance and Condolence Meeting Declared by Jeetu lima.
Просмотров 1,8 тыс.21 день назад
REV K C DIGAL || Remembrance and Condolence Meeting Declared by Jeetu lima.

Комментарии

  • @abhimanyudigal3183
    @abhimanyudigal3183 Час назад

    Amen amen amen amen amen

  • @MrKrishnaSabar143
    @MrKrishnaSabar143 3 часа назад

    ଭାଇ jesu 13 ରୁ 30 ବର୍ଷ କଉଠି ଥିଲେ ।

  • @jisaybaliarsingh1201
    @jisaybaliarsingh1201 3 часа назад

    ସାହାସ ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛୁ ଭାଇ God bless you bro

  • @KarunakarNaik-yn4lc
    @KarunakarNaik-yn4lc 3 часа назад

    ଯେଉଁ ଭାଈ ଏହି ଚଳଚିତ୍ର ର ନାମ କର୍ମ ହିଁ ଧର୍ମ ରଖିଛନ୍ତି, ମୁଁ କହିବି ସେ ଥରେ ସମୀକ୍ଷା କରିନିଅନ୍ତୁ, ଭୁଲ ନାମ କରଣ କରିକି ସିଏ କେଉଁ ମାନଙ୍କୁ ଅପମାନିତ କରିଛନ୍ତି, ଯେଉଁ ମାନଙ୍କୁ ଏ ଅପମାନ କରାଯାଇଛି ସେମାନେ ଯଦି ଠିକ ବୁଝିଯିବେ, ତା ପରେ ଯାହା ହେବ, ସେ କେବେ ଭାବି ନ ଥିବେ, ମୋ ମତରେ ସନାତନି ମାନେ ଏତେ ଅପାଠୁଆ ନୁହନ୍ତି, ସନାତନ ଧର୍ମର ଯେଉଁ ମହତ୍ୱ ଅଛି, ସିଏ ବୋଧେ ବୁଝି ନାହାଁନ୍ତି, ତେଣୁ କର୍ମ କୁ ଧର୍ମ ସଙ୍ଗେ ଯୋଗ କରିଦେଲେ,ପ୍ରକୃତ ସନାତନି କେବେ ଭୁଲ କୁ ଆଲିଙ୍ଗନ ଵା ପ୍ରଶୟ କରେ ନାହିଁ,

  • @RajaNayak-mq2pp
    @RajaNayak-mq2pp 3 часа назад

    Right ❤️👍

  • @GoooAmanatya
    @GoooAmanatya 3 часа назад

    🔥🔥🔥💪🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥💪💪💪💪💪💪💪💪💪💪

  • @swagatikapradhan4270
    @swagatikapradhan4270 4 часа назад

    ପ୍ରାୟ କରନ୍ତି ଲାଳସା ରେ ଆପଣ ବି ସେ ମଣିଷ ବେକାରେ ବଲ ବଲ ହେନି

  • @SambratNayak-e2n
    @SambratNayak-e2n 4 часа назад

    Let them make hundred of movies to oppose the Christianity.....no one can stop the words of Jesus to spread throughout the world 🌎🌎🌎🌎🌎

  • @PidikaPitambarjani
    @PidikaPitambarjani 4 часа назад

    Praise the lord 🙏..'

  • @somsish.kanhar8025
    @somsish.kanhar8025 4 часа назад

    ଏବେ କଣ ହିନ୍ଦୁ vs Christian second time ଦଙ୍ଗା ହେବ ବୋଧେ ।

  • @PrinceSaraka-s2y
    @PrinceSaraka-s2y 4 часа назад

    ତୁ ବି ଗୋଟେ advasi ପିଲା. ତୁ mgy କଣ ପାଇଁ christian ହେଲୁ କହୁନୁ. ମୁ ବି advasi ମୁ ସବୁ ଧର୍ମ କୁ respect କରେ. Bt କିଛି money ପାଇଁ ତୁମେ ଧର୍ମ parivartana କରି. ଭାଷଣ ମାରୁଛ ଲାଜ ଲାଗିବା କଥା ରେ. Bhai

  • @AmritaSahu-k8b
    @AmritaSahu-k8b 5 часов назад

    Super bhai message

  • @jabuljabul9309
    @jabuljabul9309 5 часов назад

    ସତ୍ୟ ହିନ୍ଦୁ ଧର୍ମର ଲୋକମାନେ ଏମିତି କରିବେନି କିନ୍ତୁ ନକଲି ହିନ୍ଦୁ ମାନେ ଏବଂ ତାଙ୍କ ପାଟିରୁ ମୁଟିବେ ଅଗିବେ ଏମାନେ ହିଁ ନକଲି ହିନ୍ଦୁ ଭଗବାନ୍ ପୂଜା ନ କରିବା ନ ଜାଣିବା ମଦ ଗୁଟକା ଗଞେଇ ଖାଇବା ହିନ୍ଦୁ ମାନେ ହିଁ ଏମିତି ସିନେମା ନିର୍ମାଣ କରିବେ ଓକେ

  • @SunamMandal87
    @SunamMandal87 5 часов назад

    Challenge କରି କହିଥିବାରୁ, ତୁମକୁ ଧନ୍ୟବାଦ୍ ଭାଇ, ସାହସ କୁ ମାନିବାକୁ ପଡ଼ିବ | God Bless You.

  • @tapankumar8966
    @tapankumar8966 5 часов назад

    God bless you 🙏🏽❤

  • @prabinkumarbebarta8586
    @prabinkumarbebarta8586 5 часов назад

    Right bro

  • @jubeldalabehera7630
    @jubeldalabehera7630 6 часов назад

    ଏହି ଭିଡିଓ ଟି social talk ଦେଖିବାର ଅଛି 😮😮😮

  • @JikhariyaKMajhi
    @JikhariyaKMajhi 6 часов назад

    କ୍ଷମା କର ହେ ପିତା ଏମାନେ କଣ କରିବାକୁ ଚାହୁଛନ୍ତି ଜାଣନ୍ତି ନାହିଁ । ଆମେନ୍

  • @m.ranjan7320
    @m.ranjan7320 6 часов назад

    ଜୟ ଜଗନ୍ନାଥ 🙏🙏🚩🚩 ଜୟ ଶ୍ରୀ ରାମ 🏹🏹🚩🚩 ତୁମେମାନେ ସତରେ ହିନ୍ଦୁ ମାନଙ୍କ ସହ ରହିଛ ,ଖାଇଛ, ପିଇଛ ଆଉ ଗ୍ରାଜୁଏଟ ମଧ୍ୟ ,ତୁମମାନଙ୍କର ବହୁତ ଜ୍ଞାନ ତୁମେମାନେ ଯେମିତି ଲୋକଙ୍କୁ କହିବ ଲୋକ ସେମିତି କରିବେ। ଆଉ ଭାଇନା ତମେ ମାନେ କିଏ ଆଉ ତମର ହିନ୍ଦୁ ସାଙ୍ଗ ଅଛନ୍ତି, ସନାତନ ବିଡ଼ିଓ କିଏ କ'ଣ କଲା ନ କଲା ତମେ କାହିଁକି ଦୁଃଖ କରୁଛ । କନ୍ଧମାଳ, ଦଙ୍ଗା, ଖ୍ରୀଷ୍ଟିଆନ, ହିନ୍ଦୁ ମନ୍ଦିର ଏସବୁ କ'ଣ କହିବାକୁ ଚାହୁଛ। ତୁମେ ଗ୍ରାଜୁଏଟ୍ ବୋଲି ସମସ୍ତ ଓଡ଼ିଶାର ଲୋକ ମୁର୍ଖ ଅଜ୍ଞାନୀ। ଆଉ ଭାଇନା ଆମ ଭାରତକୁ ବ୍ରିଟିଶ ବୈଦେଶିକ ଇଂରେଜ ଲୋକ ଦୁଇ ଶହ ବର୍ଷ ଭାରତ ଲୋକଙ୍କୁ ବେଟି କଟାଇ ଶାସନ କରିଛନ୍ତି ଏକଥା ଜାଣିଛନ୍ତି ନା ଜଣାନାହିଁ, ତମେ ମାନେ ଗ୍ରାଜୁଏଟ ବୋଲି ବହୁତ ବଢିଆ କଥା କହିଛ ଠିକ୍ ଠିକ୍ 😂😂

  • @samuelmuduli6632
    @samuelmuduli6632 7 часов назад

    କିଏ କାହାକୁ ଜବର୍ ଦସ୍ତ ଧର୍ମ ପରିବର୍ତ୍ତନ କରୁଛି ? ଆପଣମାନେ ଟିକିଏ ଆଖି ଖୋଲି ଦେଖନ୍ତୁ, ଏହାର 1000ରେ ପ୍ରମାଣ ୟୁଟୁବରେ ଅଛି; praise the Lord 🙏

  • @BDstudentstudy
    @BDstudentstudy 7 часов назад

    Praise the Lord

  • @ChakraPaniMondal
    @ChakraPaniMondal 7 часов назад

    ତୁ ଶଳା ବଳଦ କି ଆ କ୍ରୀଷ୍ଠାନ

  • @juanasardar
    @juanasardar 7 часов назад

    Laba bhainko pain samasto christian loko mane prayer karanti....Kahinki na se jone international traveller ....Se bi semti kole au kn kuha jibo....Prabhu tanku khyoma karantu🙏🙏🙏

  • @BalabhadraNaik-e7o
    @BalabhadraNaik-e7o 7 часов назад

    Convert pagla chudu Cristian only Hindu religion

  • @semasaura1893
    @semasaura1893 7 часов назад

    Praise the lord Jesus 🖐️🖐️

  • @AbhisirikaAbhisirika
    @AbhisirikaAbhisirika 8 часов назад

    May God protect you bro❤❤

  • @arjunbhatra
    @arjunbhatra 8 часов назад

    Jay shree ram

  • @RibiNayak
    @RibiNayak 8 часов назад

    Right sir,

  • @Junaya6212
    @Junaya6212 9 часов назад

    God bless you bro.....for your advice

  • @pabitrabebarta4322
    @pabitrabebarta4322 9 часов назад

    God bless you, Very good answer brother

  • @SajannagNag-ct7gv
    @SajannagNag-ct7gv 9 часов назад

    ଖ୍ରୀଷ୍ଟିଆନ ଲୋକମାନକୁ ଯେଉଁମାନେ ବିରୋଧ କରିଛନ୍ତି ସେମାନଙ୍କ ସହ ଆଗକୁ ବହୁତ୍ ଭୟଙ୍କର ଘଟଣା ହେବ

  • @TrinathHarijan-j6w
    @TrinathHarijan-j6w 9 часов назад

    Right Bor

  • @pabitrabebarta4322
    @pabitrabebarta4322 9 часов назад

    Amen

  • @TrinathHarijan-j6w
    @TrinathHarijan-j6w 9 часов назад

    Praise the lord

  • @BholanathMurmu-e7j
    @BholanathMurmu-e7j 9 часов назад

    ରାଇଟ୍ କଥା

  • @gameingchannal..8433
    @gameingchannal..8433 9 часов назад

    right message sir

  • @bkarankumar8952
    @bkarankumar8952 10 часов назад

    ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସହବର୍ତ୍ତୀ ହୁଅନ୍ତୁ। Praise the lord 🛐

  • @Jamuna-j5r
    @Jamuna-j5r 10 часов назад

    Prabhu jesunku sayatan sahiparuni sethi pain semanaka mana hrudaya re basiki gando gola karuchi karana semane ta loka

  • @tunagmvlogs
    @tunagmvlogs 11 часов назад

    ଖ୍ରୀଷ୍ଟିୟ ରକ୍ଷକ.. ସମ୍ବିଧାନ ବିଷୟରେ ଟିକେ କୁହ.. ଖାଲି religious act secularism article ହିଁ କହୁଛ ଆଉ କଣ ଜାଣିଛ କୁହ....pk,oh my god topic ରେ କୁହ ଲବ ହାଁସଦା ଆଦିବାସୀ ହେଲେ ମଧ୍ୟ ସେ Hinduism ଆପଣତ ନିଜେ ଯୀଶୁଙ୍କୁ ବିରୋଧ କରିଥିଲେ ହିନ୍ଦୁ ଲୋକ କାହିଁକି କରିବେନି 😅

    • @SportsHighlights-om7zt
      @SportsHighlights-om7zt 10 часов назад

      Tu pagal ta kire 🤣🤣

    • @tunagmvlogs
      @tunagmvlogs 10 часов назад

      @SportsHighlights-om7zt ମୁଁ କଣ ପାଇଁ ପାଗଳ ହେବି ସେ ଯାହା କହୁଛି ମୁଁ କହୁଛି

    • @jpodia1
      @jpodia1 10 часов назад

      Ame khrista rakhyaka nuhe khristha amaku ralhya karanti...

    • @tunagmvlogs
      @tunagmvlogs 10 часов назад

      @@jpodia1for example

    • @jpodia1
      @jpodia1 10 часов назад

      @@tunagmvlogs ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ଏଫିସୀୟ 1:7 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। ଯୋହନ 3:16-18

  • @ChandanaKumar-r8s
    @ChandanaKumar-r8s 11 часов назад

    Yesu great❤❤❤❤

  • @bhanjamunda7299
    @bhanjamunda7299 11 часов назад

    Praise the Lord, Brother, Explain to them in the bright Oriya language.

  • @loveboy3145
    @loveboy3145 11 часов назад

    ଭାଇ ତମେ ଭାୟ କର୍ ନା ହି ପ୍ରଭୁ ତୁମ ସା ଗ ରେ ଅମେନ୍

  • @LaxmanSoy-p8h
    @LaxmanSoy-p8h 11 часов назад

    ତାଙ୍କ ପାଖରେ ଗୋଟେବି ଚାଉଳ , ଟଙ୍କା ଦେବାର ପ୍ରୁବ୍ ନାହିଁ ଭାହି

  • @SantushMajhi-r3c
    @SantushMajhi-r3c 11 часов назад

    Praise the lord sir

  • @Masihomajhi
    @Masihomajhi 11 часов назад

    ❤❤❤❤❤❤100%💯💯💯💯👍👍👍👍👍👍

  • @srirampurty157
    @srirampurty157 11 часов назад

    Praise the lord sir

  • @Nitish86858
    @Nitish86858 11 часов назад

    Thank you❤❤ God bless you❤❤❤Best👍👍 you told

  • @ChitrasenNayak-f8i
    @ChitrasenNayak-f8i 11 часов назад

    Right challenge Bhai, God is good all the time

  • @sureshchandragamango9438
    @sureshchandragamango9438 11 часов назад

    ବହୁତ୍ ଭଲ ଜବାବ୍ ଦେଲ, ହିନ୍ଦୁ ମାନେ ଶୁଣି ପାରୁଛନ୍ତି କି ନାହିଁ

  • @dhanyabadsirdalai3217
    @dhanyabadsirdalai3217 11 часов назад

    Praise the lord bhai 🙏