- Видео 7 961
- Просмотров 21 212 362
Nirbhay Suchana
Индия
Добавлен 4 июн 2020
" Nirbhay Suchana "
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RUclips Link: ruclips.net/user/NirbhaySuchana
Facebook Link: nirbhaysuchanaofficial
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RUclips Link: ruclips.net/user/NirbhaySuchana
Facebook Link: nirbhaysuchanaofficial
TARZAMA : ଯେତେ ଘେରିବେ, ସେତେ ଚମକିବେ | Nirbhay Suchana
ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଏବେ ସାରା ରାଜ୍ୟରେ ଥୁମ୍ବି ତୋଫାନ ସୃଷ୍ଟ କରିଛି । ଏହି ଘଟଣାକୁ ରାଜ୍ରରେ ରାଜନୈତିକ ମାହୋଲକୁ ଉଷ୍ମ କରିଛି । ଆଉ ଏସବୁ ଭିତରେ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଉଠିଛି ମାଳ ମାଳ ପ୍ରଶ୍ନ? ବିଧାୟକଙ୍କୁ ମାଡ଼ ମାରିବ ଘଟଣା ହେଉଛି ଏକ ସବୁଠୁ ନିନ୍ଦନୀୟ । କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ରାଜ୍ୟରେ ଆଲୋଚନା ।
#BJP #bjd #pranabprakashdas #himanshusekharsahoo #mohanmajhi #manmohansamal #naveenpatnaik #jajpurnews #jajpur
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, busine...
#BJP #bjd #pranabprakashdas #himanshusekharsahoo #mohanmajhi #manmohansamal #naveenpatnaik #jajpurnews #jajpur
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, busine...
Просмотров: 2 108
Видео
TARZAMA : ଯାଜପୁରରେ ଗିରଫ, ପୋଲିସ ମହଲରେ ହଲଚଲ ! | Nirbhay Suchana
Просмотров 1,9 тыс.7 часов назад
ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ପାଞ୍ଚ ମାସ ପୁରିଯାଇଥିଲା ବେଳେ, ରାଜ୍ୟର ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୁଲିସ ବାହିନୀକୁ ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଯାହାର କରଣ ବି ରହିଛି ଅନେକ । ବର୍ତ୍ତମାନ ରାଜ୍ୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ତୁମ୍ଭି ତୋଫାନ ଦେଖା ଦେଇଛି । #BJP #BJD #himanshusekharsahoo #pramilamallik #pranabprakashdas #SANJAYDASBURMA #jajp...
ଆରମ୍ଭରୁ ଫେଲ୍, ଆଗକୁ ଲଢ଼ିବେ ତ ନିର୍ବାଚନ? | Nirbhay Suchana
Просмотров 8 тыс.2 часа назад
ଗତକାଲି ଦୁଇ ରାଜ୍ୟ ସହ ଅନେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସହ ଉପନିର୍ବାଚନରେ ରେଜଲ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ଏନଡିଏ ସବୁଠୁ ଲ ପଦର୍ଶନ କରିଛି । ବିଶେଷକରି ଏହି ରେଜଲ୍ଟ ଏକ ଦଳକୁ ବଡ଼ ଝଟକା ଦେଇଛି । ଦେଶ ତଥା ବିଶ୍ୱରେ ନିର୍ବାଚନ ରଣନୀତିଜ୍ଞ ଭାବରେ ନିଜର ପରିଚୟ ସୃଷ୍ଟ କରିଥିବା ପ୍ରଶାନ୍ତ କିଶୋର ନିଜ ରାଜ୍ୟ ତଥା ବିହାରରେ ହୋଇଥିବା ଉପ ନିର୍ବାଚନରେ ଖରାପ ପଦର୍ଶନ କରିଛନ୍ତି । #PrashantKishor #bjp #2024elections #bihar #biharelection #jansuraajpa...
TARZAMA : ଅଜିତଙ୍କ ସ୍ୱପ୍ନ ! ଦେବେନ୍ଦ୍ରଙ୍କ ପାଇଁ ଏକନାଥ କଣ୍ଟା | Nirbhay Suchana
Просмотров 3,2 тыс.2 часа назад
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ ଶାସକ ମେଣ୍ଟ ସପକ୍ଷରେ ଆସିଛି। ମହାରାଷ୍ଟ୍ର ବାସୀ ମହାୟୁତି ଉପରେ ଆସ୍ଥା ପ୍ରକଟ କରି ଏହାକୁ ପୁନଃ କ୍ଷମତାସୀନ କରାଇଥିବାବେଳେ ବିଜେପିର ଝାଡ଼ଖଣ୍ଡ ଦଖଲ ଅଭିଯାନ ବିଫଳ ହୋଯାଇଛି । ଆଉ ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଉପରେ ଆଲୋଚନ ତର୍ଜମା ଜୋର ଧରିଛି । ତାହା ବିଶେଷ କରି ମହାରାଷ୍ଟ୍ରରେ । କାରଣ ଏଠାରେ ବିଜେପି ସବୁଠୁ ଅଧିକ ସିଟ ଜିତିଥିବାରୁ ସହଯୋଗୀଙ୍କ ଦଳଙ୍କ ସ୍ଥିତି କଣ ହେବ ତାହା ଏବେ ଆଲୋଚନା କେନ୍ଦ୍ର ପାଲଟିଛ...
TARZAMA : କଉଟା ସତ, କଉଟା ମିଛ ବିଜେଡି ହାଟ ବିରୋଧୀ, ବିଜେପି ପ୍ରକଳ୍ପ ବିରୋଧୀ | Nirbhay Suchana
Просмотров 7152 часа назад
ଯାଜପୁର ବିରଜା ପ୍ରକଳ୍ପ ଓ ହାଟ ମାମଲାରେ ବିଜେଡିକୁ ପାନେ ଦେବାକୁ ପୋଲିସ ନିଜ ଆଡୁ ବହୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ୨୦ ତାରି ଦିନ ରାତିରେ ଯାହା କିଛି ଘଟିଲା ସେ ଘଟଣାକୁ ନେଇ ଅନେକ ମାମଲା ଦାଏର ହୋଇଛି । କିନ୍ତୁ ମୁଖ୍ୟ ମାମଲାଟି ଥିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସୁରକ୍ଷା କର୍ମୀ ଶକ୍ତି ସାମନ୍ତ ରାଉତ ଦ୍ୱାରା ଦାଏର ହୋଇ ପଞ୍ଜୀକୃତ ହୋଇଥିବା ମାମଲା ସଂଖ୍ୟା ୩୩୦। #BJP #bjd #pranabprakashdas #bhabaprasaddas #himanshusekharsahoo #goutamray #jaj...
TARZAMA : ମହତାବ ଓଡ଼ିଶାର କିନ୍ତୁ ଗୁଜୁରାଟ-ଉତ୍ତରପ୍ରଦେଶ କାହିଁକି... | Nirbhay Suchana
Просмотров 8204 часа назад
ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ନାଁରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ନବୀନ ସରକାର ଯେମିତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁକୁ ବ୍ୟବହାର କରି ପଲିଟିକାଲ ମାଇଲେଜ୍ ନେଇଥିଲା, ଠିକ୍ ସମାନ ଢଂଗରେ ରାଜ୍ୟରେ ବିଜୁ ଲିଗାସୀକୁ ହଟାଇ ମହତାବ ଲିଗାସୀ ଛିଡ଼ା କରିବା ପାଇଁ ବିଜେପି ସରକାର ଏବେ ଚେଷ୍ଠା ଚଳାଇଛନ୍ତି । ଯେଉଁ କାରଣରୁ ଏବେ ହରେକୃଷ୍ଣ ମହତାବଙ୍କ ନାଁକୁ ତୀବ୍ର ହୋଇଛି ରାଜ୍ୟ ରାଜନୀତି । #PrithvirajHarichandan #...
TARZAMA : ଭାରି ବାଧିଲା, ଆସନ୍ତୁ ଜାଣିବା..... | Nirbhay Suchana
Просмотров 7217 часов назад
୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ୍ନ ହୋଇଛି । କିନ୍ତୁ ଦଳ ପରାଜୟ ପରେ ବିଜେଡିର ଅନେକ ନେତା ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ବିଜେଡିର ଅନେକ ବରିଷ୍ଠ ନେତା ଗତ ନିର୍ବାଚନରେ ପରାଜୟରେ ସମ୍ମୁଖୀନ୍ନ ହୋଇଛନ୍ତି । ହେଲେ ସେମାନେ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି। ଆଉ ଏସବୁ ଭିତରେ ବଦ୍ରି ପାତ୍ରଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି । #BJP #BJD #naveenpatnaik #badrinarayanpatra #latikapradhana #atanusabyasachi #munnakhan #...
TARZAMA : ଲିକୁ ବିଜେପି ନା ସ୍ଵାଧୀନ ! | Nirbhay Suchana
Просмотров 8 тыс.7 часов назад
ବିଜେପି ସରକାରରେ ହିମାଂଶୁ ଦ୍ଵନ୍ଦ । ହିମାଂଶୁଙ୍କୁ ନେଇ ବିଜେପି ନେତାଙ୍କର ଭିନ୍ନ ଭିନ୍ନ ବୟାନବାଜି। ରାଜ୍ୟ ନେତୃତ୍ୱ ଧର୍ମଶାଳା ବିଧାୟକଙ୍କ ବିଜୟକୁ ଗୋଟିଏ ନଜରରେ ଦେଖୁଥିବା ବେଳେ ଯାଜପୁରର କିଛି ବିଜେପି ନେତା ଆଉ ଗୋଟିଏ ନଜରରେ ଦେଖୁଛନ୍ତି । ତେଣୁ ହିମାଂଶୁ ସ୍ଵାଧୀନ ବିଧାୟକ ନା ବିଜେପି ବିଧାୟକ । ୟାକୁ ନେଇ ସୋସିଆଲ ମିଡ଼ିଆରେ ଏକ ବଡ଼ ଚର୍ଚ୍ଚା ଚାଲିଛି । କେବଳ ଏ ଗୋଟିଏ କଥା ନୁହେଁ , ଆଉ ଗୋଟିଏ କଥାକୁ ନେଇ ବି ଚର୍ଚ୍ଚା ଚାଲିଛି, #BJP #BJD #himanshusekharsahoo #ak...
ବିଜେପିର ଚିନ୍ତା ବଢ଼ାଇଲା ଏହି ରିପୋର୍ଟ ! | Nirbhay Suchana
Просмотров 8 тыс.9 часов назад
ଗତକାଲି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ବର୍ତ୍ତମାନ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଛି। ଏହା ପୂର୍ବରୁ ପ୍ରକାଶ ପାଇଛି ବିଭିନ୍ନ ଏଜେନ୍ସି ସଂସ୍ଥାର ଏକଜିଟ ପୋଲ । ମହାରାଷ୍ଟ୍ର ଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟରେ କିଏ ସମ୍ଭାଳିବ ଗାଦି । କାହାର ହେବ ମହାରାଷ୍ଟ୍ର ତାହା ନଭେମ୍ବର ୨୩ର ହୋଇଯିବ ସ୍ପଷ୍ଟ । ହେଲେ ଏହା ପୂର୍ବରୁ ଏକଜିଟ୍ ପୋଲ୍ ଆକଳନ ଏବେ ସାମ୍ନାକୁ ଆସିଛି । #bjp #jharkhandelection #maharashtra #modi #ekna...
TARZAMA : ଅମରଙ୍କୁ ନେବା ପାଇଁ ବ୍ୟାକୁଳ ବିଜେପି ! | Nirbhay Suchana
Просмотров 1,4 тыс.9 часов назад
କେନ୍ଦ୍ର ଦ୍ୱାରା ଗଠନ କରାଯାଇଥିବା କମିଟିରେ ଯେଉଁ ସଦସ୍ୟ ମାନେ ଅଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସାଂସଦ ଭର୍ତୃହରି ମହତାବ ରହିଛନ୍ତି। ଅନ୍ୟପଟେ ଏହି କମିଟିରେ ବିଜେପି ନେତା ମନମୋହନ ସାମଲ, ପୂର୍ବତନ ବିଧାୟକଙ୍କ ସହ ସାହିତ୍ୱିକ ଓ ବିଦ୍ୱାନମାନେ ମଧ୍ୟ ଏହି ପ୍ୟାନେଲର ଅଂଶବିଶେଷ ହୋଇଛନ୍ତି । କିନ୍ତୁ...
ହାଟ ଖୋଲିଲେ କୃଷ୍ଣ, ମାଡ଼ ଖାଇଲେ ଲିକୁ ! | Nirbhay Suchana
Просмотров 16 тыс.9 часов назад
ବିରଜା ମନ୍ଦିର ସ୍ତମ୍ଭରୁ ବୋହିବ ରକ୍ତର ଧାର। ଇଏ ହେଉଛି ମାଳିକା ବଚନ। ମାଳିକାର ଏ ଧାଡ଼ି ସବୁ ସତ ହେବାକୁ ଯାଉଛି କି ? କାହିଁକି ନା ୨୫୦ ବର୍ଷର ବିରଜା ହାଟକୁ ନେଇ ଯାଜପୁରରେ ଏବେ ତୁମୁଳ କାଣ୍ଡ ଘଟିଲାଣି । ବିରଜା ମନ୍ଦିର ନିକଟକୁ ଲାଗିଥିବା ହାଟରେ ଗୁରୁବାର ସକାଳୁ ସକାଳୁ ବିଜେଡି ଓ ବିଜେପି ଗୋଷ୍ଠୀ ମୁହଁlମୁହିଁ ହେବା ସହ ପୋଲିସ ଛାଉଣୀ ହୋଇଛି । ହାଟରୁ ବେପାରୀ ନିଜ ଜିନିଷ ନେଇ ଫେରିଯାଇଛନ୍ତି । #bjp #bjd #pranabprakashdas #himanshusekharsahoo #jajpurnews #kru...
ଶିଳ୍ପପତିଙ୍କୁ ଭେଟି ବିବାଦରେ ମୁଖ୍ୟମନ୍ତ୍ରୀ ! | Nirbhay Suchana
Просмотров 1,9 тыс.12 часов назад
ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତକୁ ନେଇ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି । ବିଜୁ ଜନତା ଦଳ ମୋହନ ମାଝୀଙ୍କ ସିଙ୍ଗାପୁର ଗସ୍ତରୁ ନିଜ ଦଳର ସୁପ୍ରିମୋଙ୍କୁ ଏଥିପାଇଁ ଶ୍ରେୟ ଦେବାକୁ ଚେଷ୍ଟା କରି ଲୋକଙ୍କ ନିକଟରେ ପ୍ରିୟ ହେବାକୁ ଚେଷ୍ଟା କରିଛି । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେଶନ ଆଣ୍ଡ ଏଜୁକେସନ୍ ସର୍ଭିସ୍ ବୁଲି ଦେଖିବା ସହ ରାଜ୍ୟର ଯୁବ ବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଏହି ଆଇଟିଟିଇଏସର ସହଯୋଗ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । #mohanmajh...
TARZAMA : MVA ସପକ୍ଷରେ ଭୋଟ ! ରହିଛି ଏହି ସବୁ କାରଣ! | Nirbhay Suchana
Просмотров 2,2 тыс.12 часов назад
ଆଜି ସକାଳୁ ଭୋଟ ଦେଉଛି ମହାରାଷ୍ଟ୍ର । ନିର୍ବାଚନ ପୂର୍ବରୁ ସବୁ ଦଳ ଭୋଟରଙ୍କୁ ନିଜ ନିଜ ଢ଼ଙ୍ଗରେ ମନାଇବାରେ ରହିଥିଲେ ବ୍ୟସ୍ତ। ଆଉ ଆଜି ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଯେଉଁ କାରଣରୁ ନେତାଙ୍କ ଛାତି ଏବେ ଧଡ଼ଧଡ଼। କିଏ ଜିତିବ, କିଏ ହାରିବ ତାକୁ ନେଇ ରାଜ୍ୟର ସବୁ ଗଳିରେ ଆଲୋଚନା, ତର୍ଜମା ଆଉ ବିତର୍କ ଚାଲିଛି। ମହାରାଷ୍ଟ୍ରରେ କିଏ ମାରିବ ବାଜି? କାହାର ପଲ୍ଲା ରହିବ ଭାରି ? ପ୍ରଚାରରେ କାହାର ମୁଦ୍ଦା ଥିଲା କଣ ? କାହାକୁ ଅଧିକ ଲୋକେ ପସନ୍ଦ କରିବେ ? ତାହା ଉପରେ ଆଜିର ତର୍ଜମାର...
ଯାହାକୁ କରିଥିଲା ମୁଦ୍ଦା, ଏବେ ନିଜ ଉପରେ ଭାରି ! | Nirbhay Suchana
Просмотров 1,2 тыс.14 часов назад
ନବୀନଙ୍କ ପରେ ଓଡ଼ିଶାରେ ବର୍ତ୍ତମାନ ମୋହନ ରାଜ୍ ଚାଲିଛି । ବିଜେପି ସରକାରକୁ ଆସିବା ପାଇଁ ବିଜେଡି ବିରୋଧରେ ଅନେକ ମୁଦ୍ଦା ଉଠାଇଥିଲା । ଆଉ ଏସବୁ ଭିତରେ ଥିଲା ଗୋଟେ ବିଜେଡି ଶାସନ ବେଳେ ଚାଲିଥିଲା ଅଫିସର ରାଜ୍ । ଏମିତିକି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ବିଜେଡି ପାଇଁ ଓଡ଼ିଶା ଆଜି ପଛରେ ପଡିଛି,ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ। #bjp #bjd #naveenpatnaik #mohanmajhi #sofiafirdous #baliyatra #odishanews Watch ...
TARZAMA : ଦଳୀୟ କର୍ମୀଙ୍କ ପାଇଁ ଚିନ୍ତାରେ ବିଜେପି ନେତା ଓ ମନ୍ତ୍ରୀ | Nirbhay Suchana
Просмотров 2,4 тыс.14 часов назад
ବହୁଦିନ ଧରି ଶୁଖିଲା ଥିବା ମାଟିରେ ପାଣି ଟୋପେ ପଡ଼ିବା ମାତ୍ରକେ ଯେମିତି ସେ ପାଣି ଶୋଷି ହୋଇଯାଏ, ଠିକ୍ ସେହିପରି ଦୀର୍ଘ ଦିନର ବ୍ୟବଧାନ ପରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ନେତାମାନଙ୍କୁ ଯେତେ ରୋଜଗାରର ସୁଯୋଗ ମିଳିଲେ ବି ତାହା ସେମାନଙ୍କୁ ସନ୍ତୁଷ୍ଟି ଦେଇପାରୁନାହିଁ। ଫଳରେ ନିଜ ଦଳର ନେତାଙ୍କ ପାଖରେ ଦାବି ସବୁ ଗଦା ହୋଇଗଲାଣି। ଏହାକୁ ନେଇ ନେତା ବି ଚିନ୍ତାରେ ପଡ଼ୁôଥିବା ଚର୍ଚ୍ଚା ହେଉଛି। #BJP #BJD #mohanmajhi #manmohansamal #dharmendrapradhan #naveenpatna...
TARZAMA : ବିଜେପି ରଣନୀତି ଫେଲ ! ଆପ୍ କରିଦେଲା ଖେଳ | Nirbhay Suchana
Просмотров 12 тыс.14 часов назад
TARZAMA : ବିଜେପି ରଣନୀତି ଫେଲ ! ଆପ୍ କରିଦେଲା ଖେଳ | Nirbhay Suchana
୨୪ ଘଣ୍ଟାରେ ପଦ୍ମ ଶିବିରରେ ଆପ୍ ନେତା | Nirbhay Suchana
Просмотров 91116 часов назад
୨୪ ଘଣ୍ଟାରେ ପଦ୍ମ ଶିବିରରେ ଆପ୍ ନେତା | Nirbhay Suchana
TARZAMA : ନାଁ ଜାଣି ହେଉଛି, ନା ବୁଝି ହେଉଛି ସୌମ୍ୟଙ୍କ ପ୍ରହାର | Nirbhay Suchana
Просмотров 91416 часов назад
TARZAMA : ନାଁ ଜାଣି ହେଉଛି, ନା ବୁଝି ହେଉଛି ସୌମ୍ୟଙ୍କ ପ୍ରହାର | Nirbhay Suchana
ଯୋଗୀଙ୍କୁ କଲେନି ସମର୍ଥନ !, ମୋଦିଙ୍କୁ କଲେ... | Nirbhay Suchana
Просмотров 1,5 тыс.16 часов назад
ଯୋଗୀଙ୍କୁ କଲେନି ସମର୍ଥନ !, ମୋଦିଙ୍କୁ କଲେ... | Nirbhay Suchana
ଚନ୍ଦ୍ରବାବୁଙ୍କ ବଡ଼ ବୟାନ ୨୯ରେ ମୋଦି..... | Nirbhay Suchana
Просмотров 11 тыс.19 часов назад
ଚନ୍ଦ୍ରବାବୁଙ୍କ ବଡ଼ ବୟାନ ୨୯ରେ ମୋଦି..... | Nirbhay Suchana
TARZAMA : ହରଡଘଣାରେ ସୁନନ୍ଦାଚିନ୍ତାରେ ଅମର ! | Nirbhay Suchana
Просмотров 29 тыс.19 часов назад
TARZAMA : ହରଡଘଣାରେ ସୁନନ୍ଦାଚିନ୍ତାରେ ଅମର ! | Nirbhay Suchana
ଯୋଗୀଙ୍କ ଚୌକି ଟଳମଳ ! | Nirbhay Suchana
Просмотров 2,6 тыс.21 час назад
ଯୋଗୀଙ୍କ ଚୌକି ଟଳମଳ ! | Nirbhay Suchana
TARZAMA : ଅଡ଼ୁଆରେ ବିଜେପି, ଜୟନାରାୟଣଙ୍କ ଭଳି ପୂର୍ବରୁ .... | Nirbhay Suchana
Просмотров 1,3 тыс.21 час назад
TARZAMA : ଅଡ଼ୁଆରେ ବିଜେପି, ଜୟନାରାୟଣଙ୍କ ଭଳି ପୂର୍ବରୁ .... | Nirbhay Suchana
TARZAMA : ବିଜେପି ନାରାକୁ ନେଇ ଏନଡିଏରେ ଫାଟ ! | Nirbhay Suchana
Просмотров 4,5 тыс.21 час назад
TARZAMA : ବିଜେପି ନାରାକୁ ନେଇ ଏନଡିଏରେ ଫାଟ ! | Nirbhay Suchana
ସମାଜ ପାଇଁ ମାନବିକତା ମୂଲ୍ୟବୋଧ କେତେ ଜରୁରୀ ? | Nirbhay Suchana
Просмотров 42День назад
ସମାଜ ପାଇଁ ମାନବିକତା ମୂଲ୍ୟବୋଧ କେତେ ଜରୁରୀ ? | Nirbhay Suchana
TARZAMA : ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚ୍ୟାଲେଞ୍ଜ ! | Nirbhay Suchana
Просмотров 37 тыс.День назад
TARZAMA : ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚ୍ୟାଲେଞ୍ଜ ! | Nirbhay Suchana
TARZAMA : ସୋନିଆ ବିଫଳ ! ରାହୁଲଙ୍କ ପ୍ଲେନ୍ ଲ୍ୟାଣ୍ଡିଂରେ ! | Nirbhay Suchana
Просмотров 5 тыс.День назад
TARZAMA : ସୋନିଆ ବିଫଳ ! ରାହୁଲଙ୍କ ପ୍ଲେନ୍ ଲ୍ୟାଣ୍ଡିଂରେ ! | Nirbhay Suchana
TARZAMA : ବବିଙ୍କ ବାରମ୍ବାର ଭଦ୍ରକ ଗସ୍ତ ପଛର ରହସ୍ୟ | Nirbhay Suchana
Просмотров 6 тыс.День назад
TARZAMA : ବବିଙ୍କ ବାରମ୍ବାର ଭଦ୍ରକ ଗସ୍ତ ପଛର ରହସ୍ୟ | Nirbhay Suchana
TARZAMA : କାରଣ ସ୍ପଷ୍ଟ ! ଏଥିପାଇଁ ବାରମ୍ବାର ପାଦ ଛୁଉଁଛନ୍ତି ନୀତିଶ ! | Nirbhay Suchana
Просмотров 4,8 тыс.День назад
TARZAMA : କାରଣ ସ୍ପଷ୍ଟ ! ଏଥିପାଇଁ ବାରମ୍ବାର ପାଦ ଛୁଉଁଛନ୍ତି ନୀତିଶ ! | Nirbhay Suchana
TARZAMA : ବିଜେଡି ପାଇଁ ବିଜୟଙ୍କ ରଣନୀତି ! | Nirbhay Suchana
Просмотров 10 тыс.День назад
TARZAMA : ବିଜେଡି ପାଇଁ ବିଜୟଙ୍କ ରଣନୀତି ! | Nirbhay Suchana
ଅପା ଘାଟିବ ସତ୍ କଥା କହୁଛନ୍ତି
ଭାଡୁଆ ଟା ଲଜ୍ୟା ନାହିଁ
❤❤❤❤
ବିଜୟ ଘରୁ ୮୦ କୋଟି ଟଙ୍କା ଇଡି ଧରିଥିଲା ସେଥିପାଇଁ ମୋଦି ଉପରେ ରାଗ,,,2019, ରେ ଧରିଥିଲା
Excellent ❤
Bjd channel ta sabu
Sir apana au bjd jaha kahuchi sata ,,,,,au samaste micha kahuchanti ,,,,,
Hindu au rahibeni India re Khali Christian au muslim Rahi jibe
Christian loka support karibe au hindu ta chutiya
But we support modi ..jai jagannath
A sala gote Bala loka property's Pai nonsense Kam Kari thila prasant Kishor is zero
ବିଜେଡି ହାଟ ବିରୋଧୀ ନୁହେଁ ବରଂ ବିଜେପି ଦଳ ଏବଂ ତାଙ୍କ ସରକାର ବିରଜା ମାଙ୍କ ମନ୍ଦିର ପ୍ରକଳ୍ପ ବିରୋଧୀ.
ରାଜନୀତି ର ଶିକ୍ଷକ କୁହା ଯାଇପାରିବ ଏ ନେତାଙ୍କୁ ହେଲେ ଶିକ୍ଷକ କେମିତି ଫେଲ ହେଇଗଲେ ପରୀକ୍ଷାରେ
Bjp ଗୋଟେ ଗୁଣ୍ଡା ରାଜ ଶାସନ କରୁଚି
Great vijay sir❤❤❤
24 years Bhokila thile ebe cahuchanti khali Pocketbpureibe, JAJPur jaha hauchi hau😅😅😅
BJP pura ZERO hei jiba panchayat election re😅😅
Right 👍👍👍
Samaya kahiba ,,,please wait and watch
ବିଜେପି ର ହୀନରାଜନିତି
ଶ୍ରୀ ଅମର ଶତପଥୀ ଜଣେ ଜ୍ଞାନୀ ଗୁଣି ବିଦ୍ୱାନୀ ତଥା ରାଜ୍ୟ ର ବରିଷ୍ଠ ଅଭିଜ୍ଞ ଓ ବିଚକ୍ଷଣ ରାଜନେତା ତେଣୁ ତାଙ୍କୁ ଯେ କୌଣସି ଦଳ ନିଜ ସପକ୍ଷ କୁ ନବାକୁ ବ୍ୟାକୁଳ ହେବା ଟା ସ୍ୱାଭାବିକ 👍
ସେଥିପାଇଁ ବାର ଦୁଆର ଶୁଣ୍ଢୀପିଣ୍ଡା ହେବାକୁ ପଡୁଛି.
ଯେତେ ଚେଷ୍ଟା କରିଲେ ମଧ୍ୟ୍ୟ ଓଡିଶାରେ ଓଡ଼ିଆଙ୍କ ହୃଦୟରୁ ବିଜୁ ପଟ୍ଟନାୟକଙ୍କୁ ହଟାଇ ପାରିବେନି.
Bjp
Your analysis is very correct and beautiful presentation.
Jete kahile biju Babu odisha ra hrudayare
Bharat ratna diauntu
Mahatab pua ku BJP CM Kariba ki?
Mahatab nka pua ku mantri Kala nahin B J P
Swadhina bidhayaka
Great
Swdnbdyk.luku
Film Banei Ki Hero Hei Gale Ki6i Hebani Fast Panchayat Chalei Jana,Tapare District,Aau Nija Rajya ,Uske Baad Hindustan Desh Ye Koi Balu Ka Ghar Nehi Ye Hamara Desh Hai Aur Film Ki Baat To 6odo Inki Ye to Kutte Se Bhi Khatre Hai
Liku film sooting karuchi drama re aa
Cuttack loka emiti neta nku kahanti borajhanji dala 😅😅
You are great vijay. God Bless you god aap ke sath he amen❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤dillip kumar odisha bargarh ❤❤❤❤❤❤dhanyabad❤❤❤❤❤❤
ଅମର ଶତପଥୀ ଓ ସୁନନ୍ଦା ରାଜ୍ୟ ସଭା ପାଇଁ ଆଶାରଖି ବିଜେପି ମୁହାଁ ହୋଇଛନ୍ତି। ବିଜେପି କ'ଣ ଗୋଟିଏ ଜିଲ୍ଲା ରୁ ଦୁଇଜଣ ନେତାଙ୍କୁ ରାଜ୍ୟ ସଭା ପଠାଇବ
Congratulation Vijay sir
Tala pati pagolo eka sange election re amar phaida
ସମୟ ବଡ଼ ବଳବାନ,, ଜଉ, ନେତା, ଗୋଟେ ଥର, ୱାର୍ଡ ମେମ୍ବର, ହେଇ nahati, ସେ, ହେବେ ବଡଚଣା, ର,m, LA, ଦିବା ସ୍ବପ୍ନ
ଅମର ପ୍ରସାଦ ଶତପଥୀ, ସବୁ ନେତା କ ଫେଣ, ବାହାର କରିବେ, ଟିକେ ସମୟ, କୁ ୱେଟ କର
ତମ ଖବର ମିଛ ଅମର ପ୍ରସାଦ ଶତପଥୀ, ଏତେ, ଶୀଘ୍ର, ହାର ମାନିବା ନେତା ନୁହେଁ, ସେ କେତେ ନେତା ତିଆରି, କରି janti
Angya evm ochhi ta BJP aramse jitiba no daut
Only Rajul
EPFO କର୍ମଚାରୀ ମାନେ ଅବସର ଗ୍ରହଣ ପରେ କେତେ ପେନସନ ପାଉଛନ୍ତି ଜାଣିଛନ୍ତି କି ସରକାର।
Bjp କୁ ଭୋଟ ଦେଇ ଭୁଲ କରିଛି।
Right
Satyabrata babu jete kandile bi au kichi hebani ,,,,,mana ku bujheidiantu ,,au bjd sasanaku pheribani ,,,,pandian bi bjp re misigalani ,,,,khali parada ଉପରକୁ ଆସିବା ବାକି ଅଛି
Evm result apanku ବିଚଳିତ କରିବା
@@rsantoshreddy2801 bjp evm setting Kariba gote win gote lost Kariba laguchhi
Right 👍
Night re mtg na MLA drink party karibaku jauthile
Sala sabu chora taka committee re rahiki kn palana karibe....